• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

SpiceJet Flight From Delhi To Dubai Diverted To Karachi
ଦୁବାଇ ଯାଉଥିଲା, କରାଚୀରେ ଲ୍ୟାଣ୍ଡ୍‌ କଲା SpiceJet ବିମାନ

ବିମାନର ଇଣ୍ଡିକେଟର ଲାଇଟ୍‌ରେ ତ୍ରୁଟି ଯୋଗୁ ଦିଲ୍ଲୀରୁ ଦୁବାଇ ଯାଉଥିବା ସ୍ପାଇସ୍ ଜେଟ୍‌ର SG-11 ବିମାନକୁ କରାଚୀକୁ ଡାଇଭର୍ଟ କରାଯାଇଥିଲା। ଏହାପରେ ସୁରକ୍ଷିତ ଭାବେ ବିମାନକୁ ଲ୍ୟାଣ୍ଡିଂ କରାଯାଇଥିଲା।

Maharashtra Political Crisis
"୬ ମାସରେ ଭାଙ୍ଗିଯିବ ସିନ୍ଦେ ସରକାର"

ମହାରାଷ୍ଟ୍ର ରାଜନୀତିକୁ ନେଇ ଥମୁନି ଚର୍ଚ୍ଚା । ଶରଦ ପାୱାରଙ୍କ ବଡ଼ ଟିପ୍ପଣୀ କହିଲେ, ମାତ୍ର ୬ ମାସରେ ଭାଙ୍ଗିଯିବ ସିନ୍ଦେ ସରକାର। ପୁଣି ଥରେ ହେବ ବିଧାନସଭା ନିର୍ବାଚନ । ନିର୍ବାଚନମଣ୍ଡଳୀରେ ରହି କାମ କରିବାକୁ ଦଳୀୟ ବିଧାୟକଙ୍କୁ ଦେଲେ ପରାମର୍ଶ । ରାଜନୈତିକ ମହଲରେ ସୃଷ୍ଟି ହେଲା ଝଡ ।

Food delivery boy rides horse to drop off orders amidst
ଘୋଡ଼ା ଚଢ଼ି ଫୁଡ୍‌ ଡେଲିଭରି, ୟୁଜର୍ସ କହିଲେ- 'Employee Of The Year'

ବର୍ଷାରେ ଅତିଷ୍ଠ ହୋଇ ଡେଲିଭରିବୟ ଜଣକ ଘୋଡ଼ା ଚଢ଼ି ଫୁଡ୍‌ ଡେଲିଭରି କରିଥିବା ଦେଖିବାକୁ ମିଳିଛି। ମୁମ୍ବାଇ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

RJD Supremo Lalu Yadav Hospitalised
Video Callରେ କାନ୍ଦିଲେ, ଇମୋସନାଲ୍‌ ପୋଷ୍ଟ ଶେୟାର କଲେ ଲାଲୁଙ୍କ ଝିଅ...

ଲାଲୁଙ୍କ ଝିଅ ସୋସିଆଲ୍‌ ମିଡିଆରେ ଇମୋସନାଲ୍‌ ପୋଷ୍ଟ ଶେୟାର କରିଛନ୍ତି। ଲାଲୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାସହ ଅସୁସ୍ଥ ଓ ଦୁର୍ବଳ ଅନୁଭବ କରୁଥିବା ଫଟୋରେ ଦେଖିବାକୁ ମିଳିଛି।

Video shows 5 five men celebrating killing of Punjabi singer Sidhu Moose Wala
ସିଦ୍ଧୁଙ୍କୁ ମର୍ଡର ପରେ କାର୍‌ ଭିତରେ ଖୁସି ମନାଇଥିଲେ ହତ୍ୟାକାରୀ, ସାମ୍ନାକୁ ଆସିଲା ଭିଡିଓ...

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମର୍ଡର କରିବା ପରେ ଖୁସି ମନାଇଥିଲେ ହତ୍ୟାକାରୀ। ଏସମ୍ପର୍କିତ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଜଣେ ସୁଟରଙ୍କ ପାଖରୁ ଏହି ଭିଡିଓ ଜବତ କରାଯାଇଛି।

Black Baloon
ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଆଗକୁ କଳା ବେଲୁନ୍ ଛାଡ଼ି ପ୍ରତିବାଦ କଲା କଂଗ୍ରେସ, ଦେଖନ୍ତୁ ଭିଡିଓ..

