• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Us President

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ କିଏ ଯୋଗଦେବେ
Donald Trump Swearing in Ceremony: କିଏ କିଏ ଯୋଗଦେବେ, କ’ଣ ରହିଛି କାର୍ଯ୍ୟସୂଚୀ, କେତେବେଳେ ଆରମ୍ଭ ହେବ କାର୍ଯ୍ୟକ୍ରମ ?

ନିମନ୍ତ୍ରିତ ଅତିଥି ହୋଇଥିବା ସତ୍ତ୍ୱେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏହି ସମାରୋହରେ ଯୋଗ ଦେବେନାହିଁ, ସେ ତାଙ୍କର ଜଣେ ପ୍ରତିନିଧୀଙ୍କୁ ପଠାଉଛନ୍ତି। ଭାରତ ପକ୍ଷରୁ ଏସ ଜୟଶଙ୍କର ଅଂଶଗ୍ରହଣ କରିବେ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀ ମଧ୍ୟ ଟ୍ରମ୍ପଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କ ଉପଦେଷ୍ଟା ଟେସଲା ଏବଂ ସ୍ପେସ୍ ଏକ୍ସର ସିଇଓ ଏଲୋନ୍ ମସ୍କ, ଆମାଜନ କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ୍ ଜେଫ୍ ବେଜୋସ୍ ଏବଂ ମେଟା ପ୍ଲାଟଫର୍ମର ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଯୋଗ ଦେବେ ।

ନିମନ୍ତ୍ରଣ ପଛର ଖେଳ ?
Mind Game Between USA And China: ନିମନ୍ତ୍ରଣକୁ ନେଇ ଦୋଛକିରେ ଦୁଇ ବିଶ୍ୱ ନେତା ଟ୍ରମ୍ପ-ଜିନପିଙ୍ଗ: କ‘ଣ ରହିଛି ଭିତିରି ଖେଳ ?

ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ନାଁରେ ଦୁଇ ଦେଶ ଏକପ୍ରକାର ମାଇଣ୍ଡ ଗେମ ଖେଳୁଛନ୍ତି । ଚୀନ ଭଲ ଭାବେ ଜାଣିଛି, ଆମେରିକା ପକ୍ଷରୁ ଯଦି କିଛି ନୂଆ ତାରିଫ ଲଗାଯାଏ ତେବେ ତାର ଆର୍ଥିକ ବ୍ୟବସ୍ଥା ବିପୁଳ କ୍ଷତିର ସାମ୍ନା କରିବ ।

 Linda McMahon
Trump Cabinet 2025: ପୂର୍ବତନ WWE ସିଇଓ ହେବେ ଆମେରିକାର ଶିକ୍ଷା ମନ୍ତ୍ରୀ, କାହିଁକି ଏପରି ନିଷ୍ପତ୍ତି ନେଲେ ଟ୍ରମ୍ପ ?

ଲିଣ୍ଡା ମ୍ୟାକମୋହନଙ୍କୁ ଶିକ୍ଷା ସଚିବ ଭାବରେ ନିଯୁକ୍ତ କରିଛନ୍ତି ଟ୍ରମ୍ପ। ଟ୍ରମ୍ପ ଏକ ବିବୃତ୍ତିରେ ମ୍ୟାକମୋହନଙ୍କ କାର୍ଯ୍ୟକୁ ପ୍ରଶଂସା କରି କହିଛନ୍ତି ଯେ, ସେ ଆମେରିକାର ପିତାମାତାଙ୍କ ଅଧିକାର ପାଇଁ କାର୍ଯ୍ୟ କରିବେ।

Tulsi Gabbard
Trump's Cabinet 2025: ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ସାମିଲ୍ ହେଲେ ତୁଳସୀ; ମିଳିଲା ବଡ଼ ପଦବୀ

ତୁଳସୀ ଡେମୋକ୍ରାଟ୍ ପାର୍ଟିରୁ ଅଲଗା ହୋଇ ନିର୍ବାଚନ ସମୟରେ ରିପବ୍ଲିକାନ୍ ପାର୍ଟିରେ ଯୋଗ ଦେଇଥିଲେ। ନିର୍ବାଚନ ବିତର୍କରେ ହାରିସଙ୍କୁ ପରାସ୍ତ କରିବାକୁ ଟ୍ରମ୍ପ ତୁଳସୀଙ୍କ ସହାୟତା ମଧ୍ୟ ଲୋଡ଼ିଥିଲେ।

US Election
US Presidential Elections 2024: କିଏ ମାରିବ ବାଜି ? ପ୍ରଥମ ମହିଳା ରାଷ୍ଟ୍ରପତି ନା ଅବ କି ବାର୍ ଟ୍ରମ୍ପ ସରକାର ?

କିଏ ଯିବେ ହ୍ୱାଇଟ ହାଉସ । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ବଢୁଛି ଉତ୍କଣ୍ଠା ।

US president Salary
US Presidential Elections 2024: କେତେ ଦରମା ପାଆନ୍ତି ଆମେରିକା ରାଷ୍ଟ୍ରପତି, ମିଳେ କେଉଁ ସବୁ ସୁବିଧା ଜାଣନ୍ତୁ...

ଆମେରିକାର ରାଷ୍ଟ୍ରପତିଙ୍କୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ବିବେଚନା କରାଯାଏ । ଏଭଳି ପରିସ୍ଥିତିରେ ଅନେକ ଲୋକ ଭାବିବା ସ୍ୱାଭାବିକ ଯେ ଆମେରିକାର ରାଷ୍ଟ୍ରପତିଙ୍କ ଦରମା କେତେ?

PM Modi meets US President
ମୋଦି ଓ ବାଇଡେନଙ୍କ ମଧ୍ୟରେ ସାକ୍ଷାତ; ଜାଣନ୍ତୁ କଣ ହେଲା ଆଲୋଚନା...

କ୍ବାଡ ସମ୍ମିଳନୀରେ ଯୋଗ ଦେବା ଲାଗି ମୋଦିଙ୍କ ଆମେରିକା ଗସ୍ତ ବେଳେ ମୋଦି ଓ ବାଇଡେନଙ୍କ ମଧ୍ୟରେ ସାକ୍ଷାତ ପରେ ଏଭଳି ଉକ୍ତି ସହ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଛନ୍ତି ବାଇଡେନ୍।

Joe Biden Love Story
ବାଇଡେନଙ୍କ ପ୍ରେମ କାହାଣୀ, ଶୁଣିଲେ ହେବେ ତାଜୁବ୍...ଏମିତି କରିଥିଲେ ପ୍ରେମ ନିବେଦନ

ଭିଡିଓରେ ଜୋ ବାଇଡେନ୍ କହିଛନ୍ତି ଯେ ଜିଲଙ୍କ ସହ ପ୍ରଥମ ଦେଖା ତାଙ୍କ ଭାଇ କରାଇଥିଲେ। ସେ ତାରିଖ ତାଙ୍କର ମନେନାହିଁ।

G20 Summit 2023
ଭାରତ ମଣ୍ଡପମ୍‌ରେ କୋଣାର୍କ ଚକ୍ର, ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ

ସ୍ୱାଗତ ବେଳେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ମୋଦି ବୁଝାଇଲେ କୋଣାର୍କ ଚକ୍ରର ମହତ୍ୱ...ଜି ଟ୍ୱେଣ୍ଟି ବୈଠକରେ ମୁଖ୍ୟ ଆକର୍ଷଣ ସାଜିଛି ଉତ୍କଳୀୟ କଳାର ଉତ୍କର୍ଷ...

G20 Summit 2023
ଆସନ୍ତାକାଲିଠୁ ବିଶ୍ୱମଞ୍ଚରେ ହେବ ମନ୍ଥନ; ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ବଡ଼ ବଡ଼ ନେତା । ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି ।

US President Biden asks for PM Modi’s autograph
ମୋଦିଙ୍କ ଲୋକପ୍ରିୟତା ଦେଖି ମନ୍ତ୍ରମୁଗ୍ଧ ବାଇଡେନ୍‌ ! ସମସ୍ତଙ୍କ ସାମ୍ନାରେ ମାଗିଲେ ଅଟୋଗ୍ରାଫ୍‌

ମୋଦିଙ୍କୁ ଅଟୋଗ୍ରାଫ୍‌ ମାଗିଲେ ବାଇଡେନ୍‌ । କହିଲେ, ଆମେରିକାରେ ଆପଣ ଖୁବ୍‌ ଲୋକପ୍ରିୟ ।

US President Joe Biden Says Pakistan One Of The Most Dangerous Nation
ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ ବାଇଡେନ, କହିଲେ ବିଶ୍ୱ ପାଇଁ ଏକ ବଡ଼ ବିପଦ

ସବୁବେଳେ ପାକିସ୍ତାନର ପକ୍ଷ ନେଇ ଆସୁଥିବା ଆମେରିକା ମୁହଁରେ ଓଲଟା ଭାଷା। ଲଙ୍କାରେ ହରି ଶବ୍ଦ ପରି ଆମେରିକା ରାଷ୍ଟପତି ଜୋ ବାଇଡେନ ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ।

joe biden
ବାଉଳା ବାଇଡେନ୍‌ : ଭାଷଣ ମଝିରେ ପୁଣି ଅନ୍ୟମନସ୍କ ହୋଇଗଲେ

ଜୋ ବାଇଡେନଙ୍କର କ’ଣ ହୋଇଛି ? ବାରମ୍ବାର କଥା ଭୁଲି ଯାଉଛନ୍ତି କାହିଁକି ?

US President Joe Biden
ବାଇଡେନ କହିଲେ-ଚୀନ ଆକ୍ରମଣ କଲେ ତାଇବାନକୁ ସୁରକ୍ଷା ଦେବ ଆମେରିକା

ଦିନକୁ ଦିନ ବିଗୁଡୁଛି ଚୀନ-ତାଇବାନ ସ୍ଥିତି। ଦୁଇ ଦେଶ ମଧ୍ୟରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଯେମିତି ନିଆଁ ଲଗାଇ ଦେଇଛି। ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଚୀନ ତାଇବାନ ଉପରେ ଆକ୍ରମଣ କରେ ତେବେ ଆମେରିକା ସେନା ତାଇବାନକୁ ସୁରକ୍ଷା ଯୋଗାଇବେ।

US President Joe Biden
ତାଲିବାନକୁ ଧମକ ଦେଲେ ବାଇଡେନ; କହିଲେ, ଆମର କ୍ଷତି କଲେ ସାଂଘାତିକ ଫଳ ଭୋଗିବ

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍  । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ସପକ୍ଷରେ ସେ ଏବେ ବି ଅଛନ୍ତି ବୋଲି କହିଛନ୍ତି।