• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

PM Awas Yojana
PM Awas Yojana: ୨ ମାସରେ ସରିବ ଆବାସ ସର୍ଭେ, ବାଦ୍ ପଡ଼ିବେନି ଯୋଗ୍ୟ ହିତାଧିକାରୀ

ଦୁଇ ମାସରେ ସରିବ ଆବାସ ସର୍ଭେ । ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି ।

Bishnupada Sethi
CBI Report Triggers Government Action: ୩ ଦିନ ଧରି ଦିଲ୍ଲୀର ଏକ ତାରକା ହୋଟେଲରେ ଥିଲେ IAS ବିଷ୍ଣୁପଦ ସେଠୀ

କିଛି ସରକାରୀ ଅଧିକାରୀ ତାଙ୍କ ଘରେ ପହଞ୍ଚି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଉଥିବାର ଦେଖିବାକୁ ମିଳିଛି । ତେବେ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ୍ କରିଥିବା ବେଳେ ସେ ଏପର୍ଯ୍ୟନ୍ତ ସିବିଆଇରେ ହାଜର ହୋଇନାହାନ୍ତି ।

ରୋଷେଇ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ
Nutrition: ଆପଣ ରୋଷେଇ ବେଳେ ସଠିକ୍ ପାତ୍ର ବ୍ୟବହାର କରୁଛନ୍ତି ତ...ନହେଲେ ଆସିପାରେ ସ୍ୱାସ୍ଥ୍ୟ ସମସ୍ୟା

ଆପଣ ରୋଷେଇ କଲାବେଳେ କେଉଁ ପାତ୍ର ବ୍ୟବହାର କରିବାକୁ ଭଲ ପାଆନ୍ତି। ଜାଣନ୍ତି କି, ପୋଷଣ ବିଜ୍ଞାନ ରନ୍ଧନ କରିବା ପାଇଁ ଉପଯୋଗୀ ପାତ୍ର ବିଷୟରେ କ’ଣ ମତ ଦିଏ ?

ED
ED Raid: ପ୍ରମିଳାଙ୍କ ଭାଇ ଘରେ ଘାଣ୍ଟୁଛି ED; ୨୩୧ କୋଟି ଠକେଇ ଅଭିଯୋଗରେ ରେଡ୍

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍। ବିଶ୍ବ NGO ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା EDର ରେଡ୍ ।

Konark
Protest Over Coastal Safety: ସୌନ୍ଦର୍ଯ୍ୟକରଣ ପାଇଁ ବଳି ପଡୁଛି ଝାଉଁ ଗଛ; ସ୍ଥାନୀୟ ଲୋକଙ୍କ ବିରୋଧ

ଝାଉଁ ଓ ହେନ୍ତାଲ ବଣ ଯୋଗୁଁ ଗତ ଥର ବାତ୍ୟା ‘ଦାନା’ ପ୍ରଭାବ ପକାଇ ପାରିଲାନି। ଭିତରକନିକାରେ ଲ୍ୟାଣ୍ଡ ପରେ ଧିମେଇଥିଲା। ଏସବୁ ପରେ ବି ଯଦି କୋଣାର୍କରୁ ଝାଉଁ ବଣ କଟା ଯାଏ ତାହେଲେ ଏହାର ପ୍ରଭାବ କଣ ହେବ ସହଜରେ ଅନୁମେୟ।

Rain Alert
Weather Update: ଆଜିଠୁ ବର୍ଷାରେ ଭିଜିବ ଓଡ଼ିଶା; ଫସଲ ଅମଳ ନେଇ ଚିନ୍ତାରେ ଚାଷୀ

ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

Panchang
Panchang Today 18th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୮ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 18 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 18 December 2024
ହଟିଲେ ବିଷ୍ଣୁ
IAS Bishnupada Sethi: ପଦରୁ ହଟିଲେ IAS ବିଷ୍ଣୁପଦ ସେଠୀ, OSD ଭାବେ ବଦଳି କଲେ ରାଜ୍ୟ ସରକାର

