• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

LAccMI Bus Services in Koraput
LAccMI Bus Services: ବ୍ଲକରୁ ଜିଲ୍ଲା ମହକୁମା କେବେ ଚାଲିବ ଲକ୍ଷ୍ମୀବସ୍ ? ବସଷ୍ଟାଣ୍ଡରେ ପଡ଼ି ପାଲଟିଲାଣି ଅସାମାଜିକଙ୍କ ଆଡ୍ଡାସ୍ଥଳୀ 

ଲକ୍ଷ୍ମୀ ବସ୍। ହତଶିରୀ ସ୍ଥିତି। କୋରାପୁଟ ହେଉ କି ରାୟଗଡ଼ା, ନବରଙ୍ଗପୁର ହେଉ ଅବା ମାଲକାନଗିରି। ସବୁଠି ବସ୍‌ଷ୍ଟାଣ୍ଡରେ ଖତ ଖାଉଛି ଶୀତତାପ ନିୟନ୍ତ୍ରିତ ଅରଖ ନୂଆ ଲକ୍ଷ୍ମୀ ବସ୍। 

Staff Shortage Hits Odisha Endowment Department
Endowment Department: ସ୍ଥାଣୁ ସ୍ଥିତିରେ ରାଜ୍ୟ ଦେବୋତ୍ତର ବିଭାଗ ! ୧୮୯ କର୍ମଚାରୀ ପଦବୀରୁ ଖାଲି ପଡ଼ିଛି ୧୩୬

ସତରେ କଣ ସ୍ଥାଣୁ ପାଲଟିଛି ରାଜ୍ୟ ଦେବୋତ୍ତର କମିଶନ ? କାରଣ ଖୋଜା ଭିତରେ ବାସ୍ତବ ଚିତ୍ର ବୟାନ କରୁଛି ଭୁବନେଶ୍ବରସ୍ଥିତ କମିଶନଙ୍କ ମୁଖ୍ୟାଳୟ। ହାତ ଗଣତି କିଛି କର୍ମଚାରୀଙ୍କୁ ନେଇ ଚାଲିଛି ଅଫିସ୍।

BJD's Stand On One Nation One Election
BJD's Stand On One Nation One Election: ବିଜେଡି ତଣ୍ଟିରେ ଲାଗିଛି ୱାନ୍ ନେସନ୍ ୱାନ୍ ଇଲେକ୍ସନ୍ କଣ୍ଟା; ଦଳକୁ ଅକଳକୁ ଠେଲୁଛି ମୁଖିଆଙ୍କ ନୀରବତା

ୱାନ୍ ନେସନ୍ ୱାନ୍ ଇଲେକସନ୍ ପ୍ରସଙ୍ଗରେ ଦୁଇ ଫାଳ ବିଜେଡି। ଗୋଟିଏ ପଟେ ସଂସଦରେ ଷ୍ଟାଣ୍ଡକୁ ନେଇ ଦଳପତି ଚୁପ୍। ଏପଟେ ଆଭିମୁଖ୍ୟରେ ଅସ୍ପଷ୍ଟତାକୁ ନେଇ ବର୍ଷିଲେଣି ଏବେ ଯାଏଁ ମୁଖିଆଙ୍କ ନିଷ୍ପତ୍ତିକୁ ସୁରକ୍ଷା ଦେଇ ଆସୁଥିବା ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। 

Weather
Crop Loss Fear: ଅମଳ ବେଳେ ଭାତହାଣ୍ଡି ଉଜାଡ଼ି ଦେଲା ଅଦିନିଆ ବର୍ଷା; କ୍ଷେତରେ ଲୋଟୁଛି ବର୍ଷକର ଦାନା ପାଣି

ପାଚିଲା ଧାନ କଳେଇକୁ ଉଠେଇଲା ବେଳକୁ ଭାଙ୍ଗିଯାଉଛି ଚାଷୀର ଦମ୍ଭ...କ୍ଷେତ ମଝିରେ ବତୁରା ଫସଲକୁ ବଞ୍ଚାଇବା ପାଇଁ ଉଦ୍ୟମ ସତ୍ତ୍ବେ ନିରାଶ ହେଉଛି ଚଷାପୁଅ...ଆଉ ବା କ’ଣ ଅଛି ଯେ ବଞ୍ଚିବ। ଖଳାକୁ ଯିବା ଆଗରୁ ବିଲ ମଝିରେ ଓଦାରେ ଯେତେବେଳେ ସରସର ହୋଇଯାଇଛି ବର୍ଷକର ଦାନାପାଣି, ସେତେବେଳେ ବୁଦ୍ଧିଶୂନ୍ୟ ବିଚରା ଚାଷୀ। ଅମଳ ବେଳକୁ ଅଦିନିଆ ବର୍ଷାରେ ଅକଲ୍ ଗୁଡୁମ୍ ଅବସ୍ଥା।

