ଯୁବକଙ୍କ ସହ ଏମିତି କିଛି ଘଟିଛି, ଯାହା ସେ କେବେ କଳ୍ପନା ବି କରିନଥିଲେ। ଯୁବକ ଜଣ ଭୁଲ୍ବଶତଃ ଫ୍ୟାମିଲି ହ୍ୱାଟ୍ସଆପ୍ ଗ୍ରୁପ୍ରେ ଏମିତି ଫଟୋ ଶେୟାର କରି ଦେଇଥିଲେ, ଯାହାକି ଘରର ଲୋକଙ୍କ ସାମ୍ନାରେ ତାଙ୍କ ପୋଲ୍ ଖୋଲି ଦେଇଥିଲା।
ଫ୍ରଡ୍ ନମ୍ବର ଗୁଡ଼ିକ ଡିଆକ୍ଟିଭ୍ ହେବା ପରେ ଆପେ ଆପେ ହ୍ୱାଟ୍ସଆପ୍ ମଧ୍ୟ ବନ୍ଦ ହୋଇଯାଇଥିଲା ।
ମେଟା ପକ୍ଷରୁ ହ୍ୱାଟ୍ସଆପ୍(WhatsApp) ଏକ ନୂଆ ଫିଚର ଲଞ୍ଚ୍ କରିଛି। ଦୀର୍ଘ ଦିନ ଧରି ୟୁଜର୍ସ ଏହି ଫିଚର ଅପେକ୍ଷାରେ ଥିବାବେଳେ ବିଟା ଭର୍ସନ ଉପରେ କମ୍ପାନୀ ଏହାକୁ ଦୀର୍ଘ ଦିନ ଧରି ଟେଷ୍ଟ କରୁଥିଲା।
ଏକଥା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଜଣେ ଛାତ୍ରୀ ଏନେଇ ପ୍ରଫେସରଙ୍କ ପାଖକୁ ଆସି ଅଭିଯୋଗ କରିବାକୁ ସାହସ କଲେ । ଆଉ ପୁରା ଘଟଣା ପ୍ରଫେସରଙ୍କୁ ଜଣାଇଲେ ।
ଫେସ୍ବୁକ୍ ଫାଉଣ୍ଡର ମାର୍କ ଜୁକର ବର୍ଗ ନିଜେ ସୋସିଆଲ ମିଡିଆରେ ଲେଖି ସୂଚନା ଦେଇଛନ୍ତି ।
ହ୍ୱାଟ୍ସ ଆପ୍ର ନୂଆ ଫିଚର୍କୁ ୟୁଜର୍ସ ମନରେ ଉତ୍କଣ୍ଠା।
ହ୍ୱାଟ୍ସଆପ୍ ବ୍ୟବହାରକାରୀମାନେ ଯେପରି କ୍ଲିକ୍ କରି ଅଡିଓ ମେସେଜ କରିପାରୁଛନ୍ତି । ସେହିପରି କ୍ଲିକ୍ କରିବା ମାତ୍ର ଭଏସ୍ ନୋଟ୍ ମଧ୍ୟ ପଠାଇପାରିବେ । ଯାହା ଖୁବ୍ଶୀଘ୍ର ଗ୍ରାହକମାନଙ୍କ ପାଇଁ କମ୍ପାନୀ ନେଇଆସୁଥିବା ସୂଚନା ମିଳିଛି ।
ଏହି ନମ୍ବର ଜରିଆରେ ଯାତ୍ରୀମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିପାରିବେ
କେମିତି ପଢ଼ିବେ ହ୍ୱାଟ୍ସଆପ୍ ଡିଲିଟ୍ ମେସେଜ୍ ? ତେବେ ଅନେକ ଥାର୍ଡ ପାର୍ଟି ଆପ୍ ରହିଛି, ଯାହାକୁ ବ୍ୟବହାର କରି ଆପଣ ଡିଲିଟ୍ ମେସେଜ ପଢ଼ିପାରିବେ।
ହ୍ୱାଟ୍ସଆପ୍ର ନୂଆ ଅପଡେଟ୍ରେ ଅନେକ ଫିଚର୍ସକୁ ସାମିଲ କରାଯାଇଛି। ଏଥିରେ ନିଜେ ନିଜକୁ ମେସେଜ୍ କରିବା, ଡେଟ୍ ଅନୁଯାୟୀ ମେସେଜ୍ ସର୍ଚ୍ଚ କରିବା, ଡ୍ରାଗ୍ ଆଣ୍ଡ୍ ଡ୍ରପ୍ ଟୁ ଶେୟାର ଇମେଜ ଫିଚର ପାଇ ପାରିବେ।
ଏଣିକି ବିନା ଇଣ୍ଟରନେଟ୍ରେ ମଧ୍ୟ ଆପଣ ହ୍ୱାଟ୍ସଆପ୍ ଅପରେଟ୍ କରିପାରିବେ। ଅର୍ଥାତ୍ ହ୍ୱାଟ୍ସଆପ୍ରେ ମେସେଜ୍ ପଠାଇବା ସହ ମେସେଜ୍ ରିସିଭ୍ ମଧ୍ୟ କରିପାରିବେ।
ପ୍ରତି ବର୍ଷ ପରି ଏଥର ମଧ୍ୟ ହ୍ୱାଟ୍ସଆପ୍, ୟୁଜର୍ସଙ୍କୁ ଦେଇଛି ବଡ଼ ଝଟ୍କା ।
ଏହି ନୂଆ ଫିଚର ଦ୍ୱାରା ବଡ଼ ସମସ୍ୟାରୁ ସହଜରେ ବର୍ତ୍ତି ହେବ । ସବୁଠାରୁ ବଡ଼ କଥା ହେଲା, ଏହି ଫିଚର ଆଜିଠୁ ଲଞ୍ଚ କରିଛି ।
ଅନେକ ସମୟରେ ମୋବାଇଲ୍ରେ ଅନାବଶ୍ୟକ ଷ୍ଟୋରେଜ ସ୍ମାର୍ଟଫୋନକୁ ସ୍ଲୋ କରିଦିଏ। ଏହାକୁ ଦୃଷ୍ଟିରେ ରଖି ଆପ୍ ଏବେ ନୂଆ ଫିଚର ବାହାର କରିଛି। ଆପଣ ଏବେ ଏକା ଥରରେ ସେଭ୍ ହୋଇଥିବା ବଡ ଭିଡିଓ, ଫଟୋ, ଫାଇଲ୍ ପରି ଆପ୍ ଡାଟା ଡିଲିଟ୍ କରି ପାରିବେ, ଯାହା ଆପଣଙ୍କୁ ଆଉ ଦରକାର ନାହିଁ।
ହ୍ୱାଟସଆପ୍ ତଥ୍ୟ ବିକ୍ରି ଖବର ଭିତରେ କିପରି ସୁରକ୍ଷିତ ରଖିବେ ତଥ୍ୟ ?
