କେନ୍ଦୁଝରରେ JSW-ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲପ୍ଲାଣ୍ଟ । କେନ୍ଦୁଝର ଗସ୍ତ ଅବସରରେ ଏହି ସୂଚନା ଦେଉଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରା ବାତିଲ ହୋଇଥିବା ସୂଚନା ମିଳିଛି । ନଭେମ୍ବର ୩ ତାରିଖରେ ହେବାକୁ ଥିବା ସ୍ନାନ ଯାତ୍ରା ବାତିଲ ହୋଇଛି ।
ପ୍ରଶାସନର କାମ ଦେଖିଲେ ମୁଣ୍ତରେ ଦେବେ ହାତ । ଲକ୍ଷ୍ୟ ଥିଲା ବେକାର ଯୁବକ-ଯୁବତୀ ସ୍ୱାବଲମ୍ବୀ ହେବେ । ଆଉ ବ୍ୟବସାୟ ଆରମ୍ଭ କରିବେ । ହେଲେ କେତେ ସେ ସ୍ୱପ୍ନ ସଫଳ ହୋଇଛି ତା’ ଆପଣ ଆଖିରେ ଦେଖିଲେ ଜାଣିପାରିବେ ।
ଅଯୋଗ୍ୟ ହୋଇଥିବା ହିତାଧିକାରୀଙ୍କୁ କେମିତି ପୁଣି ଥରେ ସୁଭଦ୍ରା ଯୋଜନାରେ ସାମିଲ କରାଯିବ । ସେନେଇ ନୂଆ ଗାଇଡ୍ଲାଇନ୍ ଆସିବ ।
ଅଣ୍ଟା ଭାଙ୍ଗି ପଡ଼ିଲାଣି... ଚମ ବି ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସ ସିନା ୮୦ ଛୁଇଁଲାଣି ତଥାପି ଏ ବୃଦ୍ଧା ସରକାରୀ ସହାୟତାରୁ ବଞ୍ଚିତ । ଘର ଦେଖି ଆପଣ ସବୁକଥା ବେଶ୍ ବୁଝିପାରୁଥିବେ ।
ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ ।
ସୈାର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୦୧ ତାରିଖ ଶୁକ୍ରବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଏହି ଅଗ୍ନିକାଣ୍ଡରେ ୨ଟି ଶାଢୀ ଦୋକାନ ସଂପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଦୁଇଟି ଅଗ୍ନିଶମ ଟିମ୍ ପ୍ରାୟ ୬ ଘଣ୍ଟାର କସରତ ପରେ ନିଆଁ ଆୟତ୍ତ କରିଛନ୍ତି ।
ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟ ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କେଉଁ ହାରରେ ମିଳିବ ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ଖରିଫ ଧାନ ଫସଲର କ୍ଷତି ପୂରଣ ? ନୂଆ ନା ପୁରଣା ? ଏହାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦ୍ରାପଡା ଭଳି ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀ।
ବିଜେଡି ପାଦ ତଳୁ ମାଟି ଖସୁଥିବା ବେଳେ ସାଂସଦ ମୁନ୍ନା ଖାଁଙ୍କ ବୟାନ ରାଜନୀତିକୁ ଆହୁରି ସରଗରମ କରିଛି । ୧୪ ବିଜେପି ବିଧାୟକ ଏବେ କୁଆଡେ ବିଜେଡି ସଂପର୍କରେ ଅଛନ୍ତି। ଖୁବ ଶୀଘ୍ର ବିଜେଡି କ୍ଷମତାକୁ ଫେରିବ ବୋଲି କହି କର୍ମୀଙ୍କ ଆଗରେ ଦମ୍ଭୋକ୍ତି ବାଢିଛନ୍ତି ।
ସ୍କୁଲର କମ୍ପ୍ୟୁଟର କ୍ଲାସରେ ପ୍ରସ୍ତୁତ ହୋଇ ରହିଛି କଂପ୍ୟୁଟର । ଭିତ୍ତିଭୂମି ବି ପ୍ରସ୍ତୁତ । ବୈଷୟିକ ଶିକ୍ଷା ଲାଗି ଛାତ୍ରଛାତ୍ରୀ ବି ବେଶ୍ ଆଗ୍ରହୀ ଅଛନ୍ତି । କିନ୍ତୁ କମ୍ପ୍ୟୁଟର ପାଠ ପଢାଇବାକୁ ନାହାନ୍ତି ଶିକ୍ଷକ ।
ହଟିଲାନି ଦ୍ବନ୍ଦ୍ବ,ଦୂର ହେଲାନି ବିଭ୍ରାନ୍ତି। ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଲା। ପୟାଶ୍ରାଦ୍ଧ କରି ପିତୃପୁରୁଷଙ୍କୁ ସ୍ବସ୍ଥାନକୁ ଯିବାକୁ ଆଲୋକ ଦେଖାଇଲେ ଶ୍ରଦ୍ଧାଳୁ।
ପ୍ରଥମେ ନାବାଳିକାକୁ ମୃଦ୍ୟୁପାନୀୟରେ ନିଶାଦ୍ରବ୍ୟ ମିଶାଇଲେ । ଏବଂ ପରବର୍ତ୍ତୀ ସମୟରେ ନାବାଳିକା ସହ କଲେ ଗଣଦୁଷ୍କର୍ମ । ଆଉ ଏହି ସମୟର ଭିଡିଓ ରେକର୍ଡିଂ କରି ଭାଇରାଲ ମଧ୍ୟ କରିଦେଲେ ।
ବିଜେଡିରେ ନେତୃତ୍ୱ ସଙ୍କଟ ଦେଖାଦେଇଛି । କିଏ ଲିଡ୍ କରିବ, କିଏ ନେତୃତ୍ୱ ନେବ ଏ ସବୁ କଥାକୁ ନେଇ ବିଜେଡି ନେତାମାନେ ଏବେ ବହୁତ ଚିନ୍ତିତ ଅଛନ୍ତି ।
ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ୨୨ ନେତା ବିଜେପିରେ ଯୋଗ ଦେଇଥିଲେ, ସେମାନେ ଏବେ ବିଧାୟକ ହୋଇଛନ୍ତି । ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍ରେ ଅଛନ୍ତି, ତେଣୁ ବିଜେଡି କ୍ଷମତାକୁ ଫେରିବା ରାସ୍ତା ଖୋଲୁଛି ବୋଲି କହିଛନ୍ତି ମୁନ୍ନା ଖାଁ ।
ସୁନ୍ଦରଗଡ଼ ମର୍ଡରର ତନାଘନା କରୁଛି ପୋଲିସ। କାଲିଠାରୁ ଅଭିଯୁକ୍ତଙ୍କୁ ଧରିବାକୁ ଜାଲ ବିଛାଇଛି। ତେବେ ଏହି ଘଟଣାରେ ମୋଟ୍ ୧୩ ଜଣଙ୍କୁ ଅଟକ ରଖିଛି ପୋଲିସ ।
ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟୁଇଟ୍ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୩୧ ତାରିଖ ଗୁରୁବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କର୍ପୋରେଟର ଅମରେଶ ଜେନାଙ୍କ ରୋଚକ ବୟାନ ।
ବିଚଳିତ କରୁଛି ମୃତ୍ୟୁପୂର୍ବର ୨ ଭାଇଙ୍କ କଥାବାର୍ତ୍ତାର ଭାଇରାଲ୍ ଅଡ଼ିଓ । ଅଭିଯୋଗ ସତ୍ତ୍ବେ ଘସିପୁରା ପୋଲିସର ନିରବତାକୁ ନେଇ ଉଠିଲା ପ୍ରଶ୍ନ ।
ଡ୍ୟାନସ ବାରରେ ନାଚ ବନ୍ଦ ପରେ ଯାତ୍ରା ଉପରେ ହେବ କି ଆକ୍ସନ ? ଏକାଠି ହୋଇ ବିରୋଧ କରନ୍ତୁ ଯାତ୍ରାପାର୍ଟି ମାଲିକ କହିଲେ ଆଇନମନ୍ତ୍ରୀ ।
୪ ବର୍ଷ ତଳେ ଯାହାକୁ ପ୍ରେମ ବିବାହ କରିବାକୁ ଘର ପରିବାରକୁ ପର କରି ଚାଲି ଆସିଥିଲେ। ସେଇ ମଣିଷଟା ଯେ, ଅନ୍ୟ ଦୁଇ ଝିଅଙ୍କ ପାଇଁ ତାଙ୍କ ଝିଅକୁ ଏମିତି ଢଙ୍ଗରେ ମାରିଦେବ ବିଶ୍ବାସ କରିପାରୁନାହାନ୍ତି ।