• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Street Vendors

Street vendors
ତାତିଲେ ପୁରୀ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ

ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ। ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ। ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।

Street vendors
ତାତିଲେ ପୁରୀ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ; କାଲିର ଧାରଣା ପରେ ଆଜି ବିରାଟ ଶୋଭାଯାତ୍ରା

ପ୍ରତିଶ୍ରୁତି ପୂରଣରେ ବିଳମ୍ବ ଅଭିଯୋଗ । ରାସ୍ତାକୁ ଓହ୍ଲାଇଲେ ବଡ଼ଦାଣ୍ଡରୁ ଉଚ୍ଛେଦ ଉଠା ଦୋକାନୀ । ଗତକାଲିର ଧାରଣା ପରେ ଆଜି ଶୋଭାଯାତ୍ରା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ।

Street Vendor
ମାର୍କେଟ କମ୍ପ୍ଲେକ୍ସରେ ବସାଇବେ କହି ଉଠାଇଦେଲେ, ଏବେ ଭୁଲିଗଲେ..

ପୂର୍ବରୁ ମଧ୍ୟ ୨୦୧୫ ମସିହା ନବକଳେବର ସମୟରେ ଅନେକ ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା । ପରବର୍ତ୍ତୀ ସମୟରେ ମାର୍କେଟ କମ୍ପଲେକ୍ସ ନିର୍ମାଣ କରାଯାଇ ଏମାନଙ୍କୁ ଥଇଥାନର ପ୍ରତିଶୃତି ମିଳିଥିଲା ।

ମୋ ଦୋକାନ ଭାଙ୍ଗିଦେଲେ, ମୁଁ ଚଳିବି କେମିତି?
"ସଂଧ୍ୟାରେ କହୁଛ, ସକାଳୁ ଜେସିବି ମଡାଇ ଦେଉଛ" ଆମେ ଚଳିବୁ କେମିତି?

ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରରେ ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାଜଧାନୀ ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରୁଛି ବିଏମ୍‌ସି। ବିନା ଥଇଥାନ ଓ କ୍ଷତିପୂରଣରେ ବିଏମ୍‌ସି ଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରିଛନ୍ତି। ସେଥିପାଇଁ ଆଜି ବିଏମ୍‌ସିର ନର୍ଥ ଜୋନ୍ ଅଫିସକୁ ଘେରାଉ କରିଥିଲେ। ଏପରିକି ଉଠାଦୋକନୀମାନେ ବିଏମ୍ସି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ

BMC
ରାଜଧାନୀ ରାଜରାସ୍ତାରେ ଉଠା ଦୋକାନୀଙ୍କ ଗର୍ଜନ..

ଡମଣା ଓ ପଟିଆ ଅଞ୍ଚଳରେ BMC ର ଉଚ୍ଛେଦ ବିରୋଧରେ ଶହ ଶହ ଉଠା ଦୋକାନୀ ରାସ୍ତାକୁ ଓହ୍ଲାଇ ଆସିଛନ୍ତି । ହକି ବିଶ୍ୱକପ୍ ପାଇଁ ଭୁବନେଶ୍ୱରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ରାସ୍ତାକଡ଼ରୁ ଉଠା ଦୋକାନୀ ମାନଙ୍କୁ ଉଚ୍ଛେଦ କରାଯାଇଛି । ବିନା ଥଇଥାନ ଓ କ୍ଷତିପୂରଣରେ ବିଏମସିଉଚ୍ଛେଦ କରୁଥିବାରୁ ଉଠା ଦୋକାନୀମାନେ ଏହାକୁ ବିରୋଧ କରୁଛନ୍ତି । ଡମଣା ଛକଠାରୁ ଉଠା ଦୋକାନୀମାନେ ରାଲି କରି ପ୍ରତିବାଦ କରିଛନ୍ତି ଉତ୍ତର ବିଏମସି କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

No eviction from tomorrow
କାଲିଠୁ ଉଚ୍ଛେଦ ବନ୍ଦ : ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ନରମିଲା BMC

କାଲିଠୁ ଉଚ୍ଛେଦ ହେବନି କହିଲେ ନର୍ଥ ଜୋନ୍ ଆସିଷ୍ଟାଣ୍ଟ କମିଶନର

street vendor
‘ସରକାର ଆମର ବାପା ହୋଇଛନ୍ତି, ହେଲେ ଦୋକାନ ଭାଙ୍ଗି ପିଲାଙ୍କୁ ଦାଣ୍ଡରେ ବସାଇଦେଲେ’

ରାଜଧାନୀରେ ତାତିଲେ ଉଠା ଦୋକାନୀ । ବିଏମ୍‌ସିର ଉଛେଦକୁ ବିରୋଧ ।

Hockey World Cup: Demolition Drive In Bhubaneswar
ହକି ବିଶ୍ୱକପ୍‌ ପାଇଁ BMCର ଦମନଲୀଳା: ରାତିରେ ସୂଚନା ଦେଲେ, ସକାଳୁ ବୁଲିଲା ବୁଲ୍‌ଡୋଜର...

ରାଜଧାନୀ ଭୁବନେଶ୍ୱରରେ ଉଠା ଦୋକାନୀଙ୍କ ପାଇଁ କାଳ ହୋଇଛି ହକି ବିଶ୍ୱକପ୍‌। ବର୍ଷ ବର୍ଷର ବେଉସା ଆଉ ପେଟ ପାଟଣା ଉପରେ ପଡ଼ିଛି ଚଡ଼କ। 

Puri ।Street Vendors Stage Protest Opposing Eviction On Sea Beach
ଏଠି ଲୁଟିଲେ ଚଳିବ ନାହିଁ ମରିବୁ ପଛେ ଛାଡ଼ିବୁ ନାହିଁ...

ଆମ ପୁରୀ ବେଳା ଭୂମି ଗୋଟେ ପାର୍କ ନୁହେଁ କି? ଏଠି କଣ ତମେ ଆଉ ବାଡ଼ ପକେଇବ? ଏଠି ଆମେ ଶଙ୍ଖ ବିକିବୁ, ମୁଢ଼ି ବିକିବୁ, ତମେ କଣ ବ୍ଲ୍ୟୁ ଫ୍ଲାଗ୍ ବିଚ୍ କରିବ କହୁଛ?