• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

National Herald Case: Sonia Gandhi Questioned By ED
ମା’ଙ୍କୁ ଚାଲିଛି ଜେରା, ବାହାରେ ଅପେକ୍ଷା କରିଛନ୍ତି ପୁଅ ଓ ଝିଅ

ନ୍ୟାସନାଲ୍‌ ହେରାଲ୍ଡ ନ୍ୟୁଜ୍‌ପେପର୍‌ରେ ହୋଇଥିବା ଅର୍ଥ ହେରଫେର ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। 

Counting of votes today to elect 15th President of India
ଆଜି ଦେଶକୁ ମିଳିବ ନୂଆ ରାଷ୍ଟ୍ରପତି, ରେଜଲ୍ଟ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ସେଲିବ୍ରେସନ୍‌

ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ ହୋଇଥିଲା। ଆଜି ଦିନ ୧୧ଟାରେ ପାର୍ଲାମେଣ୍ଟ ହାଉସ୍‌ର ପ୍ରଥମ ମହଲାରେ ଥିବା ୬୩ ନମ୍ବର ରୁମ୍‌ରେ ଭୋଟ୍‌ ଗଣତି ଆରମ୍ଭ ହେବ।

Draupadi Murmu
କିଏ ହେବେ ଦେଶର ପଞ୍ଚଦଶ ରାଷ୍ଟ୍ରପତି ? ଦ୍ରୌପଦୀଙ୍କ ପାଇଁ ହେଲାଣି ହୋମ ଯଜ୍ଞ

କାହା ସପକ୍ଷରେ ଯାଇଛି ବିଧାୟକ ଓ ସାଂସଦଙ୍କ ମତ ? ଆସନ୍ତାକାଲି ଭୋଟ୍ ଗଣତି, ବଢୁଛି ଉତ୍କଣ୍ଠ ।

Mohammad Zubair
ଜୁବୈରଙ୍କୁ ସବୁ ମାମଲରେ ଜାମିନ ! ଅଲ୍ଟ ନ୍ୟୁଜର ସହ-ପ୍ରତିଷ୍ଠାତାଙ୍କୁ ସୁପ୍ରିମ୍‌କୋର୍ଟ ଦେଲେ ବଡ଼ ଆଶ୍ୱସ୍ତି

ୟୁପିରେ ତାଙ୍କ ନାଁରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆରକୁ ସୁପ୍ରିମକୋର୍ଟ ଦିଲ୍ଲୀକୁ ସ୍ଥାନାନ୍ତରଣ ମଧ୍ୟ କରିଛନ୍ତି ।

Sidhu Moose Wala
ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀଙ୍କୁ ପୋଲିସର ଏନ୍‌କାଉଣ୍ଟର

ପୋଲିସ ଏନ୍‌କାଉଣ୍ଟର ବେଳେ ବିପରିତ ଦିଗରୁ ମଧ୍ୟ ଗୁଳି ବର୍ଷା ହୋଇଥିଲା । ଏଥିରେ ୩ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।

Gold price Today
ଅଲ୍‌ ଟାଇମ୍‌ ରେକର୍ଡରୁ ୪,୮୯୦ ଟଙ୍କା ଶସ୍ତା ହେଲା ସୁନା

ଯଦି ଆପଣ ଏବେ ସୁନା କିଣିବା ପାଇଁ ଚାହୁଁଛନ୍ତି ତା’ହେଲେ ଆପଣ ଅଲ୍‌ ଟାଇମ୍‌ ରେକର୍ଡ ଦାମ୍‌ ଠାରୁ ଶସ୍ତାରେ ପାଇପାରିବେ। କାରଣ ଅଲ୍‌ ଟାଇମ୍‌ ରେକର୍ଡ ତୁଳନାରେ ଏବେ ଆପଣଙ୍କୁ ପ୍ରତି ୧୦ ଗ୍ରାମକୁ ୪,୮୯୦ ଟଙ୍କା ଶସ୍ତାରେ ସୁନା ମିଳିବ। 

NEET exam centre innerwear removal case: NTA constitutes fact-finding team
ମହଙ୍ଗା ପଡ଼ିବ କି ପରୀକ୍ଷାର୍ଥୀଙ୍କ ଅନ୍ତଃବସ୍ତ୍ର ଚେକିଂ ?