କଳାହାଣ୍ଡିର ଅନାଥ ଝିଅ ଏବେ ଇଟାଲିରେ
Orphan Daughter Of Kalahandi in Italy: କଳାହାଣ୍ଡିର ଅନାଥ ଝିଅ ଏବେ ଇଟାଲିର ଅଲିଅଳୀ କନ୍ୟା, ତଥାପି ଭୁଲିନାହାଁନ୍ତି ଜନ୍ମମାଟି

କଳାହାଣ୍ଡି ରେ ଜନ୍ମିତ କନ୍ୟା ପ୍ରତୀକ୍ଷା ବର୍ତ୍ତମାନ୍ ଇଟାଲୀର ଜଣେ ଡାକ୍ତର ଓ ପୋଲିସ ଅଫିସରଙ୍କ ପୋଷ୍ୟ କନ୍ୟା ହୋଇ ସାରିଛନ୍ତି ତେବେ ଗତ 2016 ମସିହାରେ ଇଟାଲୀ ଯାଇଥିବା ପ୍ରତୀକ୍ଷା ଙ୍କୁ କଳାହାଣ୍ଡି ଦେଖିବା ପାଇଁ ପ୍ରତୀକ୍ଷା କରିଥିଲା ବୋଲି କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରି ଛନ୍ତି।

ଡେଲିଭରୀ ବଏ ପିନ୍ଧିବେ CISF ବର୍ଦ୍ଦି
Delivery Boy To CISF: ଡେଲିଭରୀ ବଏରୁ CISF ଚାକିରୀ, ରୋହିତଙ୍କ ସଂଘର୍ଷର କାହାଣୀ

ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା କୌଣସି କାମ ଅସମ୍ଭବ ନୁହେଁ l ଯାହାକୁ ପ୍ରମାଣିତ କରିଛନ୍ତି ରୋହିତ l ତାଙ୍କ ଆଗରେ ହାର ମାନିଲା ଦାରିଦ୍ର୍ୟ । ଫ୍ଲିପକାର୍ଟ ଡେଲିଭରି ବଏ ଭାବେ କାମ କରି ଆଜି ସେ CISFରେ ଚାକିରୀ ପାଇଛନ୍ତି l

ଫଳ ଖାଇବାର କେତୋଟି ନିୟମ
Benefits OF Eating Fruits: ପ୍ରାକୃତିକ ଉପାୟରେ ପାଚୁଥିବା ଫଳ ବିଭିନ୍ନ ରୋଗ ପାଇଁ ରାମବାଣ

ଠିକ୍ ରୂପେ ପ୍ରାକୃତିକ ଉପାୟରେ ପାଚିଥିବା ଫଳ ପାଚନରେ ସହଜ ହୋଇଥାଏ ଏବଂ ଶରୀରର ଉର୍ଜ୍ଜା ବା ଓଜସ୍‌କୁ ଦୃଢ଼ କରିଥାଏ। ତେବେ ଆସନ୍ତୁ ଆଜି କଥା ହେବା ଫଳ ଖାଇବାର କିଛି ନିୟମ ଓ ଆମ ସ୍ୱାସ୍ଥ୍ୟ ପାଇଁ ଏହାର ମହତ୍ତ୍ୱ ବିଷୟରେ।

ବର୍ଷର ସବୁଠୁ ଛୋଟ ଦିନ
Shortest Day Of The Year: ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା

ପ୍ରତିବର୍ଷ ଡିସେମ୍ବର ୨୧ କିମ୍ବା ୨୨ରେ ଉତ୍ତର ଗୋଲାର୍ଦ୍ଧରେ ଶୀତଋତୁର ପ୍ରଥମ ଦିନ ଆରମ୍ଭ ହୋଇଥାଏ । ଏହା ବର୍ଷର ସବୁଠାରୁ ଛୋଟ ଦିନ ହୋଇଥାଏ ।

