ନୂଆଦିଲ୍ଲୀ ରେଳ ଷ୍ଟେସନ୍ ଷ୍ଟାମ୍ପେଡ୍ ଟ୍ରାଜେଡି। କେଉଁ କାରଣରୁ ହେଲା ଏତେବଡ ଅଘଟଣ? କାହିଁକି ବେକାବୁ ହେଲା ଭିଡ଼? ଦଳାଚକଟା ପରଠୁ ଘଟଣାକୁ ନେଇ ଚାଲିଛି ତନାଘନା ।
୧୯୮୧ ମସିହାରୁ ନୂଆଦିଲ୍ଲୀ ଷ୍ଟେସନରେ କୁଲି କାମ କରୁଛି। ତେବେ ଷ୍ଟେସନରେ ଏତେ ଭିଡ଼ କେବେ ଦେଖି ନାହିଁ। ଦଳଚକଟା ପରେ ଷ୍ଟେସନରେ ଲୋକମାନଙ୍କ କପଡ଼ା ଓ ଜୋତା ଚାରିଆଡେ ପଡ଼ିଥିଲା। ମୁଁ ଓ ମୋ କୁଲି ଭାଇମାନେ ୧୫ଟି ମୃତଦେହ ବାହାର କରିଥିଲୁ ।
ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟାର ଘଟଣା କ୍ରମ । ଦୁଇ ଟ୍ରେନ ବିଳମ୍ବ ହେବାରୁ ଦଳାଚକଟା ହୋଇଥିବା କୁହାଯାଉଛି ।
ନୂଆଦିଲ୍ଲୀ ଷ୍ଟେସନରେ ବଡ଼ ଅଘଟଣ । ଯାତ୍ରୀଙ୍କ ଅତ୍ୟଧିକ ଭିଡ଼ରୁ ଦଳାଚକଟା ହେବାରୁ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ମହାକୁମ୍ଭ ଯିବା ପାଇଁ ନୂଆଦିଲ୍ଲୀ ଷ୍ଟେସନରେ ପ୍ରବଳ ଭିଡ଼ ହୋଇଥିଲା । ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭିଡ଼ ଯୋଗୁ ଏହି ଅଘଟଣ ଘଟିଛି ।
ରେଳ ଷ୍ଟେସନରେ ବିମାନବନ୍ଦରର ଭ୍ରମ। ଅତ୍ୟାଧୁନିକ ବ୍ୟବସ୍ଥା ସହ ଏମିତି କିଛି ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍। ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି ଏଇ ଷ୍ଟେସନର ପ୍ଲାଟଫର୍ମ।
ଅଜବ ରେଲୱେ ଷ୍ଟେସନ୍ । ଏଇଠି ୧ ନୁହେଁ ବରଂ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ...ଏମିତି ଘଟଣା ପଛର କାହାଣୀ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ
ଦିଲ୍ଲୀ, ମୁମ୍ବାଇ ଓ ଅହମ୍ମଦାବାଦ ରେଲେଓ୍ୱ ଷ୍ଟେସନ୍ରେ ରହିବ କେଉଁସବୁ ଆଧୁନିକ ସୁବିଧା, ଜାଣନ୍ତୁ
ମାସ୍କ ନ ପିନ୍ଧିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା । ଆଗାମୀ ୬ ମାସ ପର୍ଯ୍ୟନ୍ତ ଷ୍ଟେସନ୍ରେ ଲାଗୁ ହେବ ଏହି ନିୟମ । କୋଭିଡ୍ ମହାମାରୀକୁ ଦୃଷ୍ଟିରେ ରଖି ଷ୍ଟେସନ୍ ଓ ଟ୍ରେନ୍ରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।
PPP ମୋଡ଼ରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ କରାଯାଇ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବ । ଏଥିପାଇଁ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇଛି।