ମୁଣ୍ଡ ଗୁଞ୍ଜି ରହୁଥିବା ଘର ଅତି ବିପଦ ସଂକୁଳରେ । ପିଲାଙ୍କ ଭବିଷ୍ୟତ ଅନ୍ଧାରରେ । ପାଠ ପଢା ସାଙ୍ଗକୁ ସବୁଥିରେ ଏମାନଙ୍କ ସମସ୍ୟା। ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି ଗଞ୍ଜାମ ଧରାକୋଟ ଗ୍ରାମ ପଞ୍ଚାୟତର ଟାଟା କଲୋନୀ ବା ଘୋଡ଼ାପଲି ବାସିନ୍ଦା । ଗତ ୧୯୯୦ ମସିହାର ପ୍ରଳୟଙ୍କରୀ ବନ୍ୟାରେ ଭାସିଯାଇଥିଲା ଘୋଡ଼ାପାଲି ଗ୍ରାମ । ଭିଟାମାଟି ଚାଲିଯିବା ପରେ ସରକାରଙ୍କ ଉଦ୍ୟମ କ୍ରମେ ଟାଟା କମ୍ପାନୀ ପକ୍ଷରୁ ଗାଁର ୧୩୦ ପରିବାରକୁ ୧୯୯୧ ମସିହାରେ ପକ୍କାଗୃହ ଯୋଗାଇ ଦିଆଗଲା । ଆଉ ୩୧ ବର୍ଷ ପରେ ଏବେ ସମସ୍ୟାରେ ସନ୍ତୁଳିତ ହୋଇ ଅଣନିଶ୍ଵାସି ହୋଇ ପଡିଛନ୍ତି ଗାଁ ଲୋକେ ।
Published By: Santosh Kumar Sahoo
Last updated: 21 January 2024, 10:32 AM IST
ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ। ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ। ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।