• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Farmer

berry farming
‘ମିସ୍ ଇଣ୍ଡିଆ’ଠାରୁ ‘ପର୍ଲ ସୁନ୍ଦରୀ’ ସବୁ ଶ୍ୟାମସୁନ୍ଦରଙ୍କର..

ଟିକେ ଲାଲ ଲାଲ ତ କିଏ ଲମ୍ବା ଆଉ କିଏ ଗୋଲ ଗୋଲ.. କେତେକ କଞ୍ଚା ଟକ ଟକ.. ତ କେତେକ ପାଚି ଆସିଲାଣି.. ଆଉ କେତେ ଦରକଞ୍ଚା ବା ଦର ପାଚିଲା.. ୟାକୁ ଦେଖିଲେ ପାଟିରୁ ଲାଳ ଗଡ଼ୁଛି..

Mohana Farmer
ପଡ଼ିଆରେ ଫଳିଲା ପରିବା.. ଗିରିଧର କଲେ ଏମିତି କମାଲ୍..

ବର୍ଷକ ତଳେ ଯେଉଁ ଜମି ପଡ଼ିଆ ପଡ଼ିଥିଲା.. ସେଠାରେ ଆଜି ଫଳୁଛି କ୍ୱିଣ୍ଟାଲ୍ କ୍ୱିଣ୍ଟାଲ୍ ପରିବା..ଦିନେ ରୋଜଗାର ପାଇଁ ଚିନ୍ତିତ ଥିଲେ..ଆଉ ଆଜି ୮ ଜଣଙ୍କୁ ରୋଜଗାର ଦେଇଛନ୍ତି

Nuapada Farmer
ଥାଇ ବରକୋଳି ଚାଷ ଦେଇଛି ରୋଜଗାର

ଅଧ ଏକର ଜମିରେ ପରୀକ୍ଷାମୂଳକ ଭାବେ ୧୬୦ଟି ବରକୋଳି ଗଛ ଲଗାଇଥିଲେ । ଯାହା ଏବେ ଦେଇଛି ସଫଳତା ।

Paddy Problem
ରାଜ୍ୟର ଅଧିକାଂଶ ସ୍ଥାନରେ ଖୋଲିନି ମଣ୍ଡି; ସରକାରୀ ବ୍ୟବସ୍ଥା ଉପରେ ଭରସା କରିପାରୁନି ଚାଷୀ

ଧାନ ଅମଳ ସରିଲାଣି, କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି । ତାଛଡ଼ା ସରକାରୀ ବ୍ୟବସ୍ଥା ଓ ମଣ୍ଡିର ସ୍ୱଚ୍ଛତା ଉପରେ ମଧ୍ୟ ଚାଷୀ ଭରସା କରିପାରୁନି ।

Farmer ends life after locust destroys standing crop in Bolangir
ପୋକ ମାରିବାକୁ ଆଣିଥିବା ବିଷ ପିଇ ଆତ୍ମହତ୍ୟା କଲେ ଚାଷୀ

ଦଶ ଏକର ଜମିରେ ଚାଷ କରିଥିଲେ । ସେଥିରୁ ପାଞ୍ଚ ଏକର ଜମିରେ ଚକଡ଼ା ପୋକ ମାଡ଼ିଗଲା । ଚାଷୀ ରମେଶହ୍କ ମୁଣ୍ତରେ ପଡ଼ିଲା ଚଡ଼କ । ପୋକ ମାରିବାକୁ ଆଣିଥିବା ବିଷ ପିଇ କଲେ ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ବୁବେଳ ଗାଁରୁ ଆସିଲା ଚାଷୀ ଆତ୍ମହତ୍ୟାର ଖବର ।..

Millionaire By Farming
ଦିନେ ଦାଦନ ଖଟୁଥିଲେ, ଆଜି ପରିବା ଚାଷରେ ବଦଳିଲା ଭାଗ୍ୟ

ଖାଇବାକୁ ଦାନା ପାଣି ନଥିଲା । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ । ଆଜି ନିଜେ ପରିବା ଚାଷ କରି ଆତ୍ମ ସମ୍ମାନର ସହ ବଞ୍ଚୁଛନ୍ତି । ନିଜେ ପାଠ ପଢ଼ି ନାହାନ୍ତି । କିନ୍ତୁ ପିଲାମାନଙ୍କୁ ପଢ଼ାଇଛନ୍ତି ।

After 10 years of Phailin, hundreds of farmers are still in pain
ସୁନାର ଫସଲ ଦେଉଥିବା ଜମି ପାଲଟିଛି କାଶତଣ୍ଡି ବଣ; ଚିନ୍ତାରେ ଚାଷୀ

ଫାଇଲିନ ବାତ୍ୟାକୁ ବିତିଗଲା ୧୦ ବର୍ଷ। କିନ୍ତୁ ବଦଳିଲାନି ଚାଷୀଙ୍କ ଜମିର ଚିତ୍ର। ଯେଉଁଠି ଦିନେ ସୁନାର ଫସଲ ଫଳୁଥିଲା ତାହା ଏବେ ପାଲଟିଛି କାଶତଣ୍ଡି ବଣ। ଚାଷ କାମ ହରାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ। ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ।

Odisha farmer
ଗାଉଁଲୀ ଚାଷୀ ଦିଲ୍ଲୀରେ ହେବେ ସ୍ୱତନ୍ତ୍ର ଅତିଥି

କୃଷି ଓ କୃଷକଙ୍କ ଜିଲ୍ଲା ସୁବର୍ଣ୍ଣପୁର । ଏଠି ୯୦ ପ୍ରତିଶତ ଲୋକ ଚାଷକାମ କରି ଜୀବିକା ନିର୍ବାହ କରନ୍ତି । ଉଭୟ ଖରିଫ୍ ଏବଂ ରବି ଋତୁରେ ଧାନ ଓ ପନିପରିବା ଚାଷ କରି ପରିବାର ଚଳନ୍ତି ଏଠିକାର ଚାଷୀ....

odisha weather
ଶ୍ରାବଣରେ ମୌସୁମୀର ଲୁଚକାଳି; ଶୁଖିଲା ପଡ଼ିଛି ଜମି, ଚିନ୍ତାରେ ଚାଷୀ

ସମାନ ଦଶା ଭୋଗୁଛନ୍ତି ସେହି ମୁଂଜା ଗାଁର ଚାଷୀ ସୀମାଞ୍ଚଳ ସାମନ୍ତରାୟ । ତାଙ୍କ ଜମି ବି ପଡ଼ିଆ ପଡ଼ିଛି, ଶୁଖିଲା ମାଟିରେ ବା କେମିତି ତଳି ରୋଇବେ ଚିନ୍ତା ଘାରିଛି ତାଙ୍କୁ ।

Odisha farmer grows world's costliest Miyazaki mango, earns good profit
ଲକ୍ଷେ ଟଙ୍କିଆ ଆମ୍ବ ଫଳାଉଛନ୍ତି ଜୁନାଗଡ଼ର ଶିକ୍ଷକ ରକ୍ଷାକର

ଶିକ୍ଷକଙ୍କ ଅଜବ ନିଶା । ପରିବେଶ ସନ୍ତୁଳନ ପାଇଁ ବାଡ଼ିରେ ଲଗାଇଛନ୍ତି ଶହ ଶହ ଗଛ । ଏବେ ଜାପାନୀ ମିଆକାଜି ଆମ୍ଭ ଫଳାଇ ଚର୍ଚ୍ଚାରେ ଶିକ୍ଷକ ରକ୍ଷାକର...

mango farming
ବାଡିରେ ଫଳିଛି ନିଆରା ଆମ୍ବ : କିଲୋ ପିଛା ଦର ୨ ଲକ୍ଷ

ୟୁଟ୍ୟୁବ୍‌ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍‌ ରହିଛି ୨ ଲକ୍ଷରୁ ଅଧିକ

mango farming
ବାଡିରେ ଫଳିଛି ନିଆରା ଆମ୍ବ: କିଲୋ ପିଛା ଦାମ୍‌ ୨ ଲକ୍ଷ

ୟୁଟ୍ୟୁବ୍‌ ଦେଖି ବାଡିରେ ଲଗାଇଲେ ଭିନ୍ନ କିସମର ଆମ୍ବ ଗଛ । ପ୍ରବଳ ମାତ୍ରାରେ ଫଳୁଛି ଫଳ...କିଲୋ ପିଛା ପୁଣି ଦାମ୍‌ ରହିଛି ୨ ଲକ୍ଷରୁ ଅଧିକ ।

marigold Farmer
ଭାଗ୍ୟ ପରିବର୍ତ୍ତନ କରିଦେଲା ଗେଣ୍ଡୁ ଚାଷ

ଚାଷ କଲେ ଭଲ ଦୁଇ ପଇସା ଲାଭ ହେବ । କିଛି ଏମିତି ଭାବି ଆରମ୍ଭ କରିଦେଲେ ଚାଷ । ବାସ୍‌ ଏହାପରେ ବହୁମାତ୍ରାରେ ଫୁଲ ଫୁଟୁଛି । ଗୋଟିଏ କ୍ଷେତରେ ସ୍ୱାମୀ,ସ୍ତ୍ରୀ, ବାପା-ମାଆଙ୍କ ସହ ୬ ଜଣ ଦିନ ମଜୁରିଆ ଭାବରେ ନିର୍ଦ୍ଧୁମ ଖଟୁଛନ୍ତି । ଆଉ ଯେତିକି ରୋଜଗାର ହେଉଛି ସେତିକିରେ ନିଜେ ଲାଭବାନ ହେବା ସହିତ ଲୋକଙ୍କୁ ଦେଉଛନ୍ତି ନିଯୁକ୍ତି ।