ଜିନ୍ନତ ଏବେ କେଉଁଠି ?
Tigress Zeenat: ଜିନ୍ନତକୁ ନେଇ ସସପେନ୍ସ, କୁଆଡେ ଗଲା ମରାଠା ବାଘୁଣୀ ମିଳୁନି ପତ୍ତା

ଶିମିଳିପାଳର ବାଘୁଣୀ ଜିନ୍ନତ ଗତରାତିରେ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜ୍‌ ଛାଡ଼ି ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ପଳାଇଥିଲା । ତେବେ ବାଘୁଣୀ ଏବେ ଆଉ ସେଠାରେ ନାହିଁ ।

Panchang
Panchang Today 21st December 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଗାଡ଼ି କ୍ରୟ କରନ୍ତୁ

ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ପ୍ରବଳ ବର୍ଷା, ଏହି ଜିଲ୍ଲାକୁ ଆଲର୍ଟ
Weather Update: ଅବପାତର ରୂପ ନେଲା ଲଘୁଚାପ, ଆଜି ବି ଲାଗି ରହିବ ବର୍ଷା

ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

Why did Ashwin suddenly retire from international cricket
Sports: ଆନ୍ତର୍ଜାତିକ କ୍ରିକେଟ୍‌ରୁ କାହିଁକି ଅଚାନକ ଅବସର ନେଲେ ଅଶ୍ୱିନ

ବର୍ଡର-ଗାଭାସ୍କର ଟ୍ରଫି ମଝିରେ ଅଚାନକ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେଇଛନ୍ତି ଭାରତର ଅଫ୍ ସ୍ପିନ୍ ଅଲ୍‌ରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ୱିନ । ଏବେ କ୍ରିକେଟ୍ ଜଗତରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 21 December 2024

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 21 December 2024
Students Improve on Certain Subjects
Demand Of Teachers Rises: ରସାତଳଗାମୀ ହେଲାଣି ପିଲାଙ୍କ ଭବିଷ୍ୟତ; ହାଇସ୍କୁଲରେ ୧୧ ହଜାରରୁ ଅଧିକ ଶିକ୍ଷକ ପଦ ଖାଲି...

ଗଣିତ, ବିଜ୍ଞାନ ଓ ଇଂରାଜୀରେ ଦୁର୍ବଳ ଓଡ଼ିଆ ଛାତ୍ର। ସ୍କୁଲରେ ନାହାନ୍ତି ଶିକ୍ଷକ, ଖାଲି ପଡ଼ିଛି ଗଣ୍ଡାଗଣ୍ଡା ପଦବି। ସ୍କୁଲ ଶିକ୍ଷାର ମୂଳ ବିଷୟରେ ପିଲାଙ୍କର ନାହିଁ ପକଡ।

PM Narendra Modi
PM Narendra Modi: ଓଡ଼ିଶାକୁ ନଂ ୧ କରିବାକୁ ମିଶନ୍ ମୋଡରେ ମୋଦି-ଶାହ; ଜାନୁଆରୀରେ ଦୁଇ ଥର ଆସୁଛନ୍ତି ପ୍ରଧାନମନ୍ତ୍ରୀ

୨୫ ବର୍ଷ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତି। ୫ ବର୍ଷରେ ଏକ ନମ୍ବର ହେବ ଓଡ଼ିଶା। ନିର୍ବାଚନ ସମୟର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଓଡ଼ିଶା ଗସ୍ତ।

Sri Mandira Parikrama
Srimandir Parikrama Project Row: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ନବୀକରଣ; ଆଇନମନ୍ତ୍ରୀଙ୍କ ସୂଚନା ପରେ ବଢ଼ିଲା ଆଶା

ଗଜପତି ମହାରାଜ ଏତିହ୍ୟ କରିଡର ପ୍ରକଳ୍ପରେ ସନାତନ ଧର୍ମର ଚାରି ଯଜ୍ଞର କାର୍ଯ୍ୟକାରିତା ଉପରେ ଗୁରୁତ୍ବ ଦେବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିବା ନେଇ ସୂଚନା ଦେଇଥିଲେ। ତା ସତ୍ତ୍ବେ ବି ନବୀନ ସରକାର ଏହା ଉପରେ ଧ୍ୟାନ ଦେଇ ନଥିବା ବେଳେ ମୋହନ ସରକାର ଏହାକୁ କିଭଳି କାର୍ଯ୍ୟକାରୀ କରୁଛନ୍ତି, ପରିକ୍ରମା ପ୍ରକଳ୍ପରେ କି ପରିବର୍ତ୍ତନ ଆଣୁଛନ୍ତି ଏବେ ତା ଉପରେ ନଜର।

