• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Recruitment

PGT JOB
ଓଡ଼ିଶାରେ ବାହାରିଲା ୧୦୬୧ PGT ଚାକିରି, ତୁରନ୍ତ କରନ୍ତୁ ଆବେଦନ

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ । ଲିଖିତ ଏବଂ କ୍ୟାରିଅର ମାର୍କ ଅନୁସାରେ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Recruitment
ସେଣ୍ଟ୍ରାଲ ବ୍ୟାଙ୍କ୍‌ରେ ଚାକିରି ପାଇଁ ତୁରନ୍ତ କରନ୍ତୁ ଆବେଦନ

ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍‌ରେ ଲିଖିତ ପରୀକ୍ଷା ଦେବାକୁ ହେବ । ଲିଖିତ ପରୀକ୍ଷାରେ କ୍ୱାଣ୍ଟିଟେଟିଭ୍‌ ଆପ୍‌ଟିଟ୍ୟୁଡ୍‌, ଜେନେରାଲ ଇଂଲିସ, ରିଜିନିଂ ଆବିଲିଟି, କମ୍ପ୍ୟୁଟର ନଲେଜ୍, ବେସିକ୍‌ ରିଟେଲ ଲାଇବିଲିଟି ପ୍ରଡକ୍ଟସ୍‌, ବେସିକ୍ ରିଟେଲ ଆସେଟ୍ ପ୍ରଡକ୍ଟସ୍‌, ବେସିକ୍ ଇନ୍‌ଭେଷ୍ଟମେଣ୍ଟ ପ୍ରଡକ୍ଟସ୍‌ ଏବଂ ବେସିକ୍‌ ଇନ୍‌ସ୍ୟୁରାନ୍ସ ପ୍ରଡକ୍ଟସ୍‌ ବିଷୟରେ ଲେଖିବାକୁ ପଡ଼ିବ ।

OSSC Recruitment
OSSCରେ ନିଯୁକ୍ତି ପାଇଁ କରିଥିଲେ କି ଆବେଦନ ? ଜାଣିନିଅନ୍ତୁ କେବେ ରହିଛି ପରୀକ୍ଷା ତାରିଖ

ପୂର୍ବତନ ଡିଜିପି ତଥା ଷ୍ଟାଫ୍‌ ସିଲେକ୍ସନ କମିଶନର ଚେୟାରମ୍ୟାନ୍‌ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଦିଆଯାଇଥିବା ସୂଚନା ଅନୁସାରେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନର ପକ୍ଷରୁ ପ୍ରକାଶ ପାଇଥିବା ବିଭିନ୍ନ ପଦବୀ ପାଇଁ ସମସ୍ତ ପରୀକ୍ଷା ଚଳିତ ଫେବ୍ରୁଆରୀରେ କରାଯିବ ।

Supreme Court Recruitment
ସୁପ୍ରିମକୋର୍ଟରେ ନିଯୁକ୍ତି: ପୂରଣ ହେବ ୯୦ ପଦବୀ

ତିନୋଟି ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା କରାଯିବ। ପାର୍ଟ-୧ରେ ଏମସିକ୍ୟୁ ପ୍ରଶ୍ନପତ୍ର ଆଧାରିତ ପରୀକ୍ଷା କରାଯିବ। ପାର୍ଟ-୨ରେ ସବଜେକ୍ଟିଭ ଲିଖିତ ପରୀକ୍ଷା ଓ ପାର୍ଟ-୩ରେ ଇଣ୍ଟରଭ୍ୟୁ କରାଯିବ।

Junior Teacher
ହାଇକୋର୍ଟଙ୍କ ବଡ଼ ରାୟ, କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ଉପରେ ସାମୟିକ ରୋକ୍

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ନିଯୁକ୍ତି ଉପରେ ଲାଗିଲା ଅଙ୍କୁଶ । ପୂର୍ବରୁ ଧାର୍ଯ୍ୟ ୨୦ ଓ ୨୧ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯାଇ ପାରିବ ।