ନିଟ୍ ପରୀକ୍ଷାରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ବାହାର କରି ଯାଞ୍ଚ କରାଯିବା ଘଟଣାର ତଦନ୍ତ ହେବ। ଘଟଣାର ସତ୍ୟାସତ୍ୟ ଯାଞ୍ଚ ହେବ।

Work From Home Rules Announced By Commerce Ministry
ଏବେ ବର୍ଷେ ଯାଏ ‘Work From Home’ କରିପାରିବେ କର୍ମଚାରୀ !

ମହାମାରୀ କରୋନା ଯୋଗୁ ଅଧିକାଂଶ କର୍ମଚାରୀ ଏବେ ଘରୁ କାମ(Work From Home) କରୁଛନ୍ତି। ଏବେ ବାଣିଜ୍ୟ ମନ୍ତ୍ରାଳୟ(Commerce Ministry) ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ନୂଆ ନିୟମ ଘୋଷଣା କରିଛି।

Nupur Sharma
ନୁପୂର ଶର୍ମାଙ୍କୁ ଟାର୍ଗେଟ କରିଥିଲା କି ସନ୍ଦିଗ୍ଧ ଆତଙ୍କୀ ?

ସନ୍ଦିଗ୍ଧ ଆର୍ଥର ପରଭେଜର ମୋବାଇଲ ଫୋନରୁ ନୁପୂରଙ୍କ ଠିକଣା ମିଳିବା ପରେ ବଢିଛି ସନ୍ଦେହ

Special story
କର୍ତ୍ତବ୍ୟ କରୁ କରୁ ଜୀବନ ଚାଲିଗଲା : ରାଞ୍ଚିରେ SIଙ୍କୁ ଗାଡ଼ି ମଡାଇ ହତ୍ୟା

ମହିଳା ସବଇନ୍ସପେକ୍ଟର ସନ୍ଧ୍ୟା ଟପ୍ନୋଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଛି ।

  • Wednesday, 20 July 2022
  • Crime
Special story
ଖୋଲାରେ କିଣିଲେ ମୁଢି, ଡାଲି, ଚାଉଳ ଭଳି ଖାଦ୍ୟ ସାମଗ୍ରୀରେ ଜିଏସଟି ନାହିଁ

୧୪ଟି ଟ୍ୱିଟ୍‌ କରି ସ୍ପଷ୍ଟ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

DSP Surrendra Killed
ଖଣି ମାଫିଆଙ୍କ ଦୌରାତ୍ମ୍ୟ ! ଡିଏସ୍‌ପଙ୍କୁ ଡଂପର ଚଢାଇ ମାରିଦେଲେ.. ୪ ମାସ ଥିଲା ଚାକିରି

ସ୍ପେଶାଲ ଟିମ୍ ଗଠନ କରି ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଅପରାଧୀଙ୍କୁ ଆଦୌ ଛଡ଼ାଯିବନି କହିଲେ ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର ।

Rupees vs Dollar
ଡଲାର୍‌ ତୁଳନାରେ କାହିଁକି ଦୁର୍ବଳ ହେଉଛି ଟଙ୍କା ?

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଆଜି ସକାଳେ କାରବାର ଆରମ୍ଭରେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୮୦ ଟଙ୍କା ଛୁଇଁଛି ।

Maharashtra Political Crisis
ଉଦ୍ଧବଙ୍କୁ ପୁଣି ଝଟକା; ସିନ୍ଦେ କ୍ୟାମ୍ପରେ ଯୋଗ ଦେବେ ୧୨ ସାଂସଦ !

ଶିବସେନାର ସାଂସଦଙ୍କୁ ନେଇ ଏବେ ଚର୍ଚ୍ଚା । ପୁଣି ଲାଗିପାରେ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା । ଶିବସେନାର ୧୮ ଜଣ ସାଂସଦଙ୍କ ମଧ୍ୟରୁ ୧୨ ଜଣ ସାଂସଦଙ୍କ ସହ ସିନ୍ଦେ ଅନଲାଇନ୍ ବୈଠକ କରିଛନ୍ତି।

