କର୍ମଚାରୀଙ୍କ ପାଇଁ ନାହିଁ । କିନ୍ତୁ ସାଂସଦଙ୍କ ଏକା ଥରେ ବଢ଼ିଲା ୨୪ ହଜାର ଟଙ୍କା । କର୍ମଚାରୀଙ୍କୁ ଦେଲେନି, ହେଲେ ନିଜେ ନେଇଗଲେ ୨୪% ଅଧିକ ଦରମା । ପ୍ରତିବର୍ଷ ରାଜରାସ୍ତାରେ ବସୁଛନ୍ତି ପାଚିକା, ଅଙ୍ଗନବାଡ଼ ଦିଦି ଏବଂ ଅଧ୍ୟାପକ ଓ ଶିକ୍ଷକ ଶିକ୍ଷୟିତ୍ରୀ । ନିଜ ସ୍ବଳ୍ପ ଦରମା ଓ ହକ୍ ପାଇଁ ସରକାରଙ୍କ ନିକଟରେ ବାରମ୍ବାର ଦାବି ରଖି ଆସୁଛନ୍ତି ଏବଂ ଲଢ଼େଇ ବି କରୁଛନ୍ତି ।
କର୍ମଚାରୀଙ୍କ ପାଇଁ ନାହିଁ । କିନ୍ତୁ ସାଂସଦଙ୍କ ଏକା ଥରେ ବଢ଼ିଲା ୨୪ ହଜାର ଟଙ୍କା । ପ୍ରତିବର୍ଷ ରାଜରାସ୍ତାରେ ବସୁଛନ୍ତି ପାଚିକା, ଅଙ୍ଗନବାଡ଼ ଦିଦି ଏବଂ ଅଧ୍ୟାପକ ଓ ଶିକ୍ଷକ ଶିକ୍ଷୟିତ୍ରୀ । ହେଲେ ସେମାନଙ୍କୁ ବାରମ୍ବାର ପ୍ରତିଶ୍ରୁତି ଓ ଲଲିପପ୍ ଧରାଇଦେଇ ଗାଦିରେ ବସୁଛନ୍ତି ସରକାର ।
ନବୀନ ସରକାରରେ ଚାଲିଥିଲା ଏକଛତ୍ରବାଦ । ପାୱାରଲେସ୍ ଥିଲେ ବିଧାୟକ, ସାଂସଦ । କିନ୍ତୁ ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି । ସେମାନଙ୍କ ଅଭିଯୋଗ ଆଉ କଥା ଶୁଣିବାକୁ ଖୋଲିବ ସ୍ପେଶାଲ ସେଲ୍ ।
ନବୀନ ସରକାରରେ ଚାଲିଥିଲା ଏକଛତ୍ରବାଦ । ପାୱାରଲେସ୍ ଥିଲେ ବିଧାୟକ, ସାଂସଦ । କିନ୍ତୁ ମୋହନ ସରକାରରେ ପାୱାରଫୁଲ୍ ହେବେ ଜନପ୍ରତିନିଧି । ସେମାନଙ୍କ ଅଭିଯୋଗ ଆଉ କଥା ଶୁଣିବାକୁ ଖୋଲିବ ସ୍ପେଶାଲ ସେଲ୍ ।
କଳାହାଣ୍ଡିରେ ବ୍ୟାପକ ଦୁର୍ନୀତି କାରବାର ଚାଲିଥିବା ନେଇ ସୁଜିତ କୁମାରଙ୍କ ବିସ୍ଫୋରକ ବୟାନ ପରେ ଏବେ ଜିଲ୍ଲା ରାଜନୀତିରେ ବଡ଼ ଧରଣର ହଲଚଲ୍ ।
ଛିଡୁଛି ବିଜେଡି, ବଢୁଛି ବିଜେପି। ସୁଜିତ କୁମାର ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ଏହି ଚର୍ଚ୍ଚା ବଢିଛି। ବିଜେଡିର ଆଉ କିଛି ସାଂସଦ ଏବେ ସେଇ ଲାଇନରେ ଥିବା ଆଲୋଚନା ହେଉଥିବା ବେଳେ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।
ସଂସଦରେ ଶୁଭିଲା ଓଡ଼ିଆ ଅସ୍ମିତାର ସ୍ୱର। ଲୋକସଭାରେ ଶପଥ ନେଲେ ଓଡ଼ିଆ ସାଂସଦ । ଆଜି ବିଜେପିର ନବନିର୍ବାଚିତ ୧୭ ସାଂସଦ ଶପଥ ନେଇଛନ୍ତି ।
୧୮ତମ ଲୋକସଭା ସଦସ୍ୟଙ୍କ ପଞ୍ଜୀକରଣ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ଲୋକସଭା ସେକ୍ରେଟାରିଏଟ୍ ।