ବିଷ୍ଣୁପଦ ସେଠୀଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ବ ମିଳିଛି । ଏଥିସହ IAS ମନୋଜ ସାହୁଙ୍କୁ ମିଳିଛି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ ।

ଜିନତ୍‌ ପରେ ଯମୁନା ପାର୍‌
Tigress Zeenat: ଭୋକିଲା ବୁଲୁଛି ବାଘୁଣୀ ଜିନତ୍, ଝାଡ଼ଖଣ୍ଡରୁ ଶିମିଳିପାଳ ଫେରିବ କେମିତି...ବଢିଲା ଚିନ୍ତା

ଭୋକିଲା ପେଟରେ ବୁଲୁଛି ବାଘୁଣୀ ଜିନତ୍ । ୪ ଦିନ ହେଲା କିଛି ଖାଇନି । ଚାଲିବାକୁ ବି ଜୁ’ ପାଉନି । ଏଭଳି ସ୍ଥିତିରେ ଝାଡ଼ଖଣ୍ଡରୁ କିଭଳି ଓଡ଼ିଶା ଫେରିବ ଜିନତ୍, ଚିନ୍ତାରେ ବନ ବିଭାଗ ।

Unseen Mandi Problem
Unseen Mandi Problem: ଧାନ କିଣାରେ ବାଧା ସାଜିଛି FAQ ମାନ ! ମଣ୍ଡିରେ ବିକି ପାରୁନଥିବାରୁ ଦଲାଲ ଖୋଜିଲେଣି ଚାଷୀ !

ଡିସେମ୍ବର ୨ ତାରିଖ । ନଡିଆ ଭାଙ୍ଗି ଦାଦନ ପ୍ରବଣ ବେଲପଡା ବ୍ଳକ ମଣ୍ଡଳ ମଣ୍ଡିରେ ଧାନ କିଣାବିକା ଆରମ୍ଭ କରିଥିଲେ ଜିଲ୍ଳାପାଳ ।

Apartment Robbers in Bhubaneswar
Apartment Robbers in Bhubaneswar: ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ

ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆର ପାର୍ ଚ୍ୟାଲେଞ୍ଜ । ରାଜଧାନୀରେ ଗଠନ ହେଲା ଆଣ୍ଟି ବର୍ଗଲାରୀ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ । । ୧୫୦ ବଛାବଛା ପୋଲିସଙ୍କୁ ନେଇ ଗଠନ ହୋଇଛି ଟିମ ।

ବିଷ୍ଣୁପଦ କେଉଁଠି ?
Bishnupada Sethi: IAS ବିଷ୍ଣୁପଦ ସେଠୀ କେଉଁଠି ? CBI ସମନ ପରଠୁ ଅଦୃଶ୍ୟ

ବିଷ୍ଣୁପଦଙ୍କ ପାଇଁ ବଢିଲା ଅଡୁଆ । ଆସନ୍ତାକାଲି ଦିନ ୧୨ଟା ଯାଏଁ ଡେଡଲାଇନ୍। ତା ପୂର୍ବରୁ ବିଷ୍ଣୁପଦ ସେଠୀଙ୍କୁ ହାଜର ପାଇଁ ସିବିଆଇର କଡ଼ା ନିର୍ଦ୍ଦେଶ। ଏଣେ ବ୍ରିଜ୍‌ ଆଣ୍ଡ ରୁଫ୍ ଜିଏମଙ୍କୁ ବି ସିବିଆଇର ମାରାଥନ ଜେରା ।

Puri Ratna Bhandar
Repair Work of Puri Ratna Bhandar: ରତ୍ନଭଣ୍ଡାରକୁ ପ୍ରବେଶ କଲା ASI, ପ୍ରଥମ ଦିନରେ ସରିଲା ଭାରାବନ୍ଧା

