• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Whatsapp

Online Fraud
Online Fraud: ସାଇବର ଅପରାଧୀଙ୍କ ପ୍ରିୟ ଡିଜିଟାଲ ପ୍ଲାଟଫର୍ମ ହ୍ୱାଟସଆପ୍, ପଛକୁ ରହିଛି ଟେଲିଗ୍ରାମ-ଇନଷ୍ଟାଗ୍ରାମ

ଅନଲାଇନ ଠକେଇ ପାଇଁ ସାଇବର ଅପରାଧୀଙ୍କ ପ୍ରିୟ ପ୍ଲାଟଫର୍ମ ହ୍ୱାଟସଆପ୍ ସୋସିଆଲ ମିଡିଆ । ହ୍ୱାଟସଆପ୍‌ ପଛକୁ ରହିଛି ଟେଲିଗ୍ରାମ ଏବଂ ପରେ ଇନଷ୍ଟାଗ୍ରାମ ।

Social Media Down
Social media platform down: କାମ କଲାନି ହ୍ୱାଟ୍‌ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍; ୟୁଜର୍ସ ହଇରାଣ

ମଝି ରାତିରେ ସୋସିଆଲ୍ ମିଡିଆ ଡାଉନ୍ । ହ୍ୱାଟ୍‌ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଗତକାଲି ରାତି ୧୧ଟା ପରଠୁ କିଛି ଘଣ୍ଟା ପାଇଁ କାମ କରିନଥିଲା ।

Whatsapp to stop working these 35 phones this year
Technology: ଏହିସବୁ ଫୋନ୍‌ରେ କାମ କରିବ ନାହିଁ ହ୍ୱାଟ୍ସଆପ୍; ଆପଣ ଏଥିରେ ନାହାନ୍ତି ତ.., ଦେଖନ୍ତୁ ତାଲିକା

ଆସନ୍ତା ବର୍ଷ ଠାରୁ କେତେକ ଫୋନରେ ହ୍ୱାଟ୍ସଆପ୍ କାମ କରିବ ନାହିଁ। ମେଟା-ମାଲିକାନା ମେସେଜିଂ ଆପ୍ ହ୍ୱାଟ୍ସଆପ୍ iOS 15.1 ରୁ ପୁରୁଣା ସଂସ୍କରଣ ପାଇଁ ସପୋର୍ଟକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛି

CCI imposes fine on Meta
CCI imposes fine on Meta: ଜୁକରବର୍ଗଙ୍କୁ ବଡ଼ ଝଟକା, ‘ମେଟା’ ଉପରେ ୨୧୩ କୋଟି ଜରିମାନା ଲଗାଇଲା CCI

ଫେସବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟାର ସିଇଓ ଥିବା ମାର୍କ ଜୁକରବର୍ଗଙ୍କୁ ଭାରତ ଦେଇଛି ବଡ଼ ଝଟକା । କମ୍ପିଟେସନ୍‌ କମିଶନ ଅଫ ଇଣ୍ଡିଆ (CCI) ମେଟା ଉପରେ ୨୧୩.୧୪ କୋଟି ଟଙ୍କାର ଜରିମାନା ଲଗାଇଛି ।

Fake Wedding Card Scam On WhatsApp 
Wedding Invitation Scam Alert: ସାବଧାନ ! ହ୍ବାଟ୍ସଆପ୍‌କୁ ବିବାହ ନିମନ୍ତ୍ରଣ ଆସୁଛି କି ? କ୍ଲିକ୍ କଲେ ହୋଇପାରନ୍ତି ଠକାମୀର ଶିକାର...

