ମୂଷା ଓ ଅସରପା ଏସବୁକୁ କାଟି ଦେଇଥିବା କହିଛନ୍ତି ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରା । ଖସାପଡା ନୀତି ସମୟରେ ଏହାକୁ ଭରଣା କରାଯାଇଛି । କୌଣସି ପ୍ରକାରରେ ମହାପ୍ରଭୁଙ୍କ ଦାରୁ କ୍ଷତି ହୋଇନାହିଁ କିନ୍ତୁ ତୁରନ୍ତ ମୂଷାର ଦୋରାତ୍ମକୁ ଦୂର ନକଲେ ଶ୍ରୀଅଙ୍ଗ ପ୍ରତି ବିପଦ ରହିଛି ବୋଲି ସେ ଦୋହରାଇଛନ୍ତି ।
ଶ୍ରୀମନ୍ଦିର ଗର୍ଭଗୃହରେ ପଶି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି ସମ୍ଭାବ୍ୟ କ୍ଷତି ପହଞ୍ଚାଉଥିବା ମୂଷାଙ୍କ ପ୍ରାଦୁର୍ଭାବକୁ ରୋକିବା ପାଇଁ ଆସିଥିବା ସ୍ୱତନ୍ତ୍ର ମେସିନ କାମରେ ଲାଗିପାରିବନି।
ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ। ା ଗତକାଲିର ନୀତି ଆଜି ସମାପନ ହୋଇଛି। ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ବି ଡେରିରେ ହୋଇଛି।
କଟକ ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ସେତୁରେ ଦଳାଚକଟାରେ ଜଣଙ୍କର ମୃତ୍ୟୁ ସହ ୪୦ ଜଣ ଆହତ ଘଟଣା ପରେ ସେଠି ଲାଗିଛି ୧୪୪ ଧାରା।
ଶ୍ରୀଜିଉଙ୍କ ଦର୍ଶନ ବେଳେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ଭିଡ଼ ଭିତରେ ଅଣନିଶ୍ୱାସୀ ହୋଇ ୨ ଭକ୍ତ ଆହତ ହୋଇଛନ୍ତି। ଶ୍ରୀମନ୍ଦିର ଭିତରେ ମଙ୍ଗଳ ଆଳତି ଚାଲୁଥିବା ବେଳେ ଉଭୟ ମହାପ୍ରଭୁଙ୍କ ଦର୍ଶନ କରୁଥିଲେ।
ବିଦେଶୀ ଭକ୍ତଙ୍କ ଦର୍ଶନ ପ୍ରସ୍ତାବକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ଶ୍ରୀମନ୍ଦିର ସେବାୟତ।
ସିଂହାରୀ, ସୁଆର ଓ ଦଇତାପତି ସେବାୟତଙ୍କ ସାଂଘାତିକ ଅଭିଯାଗ ।
ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛି ମୂଷା ଓ ଅସରପା ! ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବେଳେବେଳେ ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବପର ହେଉନାହିଁ।
କେବଳ ଗତ ରଥଯାତ୍ରାରେ ୬କୋଟିରୁ ଅଧିକ ବ୍ୟୟ, ଆପତ୍ତି ଉଠାଇଲେ ପୂର୍ବତନ ମ୍ୟାନେଜିଂ କମିଟି ସଦସ୍ୟ ଓ ବୁଦ୍ଧୀଜୀବୀ
ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିରକୁ ପ୍ରବେଶ କରିବେ।
ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ ।
ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ ଉତ୍ତୋଳନ ଓ ଏହାକୁ ଭାଇରାଲ କରି କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ। ଶ୍ରୀମନ୍ଦିର ନୋ ଫ୍ଲାଏ ଜୋନ୍ ଅନ୍ତର୍ଗତ ବୋଲି ଜାଣିନଥିବା କହିବା ସହ ତାଙ୍କ ଡ୍ରୋନ୍ରେ ସେଭଲି କିଛି ଓ୍ୱାର୍ଣ୍ଣିଂ ଦେଖାଇନଥିଲା ବୋଲି ସେ କହିଛନ୍ତି।
ସୋସିଆଲ୍ ମିଡିଆରେ ଖୁଲ୍ଲମ୍ଖୁଲ୍ଲା ପ୍ରଦର୍ଶିତ ହେଉଛି ଶ୍ରୀମନ୍ଦିର ପରିସରର ଡ୍ରୋନ୍ ଭିଡିଓ। ୫ ମିନିଟ୍ ୪୨ ସେକେଣ୍ଟର ଏହି ଭିଡିଓରେ ନୀଳଚକ୍ର ଠାରୁ ଆରମ୍ଭ କରି ସିଂହଦ୍ୱାର ପର୍ଯ୍ୟନ୍ତ ସମସ୍ତ ଦୃଶ୍ୟ ଦେଖିବାକୁ ମିଳିଛି।
ଟ୍ରଲିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧି ବୁହା ଯାଉଥିବା ଅଭାବନୀୟ ଦୃଶ୍ୟ ପୁରୀରେ ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ଯେତେ କଷ୍ଟଦାୟକ, ସେତିକି ସ୍ପଂର୍ଶକାତର ମଧ୍ୟ।
ଗରୁଡ଼ ସ୍ତମ୍ଭକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟାଇ ପତଳା ହେବା ସହ ସ୍ତମ୍ଭଟିର ସ୍ଥାୟିତ୍ୱ ପ୍ରତି ବିପଦ ଦେଖା ଦେଇଛି।
ମହାପ୍ରସାଦ ଖାଇବା ସମୟରେ ଚକା ପକେଇ ତଳେ ବସି ମହାପ୍ରସାଦ ଖାଇଲେ ଦ୍ରୌପଦୀ ମୁର୍ମୁ ।
ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (Droupadi Murmu) । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ଅଭିଭୂତ ହୋଇଛନ୍ତି ।
ସିଂହଦ୍ୱାରର ବହୁ ପୂର୍ବରୁ କାରକେଡ୍ ରଖି ବଡ଼ଦାଣ୍ଡରେ ଚାଲିଲେ ଓ ମହାପ୍ରଭୁଙ୍କ ଉଦେଶ୍ୟରେ ହାତ ଟେକିଲେ ।
ପୁରୀ ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଣ୍ଟିଦ୍ୱାର ନିକଟରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଶ୍ରଦ୍ଧାଳୁ ଜଣକ ଅଭିଯୋଗ କରିଛନ୍ତି।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ମହାସ୍ନାନ। ଭିତର କାଠରେ ରକ୍ତ ଛିଟା ପଡ଼ିବାରୁ ଶ୍ରୀଜିଉଙ୍କ ମହାସ୍ନାନ ହୋଇଛି।
କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ଜଣେ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିରରେ ଜଣେ ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ଆଜି ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି। ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ନୀତି ର୍ନିଘଣ୍ଟ ଅନୁସାରେ ସକାଳ ୫ଟା ୧୮ମିନିଟରେ ଦ୍ୱାରଫିଟା ନୀତି ସମ୍ପନ୍ନ ହୋଇଥିଲା।