ପୁରୀ ଟ୍ରେଜେରିରୁ ଚାବି ଆସିଲା .. ଭାରା ବନ୍ଧା ହେଲା । ଆଗେ ଛଡ଼ାଯିବ ଚୂନ ପ୍ଲାଷ୍ଟର । ତାପରେ ଆରମ୍ଭ ହେବ ମରାମତି ।

Auto Rickshaw Driver Demand Hike
Auto Rickshaw Driver Demand Hike: ଅଟୋ ଚାଳକଙ୍କ ଉତ୍ପାତ ! ରାସ୍ତା ମଝିରେ ଅଟକାଉଛନ୍ତି ବାଇକ୍

ଭୁବନେଶ୍ୱର ଇନଫୋସିଟି ଛକରେ ଅନଲାଇନ ଅଟୋ ଚାଳକ ସଂଘର ଧର୍ମଘଟ ସହ ବିଶାଳ ପିକେଟିଂ ।

Tigress Zeenat
Tigress Zeenat: ଦିନକୁ ଦିନ ଦୁର୍ବଳ ହେଉଛି ଜିନତ୍, ୪ ଦିନ ହେଲା କିଛି ଖାଉନାହିଁ

ଟ୍ରାଙ୍କୁଲାଇଜ କରି ଜିନତ୍‌କୁ ଶିମିଳିପାଳ ଫେରାଇ ଆଣିବାକୁ ଚିନ୍ତା କରା ଯାଉଥିଲେ ମଧ୍ୟ ଏହା ଏବେ ସହଜ ନୁହେଁ । କାରଣ ଗତ ୪ ଦିନ ଧରି ଜିନତ୍ କିଛି ଖାଉନାହିଁ । ସେ ଦିନକୁ ଦିନ ଦୁର୍ବଳ ହୋଇଯାଉଛି ।

Puri Srimandir Ratna Bhandar
Puri Srimandir Ratna Bhandar: 'ପ୍ରଥମ ଦିନରେ ୧୫ରୁ ୨୦ ଶ୍ରମିକଙ୍କ ସହ ଟେକ୍ନିକାଲ ଟିମ୍ ରହିବେ'

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ମତ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି, ଏଏସଆଇ ତାର କାମ ଆରମ୍ଭ କରିଛି । ରତ୍ନ ଭଣ୍ଡାରର କାନ୍ଥ ଓ ବୀମ୍ ସମସ୍ୟା ପରଖି ଆବଶ୍ୟକ ମରାମତି କରାଯିବ ।

ଜେଲ୍ ଭିତରର ଛାତିଥରା କାହାଣୀ
Brutal Torture in Jail: ଧିରେ ଧିରେ ସାମ୍‌ନାକୁ ଆସୁଛି ଜେଲ୍ ଭିତରର ଛାତିଥରା କାହାଣୀ

ଅସଦ ଶାସନରୁ ସିରିଆ ବର୍ତ୍ତମାନ ମୁକ୍ତ ହୋଇଛି। ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସିରିଆ ରାଷ୍ଟ୍ରପତି ଦେଶ ଛାଡି ପଳାୟନ କରିଛନ୍ତି। ବିଦ୍ରୋହୀମାନେ ଦମସ୍କକୁ ମୁକ୍ତ କରିଛନ୍ତି। ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଅଲ- ଜାଲଲି କହିଛନ୍ତି ଯେ ସରକାର ଲୋକଙ୍କ ଦ୍ୱାରା ନିର୍ବାଚିତ ଯେକୌଣସି ନେତୃତ୍ବ ସହ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି।

IAS Bishnupada Sethi
IAS Bishnupada Sethi: ବିଷ୍ଣୁପଦ-ଚଞ୍ଚଲଙ୍କ ଲିଙ୍କ୍‌କୁ ନେଇ ଆସିଲା ବଡ଼ ଖବର: ଦିଲ୍ଲୀରେ ହାଜର ହେବେ IAS ବିଷ୍ଣୁପଦ !

ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ CBIକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି ।

Potato Mission Faces Hurdles
Potato Mission Faces Hurdles: ଆଳୁ ମିଶନରେ ପଚା ବିହନ; ସଫଳ ହେବ ତ ରାଜ୍ୟ ସରକାରଙ୍କ ମିଶନ ?

ଚାଷୀଙ୍କୁ ପଚା ଆଳୁ ଦେଉଛି ଉଦ୍ୟାନ ବିଭାଗ ! ପଚା ଆଳୁରେ କେମିତି ଫଳାଇବେ ସୁନା ଚିନ୍ତାରେ ଚାଷୀ। ବାହାର ରାଜ୍ୟ ଉପରେ ଆଳୁ ପାଇଁ ଆଉ ନିର୍ଭର ନ କରି ନିଜେ ସ୍ବାବଲମ୍ବୀ ହେବାକୁ ରାଜ୍ୟ ସରକାରଙ୍କ ଆଳୁ ମିଶନ ।

Previous BJD Govt Shielded Criminals
Previous BJD Govt Shielded Criminals: BJDକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ-'ପୋଲିସକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଥିଲା ପୂର୍ବ ସରକାର'

କଟକରେ ପୂର୍ବ ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହାସଂଘ ବାର୍ଷିକ ଉତ୍ସବରେ ଟାର୍ଗେଟ୍ ।

Panchang
Panchang Today 17th December 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୭ ତାରିଖ ମଙ୍ଗଳବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

Puri Srimandir Ratna Bhandar
Puri Srimandir Ratna Bhandar: ଆଜିଠୁ ବହୁ ପ୍ରତୀକ୍ଷିତ ରତ୍ନଭଣ୍ଡାର ମରାମତି କାମ; ସମସ୍ତେ ପିନ୍ଧିବେ ପାରମ୍ପରିକ ପୋଷାକ

ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସେପଟେମ୍ବର 21 ଓ 22 ତାରିଖରେ NGRI ଓ ASI ପକ୍ଷରୁ ହୋଇଥିବା ଜିପିଆର୍ ସର୍ଭେ ରିପୋର୍ଟ ଆଧାରରେ ଏବଂ ରାଜ୍ୟ ସରକାରଙ୍କ ଏସଓପି ଭିତ୍ତିରେ ହେବ ମରାମତି କାମ। 

Odisha Cold Wave
Odisha Cold Wave: ଶୀତରେ ଥରୁଛି ସାରା ଓଡ଼ିଶା, ଆସୁଛି ବର୍ଷା, ଚିନ୍ତାରେ ଚାଷୀ...

ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ।

The story of a queen who was blind with eyes
Mahabharat Story: ଆଖି ଥାଇ ଜାଣି ଜାଣି ଅନ୍ଧ ହୋଇଥିବା ଜଣେ ରାଣୀ ଓ ମୃଗ ମାରି ଅଭିଶାପ ପାଇଥିବା ଜଣେ ରାଜାଙ୍କ କାହାଣୀ

କାହିଁକି ଜଣେ ଋଷି ମୃଗ ରୂପ ଧାରଣ କରିଥିଲେ? ମରଣ ଆଗରୁ ମୃଗ ରୁପି ଋଷି କଣ ଅଭିଶାପ ଦେଲେ ରାଜାଙ୍କୁ? ଆଖି ଥାଇ କାହିଁକି ଜାଣି ଜାଣି ଅନ୍ଧ ହେଲେ ଜଣେ ରାଣୀ? ଏମିତି ଆହୁରି ଅନେକ ପ୍ରଶ୍ନର ଉତ୍ତର ଓ ଅନ୍ୟାନ୍ୟ କାହାଣୀ ଜାଣିବାକୁ ପଢ଼ନ୍ତୁ ଆଜିର ଅଧ୍ୟାୟ ।