• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: High Court

ନବ ଦାସ ହତ୍ୟା: ହାଇକୋର୍ଟରେ ମାମଲା
Naba Das Murder Case: CBI ତଦନ୍ତ ଦାବିରେ ହାଇକୋର୍ଟରେ ମାମଲା, କେନ୍ଦ୍ର-ରାଜ୍ୟ ସରକାର ଓ ଡିଜିପି ପକ୍ଷଭୁକ୍ତ

ପ୍ରାୟ ଦୁଇ ବର୍ଷ ପରେ ପୁଣି ଓଡ଼ିଶା ରାଜନୀତିରେ ଉଠିଲା ନବ ଦାସ ହତ୍ୟା ପ୍ରସଙ୍ଗ । ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ତେଜିଲା ରାଜନୀତି ।

 interim bail to Asaram Bapu in 2013 rape case
Asaram Bapu: ବହୁ ଚର୍ଚ୍ଚିତ ୨୦୧୩ ବଳାତ୍କାର ମାମଲା: ଜେଲ୍‌ରୁ ବାହାରିବେ ଆଶାରାମ ବାପୁ !

ବହୁ ଚର୍ଚ୍ଚିତ ୨୦୧୩ ବଳାତ୍କାର ମାମଲାରେ ଅନ୍ତରୀଣ ଜାମିନ୍ ପ୍ରଦାନ କଲେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ। ତେବେ ଆତ୍ମଘୋଷିତ ବାବା ଆଶାରାମ ବାପୁ ବହୁ ଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ୨୦୧୩ରୁ ଜେଲ୍‌ରେ ଥିବା ୮୬ ବର୍ଷୀୟ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ରାଜସ୍ଥାନ ହାଇକୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । 

ବୈକୁଣ୍ଠ ଆଶ୍ରମ ପାଇଁ ବଢ଼ିଲା ଅଡ଼ୁଆ
Baikuntha ‌‌Dham Ashram: ଖଣ୍ଡଗିରି ବୈକୁଣ୍ଠ ଆଶ୍ରମ ପାଇଁ ବଢ଼ିଲା ଅଡ଼ୁଆ, ଖୁବଶୀଘ୍ର ଆଶ୍ରମରେ ଚାଲିପାରେ ବୁଲଡୋଜର

ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଗତ ନଭେମ୍ବର ୨୧ରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ ।

ନାଗରିକତ୍ୱ ରଦ୍ଦ
Former MLA Stripped Of Citizenship: ଭାରତରେ ନିର୍ବାଚନ ଲଢି ଜିତୁଥିଲେ ଜର୍ମାନୀ ନାଗରିକ !

ଚାଲାକ୍ ହେବା ଭଲ ହୋଇପାରେ କିନ୍ତୁ ଅତି ଚାଲାକ ହେଲେ ଖରାପ । ଜଣେ ରାଜନେତା ଜର୍ମାନୀର ନାଗରିକ ଥାଇ ଭାରତରେ ନିର୍ବାଚନ ଲଢୁଥିଲେ । ଥରେ କି ଦୁଇ ଥର ନୁହେଁ, ୪ ଥର ବିଧାୟକ ଭାବେ ଜିତିଛନ୍ତି । ହାଇକୋର୍ଟ ତାଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏହି ରାଜନେତା ଆଉ ଭାରତରେ ନିର୍ବାଚନ ଲଢିପାରିବେନି ।

ଧୋନିଙ୍କୁ ହାଇକୋର୍ଟରୁ ନୋଟିସ୍‌
MS Dhoni: IPL ୨୦୨୫ ପୂର୍ବରୁ ବଢ଼ିଲା ଧୋନିଙ୍କ ଅଡ଼ୁଆ, ଝାଡ଼ଖଣ୍ଡ ହାଇକୋର୍ଟ ପକ୍ଷରୁ ଆସିଲା ନୋଟିସ୍‌

ଏକ ବ୍ୟବସାୟିକ ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ୍‌ ପଠାଇଛି ।

Mahanga Double Murder Case
ମାହାଙ୍ଗା ଡବଲ ମର୍ଡର ମାମଲା; ପ୍ରତାପ ଜେନାଙ୍କୁ ମିଳିଲା କ୍ଲିନ୍‌ଚିଟ୍‌

ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ କ୍ଲିନ୍‌ଚିଟ୍‌ ଦେଲେ ହାଇକୋର୍ଟ । ପ୍ରତାପଙ୍କ ନାଁରେ ତଳକୋର୍ଟ ମାମଲାକୁ ଖାରଜ କଲେ ହାଇକୋର୍ଟ ।

High Court bench
ବଡ଼ ଖବର: ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ...

ଓଡ଼ିଶାରେ ପ୍ରତିଷ୍ଠା ହୋଇନପାରେ ହାଇକୋର୍ଟ ବେଞ୍ଚ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତରରେ ଏହା ସ୍ପଷ୍ଟ କରିଛନ୍ତି ।

Deepali Das
ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲେ ଦୀପାଳି ଦାସ

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ପହଞ୍ଚିଛନ୍ତି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ ।

hindu marriage
‘ହିନ୍ଦୁ ବିବାହରେ ମ୍ୟୁଚୁଆଲ ଡିଭୋର୍ସ ହୋଇପାରିବ ନାହିଁ ’

ହିନ୍ଦୁ ବିବାହରେ ପାରସ୍ପରିକ ସମ୍ମତିରେ ଛାଡପତ୍ର ହୋଇପାରିବ ନାହିଁ । ମଧ୍ୟପ୍ରଦେଶ ହାଇକୋର୍ଟର ଜଷ୍ଟିସ ଜିଏସ୍‌ ଅହଲୁୱାଲିଆ ଏକ ମାମଲା ଶୁଣାଣି ବେଳେ ଏହା କହିଛନ୍ତି । 

Orissa High Court Recruitment Apply For 182 Posts
Orissa High Court Recruitment: ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଛନ୍ତି କି… ପୂରଣ ହେବ JS ଓ ASO

ଓଡ଼ିଶା ହାଇକୋର୍ଟରେ ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା ହାଇକୋର୍ଟ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଯେକୌଣସି ବିଷୟରେ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇପାରିବେ।

High Court
ମହମ୍ମଦ ମୋକିମଙ୍କ ପିଛା ଛାଡ଼ୁନି ବିବାଦ, ପୁଣି ବାଜିଲା ହାଇକୋର୍ଟଙ୍କ ଛାଟ

ମୋକିମ୍‌ଙ୍କୁ ହାଇକୋର୍ଟଙ୍କ ଝଟ୍‌କା । ORHDC ଦୁର୍ନୀତି ମାମଲାରେ ମହମ୍ମଦ ମୋକିମ୍‌ଙ୍କ ଉପରେ ବାଜିଲା ହାଇକୋର୍ଟଙ୍କ ଛାଟ ।

Patna HighCourt
ହାଇକୋର୍ଟଙ୍କ ବଡ଼ ରାୟ; ସ୍ତ୍ରୀକୁ ଭୂତ-ପିଶାଚ କହିବା କ୍ରୁରତା ନୁହେଁ..

ଜଷ୍ଟିସ ବିବେକ ଚୌଧୁରୀଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ପାଟନା ହାଇକୋର୍ଟ ନାଲନ୍ଦା ମାଜେଷ୍ଟ୍ରିଆଲ କୋର୍ଟର ନିଷ୍ପତ୍ତିକୁ ରଦ୍ଦ କରିଦେଇଛନ୍ତି।

Black Rose
ବ୍ଲାକରୋଜ ମାମଲାରେ CBIର ସତ୍ୟପାଠ, ତଦନ୍ତ ଅନୁମତି ଦେଉନାହାନ୍ତି ରାଜ୍ୟ ସରକାର

ବ୍ଲାକରୋଜ୍ ବୁଡ଼ି ଘଟଣାରେ ସିବିଆଇ ତଦନ୍ତ ଦାବି ସଂପର୍କିତ ମାମଲା । ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ ।

Congress MLA Mohammad Moquim
ମୋକିମ୍‌ଙ୍କୁ ସୁପ୍ରିମ ଆଶ୍ୱସ୍ତି; ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ

୨୦୧୯ରେ ମୋକିମଙ୍କ ପ୍ରତିପକ୍ଷ ଥିବା ପୂର୍ବତନ ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଅଭିଯୋଗ ଉପରେ ଶୁଣାଣି କରି ରାୟ ଶୁଣାଇଥିଲେ ଉଚ୍ଚ ଅଦାଲତ। ସେହି ରାୟ ବିରୋଧରେ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ ମହମ୍ମଦ ମୋକିମ।

OSEPA
ଓସେପାର ମେରିଟ୍ ଲିଷ୍ଟ ଖାରଜ କଲେ ହାଇକୋର୍ଟ

ଜିଲ୍ଲାୱାରୀ ମେରିଟ୍ ଲିଷ୍ଟ ବି ଖାରଜ କଲେ ହାଇକୋର୍ଟ । ନିଯୁକ୍ତି ସର୍ତ୍ତାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ।

Kolkata High Court
ଅଜଣା ମହିଳାଙ୍କୁ ଡାର୍ଲିଙ୍ଗ ଡାକିଲେ ଲାଗିବ କେସ୍‌...ଯିବାକୁ ପଡ଼ିବ ଜେଲ୍‌

ରାସ୍ତାରେ ଗଲା ବେଳେ ଅଜଣା ଯୁବତୀଙ୍କୁ ଡାର୍ଲିଙ୍ଗ ଡାକିଲେ ଲାଗିବ କେସ୍‌। ଏକ ଯୌନ ଉତ୍ପୀଡ଼ନ ମାମଲାର ଶୁଣାଣି ବେଳେ କୋଲକାତା ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଅଜଣା ଯୁବତୀଙ୍କୁ ଡାର୍ଲିଙ୍ଗ ବୋଲି ସମ୍ବୋଧନ କରେ, ତେବେ ସେ ଦୋଷୀ ସାବ୍ୟସ୍ତ ହେବେ। ଆଇପିସି ଧାରା ୩୫୪ A ଅନୁଯାୟୀ ତାଙ୍କୁ ଜେଲ ଯିବାକୁ ପଡ଼ିବ..

Kolkata High Court
ଅଜଣା ମହିଳାଙ୍କୁ ଡାର୍ଲିଙ୍ଗ ଡାକିଲେ ଲାଗିବ କେସ୍‌..ଯିବାକୁ ପଡ଼ିବ ଜେଲ୍‌

କୋଲକାତା ହାଇକୋର୍ଟ ପୋର୍ଟ ବ୍ଲେୟାରର ବେଞ୍ଚର ବିଚାରପତି ଜୟ ସେନଗୁପ୍ତା ଏକ ମାମଲାର ଶୁଣାଣି ବେଳେ ଅଭିଯୁକ୍ତଙ୍କ ଦଣ୍ତିତ କରିବା ସହ କହିଛନ୍ତି ଯେ, ରାସ୍ତାରେ ଜଣେ ଅଜ୍ଞାତ ମହିଳାଙ୍କୁ ଡାର୍ଲିଙ୍ଗ ବୋଲି ସମ୍ବୋଧନ କରାଯାଇପାରିବ ନାହିଁ। ଏହା ଯୌନ ଉତ୍ପୀଡ଼ନ ସହିତ ସମାନ।

Odisha High Court Recruitment 2024 Apply Online For Translator Post
Odisha High Court Recruitment: ଓଡ଼ିଶା ହାଇକୋର୍ଟରେ ଚାକିରି ସୁଯୋଗ; ଦରମା ୧ ଲକ୍ଷ ପରେ

ଓଡ଼ିଶାରେ ରହି ସରକାରୀ ଚାକିରି କରିବାକୁ କେଉଁ ପ୍ରାର୍ଥୀ ବା ନଚାହିଁବେ। ଓଡ଼ିଶା ହାଇକୋର୍ଟ ନିକଟରେ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅନୁବାଦକ ପଦବୀ ପୂରଣ ହେବ।

MV Debi
ବ୍ଲାକ୍ ରୋଜ୍ ଭଳି ଦଶା ଭୋଗିବନି ତ MV ଦେବୀ ? ଜାହାଜକୁ ଗିରଫ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଇନ ଜାଲରେ ଛନ୍ଦି ହେଲା ଜାହାଜ MV ଦେବୀ। ବନ୍ଦର ଭଡ଼ା ବାବଦକୁ ଦେଇନାହିଁ ୮ କୋଟି।

Orissa HC Chief Justice
ଆଜି ଶପଥ ନେବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ

ଗତ ୨ ତାରିଖରେ ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ଆଜି ଶପଥ ଗ୍ରହଣ କରିବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ।

Hemant Soren
ସୋରେନଙ୍କୁ ସୁପ୍ରିମ ଝଟକା, ମାମଲାର ଶୁଣାଣି କରିବେନି ସର୍ବୋଚ୍ଚ ଅଦାଲତ

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟ ଝଟକା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଥିବା ଗିରଫ ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ହେମନ୍ତ ।

Junior Teacher
ହାଇକୋର୍ଟଙ୍କ ବଡ଼ ରାୟ, କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ଉପରେ ସାମୟିକ ରୋକ୍

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ନିଯୁକ୍ତି ଉପରେ ଲାଗିଲା ଅଙ୍କୁଶ । ପୂର୍ବରୁ ଧାର୍ଯ୍ୟ ୨୦ ଓ ୨୧ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯାଇ ପାରିବ ।

Highcourt
ନାବାଳକ ସହ ଅପ୍ରାକୃତିକ ଯୌନ ସଂପର୍କ, କୋର୍ଟ ଦେଲେ ବଡ଼ ରାୟ..!

ଖାନନଗର ହାଇସ୍କୁଲରେ ଘଟିଥିଲା ଘଟଣା । ନାବାଳକକୁ ପ୍ରଲୋଭିତ କରି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା ଚିନ୍ତାମଣି।

Orissa HC
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ପୁଣି ବାଲି ଛାଟ

ହାଇକୋର୍ଟ ଛାଟ ସତ୍ତ୍ୱେ ବାଲି ଉଠେଇବାକୁ ଫନ୍ଦିଫିକର କରୁଥିଲେ ରାଜ୍ୟ ସରକାର। ରୋକ୍ ଲଗେଇଦେଲେ ଅଦାଲତ। ତା’ସହ ରହିତାଦେଶ ସତ୍ତ୍ୱେ ଗଳାବାଟ ଦେଇ ବାଲି ଉଠାଣ ପାଇଁ ଗତ ୨୧ ତାରିଖରେ ଖଣିବିଭାଗ ଯେଉଁ ବିଜ୍ଞପ୍ତି କରିଥିଲା, ତା’ଉପରେ ବି ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।

High Court Bench
'ବେଞ୍ଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର କୌଣସି ଆନ୍ତରିକତା ନାହିଁ'

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ, କେନ୍ଦ୍ର ଆଇନମନ୍ତ୍ରୀଙ୍କ ମତକୁ ନେଇ ଖବର ପରେ ମନ୍ତ୍ରାଳୟର ସ୍ପଷ୍ଟୀକରଣ `