• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Manmohan Samal

Delhi Visit
Delhi Visit:ମୋହନ-ମନମୋହନଙ୍କ ଦିଲ୍ଲୀ ଗସ୍ତ ପରେ ‍ବଢ଼ିଲା ଚର୍ଚ୍ଚା, ଦଳର ନୂଆ ରାଜ୍ୟ କମିଟି ଉପରେ ଲାଗିପାରେ ମୋହର

ଦଳର ନୂଆ ରାଜ୍ୟ କମିଟି ଉପରେ ଲାଗିପାରେ କେନ୍ଦ୍ର ନେତୃତ୍ୱଙ୍କ ମୋହର। କମିଟିରେ କିଏ କିଏ ସ୍ଥାନ ପାଇବେ ? ଯେଉଁମାନେ ବାଦ୍  ପଡିବେ ? ସେମାନଙ୍କୁ କେଉଁଠି ଆଉ କେଉଁ ପଦବୀରେ ଥଇଥାନ କରାଯିବ ? ସେ ନେଇ ହେଉଛି ମାନସ ମନ୍ଥନ। ସେହିପରି ବୋର୍ଡ-ନିଗମ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଖୁବ ଶୀଘ୍ର ଏହା ଚୂଡାନ୍ତ ହୋଇପାରେ ବୋଲି କୁହାଯାଉଛି।

ଦିଲ୍ଲୀରେ ହେବ ବଡ଼ ଆଲୋଚନା
ଦିଲ୍ଲୀରେ ହେବ ବଡ଼ ଆଲୋଚନା, ହେବ କି ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ

ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ହୋଇପାରେ ଆଲୋଚନା।

Odisha BJP
Odisha BJP: ଛିଡ଼ୁନି ବୋର୍ଡ-ନିଗମ ଅଙ୍କ !

ବିଜେପିର ନୂଆ ରାଜ୍ୟ ସଭାପତି ଚୟନକୁ ୨୫ ଦିନ ପୂରିଲାଣି। କମିଟି ତ ଗଠନ ହେଇ ପାରୁନି, ଏପଟେ ଅନିଶ୍ଚିତତା ଭିତରକୁ ଯାଉଛି ବୋର୍ଡ-ନିଗମ ଅଧ୍ୟକ୍ଷ ନିଯୁକ୍ତି। ସରକାରକୁ ୧୪ ମାସ ପୂରିବାକୁ ବସିଥିବା ବେଳେ କାହିଁକି ହୋଇପାରୁନି ନିଷ୍ପତ୍ତି ? କେଉଁଠି ରହୁଛି ଅଡୁଆ ? ତାକୁ ନେଇ ବାହାର ଅପେକ୍ଷା ଦଳ ଭିତରେ ଚର୍ଚ୍ଚା ଜୋର।

Manmohan Samal
Manmohan Samal: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଓଡ଼ିଶା ଟିମ୍

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପରେ ଘୋଷଣା ହେବ ମନମୋହନ ସାମଲଙ୍କ ଓଡ଼ିଶା ଟିମ୍। ଏନେଇ ନିଜେ ମନମୋହନ ସୂଚନା ଦେଇଛନ୍ତି।

Manmohan Samal
Manmohan Samal: ଦିଲ୍ଲୀରୁ ଫେରିଲେ ମନମୋହନ ସାମଲ; ଗଣମାଧ୍ୟମରେ ରଖିଲେ ପ୍ରତିକ୍ରିୟା

ଦିଲ୍ଲୀରୁ ଭୁବନେଶ୍ବର ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସେ କହିଛନ୍ତି, ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ସମ୍ପର୍କରେ ଆଲୋଚନା ହୋଇନି। ରାଜ୍ୟ ବିଜେପିର ନୂଆ କମିଟି ଗଠନ ହେବ।

Pipili Minor Girl Burnt
Minor Girl Burnt: ବଳଙ୍ଗା ଅଞ୍ଚଳ ଘଟଣା: ଅତ୍ୟନ୍ତ ଦୁଃଖିତ କହିଲେ ରାଜ୍ୟ ବିଜେପି ସଭାପତି...

‘ନାବାଳିକାଙ୍କ ଉପରେ ଏଭଳି ଅତ୍ୟାଚାର ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଆମ ସରକାର ଅତ୍ୟନ୍ତ ଗମ୍ଭୀରତାର ସହ ନେଇ କାର୍ଯ୍ୟାନୁଷ୍ଠାନ ନେବେ ।’

Big Cabinet Reshuffle Likely in Odisha This July
ଦିଲ୍ଲୀରୁ ଫେରିଲେ ମୋହନ-ମନମୋହନ, ଖୁବଶୀଘ୍ର ରାଜ୍ୟ ସରକାରରେ ବଡ଼ ନିଷ୍ପତ୍ତି ?

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଦିଲ୍ଲୀ ଗସ୍ତରେ ଯାଇ ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ, ସେପଟେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବିଏଲ୍ ସନ୍ତୋଷଙ୍କୁ ଭେଟିଲେ ମୋହନ-ମନମୋହନ ।

BJP
Mohan-Manmohan Duo: ନୂଆ ମୋଡ଼ରେ ରାଜନୀତି: ମୋହନ ଓ ମନମୋହନଙ୍କ ଟାର୍ଗେଟ୍ ୨୦୨୯

ମନମୋହନ ଏବେ ଠାରୁ ଆସନ୍ତା ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ଓ ପୈାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ସେ ଜାଣିଛନ୍ତି ଯେ ଏହି ଦୁଇ ନିର୍ବାଚନରେ ଦଳ ବିଜେଡ଼ି ଠାରୁ ଉନ୍ନତ ପ୍ରଦର୍ଶନ କରିପାରିଲେ ୨୦୨୯ ବିଧାନସଭା ନିର୍ବାଚନ ଜିତିବା ପାଇଁ ସେତେଟା ଅସୁବିଧା ହେବ ନାହିଁ । ମୋହନ ପୂର୍ବରୁ ମନମୋହନଙ୍କ ଅଧିନାୟକତ୍ୱରେ କାର୍ଯ୍ୟ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ମଧ୍ୟ ବିଜେପିର ସଂସ୍କୃତି ଓ ଦଳର ଅନୁଶାସନ ଅନୁସାରେ ସେ ଏବେ ତାଙ୍କ ନେତୃତ୍ୱ ଓ ଦିଗଦର୍ଶନରେ କାର୍ଯ୍ୟ କରିବେ ।

BJP Politics
ବଦଳିବେ ଅନେକ ମନ୍ତ୍ରୀ ! ଲବିରେ ବୋର୍ଡ ଓ ନିଗମ ଆଶାୟୀ

ବଢ଼ିଲା ଆଶାୟୀଙ୍କ ମନ୍ତ୍ରୀ ମୁଆଁ ପାଇବା ଆଶା। ନିଗମ ଓ ବୋର୍ଡ ଅଧ୍ୟକ୍ଷ ପଦବୀ ଆଶା ବି ବଢ଼ିଲା। ନୂଆ ସଭାପତିଙ୍କୁ ନେଇ ଯୋଶରେ ରାଜ୍ୟ ବିଜେପି କ୍ୟାମ୍ପ

ଖୁବଶୀଘ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ
Odisha cabinet expansion: ଖୁବଶୀଘ୍ର ସଂପ୍ରସାରଣ ହେବ ମନ୍ତ୍ରିମଣ୍ଡଳ: ମନମୋହନ

ନୂଆ ଟିମ ସହ କାମ କରି ସଂଗଠନକୁ ସୁଦୃଢ଼ କରିବାକୁ ହେବ ବୋଲି କହିଛନ୍ତି ମନମୋହନ । ଆଗକୁ ଚ୍ୟାଲେଞ୍ଜ ଭାବେ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଛି ଏଣୁ ଦଳକୁ ବଳକୁ ବଳ ଦରକାର ଏଣୁ ଜି ଜାନ୍ ଲଗାଇ ପ୍ରୟାସ କରୁଛି ବିଜେପି ।

Big News
Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ପୁଣି ଥରେ ରାଜ୍ୟ ବିଜେପି ମଙ୍ଗ ଧରିଲେ ମନମୋହନ ସାମଲ । ମନମୋହନଙ୍କ ନାଁରେ ଦଳ ମୋହର ମାରିବା ପରେ ବିଜେପି ଶିବିରରେ ଉତ୍ସବର ମାହୋଲ ।

CM Praises Manmohan Samal’s Journey
‘କର୍ମକର୍ତ୍ତାଙ୍କ ପରିଶ୍ରମ ପାଇଁ ସାଇନ ବୋର୍ଡ ପାର୍ଟିରୁ ସରକାର କରିପାରିଛୁ’

ବିଧିବଦ୍ଧ ଭାବେ ମନମୋହନ ସାମଲଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ । ଲଗାତର ଦ୍ବିତୀୟ ଏବଂ ମୋଟ ଚତୁର୍ଥ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମନମୋହନ ।

Manmohan Retains Odisha BJP Command
Manmohan Elected State President: ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ; ମୋଟ ଚତୁର୍ଥ ଥର ପାଇଁ ହେଲେ ସଭାପତି…

ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟାରେ ଏକମାତ୍ର ପ୍ରାର୍ଥୀ ଭାବେ କେବଳ ସେ ହିଁ ନୋମିନେସନ୍ ଭରିଥିଲେ। ଆଜି  ବିଧିବଦ୍ଧ ଭାବେ ସଭାପତି ଭାବେ ମନମୋହନଙ୍କ ନାଁ ଘୋଷଣା କରାଯାଇଛି ।

Manmohan Samal Files Nomination for BJP State President Post
Manmohan Samal: ପୁଣି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ; ଏକମାତ୍ର ପ୍ରାର୍ଥୀ ଭାବେ କଲେ ନାମାଙ୍କନ ଦାଖଲ !

