• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Prisoners

prisoners rape woman
ଅଭାବନୀୟ ଘଟଣା: ପୋଲିସ ଭ୍ୟାନ୍‌ ଭିତରେ ମହିଳାଙ୍କୁ ଦୁଷ୍କର୍ମ କଲେ କଏଦୀ...

ପୋଲିସ ଭ୍ୟାନ୍‌ ଭିତରେ ମହିଳାଙ୍କୁ ଦୁଷ୍କର୍ମ । ଜଣେ ମହିଳା କଏଦୀଙ୍କୁ ଚିକିତ୍ସା ପାଇଁ ନିଆଯିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି ।

prisoners escape
ଭବାନୀପାଟଣା ଜେଲରୁ ୨ କଏଦୀ ଫେରାର, ଜେଲ୍ ପାଚେରୀ ଡେଇଁ ମାରିଲେ ଛୁ

ସିସିଟିଭି ଫୁଟେଜ୍ ଓ ପାଚେରୀ ନିକଟରେ ପଡ଼ିଥିବା ରକ୍ତଛିଟାକୁ ଆଧାର କରି, ପ୍ରାଥମିକ ତଦନ୍ତରୁ ଉଭୟ କଏଦୀ ଜେଲ୍ ପାଚେରୀ ଡେଇଁ ପଳାଇଥିବା ଜଣାପଡ଼ିଛି ।

Prisoners
ଜେଲ୍ ପାଚେରୀ ଡେଇଁ ୨ କଏଦୀ ଫେରାର

ସିକନ୍ଦର ନୂଆପଡ଼ା ଜିଲ୍ଲାର ହୋଇଥିବା ବେଳେ ନୀଳମଣି ଧର୍ମଗଡ ଅଞ୍ଚଳର ବୋଲି ଜଣାପଡ଼ିଛି।

Prisoner
କଏଦୀ ମୃତ୍ୟୁର ରହସ୍ୟ କ’ଣ, ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ ?

କେମିତି ହେଲା କେନ୍ଦୁଝର ଜେଲ କଏଦୀ ଅଜୟ ଦାସଙ୍କ ମୃତ୍ୟୁ? ଜେଲ ଭିତରେ କେମିତି ଆତ୍ମହତ୍ୟା କଲେ ଅଜୟ? ଏହାପଛରେ ଆଉ କିଛି ରହସ୍ୟ ରହିଛି କି?

Prisoner
କଏଦୀ ହେବ ତ ଏମିତି... ଭୁଲ୍‌ରେ ଛାଡ଼ି ଦେଇଥିଲା ପୋଲିସ୍‌, ପରେ ନିଜେ କଲେ ଆତ୍ମସମର୍ପଣ

ଜେଲ କହିଲେ ଆମ ମନରେ ଅପରାଧ ହିଁ ଆସିଥାଏ । ଜେଲରେ ଥିବା ସମସ୍ତେ କ୍ରୁର, ହିଂସ୍ର ପ୍ରବୃତ୍ତିର ବୋଲି ଆମ ମନରେ ଧାରଣା ରହି ଆସିଛି । ତେବେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ କଏଦୀ ।

Salvador Jail
ଏହି ଜେଲରେ ଅଛନ୍ତି ଦୁନିଆର ସବୁଠୁ ଖତରନାକ କଏଦୀ, ଯେଉଁଠୁ ମୁକୁଳିବାର ରାସ୍ତା କେବଳ ମୃତ୍ୟୁ!

ସାଲଭାଡୋରର ଜେଲକୁ ଦୁନିଆର ସବୁଠାରୁ ବିପଜ୍ଜନକ ଜେଲ ବୋଲି ବିବେଚନା କରାଯାଏ। ଏଠାରେ ଲୋକଙ୍କୁ ଜୀବନ୍ତ ପୋଡି ଦିଆଯିବା ଏବଂ ମୁଣ୍ଡ କାଟିବା ପରେ ଫୁଟବଲ ଖେଳିବା ଭଳି ଘଟଣା ମଧ୍ୟ ସାମ୍ନାକୁ ଆସିଛି।

High-tech device to curb cellphone use by prisoners in Berhampur circle jail
ଅନ୍ତେବାସୀ ସାବଧାନ! ଜେଲ ଭିତରେ ମୋବାଇଲ ଥିଲେ ଧରାପକାଇବ ମେସିନ୍

ନନ ଲିନିୟର ଜଙ୍କସନ ଡିଟେକ୍ଟର-NLJD ଧରା ପକାଇଦେବ, ମୋବାଇଲ ବନ୍ଦ ଥିଲେ ବି ମେସିନରେ ଧରାପଡିଯିବ

Prisoners
ବିଚାରଧୀନ ବନ୍ଦୀଙ୍କ ଗୋଡରେ ଲାଗିବ GPS ଟ୍ରାକର

ଏଦୀ ରାଜି ହେଲେ ଗୋଡ଼ରେ ଲାଗିବ GPS ଟ୍ରାକିଂ । ଜେଲ୍‌ରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ଚାପରୁ ମୁକ୍ତି ପାଇବା ହେଉ ବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାର ପାଳନ । ୭ବର୍ଷରୁ କମ୍ ଜେଲ ଦଣ୍ଡାଦେଶ ପାଇବାକୁ ଥିବା ବିଚାରାଧୀନ ବନ୍ଦୀଙ୍କୁ କାରାଗାରରୁ ଛାଡ଼ ପାଇଁ ଜେଲ୍ ବିଭାଗ ରାଜ୍ୟ ସରକାରଙ୍କୁ ଦେଇଛି କଏଦୀଙ୍କ ଗୋଡ଼ରେ GPS ଟ୍ରାକିଂ ଲାଗୁ ପ୍ରସ୍ତାବ ।

Prisoners
କଏଦୀ ଯାଉଛି କୁଆଡ଼େ, କରୁଛି କଣ ? ଏଣିକି ଗୋଡ଼ରେ ଲାଗିବ ଜିପିଏସ୍ ଟ୍ରାକିଂ

୭ବର୍ଷରୁ କମ୍ ଜେଲ ଦଣ୍ଡାଦେଶ ପାଇବାକୁ ଥିବା ବିଚାରାଧୀନ ବନ୍ଦୀଙ୍କୁ କାରାଗାରରୁ ଛାଡ଼ ପାଇଁ ଜେଲ୍ ବିଭାଗ ରାଜ୍ୟ ସରକାରଙ୍କୁ ଦେଇଛି କଏଦୀଙ୍କ ଗୋଡ଼ରେ GPS ଟ୍ରାକିଂ ଲାଗୁ ପ୍ରସ୍ତାବ ।

prisoner flees from hospital during treatment
ମହିଳା ବେଶରେ ଛୁ' ମାରିଲେ ବିଚାରାଧୀନ ବନ୍ଦୀ

ପୋଲିସକୁ ଶୌଚ ପାଇଁ ଯିବାକୁ କହି ଶାଢ଼ୀ ପିନ୍ଧି ସାଜନ ଖସିଯାଇଥିବା ସୂଚନା ମିଳିଛି।

Odisha prisoners express happiness after being released
ଛୋଟ ଭୁଲ ଓ କ୍ଷଣିକ ରାଗ ପାଇଁ ବଡ଼ ଅପରାଧ, ଆଜୀବନ ସଜ୍ଜା ପରେ ଦେଖିଲେ ବାହାର ଦୁନିଆ

ଏତେ ଦିନ ପରେ ପିଲା. ଛୁଆ, ନାତି ନାତୁଣୀଙ୍କୁ ପାଖରେ ପାଇ ଭୁଲି ଯାଇଛନ୍ତି ତାଙ୍କ ଅତୀତର କାହାଣୀ।

'Real Jail' Experience at For ₹ 500 Per Night
୫୦୦ ଟଙ୍କା ଦେଇ ଜେଲ୍‌ରେ କଟାଇ ପାରିବେ ଗୋଟିଏ ରାତି

ଅନେକ ପର୍ଯ୍ୟଟନ ବିଷୟରେ ଶୁଣିଥିବେ, ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଦେଖିଥିବେ। ହେଲେ ଜେଲ ପର୍ଯ୍ୟଟନ ବିଷୟରେ କେବେ ଶୁଣିଛନ୍ତି  ? ବୋଧହୁଏ ଶୁଣି ନ ଥିବେ।  ଜେଲକୁ ତ କଏଦୀ ଯାଆନ୍ତି। ହେଲେ ପର୍ଯ୍ୟଟକ କାହିଁକି  ଯିବେ ? ଏଠି ଏମିତି  କି ସୌନ୍ଦର୍ଯ୍ୟ ରହିଛି ? ଉପଭୋଗ କରିବା ପରି ଏଠି କ’ଣ ଏମିତି ଅଛି ? ଏମିତି ଅନେକ ପ୍ରଶ୍ନ ଆସିବା ସ୍ୱାଭାବିକ । କିଛି ଥାଉ ବା ନ ଥାଉ, ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଏମିତି ଜେଲ ପର୍ଯ୍ୟଟନର ପ୍ରଚାର ଆଉ ପ୍ରସାର କରାଯାଉଛି ଆଉ ସବୁଆଡେ ଏହାକୁ ବେଶ ପ୍ରଶଂସା ବି କରାଯାଉଛି।

Low Quality Food In Jail
ଜେଲ୍‌ ଭିତରେ କଏଦୀଙ୍କୁ ମାଡ଼ ମରାଯିବା ସହ ଦିଆଯାଉଛି ନିମ୍ନମାନର ଖାଦ୍ୟ ! ଭିଡିଓ ଭାଇରାଲ୍‌

ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ହୋଇଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ସବ୍‌ ଜେଲ୍‌ରୁ ଏଭଳି ସଙ୍ଗୀନ ଅଭିଯୋଗ ଆସିଛି।