• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Virat Kohli

Virat Kohli
Demand for Bharat Ratna to Virat Kohli: ବିରାଟ କୋହଲିଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ଏହି ଷ୍ଟାର କ୍ରିକେଟର

ନିକଟରେ ଟେଷ୍ଟ କ୍ରିକେଟରୁ ଅଲବିଦା ନେଇଥିବା ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ମିଳୁ ବୋଲି ଦାବି କରିଛନ୍ତି ପୂର୍ବତନ ଷ୍ଟାର କ୍ରିକେଟର ସୁରେଶ ରାଇନା । ଷ୍ଟାର ସ୍ପୋର୍ଟସ୍‌ର ଏକ ଶୋ'ରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି ।

gambhir
Future of Indian Test Cricket: ଅଶ୍ୱିନ-ରୋହିତ-ବିରାଟଙ୍କ ପରେ କିଏ ନେବେ ଟେଷ୍ଟ କ୍ରିକେଟ୍‌ରୁ ଅବସର

ଟିମ୍ ଇଣ୍ଡିଆର ତିନି ଭେଟେରାନ୍ - ବିରାଟ କୋହଲି, ରୋହିତ ଶର୍ମା ଓ ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ କ୍ରିକେଟ୍ ଛାଡ଼ିବା ପରେ ଏବେ ପ୍ରଶ୍ନ ଉଠୁଛି ଯେ ଆଗକୁ କିଏ ନେବେ ଅବସର? କାହାର ପଡ଼ିବ ପାଳି? କ୍ରିକେଟ୍ ମହଲରେ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି, ହେଲେ ସମ୍ଭାବ୍ୟ ତାଲିକାରେ ଅଛନ୍ତି ଅନେକ ଖେଳାଳି ।

ମାଟ୍ରିକରେ କେତେ ରଖିଥିଲେ ବିରାଟ
Virat Kohli 10th Marks Sheet: ମାଟ୍ରିକରେ କେତେ ନମ୍ବର ରଖିଥିଲେ ବିରାଟ କୋହଲି, ଭାଇରାଲ ହେଉଛି ମାର୍କ ସିଟ୍‌

ବିରାଟ କୋହଲିଙ୍କ ଦଶମ ମାର୍କ ସିଟ୍ ଅନୁସାରେ ସେ ମୋଟ ୬୦୦ ମାର୍କରୁ ୪୧୯ ନମ୍ବର ରଖିଥିଲେ । ସେ ଇଂରାଜୀରେ ୮୩, ସାମାଜିକ ବିଜ୍ଞାନରେ ୮୧ ଏବଂ ହିନ୍ଦୀରେ ୭୫ ମାର୍କ ପାଇଥିବା ବେଳେ ଗଣିତରେ ୫୧, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ୫୫ ଏବଂ ଇଣ୍ଟ୍ରଡକ୍ଟରୀ ITରେ ୭୪ ମାର୍କ ରଖିଥିଲେ।

ViratKohli
ମାଟ୍ରିକରେ କେତେ ରଖିଥିଲେ?ବିରାଟ ମାର୍କଶିଟ୍ ଭାଇରାଲ୍

ଦଶମ ଶ୍ରେଣୀରେ କେତେ ମାର୍କ ରଖିଥିଲେ ବିରାଟ କୋହଲି। କୋହଲିଙ୍କ ଦଶମ ମାର୍କଶିଟ୍ ଭାଇରାଲ୍ ହେୁଛି। ବିଜ୍ଞାନ ଓ ଗଣିତରେ କୋହଲି କେତେ ମାର୍କ ରଖିଥିଲେ ଜାଣନ୍ତୁ...

central contract
Rohit Sharma and Virat Kohli central contract : ରୋକୋଙ୍କୁ ବଡ ଆଶ୍ବସ୍ତି, ବଦଳିବ ନାହିଁ ଗ୍ରେଡେସନ ସିଷ୍ଟମ

ଉଭୟ ଖେଳାଳି ଆଇପିଏଲ ଅଧାରେ ଇଂଲଣ୍ଡ ସିରିଜ ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଏହା ପରେ ଉଭୟ ଖେଳାଳିଙ୍କୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ ବାଦ ଦିଆଯିବା ନେଇ ଆଲୋଚନା ହୋଇଥିଲା। ତେବେ ବୁଧବାର ଏହି ସମ୍ଭାବନାକୁ ଏଡାଇ ଯାଇଛନ୍ତି ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ।

