ଜମ୍ମୁ-କାଶ୍ମୀରରେ ବଦଳିଛି ସ୍ଥିତି। ଧାରା ୩୭୦ ଉଚ୍ଛେଦ ଓ ସୁରୁଖୁରୁରେ ବିଧାନସଭା ନିର୍ବାଚନ ସରିବା ପରେ ଗ୍ରାଉଣ୍ଡରେ ସ୍ଥିତି ପରଖିଛି ଓଟିଭି। ଆତଙ୍କବାଦୀଙ୍କ ଆଡ୍ଡା ପାଲଟିଥିବା ଘାଟିରେ ସୁରକ୍ଷା, ଲୋକଙ୍କ ଜୀବନଧାରଣ ମାନ, ପର୍ଯ୍ୟଟନର ବିକାଶ ଭଳି ଅନେକ ପ୍ରସଙ୍ଗରେ ଗ୍ରାଉଣ୍ଡ ରିଅଲିଟି ଚେକ୍ କରିଛି ଆମ ଟିମ୍। ଶ୍ରୀନଗରରୁ ଓଟିଭିର ଏକ୍ସକ୍ଲୁସିଭି ରିପୋର୍ଟ...
ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ବିଧାନସଭା ନିର୍ବାଚନ ପରେ ସ୍ଥିତି ଏବେ କଣ? ଦିନେ ଆତଙ୍କବାଦୀଙ୍କ ଚରାଭୂଇଁର ଶିରପା ପିନ୍ଧିଥିବା ଉପତ୍ୟକାରେ କେତେ ସୁରକ୍ଷିତ ଲୋକ?
ଜମ୍ମୁ-କଶ୍ମୀରରେ ଗୋଟିଏ ଦଶନ୍ଧି ପରେ ଭୋଟ୍ ହୋଇଛି । ଜମ୍ମୁ-କଶ୍ମୀର ବିଧାନସଭାର ୯୦ଟି ଆସନରେ ହୋଇଥିବା ଭୋଟ୍ ଗଣତି ହେଉଛି।
ଆଜି ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ଭୋଟିଂ । ୭ ଜିଲ୍ଲାର ୨୪ ଆସନରେ ଭୋଟ୍ ଗ୍ରହଣ । ସକାଳୁ ସକାଳୁ ବିଭିନ୍ନ ବୁଥରେ ଭୋଟରଙ୍କ ଭିଡ଼ ।
ଜମ୍ମୁ-କାଶ୍ମୀର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜମ୍ମୁରେ ଏମ୍ସ ହସ୍ପିଟାଲ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ହଜାର କୋଟି ଟଙ୍କାର ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ ।
ଖବର ପାଇବାପରେ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ କରିଥିଲେ । ସେହିସମୟରେ ଆତଙ୍କବେଦୀଙ୍କ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା ।
ଶୁକ୍ରବାର ଦିନ ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଆତଙ୍କାଦୀମାନେ ସୁରକ୍ଷାକର୍ମୀଙ୍କୁ ଦେଖି ପ୍ରଥମେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ।
ଛୁଟିରେ ଘରକୁ ବୁଲି ଆସିଥିବା ସୈନିକ ନିଖୋଜ। କାର୍ ନିକଟରୁ ଚପଲ ଏବଂ ରକ୍ତ ଛିଟା ଠାବ।
ସରକାର ଇଭି ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ।
ମୃତ ୩(terrorists ) ଆତଙ୍କବାଦୀ ଲସ୍କର ଏ ତୋଇବା ସଂଗଠନର ସୂଚନା । ଆଉ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ଚାଲିଛି ସର୍ଚ୍ଚ ଅପରେସନ୍ ।
ୟାସିର ଅହମ୍ମଦର ଡାଏରୀ ପଢ଼ିବା ପରେ ପୋଲିସ ବି ତାଜୁବ
ଜମ୍ମୁ-କାଶ୍ମୀର ପୋଲିସ୍ ମହାନିର୍ଦ୍ଦେଶକ(ଜେଲ୍) ହେମନ୍ତ ଲୋହିଆଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ହେମନ୍ତ ଲୋହିଆଙ୍କୁ ତାଙ୍କ ଘରୋଇ ସହାୟକ ୟାସିର୍ ଅହମ୍ମଦ(୩୬) ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଗତକାଲି ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ପ୍ରଥମେ ଦୋମାଳି ଚୌକ୍ରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ବିସ୍ଫୋରଣ ହୋଇଥିଲା। ଏଠାରେ ପାର୍କିଂ ହୋଇଥିବା ଏକ ଖାଲି ବସ୍ରେ ଏହି ବିସ୍ଫୋରଣ ଘଟିଥିଲା।
ବସ୍ଟି କିଛି ଲୋକଙ୍କୁ ନେଇ ସାୱଜିଆନ୍ରୁ ମଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ବରେହି ନାଲ୍ଲାହ ନିକଟରେ ଏକ ଗଭୀର ଖାଇରେ ଖସି ପଡ଼ିଥିଲା।
ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳର ଭିଜୁଆଲ୍କୁ ଭାରତୀୟ ସେନା ସାର୍ବଜନୀନ କରିଛି। ପାକିସ୍ତାନ କିଭଳି ଅସ୍ଥିରfତା ସୃଷ୍ଟି ପାଇଁ ଉଦ୍ୟମ କରୁଛି ତାହା ଏଥିରୁ ସ୍ପଷ୍ଟ ହେଉଛି।
ଆତଙ୍କବାଦୀମାନେ ପ୍ରଥମେ ୨ ଭାଇଙ୍କୁ ସେମାନଙ୍କର ନାଁ ପଚାରି ଥିଲେ। ଏହାପରେ ସେମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।
ବ୍ରେକ୍ ଫେଲ୍ ଯୋଗୁ ବସ୍ଟି ନଦୀକୁ ଖସି ପଡ଼ିଥିବା ସୂଚନା ମିଳିଛି। ଅମରନାଥ ଯାତ୍ରା ପାଇଁ ଯବାନମାନେ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିଲେ ବୋଲି ଜଣାପଡ଼ିଛି।
ଆଜି ପୁଲୱାମା ଏନକାଉଣ୍ଟରରେ ୨ ଜଣ ଆତଙ୍କୀ ନିପାତ ହୋଇଥିବା ସୂଚନା...
ଗୁଳିମାଡ଼ କରି ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇ ଦିଆଯାଇଛି। ଡ୍ରୋନ୍ଟି ଅନ୍ତର୍ଜାତୀୟ ସୀମା ପାର୍ ହୋଇ ଭାରତୀୟ ସୀମାକୁ ଚାଲି ଆସିଥିଲା। ଏହା ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ଗୁଳିମାଡ଼ କରି ଏହି ଡ୍ରୋନ୍କୁ ଖସାଇ ଥିଲେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁ ଗସ୍ତ ପୂର୍ବରୁ ବିସ୍ଫୋରଣ ହୋଇଛି। ରାଲି ଭେନ୍ୟୁର ୧୨ କି.ମି. ଦୂରରେ ଏହି ବିସ୍ଫୋରଣ ହୋଇଛି।
ସିଆର୍ପିଏଫ୍ କ୍ୟାମ୍ପ୍ ଉପରକୁ ବୋମା ଫିଙ୍ଗି ଦୌଡ଼ି ପଳାଇଲେ ବୁର୍ଖା ପିନ୍ଧିଥିବା ମହିଳା। ସିଆର୍ପିଏଫ୍ କ୍ୟାମ୍ପ ଉପରକୁ ବୁର୍ଖା ପିନ୍ଧିଥିବା ଜଣେ ମହିଳା ବୋମା ଫିଙ୍ଗିଥିବା ସୂଚନା ମିଳିଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ଆଉ କିଛି ବର୍ଷ ମଧ୍ୟରେ ଜାମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଓ ମାଓପ୍ରବଣ ଅଞ୍ଚଳରେ ଫେରିବ ଚିରଶାନ୍ତି। ଏଭଳି ଶାନ୍ତି ଆସିବ ଯେ, ସେଠାରେ ଆଉ CRPFଙ୍କୁ ମୁତୟନ କରିବାକୁ ପଡ଼ିବ ନାହିଁ।
କରୋନା କଟକଣା ଭିତରେ ସାରା ଦେଶ । ଏଥର ବି ଫିକା ପଡ଼ିଲା ନୂଆ ବର୍ଷ । ସମସ୍ତେ ନିଜ ନିଜ ଘରେ ବସି ନିଜ ନିଜ ଢ଼ଙ୍ଗରେ ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି । ଏହାରି ଭିତରେ ଭାରତୀୟ ସୀମାରେ ମଧ୍ୟ ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି ଯବାନ । ନାଚ, ଗୀତ କରି ନୂଆ ବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି ।