/odishatv-khabar/media/post_attachments/uploadimage/library/16_9/16_9_0/Panchang_1734576629.jpg)
Panchang
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୧୯ ତାରିଖ ଗୁରୁବାର । ଚନ୍ଦ୍ର-କର୍କଟ ରାତ୍ରି ୦୨.୦୦ ଗତେ ସିଂହ,ତିଥି-୪ର୍ଥୀ ଦିବା ୧୦.୦୩ ଗତେ ୫ମୀ,ଘାତଚନ୍ଦ୍ର- ରାତ୍ରି ୨.୦୦ ଗତେ କର୍କଟ ଓ ମକର ରାଶିର,ପୁଷ୍କର ଦୋଷ- ନାସ୍ତି
Advertisment
ଶୁଭସମୟ:
ପ୍ରାତଃ–୦୬.୧୯ ରୁ ୦୬.୪୬
ସନ୍ଧ୍ୟା-୦୬.୦୦ ରୁ ୦୯.୩୨
ରାତ୍ରି-୦୧.୨୩ ରୁ ୦୩.୪୧
ନିଶାନ୍ତ-୦୪.୩୪ ରୁ ୦୬.୨୦
ଅଶୁଭସମୟ:
ରାହୁକାଳ- ଦିବା ୦୧.୦୪ ରୁ ୦୨.୨୫
କାଳବେଳା- ଦିବା ୦୨.୨୫ ରୁ ୦୩.୪୭
ବାରବେଳା-ଦିବା ୦୩.୪୭ ରୁ ୦୫.୦୮
କାଳରାତ୍ରି- ରାତ୍ରି ୧୧.୪୪ ରୁ ୦୧.୨୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)