ଆପଣଙ୍କ ମୋବାଇଲରେ ହ୍ବାଟସଆପକୁ ବିବାହ ନିମନ୍ତ୍ରଣ ଆସୁଛି କି ? ତେବେ ହୋଇଯାଆନ୍ତୁ ସାବଧାନ। କାହିଁକି ନାଁ ଅନଲାଇନ ଇନଭିଟେସନ୍ ନାଁରେ APK ବା ଆଣ୍ଡ୍ରଏଡ ଆପ୍ଲିକେସନ ପ୍ୟାକେଜ ଫାଇଲ ପଠାଉଛନ୍ତି ସାଇବର ଲୁଟେରା ।

Hindu IAS officers' group
WhatsApp Group For Hindu Officers: ହିନ୍ଦୁ-ମୁସଲିମ୍‌ଙ୍କ ଅଲଗା ଗ୍ରୁପ୍‌ ନେଇ ତେଜିଲା ବିବାଦ; IAS କହିଲେ ...

IAS ଅଧିକାରୀ କେ ଗୋପାଳ କ୍ରିଷ୍ଣନ୍‌ଙ୍କ ମୋବାଇଲ୍‌ରୁ ଏହି ହ୍ୱାଟସ୍ ଆପ୍ ଗ୍ରୁପ୍ କରାଯାଇଥିଲା। ଏହି ଗ୍ରୁପ୍‌ରେ କେରଳ କ୍ୟାଡରର ଅନେକ ଆଇଏଏସ୍ ଅଧିକାରୀଙ୍କୁ 'ମଲ୍ଲୁ ହିନ୍ଦୁ ଅଫିସର' ଓ 'ମଲ୍ଲୁ ମୁସଲିମ୍ ଅଫିସର' ନାମରେ ୨ଟି ଅଲଗା ଅଲଗା ଗ୍ରୁପ୍ ଗଠନ କରାଯାଇଥିଲା।

Nobody can add you in whatsapp group turn on this setting
WhatsAppରେ କରନ୍ତୁ ଏମିତି; ଆପଣଙ୍କୁ କେହି କୌଣସି ଗ୍ରୁପ୍‌ରେ ଆଡ୍ କରିପାରିବେ ନାହିଁ

WhatsApp ସହିତ ଏକ ବଡ ସମସ୍ୟା ହେଉଛି ଆପଣଙ୍କ ବିନା ଅନୁମତିରେ ଯେକୌଣସି ଗ୍ରୁପ୍‌ରେ ଆଡ୍ କରିଦିଆଯାଏ। ତେବେ ୟାଡୁସାଡୁ ଗ୍ରୁପ୍‌ରେ ଆଡ୍ ହେବାକୁ ଏଡ଼ାଇବା ପାଇଁ WhatsApp ମଧ୍ୟ କିଛି ସୁବିଧା ଯୋଗାଇ ଦେଇଛି, ଯାହାକୁ ଖୁବ୍ କମ୍ ଲୋକ ବ୍ୟବହାର କରନ୍ତି।

If your whatsapp account banned how to recover
Technology: Whatsapp ଆକାଉଣ୍ଟ୍ ବ୍ୟାନ୍ ହେଇଗଲା କି… ଜାଣନ୍ତୁ କିପରି କରିବେ ଅନ୍‌ବ୍ୟାନ୍

ବେଳେବେଳେ ଏମିତି ହୁଏ ଯେ, ଭୁଲବଶତଃ Whatsapp ଆକାଉଣ୍ଟ୍ ବ୍ୟାନ୍ ହୋଇଯାଏ। କିନ୍ତୁ ଏହି କାରଣରୁ ବ୍ୟସ୍ତ ହେବା ଦରକାର ନାହିଁ କାରଣ ଏଠାରେ ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯଦି ଆପଣଙ୍କର Whatsapp ଆକାଉଣ୍ଟ ସହିତ ଏମିତି ହୁଏ ତେବେ ଆପଣ କ’ଣ କରିବା ଉଚିତ।

How to create a WhatsApp Channel
Technology: WhatsAppରେ ତିଆରି କରନ୍ତୁ ଚ୍ୟାନେଲ୍‌, ନିଅନ୍ତୁ ଫାଇଦା; ଜାଣନ୍ତୁ କିପରି କରିବେ

ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ WhatsApp ଚ୍ୟାନେଲ୍ ମଧ୍ୟ ସୃଷ୍ଟି କରିଛନ୍ତି। ଆପଣ ମଧ୍ୟ ନିଜର WhatsApp ଚ୍ୟାନେଲ୍ ସୃଷ୍ଟି କରିପାରିବେ। ଏହା ଦ୍ୱାରା ଆପଣଙ୍କ ବ୍ରାଣ୍ଡ୍‌ର ପ୍ରମୋସନ୍ ଏବଂ ଅନ୍ୟାନ୍ୟ ପଦ୍ଧତି ମାଧ୍ୟମରେ ମଧ୍ୟ ରୋଜଗାର କରିପାରିବେ।

Whatsapp adds private mentions and likes to its status feature
Technology: WhatsApp ଆଣିଲା ନୂଆ ଫିଚର୍: ଏଥର ଷ୍ଟାଟସ୍‌କୁ କରିପାରିବେ ଟ୍ୟାଗ୍

ବର୍ତ୍ତମାନ WhatsApp ଆଉ ଏକ ନୂଆ ଫିଚର ଆଣିଛି। ଏହା ଦ୍ୱାରା ଆପଣ ନିଜ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଆହୁରି ସହଜ ହେବ। ଯେଉଁମାନେ Whatsapp Status ବ୍ୟବହାର କରୁଛନ୍ତି ସେମାନଙ୍କୁ ଏହି ଫିଚର୍‌ଟି ବହୁତ ଖୁସି କରେଇବ।

Whatsapp status update now like photos videos and stories
Technology: Whatsapp ଷ୍ଟାଟସ୍‌ରେ ଆଣିଲା ପରିବର୍ତ୍ତନ; ଏବେ ପାଇପାରିବେ ଏହି ସୁବିଧା

ହ୍ୱାଟ୍ସଆପ୍ ଷ୍ଟାଟସ୍‌ରେ ଆସୁଥିବା ଫଟୋ, ଭିଡିଓ କିମ୍ବା କୋଟ୍ସକୁ ଆମେ ପୂର୍ବରୁ ଲାଇକ୍ କରିପାରୁ ନ ଥିଲୁ। କିନ୍ତୁ ବର୍ତ୍ତମାନ ହ୍ୱାଟ୍ସଆପ୍ ଏହାର ବ୍ୟବହାରକାରୀଙ୍କ ପାଇଁ ଏହି ଫିଚର୍ ନେଇ ଆସିଛି। ଏହାକୁ କିପରି କରିବେ ଜାଣନ୍ତୁ -

Add privacy extension feature in Whatsapp to hide private messages
Technology: ଆପଣଙ୍କ ହ୍ୱାଟ୍ସଆପ୍ ଚାଟ୍ ଅନ୍ୟ କେହି ପଢିପାରିବେନି; କରନ୍ତୁ ଏହି ଉପାୟ

ଯେତେବେଳେ ହ୍ୱାଟ୍ସଆପ୍ ଡେସ୍କଟପ୍ କିମ୍ବା ଲାପଟପ୍‌ରେ ବ୍ୟବହୃତ ହୁଏ, କିଛି ଲୋକ ଭୟ କରନ୍ତି ଯେ ସେମାନଙ୍କର ବ୍ୟକ୍ତିଗତ ଚାଟ୍ କେହି କେହି କାଳେ ପଢିଦେବେ। ଯଦି ଆପଣଙ୍କର ମଧ୍ୟ ଏହି ପ୍ରକାର ଭୟ ଅଛି ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ, ଏହି ସମସ୍ୟାକୁ କିପରି ଦୂର କରାଯିବ ଆସନ୍ତୁ ଜାଣିବା।

Income tax returns
ହ୍ୱାଟ୍ସଆପରେ ବି କରିହେବ ଇନକମ ଟ୍ୟାକ୍ସ ଫାଇଲିଂ, ଜାଣନ୍ତୁ ଉପାୟ..

ହ୍ୱାଟ୍ସଆପ ମାଧ୍ୟମରେ ହେଉଛି ଆୟକର ରିଟର୍ଣ୍ଣ ଦାଖଲ । ଟ୍ୟାକ୍ସ ଫାଇଲିଂକୁ ଅଧିକ ସରଳ ଓ ସୁଗମ କରିବା ପାଇଁ ନୂଆ ବିକଳ୍ପ ।

Whatsapp
ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? କ’ଣ କହିଲେ ସରକାର...

ଭାରତରେ ବନ୍ଦ ହୋଇଯିବ କି ହ୍ୱାଟ୍ସଆପ୍ ? ଏବେ ଏମିତି ଆଶଙ୍କାକୁ ନେଇ ଚିନ୍ତାରେ ଭାରତୀୟ ହ୍ୱାଟ୍ସଆପ୍ ୟୁଜର୍ସ ।

WhatsApp
ଏହି ୩୫ଟି ସ୍ମାର୍ଟଫୋନ୍‌ରେ କାମ କରିବନି ହ୍ୱାଟ୍ସଆପ୍; ତାଲିକାରେ ଅଛି କି ଆପଣଙ୍କ ମୋବାଇଲ୍ ନାଁ ?

ସାମସଙ୍ଗଠୁ ଆରମ୍ଭ କରି ଆପଲ ଫୋନ୍‌ ପର୍ଯ୍ୟନ୍ତ ପ୍ରାୟ ଅନେକ କମ୍ପାନୀର ଦାମୀ ମୋବାଇଲରେ ବି ଆଉ କାମ କରିବନି ହ୍ୱାଟ୍ସଆପ୍‌। ତେବେ କେଉଁ କେଉଁ ମୋବାଇଲରେ ହ୍ୱାଟ୍ସଆପ୍‌ କାମ କରିବନି ସେନେଇ କମ୍ପାନୀ ପକ୍ଷରୁ ତାଲିକା ପ୍ରକାଶ ପାଇଛି।

SBI
SBIରେ ଆକାଉଣ୍ଟ ଥିଲେ ସାବଧାନ ! ଏହି ଲିଙ୍କରେ କ୍ଲିକ୍ ନକରିବାକୁ ଚେତାବନୀ ଜାରି କଲା ବ୍ୟାଙ୍କ

ଏନେଇ ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ବ୍ୟାଙ୍କ କେବେବି ଏସଏମଏସ କିମ୍ବା ହ୍ୱାଟସ୍‌ଆପ୍ ଉପରେ ଲିଙ୍କ୍ କିମ୍ବା ଅବାଞ୍ଛିତ APK ପଠାଏ ନାହିଁ। ଏଭଳି କୌଣସି ଲିଙ୍କରେ କ୍ଲିକ୍ କରିବା କିମ୍ବା ଅଜଣା ଫାଇଲ ଡାଉନଲୋଡ୍ ନକରିବା ପାଇଁ SBI ଗ୍ରାହକମାନଙ୍କୁ ଚେତାବନୀ ଦେଇଛି ।

WhatsApp
ହ୍ୱାଟସଆପ୍‌ରେ ଆଉ ନେଇପାରିବେନି ସ୍କ୍ରିନସଟ୍‌

ହ୍ୱାଟସଆପ୍‌ରେ ଆଉ ନେଇପାରିବେନି ସ୍କ୍ରିନସଟ୍‌ । ଖୁବ୍‌ ଶୀଘ୍ର ହ୍ୱାଟସଆପ୍‌ ଆଣିବାକୁ ଯାଉଛି ନୂଆ ଫିଚର ।