ଭିନ୍ନ ଉପାୟରେ ମେସେଜ୍ ସେଭ୍ କରିବାକୁ ଚାହୁଁଥିଲେ, ୟୁଜର ଅନ୍ୟ ଜଣଙ୍କୁ ସେହି ମେସେଜ୍ ପଠାଉଥିଲା ଏବଂ ଆବଶ୍ୟକ ପଡ଼ିଲେ ସେହିଠାରୁ ହିଁ ପୁଣି ମେସେଜ୍ ଦେଖୁଥିଲା ।
୮୪ଟି ଦେଶରେ ଭାଳେଣି ! ରିପୋର୍ଟ ଅନୁସାରେ, ବିକ୍ରି ହୋଇଯାଇଛି ୟୁଜରଙ୍କ ତଥ୍ୟ
ଦୁଇ ଦୁଇଟି ମୋବାଇଲ ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ଏହି ଫିଚର ଖୁବ୍ ସହାୟକ ହେବ । ଯାହା ଦ୍ୱାରା ଅନେକ ସମସ୍ୟା ଦୂର ହେବ ।
ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍ ଜନିତ ସମସ୍ୟାରୁ କେମିତି ମୁକୁଳିବେ ସେନେଇ ଜଣାଇବୁ ।
ଭାରତ ସମେତ ଅନ୍ୟ ଦେଶରେ ସର୍ବାଧିକ ବ୍ୟବହୃତ ଏହି ମେସେଜିଂ ଆପ୍ କାମ ନକରିବାରୁ ୟୁଜର୍ସଙ୍କ ଟେନ୍ସନ୍ ବଢ଼ି ଯାଇଥିଲା। ମେସେଜ୍ ଓ ଭିଡିଓ ପଠାଇବା ବନ୍ଦ ହୋଇଯିବାରୁ ଅଚଳ ହୋଇଯାଇଥିଲା କୋଟି କୋଟି ୟୁଜରଙ୍କ ହାତ।
ଧିମେଇଲା ହ୍ୱାଟ୍ସ ଆପ୍, ବଢିଲା ଟେନ୍ସନ । ମାତ୍ର କିଛି ସମୟ ସର୍ଭର ଡାଉନ୍କୁ ନେଇ ବିଶ୍ୱବ୍ୟାପି ହଲଚଲ ।
୧୧୦ ମିନିଟ ପରେ ପୁନଃ କାର୍ଯ୍ୟକ୍ଷମ ହେଲା ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ହ୍ୱାଟ୍ସଆପ୍ (WhatsApp)। ସାରା ଦେଶରେ ୧୧୦ ମିନିଟ୍ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଡାଉନ୍ ଥିଲା। ଦିନ ୧୨ଟା ୩୦ରୁ ୨ଟା ୨୦ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଡାଉନ୍ ଥିଲା। ଆଜି ଅପରାହ୍ଣରେ ଭାରତର ବିଭିନ୍ନ ସ୍ଥାନରେ ହ୍ୱାଟ୍ସଆପ୍ କାମ କରୁ ନଥିବା ସୂଚନା ମିଳିଥିଲା।
୧୧୦ ମିନିଟ ପରେ ପୁନଃ କାର୍ଯ୍ୟକ୍ଷମ ହେଲା ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମ ହ୍ୱାଟ୍ସଆପ୍(WhatsApp)। ସାରା ଦେଶରେ ୧୧୦ ମିନିଟ୍ ପର୍ଯ୍ୟନ୍ତ ହ୍ୱାଟ୍ସଆପ୍ ଡାଉନ୍ ଥିଲା।
ଆପଣ ପୁରୁଣା iPhone ବ୍ୟବହାର କରୁଛନ୍ତି କି ? କିମ୍ବା ଆପଣଙ୍କ ଫୋନ୍ iOSର ପୁରୁଣା ଭର୍ସନରେ ଚାଲୁଛି କି ? ଯଦି ଏପରି ହୋଇଥାଏ ତା’ହେଲେ ତୁରନ୍ତ ଆପଣ ଫୋନ୍ ଅପ୍ଗ୍ରେଡ୍ କରନ୍ତୁ କିମ୍ବା iOSର ଲାଟେଷ୍ଟ୍ ଭର୍ସନ ଅପଡେଟ୍ କରନ୍ତୁ।
ବାରମ୍ବାର କାହାକୁ ମେସେଜ୍ ପଠାଉଛନ୍ତି କି, କିମ୍ବା ବିନା ଅନୁମତିରେ କାହାକୁ ଗ୍ରୁପରେ ଆଡ୍ କରୁଛନ୍ତି କି ? ସାବଧାନ୍