କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଦୋକାନ ବଜାର ତିଆରି କଲେ। ହେଲେ ଏବେ ସେଠାରେ ଗ୍ରାହକ ତ ନାହାନ୍ତି, ଅଛି କେବଳ ମଦ ବୋତଲ ଆଉ ଗଛଲତା।
ଆଦିବାସୀ କନ୍ଧ ସମ୍ପ୍ରଦାୟର ଏକ ବିଶେଷ ପର୍ବ ହେଲା ପୋଢ଼ ବଳି। ଆଉ ସେହି ପୋଢ ବଳି ଯାତ୍ରା ପୂର୍ବରୁ କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆୟୋଜନ ହୋଇଛି କୁକରା ତୁଲା
ଘର ନାହିଁ ବୋଲି ପର କରିଦେଇଛି ପତ୍ନୀ । ମୁଣ୍ଡ ଗୁଞ୍ଜିବାକୁ ଭଲ ଘରଟିଏ ନଥିବାରୁ ସାତ ବର୍ଷ ହେଲା ସ୍ୱାମୀ ଘର ଛାଡ଼ି ବାପ ଘରେ ପିଲାଙ୍କୁ ନେଇ ଦିନ କାଟୁଛି ପତ୍ନୀ ।
ମୁଣ୍ଡ ଗୁଞ୍ଜି ରହୁଥିବା ଘର ଅତି ବିପଦ ସଂକୁଳରେ । ପିଲାଙ୍କ ଭବିଷ୍ୟତ ଅନ୍ଧାରରେ । ପାଠ ପଢା ସାଙ୍ଗକୁ ସବୁଥିରେ ଏମାନଙ୍କ ସମସ୍ୟା। ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି ଗଞ୍ଜାମ ଧରାକୋଟ ଗ୍ରାମ ପଞ୍ଚାୟତର ଟାଟା କଲୋନୀ ବା ଘୋଡ଼ାପଲି ବାସିନ୍ଦା ।
ଆସନ୍ତାକାଲି ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା । ରାମମୟ ହେଲାଣି ଅଯୋଧ୍ୟା । ଶ୍ରଦ୍ଧାଳୁ, ସନ୍ୟାସୀ ସମସ୍ତଙ୍କ ସୁଅ ଛୁଟିଛି ଅଯୋଧ୍ୟାକୁ । ଏପଟେ ଓଡ଼ିଶାର ଅଯୋଧ୍ୟାରେ ବି ଉତ୍ସାହ କିଛି କମ ନୁହେଁ । ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ ରହିଛି ଏହି ଅଯୋଧ୍ୟା ଗାଁ ।
ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ। ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ। ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।
ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ । ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ । ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।
ଆସନ୍ତା ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସବମୁଖର ହୋଇ ଉଠିଛି ସାରା ଦେଶ । ପୁରୀ ସତ୍ୟବାଦୀ ବ୍ଲକ ମଠ ସାହି ଅଞ୍ଚଳର ପଟ୍ଟଚିତ୍ର କାରିଗର ନୀଳମଣି ଜେନାଙ୍କ ତୁଳି ମୁନରେ ଶୋଭା ପାଇଛି ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ମୂହୁର୍ତ୍ତ ।
ଆଜି ଚିଲିକାରେ ହେଉଛି ଡଲଫିନ ଗଣନା । ସକାଳ ୬ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ, ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ ରହିଛନ୍ତି ।
କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ନିଯୁକ୍ତି ଉପରେ ଲାଗିଲା ଅଙ୍କୁଶ । ପୂର୍ବରୁ ଧାର୍ଯ୍ୟ ୨୦ ଓ ୨୧ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯାଇ ପାରିବ ।
ସିଡିଏ-୬ ସ୍ଥିତ ବାସଭବନରେ ୮୪ ବର୍ଷ ବୟସରେ ଅନାଦିଙ୍କ ପରଲୋକ ।
ଷ୍ଟିଲ ସିଟି ରାଉରକେଲାରେ ଚିନ୍ତା ବଢାଇଛି ପ୍ରଦୂଷଣ । ଶତାଧିକ ଛୋଟବଡ କଳକାରଖାନାରୁ ନିର୍ଗତ ଧୂଆଁ ଏବେ ବାୟୁମଣ୍ଡଳରେ ଭରିଦେଇଛି ବିଷ । ରାସ୍ତାଘାଟ ସବୁଠି ଧୂଳିଧୂଆଁ ଅସ୍ତବ୍ୟସ୍ତ କରୁଥିବା ବେଳେ, ପ୍ରଦୂଷଣ ବିଭାଗର ନିଦ ଭାଙ୍ଗୁନଥିବା ଅଭିଯୋଗ ହୋଇଛି ।
ବର୍ଷକ ତଳେ ଯେଉଁ ଜମି ପଡ଼ିଆ ପଡ଼ିଥିଲା.. ସେଠାରେ ଆଜି ଫଳୁଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ପରିବା..ଦିନେ ରୋଜଗାର ପାଇଁ ଚିନ୍ତିତ ଥିଲେ..ଆଉ ଆଜି ୮ ଜଣଙ୍କୁ ରୋଜଗାର ଦେଇଛନ୍ତି
ସେମ୍-ଟୁ-ସେମ୍ ସରକାରୀ ଲଫାଫା, ସିଲ୍ ଆଉ ଦସ୍ତଖତ। ଡାକରେ ଆସିଲା ନିଯୁକ୍ତିପତ୍ର। ହେଲେ ଜଣାପଡ଼ିଲା ସବୁ ଜାଲି..
ମଥାରେ କେଶ ରଖନ୍ତି ନାହିଁ… ଦେହରେ ବି ପୋଷାକ ଖୁବ୍ କମ୍ ପିନ୍ଧନ୍ତି.. କଥାରେ ଅଛି ବଣ୍ଡା-ଲଣ୍ଡା.. କିନ୍ତୁ ଏହା ପଛରେ ରହିଛି ରାମାୟଣର ସମ୍ପର୍କ.. ସେଦିନ ମାତା ସୀତା କାହିଁକି ଦେଇଥିଲେ ଅଭିଶାପ !
ଭକ୍ତଙ୍କୁ ଭଣ୍ଡେଇବା ପରେ ତେଜିଲାଣି ଅସନ୍ତୋଷ । ଏ କ୍ଷୋଭ ଅର୍ପଣ ରଥର ଗୁଆ ଚାଉଳକୁ ନେଇ । କୁଆଡେ ଗଲା ଭକ୍ତଙ୍କ ଗୁଆ-ଚାଉଳ । କାହିଁକି ପୁରୀରେ ପହଞ୍ଚିଲାନି ଭକ୍ତ ଶ୍ରଦ୍ଧାରେ ଦେଇଥିବା ଚାଉଳ ଆଉ ଗୁଆ ?
ଫେଡ଼ାଣ କରି ପାରୁଥିବା ପିଲାଙ୍କ ପରିସଂଖ୍ୟାନ ମଧ୍ୟ ଚିନ୍ତାଜନକ । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଓ ଶିକ୍ଷାସ୍ତରର ସ୍ଥିତିକୁ ନେଇ ଅସର ପକ୍ଷରୁ ନିୟମିତ ରିପୋର୍ଟ ପ୍ରକାଶ ପାଇ ଆସୁଥିବା ବେଳେ ଇଏ ହେଉଛି ସଂସ୍ଥାର ସର୍ବଶେଷ ରିପୋର୍ଟ ।
ଉଡୁଛି ହାତ ତିଆରି ଗଂଜେଇ ସିଗାରେଟର ଧୂଆଁ । ଗଂଜେଇ ଧୂଆଁରେ କଲବଲ ସ୍ମାର୍ଟସିଟିର ଜନତା । ନୀଳ ଜହରର ଏହି କଳା କାହାଣୀ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।
କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଆଶାୟୀ । ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଗାଁ ଅଛି କେଉଁଠି ବିଦ୍ୟୁତ୍ ପହଞ୍ଚି ପାରିନି ତ ଆଉ କେଉଁଠି ବିଦ୍ୟୁତ୍ ଥାଇ ବି ଅନ୍ଧାରରେ ରହୁଛନ୍ତି ଲୋକେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟାଟା ପାୱାର ମନମାନି ଦେଖାଉଥିବା ଅଭିଯୋଗ ।
ମରାମତି ପାଇଁ ୧୦ ତାରିଖରେ ବିମ୍ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା କହିଛନ୍ତି ଆମିକସ୍ କ୍ୟୁରି ।
ଗାଁ ଦାଣ୍ଡରେ ଛିଡା ହୋଇଛି ବିରାଟ ପାଣି ଟାଙ୍କି । ପ୍ରତି ଘରକୁ ସଂଯୋଗ ହୋଇଛି ପାଇପ । ହେଲେ ଟ୍ୟାପ ଖୋଲିଲେ ପାଣି ବଦଳରେ ଆସୁଛି ପବନ । ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମରୁ
ଲୋକଙ୍କ ଭାବନା ସହ ଖେଳି ଚାଉଳ ସଂଗ୍ରହ କରି ଏମିତି ପକାଇ ରଖାଯିବାକୁ ନାପସନ୍ଦ କରିଛନ୍ତି ମାଲକାନଗିରି ବାସିନ୍ଦା ।
ଦୁବାଇରେ ରହୁଥିବା ଜଣେ ମହିଳା ଗୋଟିଏ ପେନ୍ଥା ଅଙ୍ଗୁରରେ ହଜାରେ କି ଦୁଇ ହଜାର ନୁହେଁ ସେ ୯ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ମହିଳା ଜଣଙ୍କ କହିଛନ୍ତି ଯେ ସେ ଏହାକୁ ଖାଇବାକୁ ଚାହୁଁନାହାଁନ୍ତି। ତେବେ ସେ କାହିଁକି ଏତେ ଟଙ୍କା ଦେଇ ଏହି ଅଙ୍ଗୁର କିଣିଛନ୍ତି? ମହିଳା ଏହା ପଛର କାରଣ ମଧ୍ୟ କହିଛନ୍ତି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।
ଗତକାଲିଠାରୁ ଏମକେସି ହାଇସ୍କୁଲ ପରିସରରେ ଥିବା ଦନ୍ତାହାତୀ ସହର ଭିତରେ ଆତଙ୍କ ଖେଳାଳଇଥିଲା ।