ଗାଁ ଅଛି କେଉଁଠି ବିଦ୍ୟୁତ୍ ପହଞ୍ଚି ପାରିନି ତ ଆଉ କେଉଁଠି ବିଦ୍ୟୁତ୍ ଥାଇ ବି ଅନ୍ଧାରରେ ରହୁଛନ୍ତି ଲୋକେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟାଟା ପାୱାର ମନମାନି ଦେଖାଉଥିବା ଅଭିଯୋଗ ।
Published By: Manoranjan Behera
Last updated: 18 January 2024, 02:08 PM IST
ଗାଁ ଦାଣ୍ଡରେ ଛିଡା ହୋଇଛି ବିରାଟ ପାଣି ଟାଙ୍କି । ପ୍ରତି ଘରକୁ ସଂଯୋଗ ହୋଇଛି ପାଇପ । ହେଲେ ଟ୍ୟାପ ଖୋଲିଲେ ପାଣି ବଦଳରେ ଆସୁଛି ପବନ । ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଏଭଳି ଅଭିଯୋଗ ଆସିଛି ଗଞ୍ଜାମରୁ