Some tips to protect whatsapp chats
Whatsapp: ହ୍ୱାଟ୍ସଆପ୍ ଡାଟା ଲିକ୍‌କୁ ନେଇ ଚିନ୍ତିତ କି…ଏହି ଉପାୟରେ ସୁରକ୍ଷିତ ରଖନ୍ତୁ ଆପଣଙ୍କ ଚାଟ୍‌

ହ୍ୱାଟ୍ସଆପ୍ ଏହାର ଉପଭୋକ୍ତାମାନଙ୍କର ଡାଟା ସୁରକ୍ଷା ପାଇଁ ଅନେକ ଫିଚର୍ ପ୍ରଦାନ କରିଚାଲିଛି, ଯାହା ଦ୍ୱାରା ଲୋକଙ୍କ ତଥ୍ୟ ସୁରକ୍ଷିତ ରହିବ। ଏଠାରେ ଆଉ କିଛି ଟିପ୍ସ ଜାଣି ନିଅନ୍ତୁ ଯାହା ଦ୍ୱାରା ଆପଣ ନିଜ ହ୍ୱାଟ୍ସଆପ୍ କଣ୍ଟେଣ୍ଟକୁ ଅଧିକ ସୁରକ୍ଷିତ ରଖିପାରିବେ।

WhatsApp
ଭାରତରେ ବନ୍ଦ ହେବ କି ହ୍ୱାଟସ୍ଆପ୍?

ହ୍ୱାଟସ୍ଆପ୍ ୟୁଜର୍ସ ସାବଧାନ ! ଭାରତରେ ବନ୍ଦ ହେବ ହ୍ୱାଟସ୍ଆପ୍ ! କେତେବେଳେ ବି ହ୍ୱାଟସ୍ଆପ୍କୁ ନେଇ ଆସିପାରେ ବଡ଼ ନିଷ୍ପତ୍ତି । ଆଜିକାଲି ସମସ୍ତେ ସେମାନଙ୍କ ସ୍ମାର୍ଟଫୋନ୍ରେ ହ୍ୱାଟସ୍ଆପ୍ବ୍ୟବହାର କରୁଛନ୍ତି ।

Whatsapp
ହ୍ୱାଟସ୍‌ଆପ୍‌ର ଧମକ, ଆମ କଥା ନ ଶୁଣିଲେ ଭାରତ ଛାଡ଼ିବୁ

ଗୋପନୀୟତା ଏବଂ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ପାଇଁ ହିଁ ଲୋକମାନେ ଏହି ପ୍ଲାଟଫର୍ମ ବ୍ୟବହାର କରନ୍ତି। ଯଦି ଏହାକୁ ହଟାଇବାକୁ କୁହାଯାଏ ତେବେ ଏହି ଅନଲାଇନ୍‌ ମେସେଜିଂ ପ୍ଲାଟଫର୍ମ ଭାରତରେ କାମ କରିବା ବନ୍ଦ କରିବ ।

Five reasons why whatsapp banned your account
Whatsapp: ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ୫ ଭୁଲ୍, ନଚେତ ଆପଣଙ୍କ Whatsapp ଆକାଉଣ୍ଟ୍ ବ୍ୟାନ୍‌ ହୋଇପାରେ

ଲୋକଙ୍କ ସୁବିଧା ଓ ସୁରକ୍ଷା ପାଇଁ Whatsapp ନୂଆ ନୂଆ ଫିଚର ସାମିଲ୍ କରିବାରେ ଲାଗିଛି। ଏହା ସତ୍ତ୍ୱେ ଏମିତି ହୁଏ ଯେ ବେଳେବେଳେ କିଛି ବ୍ୟବହାରକାରୀଙ୍କ Whatsapp ଆକାଉଣ୍ଟ୍ ବନ୍ଦ ହୋଇଯାଏ। ତେବେ ଏହା ପଛରେ ଅନେକ କାରଣ ରହିଛି। ଆସନ୍ତୁ ଏ ବିଷୟରେ ଜାଣିନେବା