Javed Akhtar disappoints from Virat Kohli retirement
Javed Akhtar: ବିରାଟଙ୍କ ଟେଷ୍ଟ୍‌ କ୍ରିକେଟରୁ ସନ୍ନ୍ୟାସ ପରେ ନିରାଶରେ ଜାଭେଦ ଅଖ୍‌ତର୍; କାନ ଧରି କହିଲେ ଫେରିଆସ

ବିରାଟ କୋହଲିଙ୍କ ଟେଷ୍ଟ୍‌ କ୍ରିକେଟରୁ ସନ୍ନ୍ୟାସ ନିଷ୍ପତ୍ତି ସାରା ବିଶ୍ୱକୁ ଚକିତ କରିଛି। ହିନ୍ଦୀ ସିନେମାର ପ୍ରବୀଣ ଗୀତିକାର ଜାଭେଦ ଅଖତର ବିରାଟ କୋହଲିଙ୍କ ଟେଷ୍ଟ୍‌ ଅବସରକୁ ନେଇ ନିଜର ଅନ୍ତରର ଯନ୍ତ୍ରଣା ପ୍ରକାଶ କରି କ୍ରିକେଟର୍‌ଙ୍କ 'କାନ' ଧରିଛନ୍ତି।

‍ବିରାଟ
Virat Kohli's Test Replacement: କିଏ ହେବେ ବିରାଟ କୋହଲିଙ୍କ ଟେଷ୍ଟ ଉତ୍ତରାଧିକାରୀ ?

ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଛନ୍ତି ‘କିଙ୍ଗ୍‌’ କୋହଲି । ଏହାପରେ ଖାଲି ହୋଇଯାଇଛି ଟିମ୍‌ର ଚାରି ନମ୍ବର ସ୍ଥାନ । ଆଗାମୀ ଇଂଲଣ୍ଡ ଗସ୍ତରେ ଏହି ସ୍ଥାନରେ ବିରାଟଙ୍କ ବିକଳ୍ପ ଖେଳାଳିଙ୍କ ହେବ ଏଣ୍ଟ୍ରୀ । ଏବେ ପ୍ରଶ୍ନ ଉଠୁଛି, କିଏ ହେବେ ବିରାଟଙ୍କ ବିକଳ୍ପ - ଶ୍ରେୟସ ଆୟର, କରୁଣ ନାୟର, ସରଫରାଜ୍ ଖାନ୍ ନା ଆଉ କେହି? 

Virat Kohli
ବୃନ୍ଦାବନ ଯାଇ ଦୁଃଖ କହିଲେ

ଅବସର ପରେ ଆଧ୍ୟାତ୍ମିକତା ପଥରେ କୋହଲି। ବୃନ୍ଦାବନ ପ୍ରେମରେ ବିରାଟ-ଅନୁଷ୍କା। ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ, ପ୍ରବଚନ ଶୁଣିଲେ ।

Virat Kohli Anushka Sharma News
Virat Kohli Anushka Sharma News: ଅବସର ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ-ଅନୁଷ୍କା, ଜାଣନ୍ତୁ କ’ଣ ହେଲା...

ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ମଙ୍ଗଳବାର ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଛନ୍ତି। ପତ୍ନୀ ଅନୁଷ୍କାଙ୍କ ସହିତ ବିରାଟ ପ୍ରେମାନନ୍ଦ ମହାରାଜଙ୍କୁ ବୃନ୍ଦାବନରେ ସାକ୍ଷାତ କରିଥିଲେ।

Virat Kohli fans blames Avneet Kaur for his retirement
Avneet Kaur: ବିରାଟ କୋହଲିଙ୍କ ଅବସରକୁ ନେଇ ଅବନୀତ କୌର୍‌ଙ୍କୁ ଟ୍ରୋଲ୍

ବଲିଉଡ୍ ଅଭିନେତ୍ରୀ ଅବନୀତ କୌର୍‌ ତାଙ୍କର ଆକର୍ଷଣୀୟ ଷ୍ଟାଇଲ୍‌ରେ ତାଙ୍କ ପ୍ରଶଂସକମାନଙ୍କୁ ପାଗଳ କରିବାରେ ମାହିର। ବିରାଟ କୋହଲି ତାଙ୍କ ପୋଷ୍ଟକୁ ଲାଇକ୍ କରିବା ପରଠାରୁ ଅବନୀତ କୌର୍‌ ଖବରର ଶିରୋନାମାରେ ଅଛନ୍ତି। ନିକଟରେ, କୋହଲି ଟେଷ୍ଟ୍‌ କ୍ରିକେଟରୁ ଅବସର ନେଇଛନ୍ତି, ଯାହା ଯୋଗୁଁ ପ୍ରଶଂସକମାନେ ଅବନୀତଙ୍କୁ ଟ୍ରୋଲ୍ କରୁଛନ୍ତି।