Police DSP Death
ବାଲି ମାଫିଆଙ୍କ ଗୁଣ୍ତାରାଜ, DSPଙ୍କୁ ଡମ୍ପର ଚଢ଼ାଇ ହତ୍ୟା

ପୋଲିସ DSPଙ୍କୁ ଡମ୍ପର ଚଢ଼ାଇ ହତ୍ୟା ।

Special story
ବିଧାୟକଙ୍କ ପରେ ଶିବସେନାର ୧୨ ସାଂସଦଙ୍କୁ Y+ ସୁରକ୍ଷା

ପୁଣି ଶିବସେନାରେ ଆରମ୍ଭ ହୋଇଛି ବିଦ୍ରୋହ। ବିଧାୟକଙ୍କ ପରେ ସାଂସଦଙ୍କର ପାଳି ପଡିଛି। ଉଦ୍ଧବ ଗୋଷ୍ଠୀଙ୍କ ୧୨ ଜଣ ବିଦ୍ରୋହୀ ସାଂସଦଙ୍କୁ ଦିଆଯାଇଛି ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା।

Traffic Violation
ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଜୋରିମାନା ନୁହେଁ ବରଂ କରିବାକୁ ପଡ଼ିବ ରକ୍ତଦାନ

ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି, ତେବେ ଜାଣନ୍ତୁ କଣ ରହିଛି ନୂଆ ନିୟମ..

Donate blood for traffic violation in Punjab - OTV special story
ସରକାରଙ୍କ ବଡ଼ ନିଷ୍ପତ୍ତି: ଟ୍ରାଫିକ୍‌ ନିୟମ ଭାଙ୍ଗିଲେ କରିବାକୁ ପଡ଼ିବ ରକ୍ତଦାନ

ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଜୋରିମାନା ନୁହେଁ ବରଂ ମେଡ଼ିକାଲରେ ଯାଇ କରିବାକୁ ପଡ଼ିବ ରକ୍ତଦାନ। ଯଦି ନିୟମ ନମାନନ୍ତି ତେବେ...ଜାଣନ୍ତୁ କଣ ରହିଛି ନୂଆ ନିୟମ

Special story
ଛତିଶଗଡ଼ ସରକାରର ବଡ଼ ଘୋଷଣା : ଚାଷୀଙ୍କ ଠାରୁ କିଣାହେବ ଗାଈ ମୂତ୍ର

ପୂର୍ବରୁ ଚାଷୀଙ୍କଠୁ ଗୋବର ସଂଗ୍ରହ କରୁଥିଲେ ରାଜ୍ୟ ସରକାର

Special story
ଭାରତରେ ବଢ଼ିଲା ମଙ୍କିପକ୍ସ ଡର : କେରଳରେ ସଂକ୍ରମିତଙ୍କ ସଂଖ୍ୟା ୨କୁ ବୃଦ୍ଧି

କେନ୍ଦ୍ରୀୟ ଟିମ୍ ପଠାଇଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ସଂକ୍ରମଣ ରୋକିବାକୁ ଗାଇଡଲାଇନ ଜାରି

Special story
ବିମାନରେ ଯାନ୍ତ୍ରିକ ତ୍ରୁଟି ବଢ଼ୁଥିବା ନେଇ କଠୋର ଡିଜିସିଏ : ଏୟାରଲାଇନ୍ସକୁ କଡ଼ା ନିର୍ଦ୍ଦେଶ

ଜୁଲାଇ ୨୮ ସୁଦ୍ଧା ନିର୍ଦ୍ଦେଶାଳୟକୁ ନିଶ୍ଚିତ କରିବେ ବିମାନ କମ୍ପାନୀ

Margaret Alva
ଉପରାଷ୍ଟ୍ରପତି ନିର୍ବାଚନ ରେସ୍ : ଆଜି ନାମାଙ୍କନ ଭରିବେ ମାର୍ଗାରେଟ ଆଲଭା

ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା

Special story
ମଙ୍କିପକ୍ସ ନେଇ କେନ୍ଦ୍ରର ସତର୍କବାଣୀ : ବିମାନବନ୍ଦରରେ ଯାତ୍ରୀଙ୍କ ସ୍ୱାସ୍ଥ୍ୟଗତ ସ୍କ୍ରିନିଂ କରିବାକୁ ନିର୍ଦ୍ଦେଶ

ରାଜ୍ୟ, ବିମାନବନ୍ଦର, ବନ୍ଦର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କେନ୍ଦ୍ରର ପରାମର୍ଶ