ଯଦି ଆପଣ ବୁଲିବା ପାଇଁ ପସନ୍ଦ କରନ୍ତି ଏବଂ ଆପଣ ପରିବାର ସହିତ କିମ୍ବା ଏକୁଟିଆ ବିଦେଶ ବୁଲିବାକୁ ଚାହୁଁଛନ୍ତି । ତେବେ ଆମେ ଆପଣଙ୍କୁ ବିଶ୍ୱର ସୁନ୍ଦର ଗୁପ୍ତସ୍ଥାନ ବିଷୟରେ କହିବୁ । ଏହି ସ୍ଥାନ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି । ଏହି ସ୍ଥାନରେ ଯାତ୍ରା କରିବା, ରହିବା ଏବଂ ଖାଇବା ପାଇଁ ଅନ୍ୟ ଦେଶ ତୁଳନାରେ ଖୁବ୍ କମ ଖର୍ଚ୍ଚ କରିବାକୁ ପଡିଥାଏ ।
ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହୁଁଥିଲେ ଓଡ଼ିଶା ହେଉଛି ପ୍ରକୃଷ୍ଟ ସ୍ଥାନ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରର ଏକ ଅନନ୍ୟ ପର୍ଯ୍ୟଟନସ୍ଥଳୀ ଗଞ୍ଜାମ ଜିଲ୍ଲାର ମାଆ କାଳୀଜାଈଙ୍କ ପୀଠ ।
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡରେ ରହିଛି ଅସୁରଘାଟି ଜଳ ପ୍ରପାତ । ହେଲେ ପ୍ରଶାସନର ଅଣଦେଖା ହେତୁ ଏଠାରେ ସେମିତି କିଛି ବିକାଶ ହୋଇପାରିନାହିଁ
ବୌଦ୍ଧ ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳି ରହିଥିଲେବି କଂଟାମାଳ ସୀମାନ୍ତରେ ରହିଥିବା ଏହି ଖଣ୍ଡିକନପା ଅଂଚଳଟି ପିକନିକ ପାଇଁ ବେଶ ଆକର୍ଷଣୀୟ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସ୍ଥାନକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିସାରିଥିବାବେଳେ ବର୍ଷର ବିଭିନ୍ନ ସମୟରେ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି । ବିଶେଷକରି ପିକିନିକ ଋତୁ ଆସିଲେ ଏହି ସ୍ଥାନରେ ଜମେ ପର୍ଯ୍ୟଟକଙ୍କ ଭିଡ ।
ନନ୍ଦପୁର ମୁଖ୍ୟ ଛକ ଠାରୁ ତିନି କିଲୋମିଟର ଦୂରରେ ରହିଛି ସୁନ୍ଦର ଜଳ ପ୍ରପାତ ରାଣୀ ଡୁଡୁମା.... ପାହାଡ଼ ଉପରୁ ଝରି ପଡୁଛି ସ୍ୱଚ୍ଛ ଜଳ ରାଶି.... ଆଉ ଏହାର ମଜା ନେଉଛନ୍ତି ପର୍ଯ୍ୟଟକ...ଏହାକୁ ଦେଖିବାକୁ ରାଣୀ ଡୁଡୁମା ଜଳ ପ୍ରପାତରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ଼।
ଲାଗୁଛି ଜଙ୍ଗଲ ଭିତରେ କିଏ ବଡ଼ ବଡ଼ ପଥର ଖଣ୍ଡ ସବୁ ଆଣି ସଜାଇ ଥୋଇ ଦେଇଛି.. ଆଉ ପଥର ଖଣ୍ଡ ଫାଙ୍କ ଦେଇ ସ୍ୱର୍ଗରୁ ଖସୁଛି କାଚକେନ୍ଦୁ ଭଳି ଥଣ୍ଡା ଥଣ୍ଡା ପାଣି.. ଓଃ ଏଇ ଶବ୍ଦ କାହାରିକୁ ବି ଘଡ଼ିଏ ଆନମନା କରିଦେବ..
ଯଦି ଆପଣ ଦେଶର ସବୁଠାରୁ ଭଲ ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରିବାକୁ ଚାହାଁନ୍ତି, ତେବେ ଆପଣ କାଶ୍ମୀରରୁ କନ୍ୟାକୁମାରୀ ଭିତରେ ଅନେକ ପ୍ରସିଦ୍ଧ ଏବଂ ପ୍ରିୟ ସ୍ଥାନ ପାଇପାରିବେ। ଆସନ୍ତୁ ଦେଶର ସବୁଠାରୁ ଚାରି ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ବିଷୟରେ ନଜର ପକେଇବା।
ଦେଖିବାକୁ ଯେମିତି, ବୁଲିବାକୁ ବି ସେମିତି...ଥରେ ଯିଏ ଯାଇଛି, ବାରମ୍ବାର ଯିବାକୁ ଇଚ୍ଛା କରିଛି । ସୁନ୍ଦରଗଡ ହେମଗିରି ଗର୍ଜବଜୋର ରିର୍ଜଭ ଫରେଷ୍ଟରେ ଥିବା ଏଇ ପାହାଡକୁ ଥରେ ବୁଲିଯାଆନ୍ତୁନା...
ତାଲିବାନୀଙ୍କ କବଜାରେ ଥିବା ଆଫଗାନିସ୍ତାନରେ ରହିଛି ଏସବୁ ସ୍ଥାନ। ଯାହାକୁ ଦେଖିବା ପରେ ଆପଣ ସେଠାରୁ ଆସିବାକୁ ମନ କରିବେନି।