୧ହଜାର କୋଟି ସମ୍ପତ୍ତିର ରହସ୍ୟ
୧ହଜାର କୋଟି ସମ୍ପତ୍ତିର ରହସ୍ୟ

କେତେ ଦରମା ପାଆନ୍ତି ବିରାଟ କୋହଲି ? କିଙ୍ଗ କୋହଲିଙ୍କ ପାଖରେ ମୋଟ୍ କେତେ ସମ୍ପତ୍ତି ? କେତୋଟି ଘର ? କେତୋଟି ରହିଛି ଗାଡ଼ି ? ଦେଖନ୍ତୁ ଏହି ରିପୋର୍ଟ ।

Virat Kohli
Virat Kohli Retirement: ଆଉ ଧଳା ଜର୍ସି ପିନ୍ଧିବେନି କୋହଲି, ୨୦୧୧ରେ କରିଥିଲେ ଡେବ୍ୟୁ

ଟେଷ୍ଟକୁ ବାଏ ବାଏ କହିଲେ ବିରାଟ । ହ୍ୱାଇଟ ଜର୍ସିରେ ଆଉ ଦେଖିବାକୁ ମିଳିବନି କିଙ୍ଗ କୋହଲିଙ୍କୁ । ରୋହିତଙ୍କ ପରେ ଅବସର ନେଲେ ବିରାଟ । ସୋସିଆଲ ମିଡିଆରେ ଏକ ଭାବ ବିହ୍ୱାଳ ପୋଷ୍ଟ ସେୟାର କରି ଖୋଦ୍‌ ଏକଥା ଜଣାଇଛନ୍ତି  ।

Special Story: Virat Kohli Retires from Test Cricket After 14-Year Illustrious Career
ଯାହା ଆଶା କରାଯାଉଥିଲା, ତାହା ସତ ହେଲା

ଯାହା ଆଶା କରାଯାଉଥିଲା, ତାହା ସତ ହେଲା। ଟେଷ୍ଟ ପଡିଆରେ ଆଉ ଦେଖିବାକୁ ମିଳିବନି ବିରାଟଙ୍କ ଚୌକା-ଛକା।  ଟେଷ୍ଟ ମ୍ୟାଚ୍‌ରୁ ସନ୍ନ୍ୟାସ ନେଲେ ଟିମ୍‌ ଇଣ୍ଡିଆର ପୂର୍ବତଦ ଅଧିନାୟକ କିଙ୍ଗ କୋହଲି। ୧୪ ବର୍ଷ ଟେଷ୍ଟ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି ସେ। ସୋସିଆଲ ମିଡିଆରେ ଏକ ଭାବ ବିହ୍ୱାଳ ପୋଷ୍ଟ ସେୟାର କରି ଖୋଦ୍‌ ଏକଥା ଜଣାଇଛନ୍ତି।

virat
Virat Kohli announces Test retirement: ଟେଷ୍ଟ କ୍ରିକେଟକୁ ବିରାଟଙ୍କ ଅଲବିଦା, ଇନଷ୍ଟାଗ୍ରାମ ପୋଷ୍ଟରେ ନେଲେ ଅବସର

ଭାରତୀୟ କ୍ରିକେଟର ସୁପରଷ୍ଟାର ବିରାଟ କୋହଲି ସୋମ‍‍ବାର ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଅବସର ଗ୍ରହଣ କରି ସାରିଥିବା ବେଳେ କୋହଲିଙ୍କ ଅବସର ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ସୋମବାର ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଅବସର ଘୋଷଣା କରିଛନ୍ତି କୋହଲି। ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ କୋହଲି ଅବସର ଘୋଷଣା କରିଛନ୍ତି।

କୋହଲି ନେବେ ଟେଷ୍ଟରୁ ଅବସର !
Virat Kohli's Retirement Decision: ଟେଷ୍ଟ କ୍ରିକେଟରୁ ଅବସର ନେବେ ବିରାଟ କୋହଲି !

ବିରାଟଙ୍କ ପୂର୍ବରୁ ରୋହିତ ଶର୍ମା ବୁଧବାର (ମେ’ ୭ରେ) ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ୭ ମେ’ରେ ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରି ରେଡ୍‌ ବଲ୍ କ୍ରିକେଟକୁ ଅଲବିଦା କହିଥିଲେ ।

Virat Kohli
Virat Kohli: କୋହଲିଙ୍କ ନାଁରେ ବିରଳ ରେକର୍ଡ, IPLରେ ଅଧିକ ଡଟ୍ ବଲ୍ ଖେଳିବାରେ ୧ନଂ

କିଙ୍ଗ୍ କୋହଲିଙ୍କ ନାଁରେ ବିରଳ ରେକର୍ଡ। IPLରେ ଅଧିକ ଡଟ୍ ବଲ୍ ଖେଳିବାରେ ୧ନଂ କୋହଲି । IPLରେ ଅଧିକ ବୃକ୍ଷରୋପଣ ରେକର୍ଡରେ ସାମିଲ । ଜାଣନ୍ତୁ କେତୋଟି ଡଟ୍ ବଲ୍ ଖେଳିଲେଣି ।

dhoni
Mahendra Singh Dhoni IPL Record: ୧୧ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲିଙ୍କ ସହ ସମକକ୍ଷ

କ୍ରମାଗତ ୫ ମ୍ୟଚର ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ବିଜୟ ଟ୍ରାକକୁ ଫେରିଥିବା ବେଳେ ୧୧ ବର୍ଷ ତଳର ଆଇପିଏଲ ରେକର୍ଡ ଭାଙ୍ଗିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଆଇପିଏଲ ଇତିହାସର ବୟସ୍କ ଖେଳାଳି ଭାବରେ ଧୋନୀ ପ୍ଲେୟର ଅଫ ଦ ମ୍ୟାଚ ପୁରସ୍କାର ହାସଲ କରିଛନ୍ତି।

kohli
Virat Kohli IPL Dot Balls: ଗଛ ଲଗାଇବାରେ ସବୁଠୁ ଆଗରେ କିଙ୍ଗ କୋହଲି, ନାମରେ ରଖିଛନ୍ତି ଏମିତି ଅଲୋଡା ରେକର୍ଡ

ଟି୨୦ କ୍ରିକେଟରେ ପ୍ରତିଦ୍ବନ୍ଦ୍ବିତାର ସ୍ତର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥିତିରେ ଡଟ ବଲ ଖେଳିବା ଦ୍ବାରା ଖେଳାଳି ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଜ ଦଳ ଉପରେ ଚାପ ସୃଷ୍ଟି କରିଥାନ୍ତି। ତେବେ ଆଇପିଏଲ ଇତିହାସର ସବୁଠୁ ସଫଳ ଖେଳାଳି ବିରାଟ କୋହଲି ଡଟ ବଲ ଖେଳିବା ମାମଲାରେ ଏକ ଅଲୋଡା ରେକର୍ଡ କରିଛନ୍ତି।

kohli
RCB aims First Victory at Chinnaswamy: ଚିନ୍ନାସ୍ବାମୀରେ ପ୍ରଥମ ବିଜୟ ଲକ୍ଷ୍ୟରେ ଆରସିବି

ରଜତ ପଟିଦାରଙ୍କ ନେତୃତ୍ବରେ ଦଳ ମୁମ୍ବାଇ ଓ ଚେନ୍ନାଇର ଗଡ ଜିତି ସାରିଥିବା ବେଳେ ଚିନ୍ନାସ୍ବାମୀ ଜିତିବା ବାକି ରହିଛି। ବିରାଟ କୋହଲିଙ୍କ ଭଲ ପ୍ରଦର୍ଶନ ବଳରେ ହିଁ ଏହା ସମ୍ଭବ ହୋଇ ପାରିବ। ଅନ୍ୟ ପକ୍ଷରେ କୋହଲିଙ୍କ ପ୍ରଦର୍ଶନ ଜରିଆରେ ଚିନ୍ନାସ୍ବାମୀରେ ଚଳିତ ସିଜନର ପ୍ରଥମ ବିଜୟ ଲକ୍ଷ୍ୟରେ ରହିବ ଆରସିବି।