ପୁଣି ବିଜେପି ରାଜ୍ୟ ହେବେ ସଭାପତି ମନମୋହନ ସାମଲ! ରାଜ୍ୟ ବିଜେପି ସଭାପତି ପଦ ପାଇଁ ନାମାଙ୍କନ ଦାଖଲ ।

Odisha BJP State Chief
Odisha BJP State Chief Poll: ମୁଖିଆ କିଏ ହେବେ, କାଲି ସ୍ପଷ୍ଟ ହୋଇପାରେ, ଆବଶ୍ୟକ ହେଲେ ଜୁଲାଇ ୧ରେ ମତଦାନ

ରେସ୍ ଆଗରେ ରହିଛନ୍ତି ବର୍ତ୍ତମାନର ସଭାପତି ମନମୋହନ ସାମଲ। କାରଣ, ଗ୍ରାଉଣ୍ଡ ଜିରୋରେ ସବୁ ସ୍ତରରେ ନେତାଙ୍କୁ ନେଇ ଚାଲିବାର ଦକ୍ଷତା ମନମୋହନଙ୍କର ରହିଛି। ଗତ ନିର୍ବାଚନରେ ତାଙ୍କ ମ୍ୟାନେଜମେଣ୍ଟ ପାଇଁ ଦଳ ରାଜ୍ୟରେ ସରକାର ଗଠନ କରିପାରିଛି।

୧୦ରେ ଆସୁଛନ୍ତି ଶାହ
Amit Shah's Odisha Visit: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ, ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ

୧୦ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଅମିତ ଶାହ । ସେହିପରି ୧୧ ତାରିଖରେ ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ।

Manmohan Counters
Manmohan Counters Naveen: ନବୀନ ପଟ୍ଟନାୟକଙ୍କୁ ଧୋଇଦେଲେ ମନମୋହନ ସାମଲ, କହିଲେ ଉତ୍ତର ଦିଅ

ଫଲ୍ସ ନ୍ୟାରେଟିଭ୍ କଣ ? ଏମିତି କହିଦେଲେ ହେବନି । ଗୋଟିଏ ଗୋଟିଏ କରି କୁହ । ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରୁହ । ନବୀନଙ୍କୁ ଏମିତି ଚେତାବନୀ ଦେଲେ ମନମୋହନ ।

ମନମୋହନଙ୍କ ଖୋଲା ଚ୍ୟାଲେଞ୍ଜ
ରାଜା ଚକ୍ରଙ୍କ ଠାରୁ ଟଙ୍କା ନେଇ ନାହାନ୍ତି ବିଜେପି ନେତା

ରାଜାଚକ୍ରଙ୍କ ଠାରୁ କୌଣସି ବିଜେପି ନେତା ନେଇ ନାହାନ୍ତି ଟଙ୍କା । ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ମନମୋହନଙ୍କ ଚାଲେଞ୍ଜ । ଅଭିଯୋଗକୁ ଅମୂଳକ କହି କ୍ଷମା ପ୍ରାର୍ଥନା ଦାବି କଲା ବିଜେପି ।

ମନମୋହନଙ୍କ ଖୋଲା ଚ୍ୟାଲେଞ୍ଜ
Manmohan Samal: ରାଜା ଚକ୍ରଙ୍କ ଠାରୁ ଟଙ୍କା ନେଇ ନାହାନ୍ତି ବିଜେପି ନେତା, ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ମନମୋହନଙ୍କ ଚ୍ୟାଲେଞ୍ଜ୍

ରାଜାଚକ୍ରଙ୍କ ଠାରୁ କୌଣସି ବିଜେପି ନେତା ନେଇ ନାହାନ୍ତି ଟଙ୍କା । ଆକାଉଣ୍ଟ ନମ୍ବର ଦେଇ ଯାଞ୍ଚ କରିବାକୁ ମନମୋହନଙ୍କ ଚାଲେଞ୍ଜ । ଅଭିଯୋଗକୁ ଅମୂଳକ କହି କ୍ଷମା ପ୍ରାର୍ଥନା ଦାବି କଲା ବିଜେପି ।

ଆକାଉଣ୍ଟ ନମ୍ବର ନେଇ ଚେକ୍ କରନ୍ତୁ
Manmohan Samal: 'ଆକାଉଣ୍ଟ ନମ୍ବର ନେଇ ଚେକ୍ କରନ୍ତୁ, ଦାୟିତ୍ବହୀନ ମନ୍ତବ୍ୟ ଦେବା କଥା ନୁହେଁ'

ଦଳର ଭାବମୂର୍ତ୍ତି ବହୁ ତ୍ୟାଗ ତପସ୍ୟା ପରେ ତିଆରି ହୋଇଛି । ଏମିତି ଦାୟିତ୍ବହୀନ କଥା ଗଣମାଧ୍ୟମକୁ ନ ଆସୁ ବୋଲି କହିଛନ୍ତି ମନମୋହନ ସାମଲ। 

manmohan
ମିଛ କହିବାର ସୀମା ଥାଏ

#ମିଛ_କହିବାର_ସୀମା_ଥାଏ ପ୍ରଶ୍ନକାଳରେ ଭାଗ ନ ନେବା, ଗୃହ ବନ୍ଦ କରିବା ଏହା କି ପ୍ରକାର ପରମ୍ପରା ? ଏତେ ସମୟ ଧରି ଗୃହକୁ ଅଚଳ କରିବା ଅଧିକାର ଦେଲା କିଏ ? ମନ୍ତ୍ରୀ ଗୃହରେ ଉତ୍ତର ରଖିବା ବେଳେ ମାଇକ ଭାଙ୍ଗିବା କିପ୍ରକାର ଆଚରଣ?

BJP President Targets Congress
BJP President Targets Congress: ‘କଂଗ୍ରେସ ନେତା ଆତ୍ମସମୀକ୍ଷା କରନ୍ତୁ, ବିରୋଧୀ ଦଳର ଭୂମିକା ବୁଝିନାହାନ୍ତି’

ଆଜି ପ୍ରେସମିଟ୍ କରି ବିରୋଧୀଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କିଛିଦିନ ହେଲା ବିଧାନସଭାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାର ଅପଚେଷ୍ଟା କରାଯାଇଛି। ଏମିତି କହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି । 

BJP MLA Jayanarayan Mishra
BJP MLA Jayanarayan Mishra: କ୍ଷୋଭ ଝାଡ଼ିଲେ ଜୟନାରାୟଣ; କହିଲେ 'ମୋର ଯୋଗ୍ୟତା ନାହିଁ'

ବୈଠକରେ କ'ଣ ଆଲୋଚନା କରାଗଲା ସେ ନେଇ ଜୟନାରାୟଣଙ୍କୁ ପ୍ରଶ୍ନ କରିଥିଲେ ସାମ୍ବାଦିକ । ତେବେ ଏହାର ଉତ୍ତରରେ ଜୟନାରାୟଣ କହିଥିଲେ, 'ଏହି ପ୍ରଶ୍ନ ବଡ଼ ବଡ଼ ନେତାମାନଙ୍କୁ ପଚାରନ୍ତୁ, ଛୋଟକାଟିଆଙ୍କୁ ଏଥିରେ କାହିଁକି ପଶାଉଛନ୍ତି ।' ଜୟନାରାୟଣଙ୍କ ଭଳି ବରିଷ୍ଠ ନେତା କାହିଁକି ମଞ୍ଚରେ ବସିଲେ ନାହିଁ, ସେ ସମ୍ପର୍କିତ ପ୍ରଶ୍ନକୁ ଏଡାଇ ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

Amit Shah Odisha Visit
HM Amit Shah Odisha Visit: ତିନି ଦିନିଆ ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆସନ୍ତା ୨୧ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କେନ୍ଦ୍ର ମନ୍ତ୍ରୀଙ୍କ ତିନି ଦିନିଆ ଓଡିଶା ଗସ୍ତ ମଧ୍ୟରେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ।

ନବୀନଙ୍କ ତଣ୍ଟିରେ ‘ସୁଭଦ୍ରା’ କଣ୍ଟା
‘ସୁଭଦ୍ରା’କୁ ନେଇ ନବୀନଙ୍କ ଟାର୍ଗେଟ୍‌

ନବୀନଙ୍କ ଏହି ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, କିଏ ପ୍ରଚାର ପ୍ରସାର କରୁଥିଲା ତାହା ଲୋକ ଜାଣିଛନ୍ତି । ଏଣୁ ସେ ନିଜେ ପ୍ରଥମେ ସମୀକ୍ଷା କରନ୍ତୁ ।