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ହୋଇନଥିବା କଥାକୁ ଖଣ୍ଡନ କରିଛି ପୋଲିସ । ବିମାନବନ୍ଦରଠାରୁ ପ୍ରାୟ ସାଢେ ୪ କିଲୋମିଟର ଦୂରରୁ ଦୁଇଟି ବେଲୁନ ଛଡ଼ା ଯାଇଥିବା କଥା ଆନ୍ଧ୍ର ପୋଲିସ କହିଛି ।

Telangana CM
'ସାହାସ ଅଛି ତ ମୋ ସରକାର ଭାଙ୍ଗିକି ଦେଖାଅ'

କେନ୍ଦ୍ର ସରକାରଙ୍କୁ ନାଲିଆଖି ଦେଖାଇଲେ କେସିଆର । କହିଲେ, ଏଇଟା ମହାରାଷ୍ଟ୍ର ନୁହେଁ ତେଲେଙ୍ଗାନା। ତୁମ ମନ୍ତ୍ରୀମାନେ ଦେଖୁଥିବା ସ୍ୱପ୍ନ କେବେ ସତ ହେବନି। ମୋ ସହ ଲାଗିବ ତ, କେନ୍ଦ୍ର ସରକାରଙ୍କୁ ହିଁ ଭାଙ୍ଗିଦେବି । ବାସ୍‌ ଏତିକି କହିବା ପରେ...

Watch: Barking dog leads to brawl as man hits three people in Delhi’s Paschim Vihar
ଭୋକିବାରୁ କୁକୁରକୁ ପିଟି ଲହୁଲୁହାଣ କଲା; ଅଟକାଇବାରୁ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ

କୁକୁର ଭୋକିଲା ବୋଲି କୁକୁର ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ...

Maha CM Eknath Shinde wins vote of confidence
ଫ୍ଲୋର୍‌ ଟେଷ୍ଟ୍‌ରେ ନିଜ ଶକ୍ତି ପ୍ରମାଣିତ କରି ଜିତିଲେ ସିନ୍ଦେ

ମହାରାଷ୍ଟ୍ର ବିଧାନସଭା ଫ୍ଲୋର୍‌ ଟେଷ୍ଟ୍‌ରେ ସିନ୍ଦେ ସରକାର ନିଜ ଶକ୍ତି ପ୍ରମାଣିତ କରି ଏଥିରେ ଜିତିଛନ୍ତି। ବିଧାନସଭାରେ ହୋଇଥିବା ଭୋଟିଂରେ ସିନ୍ଦେଙ୍କ ନେତୃତ୍ୱ ସରକାର ମ୍ୟାଜିକ୍ ନମ୍ବର ହାସଲ କରିଛନ୍ତି।

 Bus Falls Into Gorge In Himachal Pradesh
ଘାଟିରୁ ଖସିଲା ସ୍କୁଲ୍‌ ବସ୍‌, ଛାତ୍ରଛାତ୍ରୀଙ୍କ ସମେତ ୧୦ ଜଣଙ୍କ ଗଲା ଜୀବନ

ସ୍କୁଲ ବସ୍ ଦୁର୍ଘଟଣା ଘଟି ୧୦ ଜଣଙ୍କ ମୃତ୍ୟୁ ହୋଇଛି। ବସ୍‌ଟି ଘାଟିରୁ ରାସ୍ତା ତଳକୁ ଖସି ପଡ଼ିଥିଲା। ଆଜି ସକାଳ ପ୍ରାୟ ୮ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। 

Maharashtra Eknath Shinde Government To Faces Test To Prove Majority
ମୁଖ୍ୟମନ୍ତ୍ରୀ ହେବାପରେ ଆଜି ସିନ୍ଦେଙ୍କ ପ୍ରକୃତ ଅଗ୍ନି ପରୀକ୍ଷା

ବିଜେପି ସହ ମିଶି ସରକାର ଗଠନ କରିଥିବା ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରଙ୍କ ଆଜି ପ୍ରକୃତ ଅଗ୍ନି ପରୀକ୍ଷା। ଏହା ପୂର୍ବରୁ ସିନ୍ଦେ ପ୍ରଥମ ଅଗ୍ନି ପରୀକ୍ଷାରେ ପାସ୍ ହୋଇଛନ୍ତି। 

