• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Amarnath Incident, 16 Dead, Rescue Operation Continues
ଅମରନାଥ ଦୁର୍ଘଟଣା ପରେ ପଥର ସନ୍ଧିରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ

ପ୍ରଳୟକୁ ୨୪ ଘଣ୍ଟ ବିତିଯାଇଥିଲେ ବି ପ୍ରଳୟ ପରର ଚିତ୍ର ଏବେ ବି ତାଜା ରହିଛି। ସମୁଦ୍ର ଢେଉ ପରି ପାଣି ଆସି ସବୁକିଛି ଭସାଇ ନେବା ପରେ ଏବେ ତା’ ଭିତରୁ ଜୀବନ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ।

Kerala couple is first to travel around india on foot
ଇତିହାସ ରଚିଲେ ଦମ୍ପତି: ୨୧୬ ଦିନରେ ପାଦରେ ଚାଲିଚାଲି ଭାରତ ଭ୍ରମଣ

ରେକର୍ଡ କରିଛନ୍ତି ଭାରତୀୟ ଦମ୍ପତି। ପାଦରେ ସାରା ଭାରତ ବୁଲି ଫେରିଛନ୍ତି। କିପରି ଥିଲା ଭ୍ରମଣର କାହାଣୀ ଆସନ୍ତୁ ଜାଣିବା।

Amarnath Tragedy: Cloudburst triggers flash floods kills 16
ଅମରନାଥ ଯାତ୍ରା ବେଳେ ବଡ଼ ଅଘଟଣ: ବାଦଲଫଟା ବର୍ଷା ନେଲା ୧୬ ଜୀବନ, ୩୦ରୁ ଅଧିକ ନିଖୋଜ

ପବିତ୍ର ଅମରନାଥ ଯାତ୍ରା ବେଳେ ବଡ଼ ଅଘଟଣ ଘଟିଛି। ବାଦଲଫଟା ବର୍ଷା ଯୋଗୁ ୧୬ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି। ସେହିପରି ୩୦ରୁ ଅଧିକ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି। 

Cloud Burst in Amarnath
ଅମରନାଥରେ ବାଦଲ ଫଟା ବର୍ଷା, ୧୩ ମୃତ

ବର୍ଷା ସୁଅରେ କିଛି ତୀର୍ଥଯାତ୍ରୀ ଶିବିର ମଧ୍ୟ ଭାସି ଯାଇଥିବା ସୂଚନା ମିଳିଛି।

Akbar
ସ୍କୁଲ ଭିତରକୁ ସୁନାମି ଭଳି ଖଣ୍ଡା ଧରି ମାଡ଼ି ଆସିଲେ, ଆଉ ଶିକ୍ଷକଙ୍କୁ କହିଲେ..

ମନ୍ଦିର ତୁଲ୍ୟ ସ୍କୁଲ ଭିତରେ ପଶି ଆତଙ୍କ ଖେଳାଇଥିବା ଏହି ବ୍ୟକ୍ତି ଜଣକ ନାଁ ହେଉଛି ଆକବର । ସେ ଖଣ୍ଡା ଦେଖାଇ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଜ ଝିଅର ସ୍କୁଲ ୟୁନିଫର୍ମ ବିଷୟରେ ପଚାରିବା ସହ ଧମକ ମଧ୍ୟ ଦେଇଛି ।

7th Pay Commission: 5% DA May Hike For Central Government Employees
7th Pay Commission: ଖୁବ୍‌ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର, ଉପକୃତ ହେବେ ୫୦ ଲକ୍ଷ କର୍ମଚାରୀ

ଖୁବ୍‌ଶୀଘ୍ର କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଜୁଲାଇରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ DA ବଢ଼ାଇ(DA Hike)ପାରନ୍ତି।

Viral Video: Smart Dog Closes Tap After Drinking Water. A Lesson For Humans, Says Twitter
‘କୁକୁର ବି ବୁଝୁଛି ପାଣିର ମୂଲ୍ୟ...ହେଲେ ମଣିଷ କେବେ ବୁଝିବ ?’

ମଣିଷକୁ ଚେତାଇଲା କୁକୁର.. ପାଣି ବଞ୍ଚାଇ ସମାଜକୁ ଦେଲା ନିଆରା ବାର୍ତ୍ତା...

