ଗାଁ ଅଛି କେଉଁଠି ବିଦ୍ୟୁତ୍ ପହଞ୍ଚି ପାରିନି ତ ଆଉ କେଉଁଠି ବିଦ୍ୟୁତ୍ ଥାଇ ବି ଅନ୍ଧାରରେ ରହୁଛନ୍ତି ଲୋକେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟାଟା ପାୱାର ମନମାନି ଦେଖାଉଥିବା ଅଭିଯୋଗ ।
ହତ୍ୟା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି।
ସ୍ମାର୍ଟ ମିଟରରେ ନୀଳାଦ୍ରି ବିହାର ଅଞ୍ଚଳର ଦୁର୍ଗାପ୍ରସାଦ ପଟ୍ଟନାୟକଙ୍କ ମେ ମାସ ଲାଗି ଆସିଥିଲା ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କାର ବିଦ୍ୟୁତ ବିଲ୍। ଆଉ ତାପରେ...
ବିଦ୍ୟୁତ ଗ୍ରାହକମାନେ ସଠିକ ଭାବେ ବୁଝିପାରିବେ ବୋଲି ଆଶା କରାଯାଇଛି।
ଖାଲି ଯେ ଭାରତ ତାହା ନୁହେଁ ଅନ୍ୟ ଦେଶରେ ମଧ୍ୟ ବିଦ୍ୟୁତ ମହାଙ୍ଗାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଏମିତିରେ ଭାରତର କୌଣସି ଏକ ସହରରେ ଅତିକମରେ ଦୁଇଟି କୋଠରୀବିଶିଷ୍ଟ ଘରେ ରହୁଥିବା ଏକ ମଧ୍ୟବର୍ଗୀୟ ପରିବାରର ପାଖାପାଖି ୩ରୁ ୪ ହଜାର ଟଙ୍କାର ମାସିକ ବିଲ ଆସିଯାଏ। କିନ୍ତୁ ଏହି ଲେଖାରେ ଆମେ ଆମ ଦେଶ ବିଷୟରେ ଆଲୋଚନା କରୁନୁ। ଏଠାରେ ଆମେ ୟୁରୋପର ସବୁଠାରୁ ବିକଶିତ ରାଷ୍ଟ୍ର ଜର୍ମାନୀର କଥା କହୁଛୁ। ଏହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏଠି ଲୋକଙ୍କୁ ଦୁଇ ପ୍ରକାରର ବିଦ୍ୟୁତ୍ ବିଲ୍ ଭରଣ କରିବାକୁ ହୋଇଥାଏ।
ଅନ୍ୟପଟେ ଉପଭୋକ୍ତାଙ୍କ ଚିନ୍ତା ବଢାଇଛି ଓଏଚପିସିର ଆଉ ଏକ ରିଭ୍ୟୁ ପିଟିସନ୍। କାହିଁକିନା ପୁନର୍ବିଚାର କରି ୟୁନିଟ୍ ପିଛା ଦର ବୃଦ୍ଧି ଲାଗି ଓଏଚପିସି କରିଥିବା ଆବେଦନକୁ ଓଇଆରସି ଗ୍ରହଣ କରିବା ସହ ଆସନ୍ତା ୨୬ ତାରିଖରୁ ଏହା ଉପରେ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି।