• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Us President

Joe Biden Love Story
ବାଇଡେନଙ୍କ ପ୍ରେମ କାହାଣୀ, ଶୁଣିଲେ ହେବେ ତାଜୁବ୍...ଏମିତି କରିଥିଲେ ପ୍ରେମ ନିବେଦନ

ଭିଡିଓରେ ଜୋ ବାଇଡେନ୍ କହିଛନ୍ତି ଯେ ଜିଲଙ୍କ ସହ ପ୍ରଥମ ଦେଖା ତାଙ୍କ ଭାଇ କରାଇଥିଲେ। ସେ ତାରିଖ ତାଙ୍କର ମନେନାହିଁ।

G20 Summit 2023
ଭାରତ ମଣ୍ଡପମ୍‌ରେ କୋଣାର୍କ ଚକ୍ର, ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ

ସ୍ୱାଗତ ବେଳେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ମୋଦି ବୁଝାଇଲେ କୋଣାର୍କ ଚକ୍ରର ମହତ୍ୱ...ଜି ଟ୍ୱେଣ୍ଟି ବୈଠକରେ ମୁଖ୍ୟ ଆକର୍ଷଣ ସାଜିଛି ଉତ୍କଳୀୟ କଳାର ଉତ୍କର୍ଷ...

G20 Summit 2023
ଆସନ୍ତାକାଲିଠୁ ବିଶ୍ୱମଞ୍ଚରେ ହେବ ମନ୍ଥନ; ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍

ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏକାଠି ହେବେ ବିଶ୍ୱର ବଡ଼ ବଡ଼ ନେତା । ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ କିମ୍ବା ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି ।

US President Biden asks for PM Modi’s autograph
ମୋଦିଙ୍କ ଲୋକପ୍ରିୟତା ଦେଖି ମନ୍ତ୍ରମୁଗ୍ଧ ବାଇଡେନ୍‌ ! ସମସ୍ତଙ୍କ ସାମ୍ନାରେ ମାଗିଲେ ଅଟୋଗ୍ରାଫ୍‌

ମୋଦିଙ୍କୁ ଅଟୋଗ୍ରାଫ୍‌ ମାଗିଲେ ବାଇଡେନ୍‌ । କହିଲେ, ଆମେରିକାରେ ଆପଣ ଖୁବ୍‌ ଲୋକପ୍ରିୟ ।

US President Joe Biden Says Pakistan One Of The Most Dangerous Nation
ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ ବାଇଡେନ, କହିଲେ ବିଶ୍ୱ ପାଇଁ ଏକ ବଡ଼ ବିପଦ

ସବୁବେଳେ ପାକିସ୍ତାନର ପକ୍ଷ ନେଇ ଆସୁଥିବା ଆମେରିକା ମୁହଁରେ ଓଲଟା ଭାଷା। ଲଙ୍କାରେ ହରି ଶବ୍ଦ ପରି ଆମେରିକା ରାଷ୍ଟପତି ଜୋ ବାଇଡେନ ପାକିସ୍ତାନ ବିରୋଧରେ ନିଆଁ ଉଗାଳିଲେ।

joe biden
ବାଉଳା ବାଇଡେନ୍‌ : ଭାଷଣ ମଝିରେ ପୁଣି ଅନ୍ୟମନସ୍କ ହୋଇଗଲେ

ଜୋ ବାଇଡେନଙ୍କର କ’ଣ ହୋଇଛି ? ବାରମ୍ବାର କଥା ଭୁଲି ଯାଉଛନ୍ତି କାହିଁକି ?

US President Joe Biden
ବାଇଡେନ କହିଲେ-ଚୀନ ଆକ୍ରମଣ କଲେ ତାଇବାନକୁ ସୁରକ୍ଷା ଦେବ ଆମେରିକା

ଦିନକୁ ଦିନ ବିଗୁଡୁଛି ଚୀନ-ତାଇବାନ ସ୍ଥିତି। ଦୁଇ ଦେଶ ମଧ୍ୟରେ ପରିସ୍ଥିତ ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଆମେରିକା ରାଷ୍ଟ୍ରପତିଙ୍କ ଚେତାବନୀ ଯେମିତି ନିଆଁ ଲଗାଇ ଦେଇଛି। ରବିବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଚୀନ ତାଇବାନ ଉପରେ ଆକ୍ରମଣ କରେ ତେବେ ଆମେରିକା ସେନା ତାଇବାନକୁ ସୁରକ୍ଷା ଯୋଗାଇବେ।

US President Joe Biden
ତାଲିବାନକୁ ଧମକ ଦେଲେ ବାଇଡେନ; କହିଲେ, ଆମର କ୍ଷତି କଲେ ସାଂଘାତିକ ଫଳ ଭୋଗିବ

ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍  । ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ସପକ୍ଷରେ ସେ ଏବେ ବି ଅଛନ୍ତି ବୋଲି କହିଛନ୍ତି।