କିଙ୍ଗ୍ କୋହଲିଙ୍କୁ ଦେଖିବାକୁ କଲେ ୧୫୬୮ କିମି ଯାତ୍ରା । ଏମିତି ଘଟଣା ଜଣାପଡ଼ିବା ପରେ ଏକ ଅନ୍ଲାଇନ୍ ଖାଦ୍ୟ ବିତରଣ କମ୍ପାନୀ ଘୋଷଣା କରିଛି ଯେ କୋହଲିଙ୍କ ଏହି ଫ୍ୟାନ୍ଙ୍କୁ ଏକ ମାସ ପାଇଁ ମାଗଣାରେ ଖାଇବା ଦେବ ।
ଭାରତୀୟମାନେ ଖାଦ୍ୟ ପ୍ରେମୀ । ଚଟପଟା ଓ ମସାଲାଦାର ଖାଦ୍ୟ ଭାରତୀୟମାନଙ୍କର ବେଶି ପସନ୍ଦ । ଯୁଗ ସହ ତାଳ ଦେଇ ବର୍ତ୍ତମାନ ଅନଲାଇନରେ ମଧ୍ୟ ଖାଦ୍ୟ ଡେଲିଭରୀ ହେଲାଣି ।
ସ୍ୱିଗି କି ଜୋମାଟୋ ନୁହେଁ...ଘରେ ତିଆରି ହେଉଥିବା ସ୍ୱାଦିଷ୍ଟ ଖାଦ୍ୟ ପିଲାଙ୍କୁ ଦେବେ ମାଆ । ଅନଲାଇନ୍ କି ଅଫ୍ ଲାଇନ୍ରେ ବି ଅର୍ଡର କରିବାକୁ ମନା କଲେ କୋର୍ଟ । ଜାଣନ୍ତୁ ଏମିତି ରାୟ କାହିଁକି ଦେଇଛନ୍ତି କୋର୍ଟ
ଜୀବନ କାହାପାଇଁ କେମିତି। କାହାପାଇଁ ଅୟସ ତ କାହାପାଇଁ ସଂଘର୍ଷ। ସଂଘର୍ଷ କରୁଥିବା ମଣିଷଟି କେତେବେଳେ ଜୀବନ ଯୁଦ୍ଧରେ ହାରିଯାଏ କେହି ଜାଣନ୍ତିନି। ତାଙ୍କ ସଂଘର୍ଷର କାହାଣୀ କାହା ହୃଦୟକୁ ଛୁଇଁ ପାରେନି। ଖୁବ କମ୍ ଲୋକ ଅଛନ୍ତି ଯେଉଁମାନେ ଏଇ ମଣିଷମାନଙ୍କର ହୃଦୟକୁ ପଢିପାରନ୍ତି, ସେମାନଙ୍କ ଦୁଃଖ ବୁଝିପାରନ୍ତି। ଏମିତି ଜଣେ ସଂଘର୍ଷରତ ମଣିଷର କାହାଣୀ ଆଜି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ଯାହାକୁ ସାମ୍ନାକୁ ଆଣିଛନ୍ତି ସେମିତି ଜଣେ ହୃଦୟବାନ ମଣିଷ।
ହାତ ଗୋଡ଼ ଠିକ୍ ଠାକ୍ ଚାଲୁଥିଲେ ବି କୌଣସି କାମ ଧନ୍ଦା ନକରି ଭିକ୍ଷା ମାଗି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ସଂଖ୍ୟା ଆମ ସମାଜରେ ଏବେ ଖୁବ୍ ଅଧିକ ।
ଫୁଡ୍ ଡେଲିଭରି ଆପ୍ ଜୋମାଟୋ(Zomato) ଓ ସ୍ୱିଗି(Swiggy) ଡାଉନ୍। ଅନ୍ଲାଇନ୍ ଫୁଡ୍ ଅର୍ଡର କରିବା ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଗ୍ରାହକମାନେ ଅଭିଯୋଗ କରିଛନ୍ତି।
ସବୁକାମ ମହିଳାମାନେ କରିପାରିବେ । ଘରକୁ ଆର୍ଥିକ ଦୁର୍ଗତିରୁ ମୁକ୍ତ କରିପାରିବେ । ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଭୁବନେଶ୍ୱରର ସଂଯୁକ୍ତା ନନ୍ଦ ।