ମା’ ମୁଁ ବହୁତ ଭରସାରେ ତୋତେ ଚିଠି ଲେଖୁଛି... ମୁଁ ଶୁଣିଛି ତୁ ସମସ୍ତଙ୍କ ମନସ୍କାମନା ପୂରା କରୁ... ମୋର ବି କରିଦେ ମା’... ତୁତ ଜାଣିଛୁ ମୁଁ କାହ୍ନାକୁ କେତେ ଭଲ ପାଉଛି...ମୋ ଉପରେ ଏତିକି କୃପା କର, ଆମ ଦୁଇ ଜଣଙ୍କୁ ସବୁଦିନ ପାଇଁ ଏକ କରିଦେ...
ଜାନୁଆରୀ ୧୭ରେ ପୁରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ତ ତା’ର ଠିକ୍ ୧୦ ଦିନ ପରେ ହଠାତ୍ ସମଲେଶ୍ୱରୀ ମନ୍ଦିର ପ୍ରକଳ୍ପର ବି ଉଦଘାଟନ।
ଶ୍ରୀକ୍ଷେତ୍ର ପରେ ପରେ ସମ୍ବଲପୁର। ପୁରୀରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସରୁ ସରୁ ମାଆ ସମଲେଇ ମନ୍ଦିର ପ୍ରକଳ୍ପ ଉଦଘାଟନ ପାଇଁ ସରକାରଙ୍କ ସଜବାଜ।
ମନସ୍କାମନା ପୁରଣ ପାଇଁ ଭକ୍ତ, ଭଗବାନଙ୍କ ନିକଟରେ ଗୁହାରି କରିଥାଏ। କିଏ ହାତ ଯୋଡି ଜୁହାର ହୋଇଥାଏ ତ ଆଉ କିଏ ମୁଣ୍ଡିଆ ମାରିଥାଏ। ହେଲେ ଠାକୁରଙ୍କୁ ହୁଣ୍ଡିରେ ଚିଠି ପକାଇ ମା’ଙ୍କ ଶରଣ ପଶିଛନ୍ତି ଭକ୍ତ।
ମାଆ ସମଲେଇଙ୍କ ପାଇଁ ତିଆରି ହେବ ରୁପା ପରଭା ଓ ଛତର। ମାଆଙ୍କ ଆସ୍ଥାନର ପଛ ପାର୍ଶ୍ୱରେ ଏହି ପରଭା ଲାଗିବ। ପ୍ରାୟ ୮୦ ରୁ ୯୦ କିଲୋ ଓଜନର ରୁପା ଲାଗିବ
ସମ୍ବଲପୁରରେ ମା ସମଲେଇଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଲାଇଟ୍ ଆଣ୍ଡ୍ ସାଉଣ୍ଡ୍ ଶୋ