Farmer
ଋଣ ନେଇନାହାନ୍ତି ଚାଷୀ; ଖାତାରେ ଗଡ଼ୁଛି ଲକ୍ଷ ଲକ୍ଷ ଟଙ୍କାର ୠଣ

କୋରାପୁଟ ଜିଲ୍ଲା ଝଡଙ୍ଗା ଗାଁର ପ୍ରଫୁଲ କୁମାର ସ୍ୱାଇଁ। ଚାଷ ହିଁ ତାଙ୍କର ମୁଖ୍ୟ ବେଉଷା । କୁନ୍ଦୁରା ଲ୍ୟାମ୍ପସରୁ ୨୦ ହଜାର ଟଙ୍କାର କୃଷି ଋଣ ନେଇ ଶୁଝି ସାରିଛନ୍ତି ସେ । କିନ୍ତୁ ଲ୍ୟାମ୍ପସ ଖାତାରେ ତାଙ୍କ ନାଁରେ ଏବେ ବି ଗଡୁଛି ୧ ଲକ୍ଷ ୨ ହଜାର ଟଙ୍କାର ଋଣ ରାଶି ।

Nayagarh Farmer Issue
ନୟାଗଡ଼ରେ ଚାଲିଛି କୃଷିମେଳା...ଚାଷୀ କହୁଛନ୍ତି ଆମେ ଜାଣିନୁ...

ଛୋଟ କାଟିଆ ନୁହଁ ଆଜ୍ଞା ୟେ.. ପୂରା ବଡ଼ ଧରଣର ମାନେ ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା.. ରାଜ୍ୟ ମୁଖିଆଙ୍କ ହୋଡିଂ ମଧ୍ୟ ଲାଗିଚି..ଏଣ୍ଟ୍ରି ପୂରା ଶାନଦାର..।

farmers’ requirements
କ୍ଷେତରେ ପଡ଼ିଛି କୋବି କାନ୍ଦି କାନ୍ଦି ମରେ ଚାଷୀ

ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀଟିଏ କ୍ଷେତରେ ଖଟୁଛି କିନ୍ତୁ ତାର ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଉନାହିଁ । ଫଳରେ ଚାଷୀ ଆର୍ଥିକ ସଂକଟ ଦେଇ ଗତି କରୁଛି....

Farmer
କେନ୍ଦ୍ର କୃଷିମନ୍ତ୍ରୀ ଟ୍ୱିଟ୍‌ କରୁ କରୁ ସହାୟତା ଘୋଷଣା କଲେ ନବୀନ

ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

farmer worried for harvesting raw grain
ବାତ୍ୟା ‘ଗୁଜବ’ : କଞ୍ଚା ଧାନ କାଟି ଚିନ୍ତାରେ ଚାଷୀ

ଆସିଲା ସିତ୍ରାଙ୍ଗ ‘ଗୁଜବ’। ଡରିଗଲେ ଚାଷୀ। କାଟି ପକେଇଲେ କଞ୍ଚା ଧାନ। ଏବେ କପାଳରେ ହାତ ଦେଇ କାନ୍ଦିବା ହୋଇଛି ସାର। କିଏ ଦେବ ତାଙ୍କ କ୍ଷତିପୂରଣ? ଏନେଇ ରାଜ୍ୟ ସରକାର ସମୀକ୍ଷା କରିବା ଜରୁରୀ ନୁହେଁ କି?

mango
ଓଡ଼ିଶା ବଜାରରେ ଜାପାନିଜ୍ ବ୍ରିଡ୍ ମ୍ୟାଜାକି ଆମ୍ବ : କେଜି ପିଛା ଦର ଅଢେଇ ଲକ୍ଷ

ବରଗଡ଼ ଜିଲ୍ଲାରେ ଫଳିଛି ଅଢେଇ ଲକ୍ଷ ଟଙ୍କିଆ ଆମ୍ବ ।

Cashew Nut Farmers
କାଜୁ ଚାଷୀଙ୍କୁ ଘାରିଛି ଅଭାବି ବିକ୍ରୀର ଭୟ

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍ ର କାଜୁ ଚାଷୀ ଏବେ ଚିନ୍ତାରେ । ଭଲ ରୋଜଗାର ଆଶାରେ କାଜୁ ଚାଷ କରୁଥିବା ଚାଷୀ ଯେତିକି ଶ୍ରମ ଦେଇ ଖର୍ଚ୍ଚ କରୁଛନ୍ତି ଅମଳ ପରେ ଲାଭ ପାଇବା କଷ୍ଟକର ହୋଇଯାଉଛି ।

farmer
ଚିନ୍ତାରେ ଚାଷୀ

ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ଉପକୂଳ ଓଡ଼ିଶାରେ ବର୍ଷା କମ୍ ହୋଇଥିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି । ରାଜ୍ୟରେ ବହୁ ଜିଲ୍ଲାରେ ନିଆଣ୍ଟିଆ ବର୍ଷା ହୋଇଛି ।