• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pramila Mallick

Pramila Mallick
୨ ବିଜେପି ବିଧାୟକ ସସ୍‌ପେଣ୍ତ ପଛରେ ଗୃହର ନିଷ୍ପତ୍ତି: ବାଚସ୍ପତି ପ୍ରମିଳା ମଲ୍ଲିକ

୨ ବିଧାୟକଙ୍କୁ ସସ୍‌ପେଣ୍ଡ ନେଇ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା ।

Pramila Mallick
ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା ମଲ୍ଲିକ

ବିଧାନସଭା ସଚିବଙ୍କ ନିକଟରେ ନାମାଙ୍କନ ଦାଖଲ କଲେ ପ୍ରମିଳା ମଲ୍ଲିକ ।

Pramila mallick
କୋଟିଆରେ ଅନୁପ୍ରବେଶ କରୁଛି ଆନ୍ଧ୍ର, ହେଲେ ସରକାରଙ୍କ ପାଖରେ ନାହିଁ ଖବର

ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋଟିଆରେ ରାସ୍ତା ନିର୍ମାଣ ଭଳି କିଛି ଘଟଣା ଦୃଷ୍ଟି ଗୋଚର ହୋଇନି । ଏଭଳି କିଛି ଘଟିଲେ ସରକାରଙ୍କ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ।

Pramila mallik
ନିୟମକୁ ଫୁ କରିଦେଲେ ପ୍ରମିଳା; ବିନା ଲାଇଫ୍ ଜ୍ୟାକେଟରେ ଜଳଯାତ୍ରା

ମହାନଦୀର ଭରା ଜଳରାଶିରେ ସୁଅ କାଟି ଚାଲୁଥିବା ଏ ମୋଟର ବୋଟରେ ୧୦ରୁ ଅଧିକ ଯାତ୍ରୀ ରହିଛନ୍ତି । ହେଲେ କେହି ଜଣେ ବି ପିନ୍ଧି ନାହାନ୍ତି ଲାଇଫ୍ ଜ୍ୟାକେଟ୍ । ଏ ଦୃଶ୍ୟ କଟକ ଧବଳେଶ୍ୱର ଶୈବପୀଠକୁ ଯାତ୍ରା ସମୟର। ତେବେ ଯାତ୍ରୀ ଆଉ କେହିଁନୁହନ୍ତି, ଖୋଦ୍ ରାଜସ୍ୱ ଓ ବିପର୍ଯୟ ପ୍ରଶମନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

କହୁ କହୁ କହି ଦେଲେ ପ୍ରମିଳା...ବିଜେପିର ଫୁଟିବନି କି କଂଗ୍ରେସର ଉଠିବନି

ଇଏ କାଳେ ମନ୍ତ୍ରୀ !! କର୍ମୀଙ୍କୁ ଦେଖି ଏତେ ଉତ୍ସାହିତ ହେଲେ ଯେ କଣ କହିବେ ଜାଣିପାରିଲେନି। କହୁ କହୁ କହିଦେଲେ...ବିଜେପିର ଫୁଟିବନି କି କଂଗ୍ରେସର ଉଠିବନି...

BJD\'s Chief Whip Pramila Mallick Takes A Jibe At BJP’s Act Outside Odisha Assembly
ୟୁପିରୁ ଗଙ୍ଗା ପାଖ, ତେଣୁ ସେଠାରେ ଗଙ୍ଗା ପାଣି ପକାନ୍ତୁ ବିଜେପି ବାଲା

ୟୁପିରୁ ଗଙ୍ଗା ପାଖ, ତେଣୁ ସେଠାରେ ଗଙ୍ଗା ପାଣି ପକାନ୍ତୁ ବିଜେପି ବାଲା...ସେଇଠି ନରହତ୍ୟାକାରୀ ଭର୍ତ୍ତି ହୋଇଛନ୍ତି