ରାହୁଲ ଓ ସୋନିଆ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ମନା କରିବା ପରେ ଏବେ ନିର୍ବାଚନ ଲଢ଼ିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ରାଜି ହୋଇଛନ୍ତି। ସେ କଂଗ୍ରେସର ସଭାପତି ନିର୍ବାଚନ ଲଢ଼ିବେ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ରହିଛି ୫୦ ହଜାର ୩୦ ଟଙ୍କା ରହିଛି ।
ଇ-କମର୍ସର ସମସ୍ତ ଡିଲ୍ସ୍କୁ Flipkart ପ୍ଲସ୍ ମେମ୍ବର୍ସ ଆକ୍ସେସ୍ କରିପାରିବେ। ତେବେ ଅନ୍ୟ ୟୁଜର୍ସ ମଧ୍ୟ ଆଜି ରାତି ୧୨ଟାରୁ ଏହି ସେଲ୍ର ଫାଇଦା ଉଠାଇପାରିବେ।
ବିରୋଧୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନ କରିବାକୁ ଗେହଲଟ ମସୁଧା ଆରମ୍ଭ କରିଛନ୍ତି । ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗେହଲଟଙ୍କ ଗୋଟି ଚାଳନା କରୁଥିବା କୁହାଯାଉଛି ।
ଅଲ ଇଣ୍ଡିଆ ଇମାମ ଅର୍ଗାନାଇଜେସନ ମୁଖ୍ୟ ଉମର ଅହମ୍ମଦ ଇଲୟାସୀ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ରାଷ୍ଟ୍ରପିତା କହିଛନ୍ତି। ପିଲାଟି ବେଳୁ ସମସ୍ତେ ଜାଣିଛନ୍ତି ଯେ ଦେଶର ପିତା ତଥା ଜାତିର ଜନକ ହେଉଛନ୍ତି ମହାତ୍ମା ଗାନ୍ଧି। ହେଲେ ଆଜି ମୌଲବୀ ଇଲୟାସୀଙ୍କ ଭାଗବତଙ୍କ ପ୍ରତି ଏପରି ଉକ୍ତି ଚର୍ଚ୍ଚାର ବିଷୟ ପାଲଟିଛି।
ଯଦି ଟ୍ରାକିଂ ସିଷ୍ଟମ ଗାଡ଼ିରେ ଲାଗି ନଥିବ ତେବେ ଚୋରି ପରେ ଥାନାରେ ଅଭିଯୋଗ କଲେ ବି ତାକୁ ଗୁରୁତ୍ୱର ସହ ନିଆଯିବନି ବୋଲି ସୂଚନା ରହିଛି । ତେଣୁ ସମସ୍ତେ ସମସ୍ତଙ୍କ ଗାଡ଼ିରେ ଏହି ଦୁଇଟି ଯାକ ଡିଭାଇସ୍ ଲଗାଇବା ବାଧ୍ୟତା ମୂଳକ ।
ଆସନ୍ତା ୨୮ ତାରିଖରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିବେ ।
ଜଣେ ନାଗରିକ, ଦୁନିଆର କୌଣସି ବି କୋଣରୁ ତଥ୍ୟ ବା ଜ୍ଞାନ ଆହରଣ କରିପାରିବ ଓ ତାର ଫାଇଦା ଉଠାଇପାରିବ ।
‘ପାସପୋର୍ଟ ସେବା’ ମାଧ୍ୟମରେ ପାସପୋର୍ଟ ଆବେଦନ କରିବା ସହ ଆନୁଷଙ୍ଗିକ ସେବା ଖୁବ୍ ସହଜରେ ମିଳିପାରୁଛି ।
ଆଜି ସୁନା ଦାମ୍ ପୁଣି ୫୦ ହଜାର ଟଙ୍କା ପାର୍ କରିଛି। ପାର୍ବଣ ସମୟରେ ସୁନାର ଚାହିଦାକୁ ଦୃଷ୍ଟିରେ ରଖି ଦର ମହଙ୍ଗା ହୋଇଥିବା କୁହାଯାଉଛି।
ସେବା ପାଇଁ ସମର୍ପିତ ହସ୍ପିଟାଲ । ଟଙ୍କାଟିଏ ଦେଲେ ଚିକିତ୍ସା କରୁଛନ୍ତି ଡାକ୍ତର ।
କମ୍ପାନୀ ପକ୍ଷରୁ ଏହାର କର୍ମଚାରୀଙ୍କୁ ୧୧ ଦିନ ପାଇଁ ‘ରିସେଟ୍ ଓ ରିଚାର୍ଜ ବ୍ରେକ୍(Reset and Recharge break)’ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏନେଇ କମ୍ପାନୀ ପକ୍ଷରୁ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି।
ରୁଦ୍ରପ୍ରୟାଗ ଜିଲ୍ଲା ତରସାଲି ଗାଁରେ ଧସିଲା ପାହାଡ଼ । ଜାତୀୟ ରାଜପଥ ବନ୍ଦ ହୋଇ ରହିଛି ।
ସବୁ ମହିଳା ବିଧାୟକମାନଙ୍କୁ କହିବାର ସୁଯୋଗ ମିଳିବ । ଉତ୍ତରପ୍ରଦେଶ ବିଧାନସଭାରେ ୪୭ ମହିଳା ବିଧାୟକ ଅଛନ୍ତି ।
ଦ୍ରୁତ ଗତିରେ ଆସି ଗାଡ଼ି ଧକ୍କା ଦେଲା । ତଥାପି ଦୁଇ ଛାତ୍ରଗୋଷ୍ଠୀଙ୍କ ମାଡ଼ଧର ବନ୍ଦ ହେଲାନି ।
ମାତ୍ର ୫ ମିନିଟ୍ରେ ଜମିଗଲା ଖେଳ। ଇନଷ୍ଟାଗ୍ରାମରୁ ଭୁଲ ବାଛିବା ପରେ କମ୍ପାନୀ ପକ୍ଷରୁ ମିଳିଲା ୩୮ ଲକ୍ଷର ପୁରସ୍କାର ...
୧୦ଟି ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଗିରଫ କଲା NIA ଓ ED
ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର। ୫୦ ଲକ୍ଷ ଫ୍ରୀ ଟିକେଟ୍ ଘୋଷଣା କଲା ଏୟାର ଏସିଆ...ଏହି ସବୁ ଦେଶକୁ ଗଲେ ଦେବାକୁ ପଡ଼ିବନି ଟଙ୍କା।
ଲଟେରୀ ଟିକେଟ୍ କିଣି କିଣ ସର୍ବସ୍ୱାନ୍ତ ହୋଇପଡ଼ିଲେଣି, ତଥାପି ନିଶା ଛାଡ଼ୁନି ।
ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ, ସକାଳ ସାଢ଼େ ୯ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ହେବ ଅନ୍ତ୍ୟେଷ୍ଟି ।
ଆରପାରିରେ ରାଜୁ। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ଆଖି ବୁଜିଛନ୍ତି । ଭାରତୀୟ ଦର୍ଶକ ମାନଙ୍କୁ ହସରେ ଭିଜାଇଥିବା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ ମନେପଡିବେ
କେବଳ ଦେଶ ବୁଲିବା ନୁହେଁ ବରଂ ପ୍ରତ୍ୟେକ ଲୋକଙ୍କ ସହ ମିଶିବା ପାଇଁ ରାହୁଲ ଯୋଜନା କରୁଥିବା କୁହାଯାଉଛି ।
କେବଳ ସୁରକ୍ଷାକର୍ମୀ ନୁହଁନ୍ତି, ଚିତାଙ୍କୁ ଜଗିବା ପାଇଁ ଆସିଛନ୍ତି ୨ଟି ହାତୀ
ସୁନ୍ଦର ଦିଶିବା ପାଇଁ କିଏ ବା ନ ଚାହେଁ ? ହେଲେ ଯାହାର ଚେହେରା ଯେମିତି ସେ ସେମିତି ହିଁ ଦିଶିବ। ତଥାପି ସୁନ୍ଦର, ଆଉ ସ୍ମାର୍ଟ ଦିଶିବା ପାଇଁ ସମସ୍ତେ ନିଜ ଉପାର୍ଜନର ବେଶ୍ କିଛି ଭାଗ ନିଶ୍ଚୟ ବଜେଟ୍ରେ ରଖୁଥିବେ। ପାର୍ଲର ଫିସ, କସ୍ମେଟିକ୍ ରେଟ କହିବ ଏହି ବଜେଟ କେତେ। ହେଲେ ଉଚ୍ଚତା ବଢାଇବାକୁ ଜଣେ ବ୍ୟକ୍ତି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ, ତାହା ପୁଣି ଋଣ କରି ! ଏକଥା ଶୁଣିଲେ ଆପଣ ବିଶ୍ୱାସ କରିବେ ?
ୟୁଜର୍ସଙ୍କ ପ୍ରାଇଭେସି ରକ୍ଷା ପାଇଁ ହ୍ୱାଟ୍ସଅପ୍ ସବୁବେଳେ ଚେଷ୍ଟା କରିଆସୁଛି। ୟୁଜର୍ସ ଫ୍ରେଣ୍ଡଲି ହେବା ପାଇଁ ହ୍ୱାଟସ୍ଅପ ପ୍ରତି ମାସରେ କିଛି କିଛି ନୂଆ ଫିଚର ନେଇ ଆସୁଛି। ଏହି ସେପ୍ଟି ଫିଚର ମଧ୍ୟରୁ ଗୋଟିଏ ହେଉଛି ବ୍ଲକ ଅପ୍ସନ। ହ୍ୱାଟ୍ସଅପରେ ଆପଣ ଯେ କୌଣସି ନମ୍ବରକୁ ଚାହିଁଲେ ବ୍ଲକ କରିପାରିବେ। ହେଲେ ଯଦି କିଏ ଆପଣଙ୍କୁ ବ୍ଲକ କରିଛନ୍ତି ତେବେ ଆପଣ କେମିତି ଜାଣିବେ ?