Udaipur Beheading
ଉଦୟପୁର ଟେଲର୍‌ ହତ୍ୟାକାଣ୍ତ: ଗୁଜବ୍‌ରେ ବିଶ୍ୱାସ ନକରିବାକୁ ଡିଜିପିଙ୍କ ଅପିଲ୍‌

ଉଦୟପୁରରେ ଜଣେ ଟେଲରଙ୍କୁ ଗଳାକାଟି ନୃଶଂସ ହତ୍ୟା ପରେ ବଢ଼ୁଥିବା ଉତ୍ତେଜନା ଧିରେ ଧିରେ ଶାନ୍ତ ହେଲାଣି ।

Rahul Narwekar
ପ୍ରଥମ ଅଗ୍ନି ପରୀକ୍ଷାରେ ପାସ୍‌ କଲେ ସିନ୍ଦେ, ନର୍ବେକର ହେଲେ ବାଚସ୍ପତି

ନିର୍ବାଚନରେ ରାହୁଲ ନାର୍ବେକରଙ୍କୁ ୧୬୪ ଓ ରାଜନ ସାଲ୍‌ଭିଙ୍କୁ ୧୦୭ ଖଣ୍ଡ ଭୋଟ୍ ମିଳିଥିଲା । ଏହି ନିର୍ବାଚନରେ ସମାଜବାଦୀ ପାର୍ଟିର ୨ ବିଧାୟକ କାହାରିକୁ ଭୋଟ୍ ଦେଇ ନାହାନ୍ତି ।

Facebook Content
ସାବଧାନ ! ଫେସବୁକ୍‌ରେ ଏହି ସବୁ ପୋଷ୍ଟ ସେୟାର କଲେ ମିଳିବ ଦଣ୍ତ..

କମ୍ୟୁନିଟି ଉଲଙ୍ଘନ ନେଇ ଫେସବୁକ୍‌ରେ ୧.୭୫ କୋଟି ପୋଷ୍ଟ ଉରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଇଛି ।

Tina Dabi
ଚର୍ଚ୍ଚିତ IAS ଟିନା ଡାବିଙ୍କ ପୂର୍ବତନ ସ୍ୱାମୀ IAS ଆଥର୍ ଆମୀର କରିବେ ଦ୍ୱିତୀୟ ବିବାହ

ଡାକ୍ତର ମେହରାନା କାଜିଙ୍କୁ ବିବାହ କରିବେ ଆଥର୍ । ଟିନା ଡାବି ଓ ଆଥରଙ୍କ ହୋଇଛି ବିବାହ ବିଚ୍ଛେଦ ।

Plastic Waste
ଗ୍ରାହକଙ୍କୁ ବମ୍ପର ଅଫର୍‌; ପ୍ଲାଷ୍ଟିକ୍‌ ଦିଅ ସୁଆଦିଆ ଖାଇବା ଖାଅ

ଗ୍ରାହକଙ୍କ ପାଇଁ ବଡ଼ ଖବର । ପ୍ଲାଷ୍ଟିକ୍‌ ଦେଲେ ମିଳିବ ମାଗଣା ଖାଦ୍ୟ । ଜାଣିରଖନ୍ତୁ କେଉଁ ସହରରେ ଏମିତି ହୋଇଛି ବ୍ୟବସ୍ଥା ଏବଂ କେତେ ପରିମାଣରେ ପ୍ଲାଷ୍ଟିକ୍‌ ବଦଳରେ କେତେ ମିଳୁଛି ଖାଇବା?

J&K: 2 LeT Terrorists Apprehended By Villagers In Tuksan
ସାହସୀର ପରିଚୟ ଦେଲେ ଜାମ୍ମୁକାଶ୍ମୀର ବାସିନ୍ଦା; ଖାଲି ହାତରେ ଆତଙ୍କବାଦୀଙ୍କୁ ଧରିଲେ

ଖାଲି ହାତରେ ଆତଙ୍କବାଦୀଙ୍କୁ ଧରି ସାହସୀର ପରିଚୟ ଦେଲେ ଜାମ୍ମୁକାଶ୍ମୀରର ତୁକସାନ୍ ବାସିନ୍ଦା...

Maharashtra Assembly Speaker polls: Voting underway, BJP's Rahul Narwekar leads
ମହାରାଷ୍ଟ୍ର ବିଧାନସଭାରେ ଆଜି ବାଚସ୍ପତି ନିର୍ବାଚନ

ଆଜିଠୁ ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ...ଗୃହରେ ପହଞ୍ଚିଲେ ବିଦ୍ରୋହୀ ଶିବସେନା ବିଧାୟକ...

Udaipur killing Accused Beaten Up by People Court Premises
ପୋଲିସ୍‌ ଭ୍ୟାନ୍‌ରୁ ଟାଣି ଆଣି ଅଭିଯୁକ୍ତଙ୍କୁ ଛେଚିଲେ

କୋର୍ଟରେ ହାଜର ବେଳେ ପୋଲିସ ଭ୍ୟାନ୍‌ରୁ ଟାଣି ଆଣି ୪ ଅଭିଯୁକ୍ତଙ୍କୁ କୋର୍ଟ ବାହାରେ ଉପସ୍ଥିତି ଲୋକେ ପିଟିଥିବା ଦେଖିବାକୁ ମିଳିଛି। ଫଳରେ ଅଭିଯୁକ୍ତଙ୍କୁ ହେପାଜତକୁ ନେବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। 

Uddhav- sinde
ଜୋରଦାର ହେବ ବିଧାନସଭା ବାଚସ୍ପତି ଲଢ଼େଇ

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛି ମହା ବିକାଶ ଅଗାଡି । ବିଜେପି ବିଧାୟକ ରାହୁଲ ନର୍ଭେକରଙ୍କ ବିପକ୍ଷରେ ଶିବସେନା ବିଧାୟକ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଛି ।

Manipur Landslide
ଯେତେ ଖୋଳା ଯାଉଛି, ସେତେ ଶବ ମିଳୁଛି..

ଘଣ୍ଟା ପରେ ଘଣ୍ଟା ବିତୁଛି । ଦିନ ପରେ ଦିନ ବିତୁଛି । ଉଦ୍ଧାର କାର୍ଯ୍ୟ ଯେତେ ଆଗକୁ ବଢ଼ୁଛି, ପଥର ଓ ମାଟି କାଦୁଅ ଭିତରୁ ମିଳୁଛି ଗୋଟିକ ପରେ ଗୋଟିଏ ଶରୀର ।

Mamata Banerjee
ଦ୍ରୌପଦୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀତ୍ୱ ନେଇ ବଦଳିଲା ମମତାଙ୍କ ସ୍ୱର

ଜଣେ ମହିଳା ହିସାବରେ ଦ୍ରୌପଦୀଙ୍କ ପାଇଁ ଭାବନା ରହିଛି । ସମ୍ଭାବିତ ପ୍ରାର୍ଥୀ ନେଇ ଆଦୌ ଚର୍ଚ୍ଚା କରିନି ବିଜେପି ।

Special story
ଧୋନୀଙ୍କ ଆଣ୍ଠୁ ଯନ୍ତ୍ରଣା ପାଇଁ ଆୟୁର୍ବେଦିକ ଚିକତ୍ସା : ଖର୍ଚ୍ଚ ମାତ୍ର ୪୦ ଟଙ୍କା

୪୦ ଟଙ୍କା ଖର୍ଚ୍ଚ କରି ଚିକିତ୍ସିତ ହେଉଛନ୍ତି କ୍ୟାପଟେନ୍‌ କୁଲ୍‌ ।

Assam flood situation grim, 29 lakh affected
ବନ୍ୟାରେ ଉବୁଟୁବୁ ଆସାମ; ଜଳବନ୍ଦୀରେ ୨୯ ଲକ୍ଷ ଲୋକ

ଆସାମରେ ବନ୍ୟା ବିଭୀଷିକା । ବନ୍ୟା ସାଙ୍ଗକୁ ଭୂସ୍ଖଳନ ଯୋଗୁଁ ନାହିଁ ନଥିବା କ୍ଷତି, କରିମଗଂଜରେ ରାସ୍ତା ଧସିଯିବାରୁ ଯାତାୟତ ପ୍ରଭାବିତ ...

 A SpiceJet aircraft operating from Delhi to Jabalpur returned safely to the Delhi airport today mor
୫ ହଜାର ଫୁଟ ଉପରେ ଉଡୁଥିଲା ବିମାନ; ହଠାତ୍ ବାହାରିଲା ଧୂଆଁ

ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ...ଦିଲ୍ଲୀରୁ ମଧ୍ୟପ୍ରଦେଶର ଜବଲପୁର ଯାଉଥିଲା ବିମାନ....