GTର ସହଜ ବିଜୟ
GT vs RCB: ବେଙ୍ଗାଲୁରୁର ବିଜୟଧାରା ଅଟକାଇଲେ ବଟଲର୍‌-ସିରାଜ, ଆରସିବିକୁ ସହଜରେ ହରାଇଲା ଗୁଜରାଟ

ଚଳିତ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବୁଧବାର ନିଜ ଘରୋଇ ମଇଦାନରେ ପ୍ରଥମ ମ୍ୟାଚ୍‌ ଖେଳିଥିଲା । ଆଉ ହୋମ୍‌ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍‌ରେ ହିଁ ପରାଜୟ ସ୍ୱାଦ ଚାଖିଥିଲା ।

CSK VS RCB
IPL 2025: ଚେପକରେ CSK VS RCB କଡ଼ା ଟକ୍କର, କାହାର ଅଛି ଅଧିକ ରେକର୍ଡ ?

ଚେପକରେ CSK VS RCB କଡ଼ା ଟକ୍କର। ଆଜି ହେବାକୁ ଯାଉଛି ଆଇପିଏଲ 2025 ସବୁଠାରୁ ହାଇଭୋଲଟେଜ୍ ମ୍ୟାଚ । କିଏ ଅଧିକ ପାଓ୍ୱାରଫୁଲ, କାହା ନାଁରେ ଅଧିକ ରେକର୍ଡ ?

Special Story: Dhoni vs Kohli: High-Voltage Clash Between CSK and RCB at Chepauk Tonight!
ଚେପକରେ CSK VS RCB କଡ଼ା ଟକ୍କର

ଚେପକରେ CSK VS RCB କଡ଼ା ଟକ୍କର। ଆଜି ହେବାକୁ ଯାଉଛି ଆଇପିଏଲ 2025 ସବୁଠାରୁ ହାଇଭୋଲଟେଜ୍ ମ୍ୟାଚ। କିଏ ଅଧିକ ପାଓ୍ବାରଫୁଲ, କାହା ନାଁରେ ଅଧିକ ରେକର୍ଡ ?

rcb
RCB Won: ବିଜୟରୁ ଅଭିଯାନ ଆରମ୍ଭ କଲା କୋହଲିଙ୍କ ଆରସିବି

ଡିଫେଣ୍ଡିଂ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସକୁ ୭ ୱିକେଟରେ ପରାସ୍ତ କରି ବିଜୟୀ ହୋଇଛି ଆରସିବି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୨୦ ଓଭରରେ ୮ ୱିକେଟ ବିନିମୟରେ ୧୭୪ ରନ କରିଥିଲା। ଜବାବରେ ବିରାଟ କୋହଲି ଓ ଫିଲ ସଲ୍ଟଙ୍କ ଅର୍ଦ୍ଧଶତକ ବଳରେ ଆରସିବି ୧୬.୨ ଓଭରେ ୩ ୱିକେଟ ହରାଇ ୧୭୭ ରନ କରି ମ୍ୟାଚକୁ ଜିତି ନେଇଥିଲା।

IPL 2025
IPL 2025: ଆଜିଠୁ ଆଇପିଏଲ୍ ମହାସମର, ମୁହାଁମୁହିଁ ହେବେ କେକେଆର୍‌-ଆରସିବି

ଆଜିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର । ଆଜି ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଐତିହାସିକ ଇଡେନ ଗାର୍ଡେନରେ ଖେଳାଯିବ ଉଦ୍‌ଘାଟନୀ ମୁକାବିଲା ।

virat kohli
Virat Kohli: ପରିବାର ନ ଯିବା ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ବିରାଟ କୋହଲି

ଭାରତୀୟ ଦଳର ବିଦେଶ ଗସ୍ତ ସମୟରେ ଏଣିକି ଖେଳାଳି ମାନଙ୍କ ସହିତ ତାଙ୍କ ପରିବାର ଲୋକ ଯାଇ ପାରିବେ ନାହିଁ। ୪୫ ଦିନର କମ ସମୟର ଟୁରରେ ପରବାର ଲୋକଙ୍କୁ ଅନୁମତି ନାହିଁ। ତେବେ ୪୫ ଦିନରୁ ଅଧିକ ଦିନର ଟୁର ରହିଥିଲେ ପରିବାର ଅଥବା ପତ୍ନୀ ଯୋଗ ଦେଇ ପାରିବେ।