• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

କେମିତି ଥିଲା ୨୪ର ରାଜନୀତି
Odisha Politics 2024: କେମିତି ଥିଲା ୨୪ର ରାଜନୀତି: କାହିଁକି ଫେଲ୍ ମାରିଲା ବିଜେଡିର ସବୁ ରଣନୀତି

୨୦୨୪ ନିର୍ବାଚନରେ ଲୋକସଭା ଆସନ ଜିତିବା କଷ୍ଟସାଧ୍ୟ ହୋଇପାରେ ବୋଲି ବିଜେଡି ପୂର୍ବରୁ ଆଶଙ୍କା କରିଥିଲା ! ବୋଧେ ସେଥିପାଇଁ ପ୍ରଥମଥର ଦଳ "ଯୋଡି ଶଙ୍ଖ' ଫର୍ମୁଲା ଅପଣାଇବାକୁ ପଡିଲା । ଦଳର ସୁପ୍ରିମୋ ଶ୍ରୀ ପଟ୍ଟନାୟକ ଓ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସନ୍ଧ୍ୟାରେ ଦୁଇ ହାତରେ ଦୁଇଟି ବତୀଲଗା ଶଙ୍ଖ ଚିହ୍ନକୁ ଧରି "ଯୋଡି ଶଙ୍ଖ' ପ୍ରଚାରର ଶୁଭାରମ୍ଭ କଲେ । ଏହି ସମୟରେ ନବୀନଙ୍କୁ ଲୁଙ୍ଗିପିନ୍ଧା ଗେଟଅପ୍‌ରେ ଦେଖିବାକୁ ମିଳିଥିଲା ।

Couple Perishes Together In Mahanga
Couple Perishes Together: ବିଧିର ବିଧାନ ବଡ଼ ବିଚିତ୍ର; ମରଣ ବି ଅଲଗା କରିପାରିନି ସ୍ୱାମୀ-ସ୍ତ୍ରୀଙ୍କୁ

ମରଣ ବି ଅଲଗା କରିପାରିନି ସ୍ୱାମୀ ସ୍ତ୍ରୀଙ୍କୁ । ଗାଁ ମଶାଣୀରେ ପାଖାପାଖି ଜଳିଲା ଦୁଇ ଜୁଇ । ଗୋଟିଏରେ ସ୍ୱାମୀ ଆରଟିରେ ସ୍ତ୍ରୀ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହୋଇଥିଲେ ଆଉ ଶେଷରେ ସେହି ଅଗ୍ନିରେ ବିଲୀନ ହୋଇଗଲେ ।  

ସରକାରୀ ଚାକିରି ପାଇଁ ବାସ୍ତୁ ପ୍ରତିକାର
Vastu Tips: ଏହି ବାସ୍ତୁଦୋଷ ଦେଇଥାଏ ସରକାରୀ ଚାକିରିରେ ଅସଫଳତା

ଯଦି ସୂର୍ଯ୍ୟଙ୍କ ଶୁଭଦୃଷ୍ଟି ଗୃହ ଉପରେ ନ ରୁହେ ତେବେ ସେହି ଗୃହରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଯେଉଁ ଗୃହରେ ସୂର୍ଯ୍ୟଙ୍କ ଶୁଭଦୃଷ୍ଟି ବା ଶୁଭ ପ୍ରଭାବ ପଡ଼ିଥାଏ ସେହି ଗୃହରେ ଯଦି ବି ଅନ୍ୟ କିଛି ଛୋଟ ଛୋଟ ବାସ୍ତୁଦୋଷ ଥାଏ ତେବେ ସୂର୍ଯ୍ୟଙ୍କର ଶୁଭ ପ୍ରଭାବ ଯୋଗୁଁ ସେହି ବାସ୍ତୁଦୋଷ ନଷ୍ଟ ହୋଇଯାଇଥାଏ।

Labourers Forced to Spent Nights Under Flyovers
 Lack Of Shelter In Bhubaneswar: ରାଜଧାନୀରେ ବେସାହାରାଙ୍କୁ ମିଳୁନି ଆଶ୍ରୟ; ଫୁଟପାଥରେ ଖୋଲା ଆକାଶ ତଳେ ବିତୁଛି ଜୀବନ

ରାତିର ଅନ୍ଧାର ଠାରୁ ବଳିଯାଉଛି ଶୀତ। କିଏ ଚାଦର ତ କିଏ କମ୍ବଳ ଖଣ୍ଡେ ଘୋଡି ହୋଇ ଜାକିଜୁକି ହୋଇ ଶୋଇଛନ୍ତି। ଫୁଟପାଥ୍ ପାଲଟିଛି ରାତିର ଠିକଣା। 

Weather Updates:
Weather Updates: ଆଜିଠୁ ବଦଳିବ ପାଗ, କମିବ ବର୍ଷା ବଢ଼ିବ କୁହୁଡି; ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ତେବେ କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ।

Panchang
Panchang Today 26th December 2024: ଆଜିର ପଞ୍ଚାଙ୍ଗ, ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

CM Mohan Majhi Criticizes BJD
CM Mohan Majhi Criticizes BJD: BJDକୁ ପୁଣି ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍; କହିଲେ-'୨୪ ବର୍ଷରେ ବେକାର ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି' 

ସେ କହିଛନ୍ତି, ଗତ ୨୪ ବର୍ଷର ଶାସନ ଭିତରେ ଆମେ ବିକାଶର ଚିହ୍ନ ଦେଖିପାରିଲୁ ନାହିଁ । ୨୪ ବର୍ଷରେ ବେକାରୀ ବଢ଼ିଛି, ଅନେକ ଗାଁକୁ ବିକାଶ ଛୁଇଁନି। ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି, ବହୁ ସ୍କୁଲରେ ଶିକ୍ଷକ ନାହାନ୍ତି। 

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 26 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 26 December 2024
Genuine Farmers To Be Identified
Genuine Farmers To Be Identified: ନୂଆ ବର୍ଷରୁ ନୂଆ ସର୍ଭେ; ସରକାରୀ ଯୋଜନାରୁ ବାଦ୍ ପଡ଼ିବେ ଅଯୋଗ୍ୟ ଚାଷୀ

ସରକାରୀ ଯୋଜନାରୁ ବାଦ ପଡିବେ ଅଣଚାଷୀ। ଜାନୁଆରୀରୁ ପଞ୍ଜିକରଣ ଆରମ୍ଭ। ଚାଷୀଙ୍କୁ ମିଳିବ ୧୪ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର। ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର। 

  • Wednesday, 25 December 2024
  • Farmers
Government Land Controlled by Mafia
Government Land Controlled by Mafia: ଜମି ଦଲାଲଙ୍କ ଦାଦାଗିରି; ଘର ଦେବାକୁ କହି ଆଦାୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ମାଫିଆଙ୍କ କବଜାରେ ସରକାରୀ ଜମ। ମନଇଛା ପ୍ଲଟିଂ କରି ଲକ୍ଷ ଲକ୍ଷ ଟଙ୍କାରେ ବିକୁଛନ୍ତି ଦଲାଲ। ଗଛ ମୂଳେ ଚାଲୁଛି କାରବାର, ଟଙ୍କା ନେଣଦେଣ । ୫ କି ୧୦ ହଜାର ନୁହେଁ ପ୍ଲଟ ପିଛା ୫୦ରୁ ୫ଲକ୍ଷ ଯାଏଁ ବି ହେଉଛି ମୂଲଚାଲ।

  • Wednesday, 25 December 2024
  • Mafia
ବର୍ଷାରେ ବର୍ବାଦ...ବଞ୍ଚିବୁ କେମିତି ?
Rains Devastate Crops: ମାଟିରେ ଲୋଟୁଛି ଦାନାପାଣି, ଲଗାଣ ବର୍ଷାରେ ବର୍ବାଦ ହେଲାଣି ବର୍ଷକର ଆହାର

ଅଦିନିଆ ଲଘୁଚାପ ବର୍ଷାରେ ଗତ ସପ୍ତାହରେ ଯେତିକି ଫସଲ ଉଜୁଡ଼ିଥିଲା, ଏବେ ଦୋହରା ବର୍ଷା ଚଷା ପୁଅକୁ ଦେଇଛି ଡବଲ୍ ଝଟକା । ଦୋହଲାଇ ଦେଇଛି ଆର୍ଥିକ ଉତ୍ସକୁ ।