Junior TeacherRecruitment
ଓସେପା E-ଆଡମିଟ୍ କାର୍ଡରେ ସାଂଘାତିକ ତ୍ରୁଟି ! ପ୍ରାର୍ଥୀ ନାଁ ମାହାଲମାଣ୍ଡା, ବାପା ନାଁ ମାହାଲମାଣ୍ଡା ପ୍ରୋ

କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆଣିଛନ୍ତି ଆଶାୟୀ । ବହୁ ସଂଖ୍ୟାରେ ଅଶାୟୀ ଭୁବନେଶ୍ୱର ଓସେପା କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

JOBS
ଭାରତ ଭିତରେ ଏହି ସବୁ ଚାକିରି କରନ୍ତୁ, ୭୦ରୁ ୮୦ ଲକ୍ଷ ଟଙ୍କା ଦରମା ପାଆନ୍ତୁ...

ଆମେ ଆପଣଙ୍କୁ ଆଜି ସେହି ରାସ୍ତା ଦେଖାଇବୁ, ଯେଉଁ ରାସ୍ତାରେ ଗଲେ ଆପଣ ଭଲ ଚାକିରି କରିପାରିବେ । ଆଉ ମୋଟା ଆଙ୍କର ବେତନ ପାଇପାରିବେ ।

JOBS
ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ବାହାରିଲା ଚାକିରି, ତୁରନ୍ତ କରନ୍ତୁ ଆବେଦନ...

ଏହି ସବୁ ଚାକିରି ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଅନ୍ୟୁନ ୧୮ ରୁ ୨୬ ବର୍ଷ ମଧ୍ୟ ହୋଇଥିବା ଆବଶ୍ୟକ ।

JOB
OPSC ପକ୍ଷରୁ ବାହାରିଲା ଆସିଷ୍ଟାଣ୍ଟ ଇଞ୍ଜିନିୟର ଚାକିରି, ତୁରନ୍ତ କରନ୍ତୁ ଆବେଦନ

ସିଭିଲ ଓ ମେକାନିକାଲ ଉଭୟ କ୍ଷେତ୍ରରେ ଆସିଷ୍ଟାଣ୍ଟ ଇଞ୍ଜିନୟର ପାଇଁ ମୋଟ ୬୨୧ ପଦବୀ ପୁରଣ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି । ସେଥିମଧ୍ୟରୁ ସିଭିଲ ପାଇଁ ୫୮୦ ପଦବୀ ଓ ମେକାନିକାଲ ପାଇଁ ୪୧ ପଦବୀ ଖାଲି ରହିଛି ।

IOCL JOB
IOCL ପକ୍ଷରୁ ବାହାରିଲା ଚାକିରି, ତୁରନ୍ତ କରନ୍ତୁ ଆବେଦନ..

ଡିସେମ୍ବର ୧୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏହି ଆବେଦନ ପ୍ରକ୍ରିୟା ୫ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଚାଲିବ ।

Odisha Lecture Recruitment
ଓଡ଼ିଶାରେ ବଡ଼ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୦୬୫ ଅଧ୍ୟାପକ ପଦବୀ

ସମସ୍ତ ପ୍ରାର୍ଥୀଙ୍କୁ ରାଜ୍ୟରେ ଥିବା ଅଣ ଅନୁଦାନ ପ୍ରାପ୍ତ କଲେଜ ଗୁଡ଼ିକରେ ନିଯୁକ୍ତି ଦିଆଯିବ ।

Indian Coast Guard Recruitment
ତୁରନ୍ତ କରନ୍ତୁ ଆବେଦନ ! ଇଣ୍ଡିଆନ୍‌ କୋଷ୍ଟ ଗାର୍ଡରେ ବାହାରିଲା ଚାକିରି

ସେପ୍ଟେମ୍ବର ୧ରୁ ଏହାର ରେଜିଷ୍ଟ୍ରେସନ୍‌ ଆରମ୍ଭ ହେବ ।

DRDO JOB
DRDOରେ ବାହାରିଲା ଚାକିରି, ତୁରନ୍ତ କରନ୍ତୁ ଆବେଦନ

ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ www.ada.gov.in. କୁ ଯାଇ ଇଚ୍ଛୁକ ପ୍ରାର୍ଥୀ ବା ପ୍ରାର୍ଥିନୀ ଚାକିରି ପାଇଁ ଆବେଦନ କରିପାରିବେ ।

JNU non-teaching recruitment
JNUରେ ବାହାରିଲା ନନ୍‌ ଟିଚିଂ ଚାକିରି, ତୁରନ୍ତ କରନ୍ତୁ ଆବେଦନ...

ପରୀକ୍ଷା ପୂର୍ବରୁ କେଉଁ ଭାଷାରେ ଚୟନ କରିବେ ସେନେଇ ଛାତ୍ରଛାତ୍ରୀଙ୍କୁ ନିଷ୍ପତ୍ତି ନେବାର ସୁଯୋଗ ଦିଆଯିବ ।

EPFO JOB
EPFOରେ ବାହାରିଲା ୨୮୫୯ ପଦବୀ; ତୁରନ୍ତ କରନ୍ତୁ ଆବେଦନ...

ନିଯୁକ୍ତି ପାଇବାକୁ ହେଲେ ବିଭିନ୍ନ ଚୟନ ପ୍ରକ୍ରିୟା ରଖାଯାଇଛି । ପ୍ରାର୍ଥୀଙ୍କ ଯୋଗ୍ୟତା, ମେରିଟ୍‌ ଲିଷ୍ଟରେ ମାନ୍ୟତା ଓ ଡାକ୍ତରୀ ଫିଟ୍‌ନେସ୍‌ର ଆବଶ୍ୟକତା ରହିଥିବା କୁହାଯାଇଛି । ଏଥି ସହ ସମସ୍ତ ଡକ୍ୟୁମେଣ୍ଟ ଗୁଡ଼ିକର ଯାଞ୍ଚ କରାଯିବ ।

Online SI Exam
SI ପରୀକ୍ଷାରେ ପୁଣି ବିଭ୍ରାଟ ! ପରୀକ୍ଷା ହଲରେ ଖୋଲିଲାନି ପ୍ରଶ୍ନପତ୍ର

୪ ବର୍ଷ ବିଳମ୍ବରେ ହୋଇ ବି ବାରମ୍ବାର ତ୍ରୁଟିକୁ ନେଇ ଅସନ୍ତୋଷ । ଆୟୋଜକ ଓ ପରିଚାଳକଙ୍କୁ ଦାୟୀ କଲେ ପରୀକ୍ଷାର୍ଥୀ । ୧୫ ଦିନ ଭିତରେ ପୁଣି ପରୀକ୍ଷା ପାଇଁ OPRBର ନିଷ୍ପତ୍ତି ।

OPSC
OPSC ଆଶାୟୀଙ୍କ ଚିନ୍ତା ବଢ଼ିଲା, ଛୋଟିଆ ଭୁଲ ପାଇଁ ପରୀକ୍ଷାରୁ ବଞ୍ଚିତ

ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରିଲିମ୍, ମେନ୍ ଓ ଭାଇଭା ଭଳି ତିନିଟି ସ୍ତରରେ ପରୀକ୍ଷା ହୋଇଥାଏ । ବର୍ଷ ବର୍ଷ ଧରି ପିଲାମାନେ ଏଥିପାଇଁ ପ୍ରସ୍ତୁତି କରିଥାନ୍ତି ।

