• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Security

Jagannath Temple Inside Video Goes Viral
Jagannath Temple Inside Video Goes Viral: ସବୁ ନିୟମକୁ ଫୁ’: ପ୍ରଶାସନ-ପୋଲିସକୁ ଖୋଲା ଚ୍ୟାଲେଞ୍ଜ; ପୁଣି ଶ୍ରୀମନ୍ଦିରର ଗର୍ଭଗୃହର ଫଟୋ ଭାଇରାଲ

ଗରୁଡ ସ୍ତମ୍ଭ ପାଖରୁ ଗର୍ଭ ଗୃହର ଫଟୋ ଏବଂ କୀର୍ତ୍ତନ ଚକଡାର ଫଟୋ ଉଠାଯାଇ ଭାଇରାଲ କରାଯାଇଛି। ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ଭକ୍ତ ଉଠାଇଥିବା ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

Sri Mandir
Puri Srimandir: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଜନସମାଗମ, ବର୍ଷ ଶେଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼

ପାଖେଇ ଆସୁଛି ନୂଆବର୍ଷ । ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।

Coastal Security
Coastal Security: ଗାଁରେ ଛନକା, ଉପକୂଳରେ ଭୟ ବଢ଼ାଉଛି VHF; ଏସପି କହିଲେ ତଦନ୍ତ ପରେ ଆକ୍ସନ୍

ଓଡ଼ିଶା ଉପକୂଳରେ ଭୟ ବଢ଼ାଉଛି ଭିଏଚ୍ଏଫ୍ । ବ୍ୟକ୍ତିଗତ ଭାବେ ଘରେ ଘରେ ଲଗାଯାଇଥିବା ଭିଏଚଏଫ୍‌କୁ ନେଇ ବଢ଼ିଛି ଶଙ୍କା ।

Puri Srimandir
Puri Srimandir: ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ ପାଇଁ ହେବନାହିଁ ସିଧା ନିଯୁକ୍ତି

ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ, ସିଭିଲ ପୋଲିସଙ୍କୁ ବି ଦାୟିତ୍ୱ ଦିଆଯିବ । ଏମାନଙ୍କ କାର୍ଯ୍ୟକାଳ କେତେ ରହିବ ତାହା ପୋଲିସ ଡିଜି ନିର୍ଦ୍ଧାରଣ କରିବେ ବୋଲି ଜଣାପଡ଼ିଛି । ପ୍ରଥମେ ଡେପୁଟେସନରେ ଆସିଥିବା ପୋଲିସ କର୍ମୀଙ୍କ କାର୍ଯ୍ୟ ସମୟ ୩ ବର୍ଷ ରହିବ ।

Tight Security in Bhubaneswar
Tight Security in Bhubaneswar: ପୋଲିସ ମୁଖିଆମାନଙ୍କ ମାନସ ମନ୍ଥନ, ପନ୍ନୁର ଧମକ ପରେ ସୁରକ୍ଷା ବ୍ଲାଙ୍କେଟରେ ରାଜଧାନୀ

ସମ୍ମିଳନୀକୁ ଉଦଘାଟନ କରିବେ ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଏହି କଫରେନ୍ସରେ ଯୋଗ ଦେବେ ।

Narendra Modi
ମୋଦିଙ୍କ ରୋଡ୍ ସୋ, ଭୁବନେଶ୍ୱରରେ ଟ୍ରାଫିକ କଟକଣା

ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ୱରରେ ଟ୍ରାଫିକ କଟକଣା । ଅପରାହ୍ଣ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଜନପଥରେ ଟ୍ରାଫିକ କଟକଣା ରହିବ । ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡ଼ି ଚଳାଚଳକୁ ସମ୍ପୂର୍ଣ୍ଣ ବାରଣ କରାଯିବ।

Bhubaneswar
ରାଜଧାନୀରେ କଡା ବ୍ଲକିଂ-ଚେକିଂ, ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ କଡ଼ା ସୁରକ୍ଷା

ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାରେ ପାଳନ ପାଇଁ ରାଜଧାନୀ ଭୁବନେଶ୍ୱରର ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଭୁବନେଶ୍ୱରର ବିଭିନ୍ନ ଛକ ଗୁଡ଼ିକରେ ପୋଲିସ ଚେକିଂ କଡ଼ାକଡ଼ି କରା ଯାଇଥିଲା ।

Sri Mandir Issue
ମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାଟାଲିୟନ, ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଶ୍ରୀମନ୍ଦିରର ସୁରକ୍ଷା ପାଇଁ ଗଠନ ହେବ ସ୍ବତନ୍ତ୍ର ବାଟାଲିୟନ । ଏହି ବାଟାଲିୟନରେ ୧୧୯୦ ସୁରକ୍ଷାକର୍ମୀ ରହିବେ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

Parliament Security Breach
ପାର୍ଲାମେଣ୍ଟ ସୁରକ୍ଷାରେ ତ୍ରୁଟି ଘଟଣା : ତଦନ୍ତ ପାଇଁ କମିଟି ଗଠନ କଲା ଗୃହ ମନ୍ତ୍ରାଳୟ

ସଂସଦ ସୁରକ୍ଷା ବ୍ୟବସ୍ଥା ସୁଧାରିବା ପାଇଁ ପରାମର୍ଶ ଦେବ କମିଟି...ଜଣେ ମହିଳା ସହ ୫ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ୍...

what is smoke cans ?
୨୦୦୧ର ଆଟାକ୍, ୨୦୨୩ ବି ଆଟାକ୍; କେତେ ସୁରକ୍ଷିତ 'ସଂସଦ' ?

