• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Local Issues

politics
ଶାସକ ଦଳ ଫେଭରରେ ବୌଦ୍ଧ ଜିଲ୍ଲାର ରାଜନୀତି ପାଣିପାଗ ! ଏଥର ବି ମାରିବ କି ବାଜି ?

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବୌଦ୍ଧ ଜିଲ୍ଲାର ୯୦ ପ୍ରତିଶତ ଲୋକଙ୍କ ମୁଖ୍ୟ ବେଉସା ଚାଷ । ହେଲେ ଏଇ କ୍ଷେତ୍ରଟି ବେଶି ଅବହେଳିତ ଜିଲ୍ଲାରେ ବାଘ ଓ ସାଲୁଙ୍କି ଭଳି ଜଳସେଚନ ପ୍ରକଳ୍ପ ତ ରହିଛି । କିନ୍ତୁ ଦରକାର ବେଳେ ଅଧିକାଂଶ ଜମିକୁ ପାଣି ମିଳେନି । ଆଉ ବର୍ଷା ଉପରେ ନିର୍ଭର ଚାଷୀ ମରୁଡିକୁ ସାମ୍ନା କରିବା ଥୟ ।

jharsuguda
ସମସ୍ୟା ହେଉ କି ରାଜନୀତି, ଝାରସୁଗୁଡ଼ାରେ ଏଥର ନିର୍ବାଚନୀ ଅଙ୍କ ଅଲଗା ! ଏଥର କିଏ ମାରିବ ବାଜି ?

ଝାରସୁଗୁଡା କଂଗ୍ରେସର ଗଡ ଜିଲ୍ଲା ପରିଷଦ ଗଠନ ହେବା ପରଠାରୁ ପାଂଚ ପାଂଚ ଥର ଅଧ୍ୟକ୍ଷ ପଦ ହାତେଇଛି କଂଗ୍ରେସ । ହେଲେ ଏବେ ବଦଳିଯାଇଛି ଝାରସୁଗୁଡାର ରାଜନୈତିକ ସମୀକରଣ, ଯାହା ବଳରେ ବଳିୟାନ ହୋଇଥିଲା କଂଗ୍ରେସ, ସେ ଏବେ ବିଜେଡିରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଦଳବଦଳ କରି ନିର୍ବାଚନ ଲଢିଲେ ନବକିଶୋର ଦାସ , ଆଉ ବର୍ତ୍ତମାନ କ୍ୟାବିନେଟ୍ ମିନିଷ୍ଟର

panchayat poll
କଳାହାଣ୍ଡିରେ କିଏ ମାରିବ ବାଜି ? ମମିତା ହତ୍ୟା ମାମଲାରା ଚର୍ଚ୍ଚାରେ ଥିବା ଦିବ୍ୟଶଙ୍କରଙ୍କ ଛବି କିଛି ପ୍ରଭାବ ପକାଇବ କି ?

ନିକଟରେ ମମିତା ପ୍ରସଙ୍ଗକୁ ନେଇ ତାତିଥିବା ଏ ଜିଲ୍ଲାରେ ପଂଚାୟତ ଭୋଟ ର ଫଳାଫଳ କଣ ହେବ, ତା ଉପରେ ନେତାଠୁ ଜନତା, ସମସ୍ତଙ୍କ ନଜର । ୨୦୧୭ ପଞ୍ଚାୟତ ପୋଲରେ ୩୬ ରୁ ୩୩ ଆସନ ଜିତି ବିଜେପି କଳାହାଣ୍ଡିରେ ଜିଲ୍ଲା ପରିଷଦ ଗଠନ କରିଥିଲା

panchayat poll
ଅନୁଗୁଳ ଜିଲ୍ଲା ପରିଷଦ ହାଲଚାଲ୍ ! ବିକାଶ ରାସ୍ତାରେ କେତେ ଆଗକୁ ବଢିଛି ଜିଲ୍ଲା ?

ଶିଳ୍ପ ସମୃଦ୍ଧ ଜିଲ୍ଲା ହେଲେ ବି ସମସ୍ୟା କିଛି କମ ନୁହେଁ ଅନୁଗୁଳରେ କେଉଁଠି ପ୍ରଦୂଷଣକୁ ନେଇ ଲୋକେ ସନ୍ତୁଳି ହେଉଛନ୍ତି ତ ଆଉ କେଉଁଠି ବିସ୍ଥାପନ ସମସ୍ୟାରେ ଅତିଷ୍ଠ ଏଠାକାର ବାସିନ୍ଦା ।  ତାଳଚେର ଓ ଛେଣ୍ଡିପଦାରେ କୋଇଲା ଖଣି ପାଇଁ ବହୁ ଲୋକ ସେମାନଙ୍କ ଭିଟାମାଟି ହରାଇଛନ୍ତି ।

kandhamal
ବିକାଶ ରାସ୍ତାରେ କେତେ ଆଗକୁ ବଢିଛି କନ୍ଧମାଳ?

ପିଇବା ପାଣି ଓ ଜୀବନଜୀବିକା ପାଇଁ ମଧ୍ୟ ଘୋର ଚିନ୍ତାରେ କନ୍ଧମାଳ ବାସିନ୍ଦା । କନ୍ଧମାଳର ଲାଇଫଲାଇନ ହଳଦୀ ଚାଷକୁ ସରକାର ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଥିବା ବେଳେ ଚାଷ ଛାଡ଼ି ବହୁ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଥିବା ଦେଖିବାକୁ ମିଳିଛି ।

nuapada
ପଞ୍ଚାୟତ ମହାଲଢ଼େଇ ପାଇଁ ସରଗରମ ନୂଆପଡ଼ା ! ଦାଦନ, ରାସ୍ତା ଓ ପିଇବା ପାଣି ପ୍ରମୁଖ ପ୍ରସଙ୍ଗ

ସମସ୍ୟା ପିଛା ଛାଡୁ ନଥିବା ଜିଲ୍ଲାଟିଏ ନୂଆପଡ଼ା ପଞ୍ଚାୟତ ଭୋଟକୁ ପ୍ରଭାବିତ କଲାଭଳି ଏଠି ଅନେକ ପ୍ରସଙ୍ଗ । ରାସ୍ତାଘାଟଠୁ ସ୍ୱାସ୍ଥ୍ୟ, ପିଇବା ପାଣି, ଦାଦନ ଏମିତି କେତେ କଣ ? ଏଥର ପଞ୍ଚାୟତ ନିର୍ବାଚନରେ ସେଇ ସବୁ ସମସ୍ୟାକୁ ମାଳ କରି ପିନ୍ଧିଛନ୍ତି ନୂଆପଡ଼ା ବାସିନ୍ଦା, ପୁଣି ପ୍ରତିଶ୍ରୁତିର ପଶରା ଧରି ଭୋଟରଙ୍କୁ ଭଳେଇବା ଚେଷ୍ଟାରେ ନେତା ।

Baleswar
ପଞ୍ଚାୟତ ପଲିଟିକ୍ସ: ବାଲେଶ୍ୱରରେ ବିଜେଡିର ରହିଛି ଦବଦବା, ବନ୍ୟା ଏଠାରେ ମୁଖ୍ୟ ପ୍ରସଙ୍ଗ

ଏଥର ବାଲେଶ୍ୱର ଆସନ ଉପରେ ସମସ୍ତଙ୍କ ନଜର: କାହିଁକି ନା ଏଠାରେ ଶାସକ ଦଳର ଦବଦବା ରହିଛି କିନ୍ତୁ ବିଜେପି ଫୋକସରେ ଅଛି ବାଲେଶ୍ୱର