ମୋହାଲିରେ ମଞ୍ଚସ୍ଥ ହେଉଥିଲା ରାମ ଲୀଳା । ମଞ୍ଚରେ କଳାକାରଙ୍କ ନିଖୁଣ ଅଭିନୟ, ମଞ୍ଚ ତଳେ ବସିଥିବା ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
ଲୋକକଳାକୁ ବଞ୍ଚାଇ ରଖିବାର ଏ ନିଆରା ଝୁଙ୍କ ଖାଲି ତାଙ୍କୁ କଳାକାରର ପରିଚୟ ଦେଇନି, ବରଂ ରାମଲୀଳାକୁ ବି ଜୀବନ୍ୟାସ ଦେଇଛି ।
ହଇରେ ଏଇଟା ତ ରାମ ଲୀଳା ପୋଗ୍ରାମ୍। ଏଥିରେ ପାଟନା ଘୁମା ଦେ’ ଗୀତରେ ଏମିତି ଉତୁପାତିଆ ନାଚ କଲା କିଏ? ସେ ଲୀଳା ପରେ ଦେଖିବ...ଏବେ ଏମାନଙ୍କ ନାଚ ଦେଖ