ଆଜିର ଘଟଣା ପରେ ଚର୍ଚ୍ଚାକୁ ଆସିଛି ଭିଜିଟର୍ସ ପାସ୍ ପ୍ରସଙ୍ଗ। କାରଣ ସାଂସଦଙ୍କ ଭିଜିଟର୍ସ ପାସ୍ ଜରିଆରେ ଯୁବକମାନେ ସଂସଦ ଭବନରେ ପ୍ରବେଶ କରିଥିଲେ। ତେବେ ଏହି ଭିଜିଟର୍ସ ପାସ୍ କ’ଣ ଓ ଏହା କିପରି ଦିଆଯାଇଥାଏ।

Attack On Parliament
ସଂସଦ ଭବନ ସୁରକ୍ଷାରେ ବଡ଼ ତ୍ରୁଟି; ଦୁଇ ଯୁବକ ଖେଳାଇଲେ ଆତଙ୍କ

ଆଜି ଲୋକସଭା ଭିତରେ ପଶି ଦୁଇ ଯୁବକ ଖେଳାଇଥିଲେ ଆତଙ୍କ । ସ୍ମୋକ୍ ସ୍ପ୍ରେ କରି ସୃଷ୍ଟି କରିଥିଲେ ଭୟର ବାତାବରଣ। ସେମାନଙ୍କ ସହ ବାହାରେ ହଙ୍ଗାମା କରୁଥିବା ଦୁଇଜଣଙ୍କୁ କାବୁ କରି ଖୋଳତାଡ଼ କରୁଛି ଦିଲ୍ଲୀ ପୋଲିସ୍।

Series loot
କେତେ ସୁରକ୍ଷିତ ଆପାର୍ଟମେଣ୍ଟ ? କଳାକନା ବୁଲିବା ପରେ ବଢ଼ିଲା ଚିନ୍ତା

ସୋମବାର ରାତିରେ ଯାହା ଘଟିଯାଇଛି, ସମସ୍ତଙ୍କୁ ଜଣା । ୨୪ ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା ଭିତରେ ଥିବା ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳର ରାଜବାଟିକା ଆପାର୍ଟମେଣ୍ଟର ୪ଟି ଫ୍ଲାଟରୁ, ରାତିକ ଭିତରେ ଦୁର୍ବୃତ୍ତ ଯେଭଳି କଳାକନା ବୁଲାଇ ଦେଇଛନ୍ତି, ସାରା ରାଜଧାନୀରେ ହଲଚଲ୍ ।

 Rayagada
ବିଦେଶୀ ପର୍ଯ୍ୟଟକଙ୍କ ପସନ୍ଦ ରାୟଗଡ଼ା ଜିଲ୍ଲା: ହେଲେ ପ୍ରଶାସନକୁ ନାହିଁ ଅତିଥିଙ୍କ ସୁରକ୍ଷା ଚିନ୍ତା

ରାୟଗଡ଼ାରେ ପ୍ରକୃତିକୁ ମନଭରି ଉପଭୋଗ କରୁଛନ୍ତି ବିଦେଶୀ । ସାପ୍ତାହିକ ହାଟ ବୁଲୁଛନ୍ତି, ନଦୀରେ ସ୍ନାନ କରୁଛନ୍ତି ।

Republic Day Parade
ପରେଡ୍‌ ଉପରେ ଶତ୍ରୁଙ୍କ ନଜର: ସୁରକ୍ଷା ବ୍ୟବସ୍ଥା କଡାକଡି କଲା ଦିଲ୍ଲୀ ପୋଲିସ

ବିଶାଳ, ବର୍ଣ୍ଣାଢ୍ୟ, ଭବ୍ୟ ହେବ ଆସନ୍ତା ସାଧାରଣତନ୍ତ୍ର ଦିବସ ସମାରୋହ । ୭ଟି ନୂଆ ରାଫେଲ୍ ଫାଇଟର୍ ଜେଟ୍, ଅନ୍ୟ ବିମାନ ଓ ହେଲିକପ୍ଟରକୁ ମିଶାଇ ରାଜପଥ ଉପରେ ଫ୍ଲାଏପାଷ୍ଟ କରିବେ ସର୍ବାଧିକ ୭୫ଟି ବାୟୁଯାନ । ଏଥିପାଇଁ ନୂଆଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପରେଡ ହେବାକୁ ଥିବା ରାଜପଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ଼ଡାକଡ଼ି କରାଯାଇଛି । ଗୋଇନ୍ଦା ସୂଚନାକୁ ଆଧାର କରି ସୁରକ୍ଷା ବନ୍ଦୋବସ୍ତ କରାଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ପୋଲିସ କମିଶନର ରାକେଶ ଅସ୍ଥାନା ।