Advertisment

ଡାକରେ ଆସିଲା ନିଯୁକ୍ତି ପତ୍ର.. ହେଲେ ଜଣାପଡ଼ିଲା ଜାଲି !

ସେମ୍-ଟୁ-ସେମ୍ ସରକାରୀ ଲଫାଫା, ସିଲ୍ ଆଉ ଦସ୍ତଖତ। ଡାକରେ ଆସିଲା ନିଯୁକ୍ତିପତ୍ର। ହେଲେ ଜଣାପଡ଼ିଲା ସବୁ ଜାଲି..

author-image
Santosh Kumar Sahoo

ଉପରୁ ତଳ ଯୁଆଡ଼େ ଦେଖିଲେ, ସରକାରୀ ଫମାର୍ଟରେ ଲେଖାଯାଇଛି..ପୂରା ସେମ୍-ଟୁ-ସେମ୍.. ଓଡିଶା ସରକାରଙ୍କ ଲୋଗୋ ବି ଦବଦବ ଦେଖାଯାଉଛି..ଦ୍ୱିତୀୟ ପୃଷ୍ଠାରେ ଯାହା ଯେମିତି ମେମୋ ହେବା କଥା, ସବୁ ଅଛି.. ଅଧିକାରୀଙ୍କ ଅସଲି ଦସ୍ତଖତ ବି ରହିଛି.. ୟାକୁ ଦେଖିଲେ ଜାଣିଲେ ଶୁଣିଲା ଲୋକ ବି ଚକମା ଖାଇଯିବେ ଆଉ ଭାବିବେ ଅସଲି ସରକାରୀ ନିଯୁକ୍ତି ପତ୍ର ବୋଲି.. କିନ୍ତୁ ଏହା ହେଉଛି ସମ୍ପୂର୍ଣ୍ଣ ଜାଲି..

Advertisment
Odisha News Bolangir
Advertisment
Advertisment