କୁନୋ ଜାତୀୟ ଉଦ୍ୟାନରୁ ପୁଣି ଆସିଲା ଖୁସି ଖବର । ଜନ୍ମ ହେଲେ ଆଉ ୫ ଚିତା ଶାବକ ।
ଆସନ୍ତା ଜାନୁଆରୀ ମାସରେ ନନ୍ଦନକାନନକୁ ଚିତା ଆସିବା ନେଇ ସୂଚନା ମିଳିଛି ।
ପ୍ରାଣ ହରାଇଥିବା ଚିତାର ନାଁ ଧରିତ୍ରୀ। ସେ ୨୦୨୦ ଏପ୍ରିଲ ମାସରେ ନାମିବିୟା ଅଭ୍ୟାୟରଣରେ ଜନ୍ମ ହୋଇଥିଲା। ସାଢ଼େ ୩ ବର୍ଷ ବୟସ ହୋଇଥିବା ବେଳେ ସେ ଭାରତ ଆସିଥିଲା।
ଗତବର୍ଷ ସେପ୍ଟେମ୍ବରରେ ଭାରତ ସରକାର ନାମିବ୍ୟାରୁ ୮ଟି ଚିତାବାଘ ଆଣି କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏଥିରୁ ୫ଟି ମାଈ ଓ ୩ଟି ଅଣ୍ଡିରା ବାଘ ଥିଲେ ।
ଚିତା ବାଘଙ୍କୁ ପ୍ରଧାନମନ୍ତ୍ରୀ ମୋଦି କୁନୋ ଜାତୀୟ ଉଦ୍ୟାନକୁ ଛାଡିଥିଲେ।
ଏକଦା ଭାରତୀୟ ଜଙ୍ଗଲରେ ରାଜ୍ କରୁଥିବା ଏସୀୟ ଚିତାବାଘ ୪୦ ଦଶକ ବେଳକୁ ଦେଶରୁ ଲୋପ ପାଇଯାଇଥିଲେ ।
ଚିତାଙ୍କୁ ଆଣିବା ପାଇଁ ଆଜି ଦକ୍ଷିଣ ଆଫ୍ରିକା ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି ବାୟୁସେନାର ବିଶାଳ ବିମାନ C-17 ଗ୍ଲୋବମାଷ୍ଟର।
ଆଉ ୧୨ ନୂଆ ଅତିଥିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ କୁନୋ ଜାତୀୟ ଉଦ୍ୟାନ । ଅଭିଯାନ ସଫଳ ହେଲେ ୨୦କୁ ବୃଦ୍ଧି ପାଇବ ଭାରତରେ ଚିତାଙ୍କ ସଂଖ୍ୟା ।
ଗତବର୍ଷ ସେପ୍ଟେମ୍ବର ୧୭ରେ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ୮ଟି ଚିତାଙ୍କୁ କୁନୋ ନାସନାଲ ପାର୍କକୁ ଛାଡିଥିଲେ।
ନାମିବ୍ୟାରୁ ଆସିଥିବା ୮ଟି ଚିତାଙ୍କୁ କ୍ୱାରେଣ୍ଟାଇନରୁ କଢ଼ାଯାଇ ବଡ଼ ଏନକ୍ଲୋଜରରେ ଛଡାଯାଇଛି । ନଭେମ୍ବର ୨୯ରେ ଆଶା ପ୍ରଥମ ଶିକାର କରିଛି ।
ଗତ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତାଙ୍କୁ ଆଣି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯାଇଥିଲା ।
ଆଫ୍ରିକାରେ କଲରାପତରିଆ ବାଘ, ପ୍ରାପ୍ତବୟସ୍କ ଚିତାଙ୍କୁ ଆକ୍ରମଣ କରିବା, ଆହତ କରିବା ଏବଂ ଚିତା ଶାବକଙ୍କୁ ମାରିଦେଇଥିବା ନଜିର ରହିଛି ।
କେବଳ ସୁରକ୍ଷାକର୍ମୀ ନୁହଁନ୍ତି, ଚିତାଙ୍କୁ ଜଗିବା ପାଇଁ ଆସିଛନ୍ତି ୨ଟି ହାତୀ
ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଗଲା ୮ ଚିତା । ନିଜ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଛାଡ଼ିଲେ ଆଫ୍ରିକୀୟ ଚିତାବାଘ ।
ରାଜାରାଜୁଡ଼ା ଅମଳରେ ମୃଗୟାରେ ଯାଉଥିଲା ଚିତା
ଆଜାଦୀ କା ଅମୃତ ମହୋତ୍ସବ ବେଳେ ଚିତା ପୁଣି ଫେରିଥିବା ମୋଦି କହିଛନ୍ତି ।
ଦୀର୍ଘ ୭୦ ବର୍ଷ ପରେ ଭାରତରେ ଚିତା ବାଘ ଦେଖିବାକୁ ମିଳିଛି। ଗ୍ୱାଲିୟରରେ ସ୍ୱତନ୍ତ୍ର ବିମାନରେ ଚିତା ବାଘ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ଅଣାଯାଇ ପ୍ରଦେଶରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ।
ଚିତାକୁ ଭାରତ ଆଣିବାକୁ ନାମିବ୍ୟାରେ ପହଞ୍ଚି ସାରିଛି ଏହି ସ୍ୱତନ୍ତ୍ର ବିମାନ ।