9 Dead As Vehicle Falls In Uttarakhand River
ନଦୀକୁ ଖସି ପଡ଼ି ପାଣି ସୁଅରେ ଭାସିଗଲା ଟୁରିଷ୍ଟ୍‌ ଗାଡ଼ି, ଉଦ୍ଧାର ପରେ ମିଳିଲା...

ନଦୀକୁ ବସ୍‌ ଖସି ପଡ଼ିବା ଯୋଗୁ ୯ ଜଣ ପାଣି ସୁଅରେ ଭାସି ଯାଇଛନ୍ତି। ଉତ୍ତରାଖଣ୍ଡର ରାମନଗରରେ ଏହି ଅଭାବନୀୟ ଘଟଣା ଘଟିଛି।

Now retirement at the age of 50! Know new decision!
୫୦ ବର୍ଷ ହେଲେ ଚାକିରିରୁ ବିଦା ହେବେ କର୍ମଚାରୀ !

ସରକାରୀ ଚାକିରିଆଙ୍କ ପାଇଁ ବଡ଼ ଖବର। ଏଣିକି ୫୦ ଡେଇଁଲେ ଆଉ କରିପାରିବେନି ଚାକିରି....ସରକାର ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କେବେଠାରୁ ଲାଗୁ ହେବ ନିୟମ....

Locals rescue people after their school bus overturned as it got stuck
ଗୁଜରାଟରେ ବର୍ଷା ବିତ୍ପାତ: ଭାସିଗଲା ବସ୍‌,ବର୍ତ୍ତିଗଲେ ପିଲେ

ଲଗାଣ ବର୍ଷା ଓ ପାଣି ଜମିବାରୁ ଗୁଜୁରାଟ୍‌ରେ ଅଘଟଣ...ପାଣି ଭିତରେ ଭାସିଗଲା ସ୍କୁଲ ବସ୍...

pakistani girl fell in love with a indian boy came jalandhar for marriage
ବାହା ହେବା ପାଇଁ ପାକିସ୍ତାନରୁ ଭାରତ ଆସିଲେ ଯୁବତୀ

ପ୍ରେମ ମାନେନି କୌଣସି ସୀମା ସରହଦ୍। ପାକିସ୍ତାନରୁ ବାହା ହେବା ପାଇଁ ଭାରତକୁ ଆସିଛନ୍ତି ଯୁବତୀ...

 mamata banerjee
'କାଳୀ' ଫିଲ୍ମର ପୋଷ୍ଟରକୁ ନେଇ ମମତା କହିଲେ: ଭୁଲକୁ ସଂଶୋଧନ କରାଯାଇପାରିବ

‘କାଳୀ’ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।

Father-Daughter Duo
ଭାରତ ଇତିହାସରେ ପ୍ରଥମ ! ଏକାଠି ଯୁଦ୍ଧ ବିମାନ ଉଡ଼ାଇଲେ ବାପା-ଝିଅ..

ଇତିହାସରେ ପ୍ରଥମ !! ଏକାଠି ଯୁଦ୍ଧ ବିମାନ ଉଡାଇ ରେକର୍ଡ କଲେ ବାପା-ଝିଅ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ..

VIVO
ମୋବାଇଲ କମ୍ପାନୀ VIVO ଅଫିସ୍‌ରେ ରେଡ୍‌ !

ଆର୍ଥିକ ହେରଫେର ମାମଲାରେ ଇଡିର ରେଡ୍ । ଆୟକର ଓ ସିବିଆଇ ବି ଚଳାଇଛନ୍ତି ତଦନ୍ତ ।

PT Usha nominated to rajya sabha
ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା

ରାଜ୍ୟସଭାକୁ ମନୋନୀତ ହେଲେ ଦୌଡ଼ରାଣୀ ପିଟି ଉଷା। ପିଟି ଉଷାଙ୍କ ସମେତ କଳା, ସାହିତ୍ୟ, ବିଜ୍ଞାନ ଓ ସମାଜସେବା ଆଦି ବିଭିନ୍ନ କ୍ଷେତ୍ରରୁ ମୋଟ ୪ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି।

DGCA Issues Showcause Notice To SpiceJet
୧୮ ଦିନରେ ୮ ଥର ତ୍ରୁଟି, SpiceJetକୁ କାରଣ ଦର୍ଶାଅ ନୋଟିସ୍‌

୧୮ ଦିନ ଭିତରେ ୮ ଥର ବୈଷୟିକ ତ୍ରୁଟି। ଫଳରେ ବିମାନରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଏହି କାରଣରୁ SpiceJetକୁ DGCA କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। 

Mukhtar Abbas Naqvi resigns as Union Minister of Minority Affairs
କାଲି ସରୁଛି କାର୍ଯ୍ୟକାଳ, ଆଜି ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ମୁକ୍ତାର ଆବାସ ନକଭି