Whatsapp
ହ୍ୱାଟସ୍‌ଆପ୍‌ରେ ଆସୁଛି ନୂଆ ଫିଚର୍‌, ଏଣିକି ବିନା ଡାଉନଲୋଡ୍‌ରେ ଦେଖିପାରିବେ ଡକ୍ୟୁମେଣ୍ଟ

WA ବିଟାର ଏକ ରିପୋର୍ଟ ଅନୁଯାୟୀ, ହ୍ୱାଟ୍‌ସ୍ ଆପ୍ ଆଣ୍ଡ୍ରଏଡ୍ ୟୁଜର୍ସମାନଙ୍କ ପାଇଁ ଏକ ନୂତନ ଫିଚର୍‌ ପରୀକ୍ଷା କରୁଛି।

WhatsApp
ଭାରତୀୟ ମୋବାଇଲ୍ ୟୁଜର୍ସଙ୍କୁ ଧମକାଉଛି ପାକିସ୍ତାନ; ଆଡଭାଇଜରି ଜାରି କଲା ଟେଲିକମ୍ ବିଭାଗ

ତେବେ +92ରୁ ଆରମ୍ଭ ହେଉଥିବା ଫୋନ୍ ନମ୍ୱର ପ୍ରକୃତରେ ପାକିସ୍ତାନର। ଗୃହ ମନ୍ତ୍ରଣାଳୟ ମଧ୍ୟ ମୋବାଇଲ୍ ବ୍ୟବହାରକାରୀଙ୍କୁ '+92' କିମ୍ବା ଅନ୍ୟାନ୍ୟ ଅନ୍ତର୍ଜାତୀୟ ନମ୍ୱରରୁ ଆରମ୍ଭ ହେଉଥିବା ଅଜ୍ଞାତ ନମ୍ବରରୁ କଲ୍ ରିସିଭ ନ କରିବାକୁ ପରାମର୍ଶ ଦେଇଛି।

 Husband Wife Dispute
ସ୍ୱାମୀକୁ ମାରିବା ପାଇଁ ସ୍ତ୍ରୀ ଦେଲା ୫୦ ହଜାର ଟଙ୍କାର ସୁପାରୀ; ହ୍ୱାଟ୍ସଆପ୍‌ରେ ରଖିଲା ଷ୍ଟାଟସ୍‌...

ନିଜ ହାତରେ ନିଜ ମଥାର ସିନ୍ଦୂର ପୋଛିବାକୁ ପଛାଇଲା ନାହିଁ ସ୍ତ୍ରୀ । ସ୍ୱାମୀକୁ ହତ୍ୟା କରିବାକୁ ସ୍ତ୍ରୀ ଦେଲା ସୁପାରୀ । ହ୍ୱାଟ୍ସଆପ୍‌ରେ ରଖିଲା ଷ୍ଟାଟସ୍‌...

WhatsApp New Feature
ହ୍ୱାଟ୍‌ସଆପ୍‌ ଆଣିଲା ଆଉ ଏକ ନୂଆ ଫିଚର, ଯାହା ଚାଟିଂକୁ କରିବ ଆହୁରି ସହଜ

ମେଟା CEO ମାର୍କ ଜୁକରବର୍ଗ ଓ ହ୍ୱାଟ୍ସଆପ୍‌ ମୁଖ୍ୟ ଉଭୟ ନିଜର ହ୍ୱାଟ୍ସଆପ୍‌ ଚ୍ୟାନେଲରେ ଏହି ଘୋଷଣା କରିଛନ୍ତି । ସେମାନେ ଲେଖିଛନ୍ତି ଏହା ନିଶ୍ଚିତ ଭାବେ ଚାଟ୍‌ ପ୍ରକ୍ରିୟାକୁ ସହଜ କରିବ