• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ଶୁକ୍ରବାର । ଚନ୍ଦ୍ର-ସିଂହ ଅହୋରାତ୍ର,ତିଥି-୫ମୀ ଦିବା ୧୦.୪୯ ଗତେ ୬ଷ୍ଠୀ,ଘାତଚନ୍ଦ୍ର-କର୍କଟ ଓ ମକର ରାଶିର ଅହୋରାତ୍ର,ପୁଷ୍କର ଦୋଷ- ନାସ୍ତି ।

ଶୁଭସମୟ:

ପ୍ରାତଃ–୦୬.୨୦ ରୁ ୦୭.୦୩

ପ୍ରାତଃ- ୦୭.୪୬ ରୁ ୦୯.୦୨

ଦିବା- ୧୨.୦୫ ରୁ ୦୨.୫୮

ଦିବା- ୦୩.୪୨ ରୁ ୦୫.୦୮

ସନ୍ଧ୍ୟା-୦୬.୦୧ ରୁ ୦୮.୨୬

ରାତ୍ରି-୧୨.୧୦ ରୁ ୦୧.୫୬

ରାତ୍ରି- ୦୨.୪୯ ରୁ ୦୪.୩୫

ଅଶୁଭସମୟ:

ରାହୁକାଳ- ଦିବା ୧୦.୨୩ ରୁ ୧୧.୪୪

କାଳବେଳା- ଦିବା ୧୦.୨୩ ରୁ ୧୧.୪୪

ବାରବେଳା-ଦିବା ୦୯.୦୨ ରୁ ୧୦.୨୩

କାଳରାତ୍ରି- ରାତ୍ରି ୦୮.୨୬ ରୁ ୧୦.୦୫

OTV is now on Whatsapp

Join and get latest news update delivered to you via whatsapp

Join Now