Advertisment

ପଡ଼ିଆରେ ଫଳିଲା ପରିବା.. ଗିରିଧର କଲେ ଏମିତି କମାଲ୍..

ବର୍ଷକ ତଳେ ଯେଉଁ ଜମି ପଡ଼ିଆ ପଡ଼ିଥିଲା.. ସେଠାରେ ଆଜି ଫଳୁଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ପରିବା..ଦିନେ ରୋଜଗାର ପାଇଁ ଚିନ୍ତିତ ଥିଲେ..ଆଉ ଆଜି ୮ ଜଣଙ୍କୁ ରୋଜଗାର ଦେଇଛନ୍ତି

author-image
Santosh Kumar Sahoo

ଏପଟେ ଧାଡ଼ି ଧାଡ଼ି ହୋଇ ଫଳିଛି ବନ୍ଧାକୋବି.. ସେପଟେ ପେନ୍ଥା ପେନ୍ଥା କ୍ୟାପସିକମ୍.. ତଟକା ଗାଜର ଆଉ ଫୁଲକୋବି ତୋଳା ଚାଲିଛି.. ଖାଲି କଣ ଏତିକି.. ବାଇଗଣ, ଟମାଟ, ବିଟ୍, ଆଦି ପରିବାରେ ଭର୍ତ୍ତି ଏଇ କ୍ଷେତ ଖାଲି ସବୁଜିଆ ସବୁଜିଆ ଦିଶୁଛି.. ଆପଣ ବିଶ୍ୱାସ କରିବେନି ଏ ଜମି ଦିନେ ପଡ଼ିଆ ପଡିଥିଲା.. କିନ୍ତୁ ଆଜି ଏଇଠି ଫଳୁଛି ସଜ ତଟକା ପନିପରିବା.. କେବଳ ଗିରିଧରଙ୍କ ପାଇଁ..

Advertisment
Odisha Odisha Farmer
Advertisment
Advertisment