Winter
Weather Update: ଶୀତ ଭିତରେ ବର୍ଷାର ଦାଉ; ଖଳାରେ ଭିଜିଲା ଅମଳ ଧାନ, ଆହୁରି ୨ ଦିନ ବର୍ଷିବ

ପାଣିପାଗ ବିଭାଗର ପୂର୍ବାନୁମାନ, ବଙ୍ଗୋପସାଗରରେ ଦାନା ବାନ୍ଧିଥିବା ଲଘୁଚାପ ଆସନ୍ତା ୧୨ ଘଣ୍ଟା ଭିତରେ ଅବପାତରେ ପରିଣତ ହେବ। ଏହାକ୍ରମେ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ପୁଣି ଲଘୁଚାପରେ ପରିଣତ ହୋଇ ଦୁର୍ବଳ ହୋଇଯିବ। ଏହି ପ୍ରକ୍ରିୟା ଭିତରେ ଆସନ୍ତା ୨୨ ସକାଳ ଯାଏଁ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶା ସହ ଗୋଟିଏ ଦୁଇଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

Vigilance Raid
Vigilance Raid In Boudh: ଭିଜିଲାନ୍ସ ଜାଲରେ ୨ ଲାଞ୍ଚୁଆ ଅଫିସର୍; ଛାଡିଦେବାକୁ କହି କାନ୍ଦି ପକାଇଲେ

ତନ୍ତ ସରଞ୍ଜାମ ଅନୁଦାନ ଟଙ୍କା ପ୍ରଦାନ ପାଇଁ ଭେରିଫିକେସନ ରିପୋର୍ଟରେ ଦସ୍ତଖତ କରିବାକୁ ବୁଣାକାର ସମିତି ସମ୍ପାଦକଙ୍କଠାରୁ ଏମାନେ ଲାଞ୍ଚ ନେଉଥିଲେ। ଦସ୍ତଖତ କରିବା ପାଇଁ ସେମାନେ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଚାଷୀଙ୍କ ଚିନ୍ତା ବଢ଼ାଉଛି ଅଦିନିଆ ବର୍ଷା
Low Pressure Rain In Odisha: ଦାଉ ସାଧୁଛି ବର୍ଷା...ଟୋକନ୍ ମିଳୁନି, ରାସ୍ତାରେ ପଡ଼ିଛି ବସ୍ତା ବସ୍ତା ଧାନ

ଚାଷୀଙ୍କ ଟୋକନ ବିଳମ୍ବରେ ଆସୁଥିବାରୁ ଧାନ ମଣ୍ଡିକୁ ନେଇପାରୁନାହାନ୍ତି l କାରଣ ବିନା ଟୋକନରେ ଏଥର ଧାନ ମଣ୍ଡିକୁ ନେଇ ପାରିବେନି ଚାଷୀ l ଅନ୍ୟପଟେ ଏଥର MSP ୨୩ଶହ ଟଙ୍କା ସହ ୮ଶହ ଇନପୁଟ ସବସିଡି ପାଇବାକୁ ହେଲେ FAQ ଧାନ ଆଣିବାକୁ ପଡ଼ିବ l ଆଉ ଏଇଥି ପାଇଁ ରାଜରାସ୍ତାରେ ଅମଳ ଧାନକୁ ଭଲରେ ଶୁଖାଉଛି ଚାଷୀ l

Potato
Potato Crisis In Odisha: ଆଉ ହେବନି ଆଳୁ ସଂକଟ ! ନିଜ ଜମିରେ ଆଳୁ ଫଳାଇଲେ କୋରାପୁଟ ଚାଷୀ

ଚଳିତବର୍ଷ ଜିଲ୍ଲାରେ ପ୍ରାୟ ୧୧୩୩ ହେକ୍ଟର ଜମିରେ ହୋଇଛି ରବି ଆଳୁ ଚାଷ। କେବଳ ଚାଣ୍ଡାଲଗୁଡା ଗ୍ରାମର ଶହେ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଛି। ତେବେ ଯଦି ବର୍ଷ ତମାମ ପାଣି ସୁବିଧା ହୁଅନ୍ତା ଅଧିକ ଆଳୁ ଚାଷ କରି କରିପାରନ୍ତେ ଚାଷୀ।