କାହିଁକି ଅଚାନକ ଇସ୍ତଫା ?
Raghubar Das: ପୁଣି ରାଜନୀତିକୁ ଫେରିବେ କି ରଘୁବର ଦାସ ? ଇସ୍ତଫା ପରେ ବଢିଲା ଚର୍ଚ୍ଚା

‘ମୋ ଭୂମିକା ସଂପର୍କରେ ଦଳ ନେବ ନିଷ୍ପତ୍ତି’ । ଇସ୍ତଫାର ଦିନକ ପରେ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ବିଦାୟୀ ରାଜ୍ୟପାଳଙ୍କ ଏ ପ୍ରଥମ ବୟାନକୁ କଳ୍ପନାଜଳ୍ପନା ।

୫୫୦ କେଜି ଚକୋଲେଟରେ ସାଣ୍ଟା କ୍ଲଜ୍‌
Sand Art: ଚକୋଲେଟ୍‌ରେ ସାଣ୍ଟା କ୍ଲଜ୍‌ କରି ବିଶ୍ୱ ରେକର୍ଡ କଲେ ସୁଦର୍ଶନ

୫୫୦ କିଲୋଗ୍ରାମ ଚକୋଲେଟ୍ ବ୍ୟବହାର କରି ହୋଇଥିବା ଏହି ବାଲୁକା କଳାଟି ବେଶ୍‌ ଆକର୍ଷଣୀୟ ହୋଇଥିବା ବେଳେ ପର୍ଯ୍ୟଟକମାନେ ଏହାର ଭୂୟସୀ ପ୍ରଶଂସା କରିଛନ୍ତି ।

‘ଖୁବଶୀଘ୍ର ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନିଷ୍ପତ୍ତି’
Chit Fund Scams: ଚିଟ୍‌ଫଣ୍ଡ ପ୍ରସଙ୍ଗକୁ ନେଇ ମନମୋହନଙ୍କ ବଡ଼ ବୟାନ; କହିଲେ, ଖୁବଶୀଘ୍ର ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ନିଷ୍ପତ୍ତି

ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ପୂର୍ବ ସରକାରଙ୍କ ଦାୟିତ୍ୱ ଥିଲା, କିନ୍ତୁ ସେମାନେ କଲେ ନାହିଁ । ବର୍ତ୍ତମାନର ସରକାର ଫେରସ୍ତ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବ ବୋଲି ମନମୋହନ ସାମଲ କହିଛନ୍ତି ।

ଓଡ଼ିଶାରେ ସୁଯୋଗ ପାଇଥିବାରୁ ଭାଗ୍ୟବାନ
Raghubar Das: ‘ଓଡ଼ିଶାରେ ସେବା କରିବାର ସୁଯୋଗ ପାଇଥିବାରୁ ଭାଗ୍ୟବାନ, ଓଡ଼ିଆ ଲୋକଙ୍କ ଉତ୍ସାହକୁ ସଲାମ ଜଣାଉଛି’

ଓଡ଼ିଶାର ଲୋକଙ୍କ ମଧ୍ୟରେ ଥିବା ଉତ୍ସାହକୁ ସଲାମ ଜଣାଉଛି ବୋଲି କହିଛନ୍ତି ରଘୁବର । ଏଥି ସହିତ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଡବଲ୍‌ ଇଞ୍ଜିନ ସରକାରରେ ଓଡ଼ିଶା ବିକଶିତ ହେଉଛି ।

ପର୍ଯ୍ୟଟକଙ୍କ ମନ ମୋହୁଛି ରାଣୀ ଡୁଡୁମା
Rani Duduma of Koraput: ମନ ମୋହୁଛି ରାଣୀ ଡୁଡୁମା, ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ନନ୍ଦପୁର ମୁଖ୍ୟ ଛକ ଠାରୁ ତିନି କିଲୋମିଟର ଦୂରରେ ରହିଛି ସୁନ୍ଦର ଜଳ ପ୍ରପାତ ରାଣୀ ଡୁଡୁମା.... ପାହାଡ଼ ଉପରୁ ଝରି ପଡୁଛି ସ୍ୱଚ୍ଛ ଜଳ ରାଶି.... ଆଉ ଏହାର ମଜା ନେଉଛନ୍ତି ପର୍ଯ୍ୟଟକ...ଏହାକୁ ଦେଖିବାକୁ ରାଣୀ ଡୁଡୁମା ଜଳ ପ୍ରପାତରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼।

ଆହୁରି ୨୪ ଘଣ୍ଟା ବର୍ଷିବ
Rainfall Alert In Odisha: ରାଜ୍ୟରେ ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଆଗାମୀ ୩ ଘଣ୍ଟା ପାଇଁ ଟ୍ବିନ୍ ସିଟି ସହ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, କଟକ, ରାୟଗଡ଼ା ଓ ପୁରୀ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି ।

Odisha Police Recruitment 2024 apply for 933 post
Odisha Police Recruitment 2024: ଗ୍ରାଜୁଏସନ୍ କରିଥିଲେ ଓଡ଼ିଶା ପୋଲିସ୍‌ରେ ଚାକିରି; ଦରମା ୧ ଲ‍କ୍ଷରୁ ଅଧିକ

ଏନେଇ ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ଏକ ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ୯୦୦ ଅଧିକ ପଦବୀ ପୂରଣ ହେବ। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ମଦ ନିଶାରେ ସାଙ୍ଗକୁ ମାରିଦେଲା
Murder In Keonjhar: ସ୍ତ୍ରୀକୁ ହତ୍ୟା କରି ଯାଇଥିଲା ଜେଲ୍, ଏବେ ହାତୁଡ଼ିରେ ପିଟି ପିଟି ସାଙ୍ଗକୁ ମାରିଦେଲା

ମୃତ ଭାଗବତଙ୍କ ସ୍ତ୍ରୀଙ୍କ କହିବା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାଟିତୁଣ୍ଡ ହୋଇଥାଏ । ଗତ ଦୁଇ ସପ୍ତାହ ତଳେ ଝଗଡା ହେବା ପରେ ସ୍ଵାମୀ ଭାଗବତ ଘରୁ ପଳାଇଆସି ଅଳ୍ପ କିଛି ଦୂରରେ ରହୁଥିବା ତାଙ୍କ ସାଙ୍ଗ ଦୁର୍ଗା ନାଏକଙ୍କ ଘରେ ରହିଆସୁଥିଲେ । ତେବେ ସକାଳୁ ଘର ଭିତରେ ଭାଗବତଙ୍କ ରକ୍ତ ଜୂଡୁବୁଡୁ ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ ।

ଅବିକା କ୍ୟାଲେଣ୍ଡର ୨୦୨୫
Abika Calendar 2025: ଅବିକା ୨୦୨୫ କ୍ୟାଲେଣ୍ଡର ଗ୍ରାଣ୍ଡଫିନାଲେରେ ଇପ୍ସିତା ନନ୍ଦ ‘ଫେସ୍ ଅଫ୍ ଦ ଇୟର’

‘ଅବିକା କ୍ୟାଲେଣ୍ଡର ଗ୍ରାଣ୍ଡ ଫିନାଲେ-୫’ ଉତ୍ସବରେ ବିଜୟିନୀଙ୍କୁ ମାନପତ୍ର, ଉପଢୌକନ, ମେମେଣ୍ଟୋ ସହ ମୟୂରପୁଚ୍ଛ ଦେଇ ସମ୍ମାନିତ କରିଥିଲେ ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର।

ବାର୍ଷିକ ବନ୍ଧୁ ମିଳନ
Annual Celebration: ବାଣୀବିହାର କମ୍ପୁଟର ସାଇନ୍ସ ବିଭାଗ ପୁରାତନ ଛାତ୍ରଛାତ୍ରୀଙ୍କ ବାର୍ଷିକ ବନ୍ଧୁମିଳନ

କାର୍ଯ୍ୟକ୍ରମ ଆରମ୍ଭରେ କମ୍ପୁଟର ସାଇନ୍ସ ଡିପାର୍ଟମେଣ୍ଟର ପୂର୍ବତନ ଅଧ୍ୟକ୍ଷ ତଥା ମୁଖ୍ୟବକ୍ତା ଡକ୍ଟର ଏ. କେ ବିଶୋଇ ଓ ବର୍ତ୍ତମାନର ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ କୁମାର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ପ୍ରାରମ୍ଭିକ ସଙ୍ଗୀତ ପରେ ଆମେରିକାରେ ସ୍ଥାୟୀ ଭାବେ ଅବସ୍ଥାପିତ ସଭାପତି ନୀଳମଣି ରୋହିଦାସ ଅଭିଭାଷଣ ପ୍ରଦାନ କରିଥିଲେ l

ସିମେଣ୍ଟ ପାଇପ୍ ଭିତରେ ବିତୁଛି ଜୀବନ
Life in Cement Pipe: ବାହାରେ କାଚୁଛି ଲଘୁଚାପ ବର୍ଷା...ସିମେଣ୍ଟ ପାଇପ୍ ଭିତରେ କଟୁଛି ବୁଢ଼ା ମଉସାଙ୍କ ଜୀବନ

ବୃଦ୍ଧ ଙ୍କୁ ଖାଇବା କଥା ପଚାରି ବାରୁ ସେ ମୁଣ୍ଡ ହଲାଇ ଖାଇବାକୁ କହିଥିଲେ।କିଛି ଖାଦ୍ୟ ଆଣି ଆମେ ତାଙ୍କୁ ଉକ୍ତ ନଳ ଭିତରୁ ବାହାରକୁ ଡାକିବାରୁ ସେ ବାହାରକୁ ବାହାରି ଆସି ଖାଦ୍ୟ ଖାଇଥିଲେ। ସେହି ସମୟରେ କିଛି ତାଙ୍କ ବିଷୟରେ ଜାଣିବା ପାଇଁ ଆମେ ଚେଷ୍ଟା କରିଥିଲୁ, ହେଲେ ସେ କିଛି କହିବାକୁ ସକ୍ଷମ ହୋଇନଥିଲେ । ଖାଇସାରି ବୃଦ୍ଧ ଜଣକପୁଣି ସେଇ ସିମେଣ୍ଟ ନଳ ଭିତରକୁ ଯାଇ ରାତ୍ର ଯାପନ କରିଥିଲେ।

Idols are made by weaving rice
Odisha Culture: ଧାନକୁ ସୂତାରେ ବୁଣି ତିଆରି ତିଆରି ହେଉଛି ଭଳିକି ଭଳି ମୂର୍ତ୍ତି, ଦେଶ ବିଦେଶରେ ବଢୁଛି ଆଦର

ସୂତା ଓ ବାଉଁଶ ପାତିଆରେ ତିଆରି ହୁଏ ସୁନ୍ଦର ସୁନ୍ଦର ଧାନର ମୂର୍ତ୍ତି ।

  • Wednesday, 25 December 2024
High Court
Bharatput Army Major Case: ମେଜର-ପୋଲିସ ବିବାଦର ଅନ୍ତ ଘଟାଇଲେ ହାଇକୋର୍ଟ; ମାର୍ଚ୍ଚ ୩୧ ସୁଦ୍ଧା ସବୁ ଥାନାରେ CCTV

ସେଣ୍ଟ୍ରାଲ ମନିଟରିଂ ସିଷ୍ଟମରେ ସମସ୍ତ ସିସିଟିଭିକୁ ନିୟନ୍ତ୍ରଣ କରିବା ପ୍ରକ୍ରିୟା ମଧ୍ୟ ସେହି ତାରିଖ ଶୁଦ୍ଧା ଶେଷ କରିବାକୁ ହାଇକୋର୍ଟଙ୍କ ନର୍ଦ୍ଦେଶ ରହିଛି। ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେନେଇ ରାଜ୍ୟ ସରକାର ଜାରି କରିଥିବା SOPକୁ କଡାକଡି ପାଳନ କରିବାକୁ ମଧ୍ୟ ହାଇକୋର୍ଟ କହିଛନ୍ତି।

Bumrah has kept alive India's chances of entering the WTC final
Sports: ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ବୁମ୍‌ରା

ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ରେ ଏ ଯାବତ ଚାଲେଞ୍ଜ୍‌ପୂର୍ଣ୍ଣ ରହିଆସିଛି ଟିମ୍ ଇଣ୍ଡିଆର ଅଭିଯାନ । ତେବେ ଦମ୍‌ଦାର ବୋଲିଂ ପ୍ରଦର୍ଶନ ବଳରେ ଡବ୍ଲ୍ୟୁଟିସି ଫାଇନାଲ୍‌ରେ ଭାରତର ପ୍ରବେଶ ସମ୍ଭାବନାକୁ ଉଜ୍ଜୀବିତ ରଖିଛନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମ୍‌ରା ।