OPSC
୭ ହଜାର ୩୯ ଓଡିଶା ସିଭିଲ ସର୍ଭିସ ଆଶାୟୀ ଦେଇପାରିବେ ନାହିଁ ପ୍ରିଲିମ ପରୀକ୍ଷା

ଆବେନରେ ତ୍ରୁଟି ଯୋଗୁଁ ଏକକାଳୀନ ଏତେ ସଂଖ୍ୟକ ଆବେଦନକାରୀଙ୍କ ଦରଖାସ୍ତ ନାକଚ କରିଦେଇଛି ଓପିଏସ୍‌ସି । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି ।

OPSC
OPSC ଆଶାୟୀଙ୍କ ଆଶା ଧୂଳିସାତ୍ ! ୭୦୩୯ ଜଣଙ୍କ ଦରଖାସ୍ତ ନାକଚ କଲେ କମିଶନ

ଏତେ ସଂଖ୍ୟକ ପିଲାଙ୍କ ସ୍ୱପ୍ନ ଏବେ ଆଶଙ୍କା ଭିତରେ । ନାକଚ୍ ହୋଇଯିବା ପରେ ହତୋତ୍ସାହିତ ହୋଇପଡିଥିବା ଆଶାୟୀ ଏବେ ଅପେକ୍ଷା କରି ରହିଛନ୍ତି କମିଶନଙ୍କ ନିଷ୍ପତ୍ତିକୁ ।

OPSC
UGCର ତାଗିଦ୍‌ ପରେ OPSCର ନିଯୁକ୍ତି ପ୍ରକ୍ରିୟା ବନ୍ଦ

ଭିନ୍ନ ଭିନ୍ନ ବିଜ୍ଞପ୍ତି ଜାରି କରି ଓପିଏସ୍‌ସି, ଆସନ୍ତା ଜୁନ୍ ୪ ତାରିଖରେ ହେବାକୁ ଥିବା ଫିଜିକ୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ସାକ୍ଷାତକାର ପରୀକ୍ଷା ଏବଂ ୬ ତାରିଖରେ ହେବାକୁ ଥିବା କମର୍ସ ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚକୁ ବନ୍ଦ ରଖିଛି । 

Ex-Havildar Simanchal Barik Trains Youths For Indian Army Recruitment In Berhampur
ସେନାରେ ନୁଯୁକ୍ତି ପାଇଁ ଯୁବକଙ୍କୁ ଦେଉଛନ୍ତି ଟ୍ରେନିଂ

ବ୍ରହ୍ମପୁରରେ ଜଣେ ପୂର୍ବତନ ସେନା ଯବାନ ସୀମାଞ୍ଚଳ ବାରିକଙ୍କ ପ୍ରଚେଷ୍ଟାରେ ଗଢ଼ିଉଠିଛି ଏକ ଶାରିରୀକ ପ୍ରଶିକ୍ଷଣ ପ୍ରତିଷ୍ଠାନ ହେଲେ କେବଳ ଫିଟ୍ ରହିବା ନୁହେଁ, ଦେଶ ପାଇଁ ନିର୍ଭିକ ତଥା ଶକ୍ତିଶାଳୀ ସୈନିକ ଗଠନ ଭଳି ଏକ ବୃହତ୍ତର ଅଭିଳାଷ ରଖି ଯୁବକଯୁବତୀଙ୍କୁ ତାଲିମ ଦେଉଛନ୍ତି ସୀମାଞ୍ଚଳ

Ayodha Youth Protest
ଦୁଇ ବର୍ଷ ହେଲା ସେନା ନିଯୁକ୍ତି ବନ୍ଦ, ମୁଖ୍ୟାଳୟରେ ପହଞ୍ଚି ହଙ୍ଗାମା କଲେ ଆଶାୟୀ ପ୍ରାର୍ଥୀ

ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଶତାଧିକ ଯୁବକ ବୁଧବାର ଅଯୋଧ୍ୟାସ୍ଥିତ ମୁଖ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଛନ୍ତି । କଥାଟା ହେଉଛି ଯେ, ଗତ ଦୁଇ ବର୍ଷ ହେବ ସେନାରେ ନିଯୁକ୍ତି ନହେବା କାରଣରୁ ଯୁବକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି ।