ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀର ଆକାଶରେ ଉଡିବ ଏୟାର ଟ୍ୟାକ୍ସି । ଏୟାର ଇଣ୍ଡିଆର ପ୍ୟାରେଣ୍ଟ୍ କମ୍ପାନୀ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍ ଏବଂ ଆମେରିକାର ଆର୍ଚର ଆଭିଏସନର ମିଳିତ ସହଯୋଗରେ ଖୁବ ଶୀଘ୍ର ଏହି ସେବା ଆରମ୍ଭ ହେବାକୁ ଯାଉଛି।
ମୁମ୍ବାଇ ରାଜରାସ୍ତାରୁ ଉଭାନ ହେଲା ସମସ୍ତଙ୍କର ଅତି ପ୍ରିୟ କଳା-ହଳଦିଆ ଟ୍ୟାକ୍ସି । ଗତକାଲିଠାରୁ ସମସ୍ତ କଳା-ହଳଦିଆ ଟ୍ୟାକ୍ସିକୁ ବନ୍ଦ କରି ଦିଆଯାଇଛି ।
ଟ୍ରିପ୍ର ମୂଲ୍ୟ ମାତ୍ର ୧୦ ପାଉଣ୍ଡ । କିନ୍ତୁ ସକାଳୁ ଉଠିବା ବେଳକୁ ଆସିଛି ୩୨ ଲକ୍ଷ ୧୯ ହଜାର ୪୫ ଟଙ୍କାର ବିଲ୍ ।
ବିଜ୍ନେସ୍ ଇନ୍ସାଇଡର ରିପୋର୍ଟ ଅନୁଯାୟୀ, ବ୍ଳେଡ୍ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା କରିବ ସଂସ୍ଥା ।
ଅଧିକାଂଶ ଓଲା – ଉବେର ଡ୍ରାଇଭର ଗାଡ଼ିରେ ପାସେଞ୍ଜରଙ୍କ ପାଇଁ ଏସି ଲଗାଇବାକୁ ମନା କରିଦେଉଛନ୍ତି ।