ଅନଲାଇନ ଫ୍ରେଣ୍ଡସିପ୍ ପୂର୍ବରୁ ଏକଦମ୍ ସାବଧାନ। ମାତିଛନ୍ତି ସେକ୍ସଟର୍ସନ୍ ରାକେଟ୍। ଦିଲ୍ଲୀରୁ ଧରାପଡ଼ିଲା ସେକ୍ସଟର୍ସନ ମାଷ୍ଟରମାଇଣ୍ଡ୍। କଟକରେ ସେକ୍ସଟର୍ସନର ଶିକାର ହୋଇ ଜଣେ ମହିଳା ଆତ୍ମହତ୍ୟା କରିବା ପରେ, ଏହି ମାମଲାର ଖିଅ ଖୋଜି ଖୋଜି ଦିଲ୍ଲୀରୁ ଜଣେ ନାଇଜେରିଆ ନାଗରିକକୁ ଗିରଫ କରିଛି କମିଶନରେଟ୍ ପୋଲିସ।
ଦୁଷ୍କର୍ମ ଉଦ୍ୟମ କରିଥିବା ଅଧ୍ୟାପକ ଓ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିବାକୁ ଦାବି କରିଥିଲେ ପୀଡ଼ିତା। ଖବର ପାଇ ପୋଲିସ କଲେଜରେ ପହଞ୍ଚିଥିଲା। ପୀଡ଼ିତା ଓ ତାଙ୍କ ସାଥୀମାନଙ୍କୁ ବୁଝାସୁଝା କରିଥିଲା। ମାମଲା ତଦନ୍ତ ଚାଲିଥିବା କହିଥିଲେ। ହେଲେ ପୀଡ଼ିତା ଓ ତାଙ୍କ ସାଥୀମାନେ ନିଜ ଜିଦରେ ଅଟଳ ରହିଥିଲେ।
OPEN AI CHAT GPTର ସିଇଓ ସାମ ଅଲ୍ଟମ୍ୟାନଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ଭଉଣୀ ଆନି ଅଲ୍ଟମ୍ୟାନ। ସୋମବାର ଆନି ଏକ ଲ ସୁଟ ଫାଇଲ କରିବା ସହିତ ସାମୋ ୧୯୯୦ରୁ ୨୦୦୦ ମସିହା ମଧ୍ୟରେ ତାଙ୍କୁ ଯୌନ ଶୋଷଣ କରିଥିବାର ଅଭିଯୋଗ ଆଣିଛନ୍ତି।
ମହାରାଷ୍ଟ୍ରରେ ପୁଣି ଲଜ୍ଜା । ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ । ଛାତ୍ରୀଙ୍କୁ ଯୌନ ଶୋଷଣ କରୁଥିଲେ ଶିକ୍ଷକ ।
ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ ଘଟଣା ପରେ ତାତିଲେ ଲୋକେ । ମହାରାଷ୍ଟ୍ରର ବଦଲାପୁର ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ ।
କୋଲକାତାର ଆର୍.ଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନୀ ଡାକ୍ତରଙ୍କ ଯନ୍ତ୍ରଣାଦାୟକ ଯୌନ ଉତ୍ପୀଡ଼ନ କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟିକରିଛି। ତେବେ କର୍ମକ୍ଷେତ୍ରରେ ମହିଳାଙ୍କ ସହ ଘଟୁଥିବା ଏହି ଘଟଣାକୁ ରୋକିବା ପାଇଁ ସୁପ୍ରିମକୋର୍ଟ 'ବିଶାଖା ଗାଇଡ୍ଲାଇନ୍' ଜାରି କରିଛନ୍ତି।
ଅଭିନେତ୍ରୀ / ରାଜନେତା ଖୁସ୍ବୁ ସୁନ୍ଦରଙ୍କ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା। ମାତ୍ର ୮ ବର୍ଷ ବୟସରେ ହୋଇଥିଲେ ଯୌନ ଶୋଷଣର ଶିକାର। ପିଲାଦିନେ ତାଙ୍କ ବାପାଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ।
ପୁରୀରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଆଉ କେହି ନୁହେଁ, ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଏପରି ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି।
ଏକ ମଲ୍ରେ ଫିଲ୍ମ ପ୍ରମୋସନ୍ ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିନେତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଆଉ ଜଣେ ଅଭିନେତ୍ରୀ ମଧ୍ୟ ଏଭଳି ସମାନ ଘଟଣାର ସମ୍ମୁଖୀନ ହୋଇଥିବା କହିଛନ୍ତି।
ଏହା କୁହାଯାଏ ଯେ ଜଣେ ଛାତ୍ରର ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର ହୋଇଥାଏ। ଛାତ୍ରଟି ମଧ୍ୟ ନିଜ ଶିକ୍ଷକଙ୍କ ସହିତ ବହୁତ ମିଶିଥାଏ। କିନ୍ତୁ ନିକଟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ବିଚଳିତ କରିପାରେ। ଏହି ଖବର ଜଣେ ମହିଳା ଶିକ୍ଷକ ଏବଂ ଛାତ୍ର ସହିତ ଜଡିତ, କିନ୍ତୁ ଏହା ଅତ୍ୟନ୍ତ ଅଦ୍ଭୁତ ଅଟେ।