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ମୁକ୍ତାର ଆବାସ ନକଭି ଇସ୍ତଫା ଦେଇଛନ୍ତି। ଏନେଇ ANI ସୂତ୍ରରୁ ସୂଚନା ମିଳିଛି।

Jaswant Sinha
ଦ୍ରୌପଦୀଙ୍କୁ ଯଶୱନ୍ତଙ୍କ ନିବେଦନ: କହିଲେ, ଆପଣ ନହୁଅନ୍ତୁ ରବର ଷ୍ଟାମ୍ପ

ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଚାଲିଛି। ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସେ ଯେଉଁ ପ୍ରତିଶ୍ରୁତି ମାଗିଛନ୍ତି ତାହାକୁ ନେଇ ରାଜନୈତିକ ମହଲରେ ବେଶ୍ ଆଲୋଚନା ବି ହେଉଛି।

Punjab CM Bhagwant Mann to marry again
ପୁଣି ବାହା ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ନିଜଠୁ ୧୬ ବର୍ଷ ସାନ ଝିଅକୁ ଜୀବନସାଥୀ କରିବେ...

ପୁଣିଥରେ ବିବାହ ବନ୍ଧନରେ ଆବଦ୍ଧ ହେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌। ଆସନ୍ତାକାଲି ଚଣ୍ଡୀଗଡ଼ରେ ୪୮ ‍ବର୍ଷୀୟ ଭଗୱନ୍ତ ୩୨ ବର୍ଷୀୟ ଡଃ ଗୁର୍‌ପ୍ରୀତ କୌରଙ୍କ ସହ ଦ୍ୱିତୀୟ ବିବାହ କରିବେ।

Ramnath Kovind
ଅବସର ପରେ ରାମନାଥ କୋବିନ୍ଦ ରହିବେ କେଉଁଠି ? ସରକାରଙ୍କ ପକ୍ଷରୁ ମିଳିବ କେଉଁ ସୁବିଧା ?

ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଇ ମାସ ୨୪ ତାରିଖରେ ସରୁଛି ତାଙ୍କ କାର୍ଯ୍ୟକାଳ । ଏହାପରେ ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ୧୨ ଜନପଥ ହେବ ।

LPG Price Hiked Again
ପୁଣି ବଢ଼ିଲା LPG ଦର, ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ଦିଲ୍ଲୀରେ ଆଜିଠୁ LPG ସିଲିଣ୍ଡର ଦର ୧୦୫୩ ଟଙ୍କା । ୫ କେଜି LPG ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଲା

This panchayat in Kerala has fifteen libraries
ଏହି ପଞ୍ଚାୟତରେ ଅଛି ୧୫ଟି ଲାଇବ୍ରେରୀ; ୯ଟିକୁ ମିଳିଛି ରାଜ୍ୟ ମାନ୍ୟତା

ପଞ୍ଚାୟତରେ ରହିଛି ୧୫ ଟି ଲାଇବ୍ରେରୀ। ସେଗୁଡିକ ମଧ୍ୟରୁ କିଛି ରାଜ୍ୟ ଲାଇବ୍ରେରୀ ପରିଷଦ ସହିତ ଜଡିତ। ଏଠାକୁ ଆସୁଛନ୍ତି ଅନେକ ପାଠକ। ଜାଣନ୍ତୁ କୋଇଠି ଅଛି?

Talib jailed for wrapping meat in newspaper with pictures of hindu deities
ହିନ୍ଦୁ ଦେବଦେବୀ ଥିବା ଖବରକାଗଜରେ ମାଂସ ଦେବାରୁ ଜେଲ୍ ଗଲେ ଦୋକାନୀ

ମାଂସ ବିକି ଜେଲ୍ ଗଲେ ମୁସଲମାନ୍ ଯୁବକ। ହିନ୍ଦୁ ଦେବଦେବୀ ଥିବା ଖବରକାଗଜରେ ମାଂସ ଗୁଡେଇ ଦେବାରୁ ଏମିତି ମିଳିଲା ଦଣ୍ଡ।

Resturant
ସର୍ଭିସ ଚାର୍ଜ ନେଉଛି କି ରେସ୍ତୋରାଂ ? ତେବେ ଡାଏଲ କରନ୍ତୁ ଏହି ନମ୍ବର

ଗ୍ରାହକଙ୍କ ଅଭିଯୋଗ ଯଦି ସତ ପ୍ରମାଣିତ ହୁଏ ତେବେ ଏହି ବିଭାଗ ପକ୍ଷରୁ ରେସ୍ତୋରାଂ କିମ୍ବା ହୋଟେଲ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।