ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କଲେ ।
ସେପଟେ ନୂଆ ସରକାର ଗଠନ ପୂର୍ବରୁ ଆରମ୍ଭ ହୋଇଯାଇଛି ମୂଲଚାଲ ରାଜନୀତି। ଅନ୍ୟପକ୍ଷେ, ନୀତିଶଙ୍କୁ ଅକଳରେ ପକାଇ ପାରନ୍ତି ବିଜେପି ମନ୍ତ୍ରୀ।
ମହିଳାଙ୍କର କୌଣସି ସନ୍ତାନ ହେଉ ନଥିବାର ସେ ବାବାଙ୍କ ପାଖକୁ ଯାଇଥିଲେ। ହେଲେ ମିର୍ଚି ବାବା ଏହାର ଫାଇଦା ଉଠାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି କଥା କାହାକୁ ନକହିବା ପାଇଁ ବାବା ସମ୍ପୃକ୍ତ ମହିଳାଙ୍କୁ ଧମକ ମଧ୍ୟ ଦେଇଥିଲେ।
ନୀତିଶଙ୍କ ସହ ମିଶି ସରକାର ଗଢ଼ିବା ପାଇଁ ତେଜସ୍ୱୀ ଯାଦବ ସର୍ତ୍ତ ରଖିଥିବା ସୂଚନା ମିଳିଛି ।
କ୍ଷୀର ପ୍ୟାକେଟ୍ ଦିଅନ୍ତୁ, ପେଟ୍ରୋଲରେ ରିହାତିରେ ପାଆନ୍ତୁ । ପ୍ଲାଷ୍ଟିକ ଜରି ଦେଲେ ମିଳୁଛି ରିହାତି । ଜାଣନ୍ତୁ କେଉଁଠି ମିଳୁଛି ଏହି ସୁବିଧା?
ଆହୁରି ସୁରକ୍ଷତ ରହିବ ୟୁଜର୍ସଙ୍କ ତଥ୍ୟ। ୟୁଜର୍ସଙ୍କ ବ୍ୟକ୍ତିଗତ ତଥ୍ୟକୁ ଆହୁରି ସୁରକ୍ଷିତ ରଖିବା ଲାଗି ମେସେଜିଂ ଆପ୍ ହ୍ୱାଟ୍ସଆପ୍ରେ ଏହିସବୁ ଫିଚର ସାମିଲ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି।
ନୂଆ ସରକାର ଗଢ଼ିବା ନେଇ ରାଜ୍ୟପାଳଙ୍କୁ ଭେଟିବେ ନୀତିଶ
ବିଜେପିର ୯, ଶିବସେନାର ୯ ମନ୍ତ୍ରୀ କ୍ୟାବିନେଟରେ ସାମିଲ୍
ମହିଳାଙ୍କୁ ଗାଳିଗୁଲଜ କରିଥିବା ନେତା ଶ୍ରୀକାନ୍ତ ତ୍ୟାଗୀଙ୍କୁ ଗିରଫ କଲା ପୁଲିସ।
ତେଜସ୍ୱୀଙ୍କ ସହ ମିଶି ସରକାର ଗଢ଼ିବାକୁ ସଜବାଜ
ବିଜେପି ନେତା ଗଣାନେନ୍ଦ୍ର ପ୍ରସାଦଙ୍କ ମୃତଦେହ ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଖବରପାଇ ପୋଲିସ୍ ତାଙ୍କ ବାସଭବନରେ ପହଞ୍ଚି ସୋମବାର ଦିନ ମୃତଦେହ ଉଦ୍ଧାର କରିଥିଲା।
କେନ୍ଦ୍ର ସରକାର ୭୦ ଲକ୍ଷ ରାସନ କାର୍ଡଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖିଛନ୍ତି।
ପୁଣି ବଢିଲା ସୁନା ଦର । ଆଜି ଦର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୩ ହଜାର ୬୫୦ ଟଙ୍କା ରହିଛି ।
ନୂଆ କ୍ୟାବିନେଟର ଶପଥ ଗ୍ରହଣ ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି
ଟାର୍ଗେଟରେ ଅସଦାଚରଣକାରୀର ଜବରଦଖଲ,ଫେରାର୍ ଶ୍ରୀକାନ୍ତକୁ ଖୋଜୁଛି ଉତ୍ତରପ୍ରଦେଶ ପୋଲିସ
NDA ଡଙ୍ଗାରୁ ଡେଇଁ ପଡ଼ିବ କି JDU ? ଦୁଇ ପାର୍ଟି ମଧ୍ୟରେ ଫାଟ ଏତେ ବଢ଼ି ଯାଇଛି ଯେ କୌଣସି ସମୟରେ ବି ମେଣ୍ଟ ଭାଙ୍ଗିବା ଆଶଙ୍କା ରହିଛି।
ସରକାର ଟୋଲ୍ ରାଜସ୍ୱ ସଂଗ୍ରହ ପାଇଁ ନୂଆ ଟେକ୍ନୋଲୋଜୀ ପ୍ରଣୟନ କରିବାକୁ ଯାଉଛି। ଜିପିଏସ୍ ସାଟେଲାଇଟ୍ ଟେକ୍ନୋଲୋଜୀ ବ୍ୟବହାର କରି ଟୋଲ୍ ଟ୍ୟାକ୍ସ ଆଦାୟ କରିବାକୁ କେନ୍ଦ୍ର ସରକାର ଯୋଜନା କରିଛି। ଏହି ନୂଆ ପଦ୍ଧତିକୁ ପରୀକ୍ଷା କରିବା ପାଇଁ ବର୍ତ୍ତମାନ ଭାରତରେ ଏକ ପାଇଲଟ୍ ପ୍ରୋଜେକ୍ଟ ଚାଲିଛି।
ରିଲାଏନ୍ସ କମ୍ପାନୀ ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ, ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅମ୍ବାନୀଙ୍କ ପାରିଶ୍ରମିକ "ଶୂନ୍ୟ" ରହିଥିଲା ।
ଓଡ଼ିଶା ଗସ୍ତରେ ଆସିଥିଲେ ଶାହ । କଟକରେ ଏକ ଖବରକାଗଜର ବାର୍ଷିକୋତ୍ସବରେ ଯୋଗଦେଇଥିଲେ ଶାହ । ସେଠାରୁ ଆସିବା ପରେ ମୋଦି @୨୦-ଡ୍ରିମ୍ସ ମିଟ୍ ଡେଲିଭରି ପୁସ୍ତକର ଲୋକାର୍ପଣରେ ସାମିଲ ହୋଇଥିଲେ ।
ଏହାକୁ ଭଗବାନଙ୍କ ଏକ ଉପହାର କହିପାରିବା କିମ୍ବା ଏହା ଆଜିକାଲିକା ପିଲାମାନଙ୍କର ଆଗକୁ ବଢ଼ିବାର ନିଶା କହିପାରିବା ।
ସୁନା ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ରୁପା ଦର ବୃଦ୍ଧି ପାଇଛି। ଆଜି ସୁନା ଦର ୫୨ ହଜାର ଟଙ୍କା ତଳକୁ ଥିବାବେଳେ ରୁପା ଦର ବୃଦ୍ଧି ପାଇ ୫୭ ହଜାର ଟଙ୍କା ପାର୍ କରିଛି।
ନୋଏଡାର ସେକ୍ଟର-୯୩ ସ୍ଥିତ Grand Omaxe Societyରେ ଥିବା ରାଜନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ଆପାର୍ଟମେଣ୍ଟରେ ଆଜି ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। ଗତ କିଛି ଦିନ ପୂର୍ବେ ଏହି ଆପାର୍ଟମେଣ୍ଟର ଜଣେ ମହିଳାଙ୍କୁ ଶ୍ରୀକାନ୍ତ ତ୍ୟାଗୀ ଦୁର୍ବବ୍ୟହାର କରିଥିଲେ।
ସମାଜବାଦୀ ପାର୍ଟି ନେତାଙ୍କ କାର୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଲା ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍। ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁର୍ଘଟଣା ସମୟର ପୁରା ଦୃଶ୍ୟ କଏଦ ହୋଇଛି।
ଆଜି ଭୋର ୫ଟା ସମୟରେ ଦଳାଚକଟା ଯୋଗୁ ୩ ଜଣ ମହିଳା ଭକ୍ତଙ୍କ ମୃତ୍ୟୁ ଘଟିବା ସହ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି। ମନ୍ଦିରର ପ୍ରବେଶ ଦ୍ୱାର ଖୋଲିବା ମାତ୍ରେ ଦର୍ଶନ ପାଇଁ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା।
ଶାଶୁ ଘର ଲୋକେ ନିର୍ଯାତନା ଦେବା ସହ ସ୍ୱାମୀ ମଦ ପିଇ ମାଡ଼ ମାରିବା ସହ ଘରେ ଭିତରେ ବନ୍ଦ କରି ରଖୁଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣିଥିଲେ। ଶେଷରେ ନିର୍ଯାତନା ଏତେ ଅତିଷ୍ଠ ହୋଇ ଯାଇଥିଲା ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ।