ଜାନୁଆରୀରେ ଭାଙ୍ଗିପାରେ ଚଳିତ ଶତାବ୍ଦୀର ରେକର୍ଡ
କଲବଲ କରୁଛି ଶୀତ। ଗୋଡ ହାତ ହେମାଳ ହୋଇଯାଉଛି। ଏହାରି ଭିତରେ ସୋସିଆଲ୍ ମିଡିଆରେ ଏକ ଅଜବ ଭିଡିଓ ଭାଇରାଲ୍ ହେଉଛି। ଏଠି ଏତେ ଥଣ୍ଡା ଯେ ନୁଡୁଲ୍ସ ବି ବରଫ ହେଇଯାଉଛି। ନିଶ, ଦାଢି, ଚୁଟିରେ ଜମିଯାଉଛି ବରଫ।
ଆଗାମୀ ୨୪ ଘଣ୍ଟା ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।
ପରବର୍ତ୍ତୀ ୪ ଦିନ ଭିତରେ ପାରଦ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ଖସିବ।
ବଣ ଭିତରେ.. ଘାଟି ଉପରେ ଶୀତରେ ଦେହ ଥରିଯାଉଥିବ.. ସେତିକି ବେଳେ ଗରମ ଗାଧୁଆଟେ ହେଇଗଲେ ଓଃ କି ମଜା..
ଶୀତୁଆ ସକାଳରେ ଦାରିଙ୍ଗବାଡିରେ ବୁଲା...ତା’ ସାଙ୍ଗକୁ ଗରମ ଗରମ ଚା’ ମାଡ...ପ୍ରକୃତିରାଣୀର କୋଳରେ କେତେବେଳେ ମନ ହଜିଯିବ ଯେ କେହି ଡାକିଲେ ବି କିଛି ଶୁଭିବନି। ଆସନ୍ତୁ ନା ଥରେ ବୁଲିଯିବା ଦାରିଙ୍ଗବାଡି
ଶୀତ କାହା ପାଇଁ କେମିତି? ଗରୀବ କୁହେ ଏ ଶୀତ ତୁ ଆଉ ଫେରେନା, ଧନୀ କୁହେ ରେ ଶୀତ ତୁ ଆଉ ଯାଆନା...ଏ ଋତୁ କାହା ପାଇଁ ମିତ୍ର ତ ଆଉ କାହା ପାଇଁ ଶତ୍ରୁ...ଦେଖନ୍ତୁ ଶୀତକୁ ନେଇ ଆମର ବିଶେଷ ରିପୋର୍ଟ
ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ। ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବ ରାତିର ତାପମାତ୍ରା।
ଭୁବନେଶ୍ୱର, କଟକ ସମେତ ଉପକୂଳ ଏବଂ ଅଭ୍ୟନ୍ତରୀଣ ଜିଲ୍ଲାରେ ଥଣ୍ତାର ପରିମାଣ ବଢ଼ିଛି ।
୪ ମାସ ପୂର୍ବେ ହୋଇଥିଲା ସୂର୍ଯ୍ୟାସ୍ତ । ସେବେଠାରୁ ଏଠାରେ ରାତି ହୋଇଥିଲା । କିନ୍ତୁ ଏବେ ସକାଳ ହୋଇଛି ।
ଜାଡ଼ରେ ଥରୁଛି ସାରା ଓଡ଼ିଶା । ଶୀତର ପ୍ରକୋପରେ ଭୁବନେଶ୍ୱର ସହର ରାତିରେ ଶୂନଶାନ ହୋଇଯାଉଛି । ତଥାପି ଜୀବନ ଜୀବିକା ପାଇଁ ବାହାରିବାକୁ ପଡୁଛି ।
କୋରାପୁଟ ଲାଗୁଛି ଦେରାଦୁନ୍ ପରି। ସହରକୁ ଫେରିଲା ଶୀତ ସହ କୁହୁଡ଼ି I ପାହାଡରେ କୁହୁଡିର ଚାଦର ବଢାଉଛି ସୌନ୍ଦର୍ଯ୍ୟ
ବାଲିଗୁଡ଼ାକୁ ସ୍ପର୍ଶ କରିଛି ଶୀତ, ସକାଳୁ ସକାଳୁ ଚାଲିଛି ଯୋଗର ଆସାର...ଫୁଲ ଓ ପତ୍ରରେ ପଡ଼ିଲାଣି କାକର
ରାଜ୍ୟରେ ଆସନ୍ତା ୫ ଦିନ ଶୁଖିଲା ରହିବ ପାଗ । ଧୀରେ ଧୀରେ ବଢିବ କୁହୁଡ଼ି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ।
ଥରୁଛି ଓଡ଼ିଶାର କଶ୍ମୀର.. କମ୍ବଳ ବିକିବାକୁ ଗାଁ ଗାଁ ବାଇକ ଧରି ବୁଲୁଛନ୍ତି ବ୍ୟବସାୟୀ.. ଦାରିଙ୍ଗବାଡ଼ିରେ ମଧ୍ୟପ୍ରଦେଶର କମ୍ବଳର ଚାହିଦା ବେଶ୍ ଅଧିକ.. ଲୋକେ ଶୀତରୁ ବଞ୍ଚିବାକୁ କମ୍ବଳ କିଣୁଛନ୍ତି...ବେପାର ଜମୁଥିବାରୁ ବ୍ୟବସାୟୀ ବି ଖୁସି ଆଉ ଗ୍ରାହକ ବି ଖୁସି..
ହାଡ଼ଭଙ୍ଗା ଶୀତର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଆର୍ଥିକ ସହାୟତା ଯୋଗାଇଦାବକୁ ନିବେଦନ କରିଛନ୍ତି ତାଲିବାନ ମୁଖପାତ୍ର ତଥା ମିଳିତ ଜାତିସଂଘର ସ୍ଥାୟୀ ପ୍ରତିନିଧୀ (ନିଯୁକ୍ତ) ସୁହେଲ ଶାହିନ୍