କୁନୋ ଜାତୀୟ ଉଦ୍ୟାନକୁ ୩ଟି ନୂଆ ଅତିଥି ଆସିଥିବା ସେ ସୋସିଆଲ ମିଡିଆ 'ଏକ୍ସ'ରେ ସୂଚନା ଦେଇଛନ୍ତି ।
ଗତବର୍ଷ ସେପ୍ଟେମ୍ବରରେ ଭାରତ ସରକାର ନାମିବ୍ୟାରୁ ୮ଟି ଚିତାବାଘ ଆଣି କୁନୋ ଜାତୀୟ ଉଦ୍ୟାନରେ ଛାଡିଥିଲେ । ଏଥିରୁ ୫ଟି ମାଈ ଓ ୩ଟି ଅଣ୍ଡିରା ବାଘ ଥିଲେ ।
ବାୟୁସେନାର MI-17 ହେଲିକପ୍ଟରରେ ଚିତାମାନେ ଆସିଥିଲେ ୧୬୫ କିଲୋମିଟର ଦୂର ନିଜର ସ୍ଥାୟୀ ନିବାସ କୁନୋ ଅଭିମୁଖେ । କୁନୋ ଜାତୀୟ ଉଦ୍ୟାନରେ ନବନିର୍ମିତ ସ୍ୱତନ୍ତ୍ର ୧୦ଟି କ୍ୱାରେଣ୍ଟିନ ଏନକ୍ଲୋଜରରେ ୧୨ଟି ଚିତାକୁ ଛଡ଼ାଯାଇଥିବା ବେଳେ, ଏବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଗତିବିଧି ଉପରେ ୨୪ ଘଣ୍ଟିଆ ନଜର ରଖାଯିବ ।

ଏକଦା ଭାରତୀୟ ଜଙ୍ଗଲରେ ରାଜ୍ କରୁଥିବା ଏସୀୟ ଚିତାବାଘ ୪୦ ଦଶକ ବେଳକୁ ଦେଶରୁ ଲୋପ ପାଇଯାଇଥିଲେ ।
ଆଉ ୧୨ ନୂଆ ଅତିଥିଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ କୁନୋ ଜାତୀୟ ଉଦ୍ୟାନ । ଅଭିଯାନ ସଫଳ ହେଲେ ୨୦କୁ ବୃଦ୍ଧି ପାଇବ ଭାରତରେ ଚିତାଙ୍କ ସଂଖ୍ୟା ।
ନାମିବ୍ୟାରୁ ଆସିଥିବା ୮ଟି ଚିତାଙ୍କୁ କ୍ୱାରେଣ୍ଟାଇନରୁ କଢ଼ାଯାଇ ବଡ଼ ଏନକ୍ଲୋଜରରେ ଛଡାଯାଇଛି । ନଭେମ୍ବର ୨୯ରେ ଆଶା ପ୍ରଥମ ଶିକାର କରିଛି ।
ଗତ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତାଙ୍କୁ ଆଣି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯାଇଥିଲା ।
ଆଫ୍ରିକାରେ କଲରାପତରିଆ ବାଘ, ପ୍ରାପ୍ତବୟସ୍କ ଚିତାଙ୍କୁ ଆକ୍ରମଣ କରିବା, ଆହତ କରିବା ଏବଂ ଚିତା ଶାବକଙ୍କୁ ମାରିଦେଇଥିବା ନଜିର ରହିଛି ।