Anganwadi Center in Bonai
Odisha Anganwadi Centre: ପିଲାଙ୍କ ଭବିଷ୍ୟତ ସହ ଖେଳ; ମନ୍ଦିର ଦୋକାନ ଘର ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର

ଭଙ୍ଗା ଦଦରା ଟିଣ ତଳେ ଗଢା ଚାଲିଛି ଭବିଷ୍ୟତ। ଅଙ୍ଗନବାଡି କେନ୍ଦ୍ର ନାଁରେ ଦୋକାନ ଘରେ ଚାଲିଛି ପାଠପଢା। ହେଲେ କାହିଁକି ?

ପରିକ୍ରମା ପ୍ରକଳ୍ପ ଡିଜାଇନ୍‌ ବଦଳିବ
Srimandir Parikrama Project Row: ଆଇନମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ ପରିବର୍ତ୍ତନ ହେବ ପରିକ୍ରମା ପ୍ରକଳ୍ପର ଡିଜାଇନ୍‌

ପୁରୁଣା ଡିଜାଇନ ସହ ଆଉ କିଛି ଆଡ୍ କରି ନୂଆ ଡିଜାଇନ ହେବ । ଶ୍ରଦ୍ଧାଳୁଙ୍କ ଧର୍ମିୟ ଭାବନାକୁ ଦେଖି ବ୍ୟବସ୍ଥା ହେବ ।

The story of a mother who gave birth to son by mantra
Mahabharat Story: ମନ୍ତ୍ର ବଳରେ ଦେବତାଙ୍କୁ ପୃଥିବୀକୁ ଡାକି ପୁତ୍ର ଜନ୍ମ କରିଥିବା ଜଣେ ମାଆର କାହାଣୀ

ନିଜ ମା ଓ ବାପାଙ୍କୁ ଦେଖି ସମଗ୍ର ସଂସାର ପାଇଁ କୋଉ ନିୟମ ପ୍ରଣୟନ କଲା ଜଣେ ପୁଅ ଓ କେମିତି ଆରମ୍ଭ ହେଲା ପରିବାର ? ମନ୍ତ୍ର ବଳରେ କେମିତି ଦେବତାମାନଙ୍କୁ ପୃଥିବୀକୁ ଡାକିଆଣିଲେ ଜଣେ ନାରୀ ଓ ଆହୁରି ଅନେକ ଚମତ୍କାର କଥା ଜାଣିବାକୁ ପଢନ୍ତୁ ଆଜିର ଅଧ୍ୟାୟ ।

କେତେବେଳେ କାହାକୁ ଉପରକୁ ଉଠଉଥିଲେ ତ କେତେବେଳେ ତଳକୁ ଖସଉଥିଲେ
Odisha Politics 2024: କେତେବେଳେ କାହାକୁ ଉପରକୁ ଉଠଉଥିଲେ ତ କେତେବେଳେ ତଳକୁ ଖସଉଥିଲେ, କିନ୍ତୁ ଏବେ...

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ବୋଧହୁଏ ‘ରୋଟେସନ” ଶବ୍ଦର ଜଣେ ବଡ ଉପାସକ । ୭୮ ବର୍ଷିୟ ଏହି ରାଜନେତା ରୋଟେସନ ଶବ୍ଦର ମାର୍ମିକ ଅର୍ଥ କେବଳ ବୁଝନ୍ତି ନାହିଁ, ତାକୁ ପ୍ରୟୋଗ କରିବାରେ ସେ ଖୁବ୍ ଦକ୍ଷ ବୋଲି ପ୍ରମାଣିତ କରିଛନ୍ତି ।

ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍‌
Niranjan Patnaik: ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ED ରେଡ୍‌

ଆଜି ସକାଳ ୭ଟାରୁ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ରେଡ୍‌ କରାଯାଉଛି । ଇଡିର ୮ରୁ ୧୦ଜଣ ଅଧିକାରୀ ନିରଞ୍ଜନଙ୍କ ଘରେ ପହଞ୍ଚି ଚଢ଼ାଉ କରିଥିଲେ ।