• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Chilika Lake

Chilika Signature Bridge
ଚିଲିକାର ନୀଳ ଜଳରାଶିରେ ଲେଖାହେବ ନୂଆ ଇତିହାସ

ପୁରୀ ଓ ଗଞ୍ଜାମ ମଧ୍ୟରେ ଯାତାୟତ ଆହୁରି ସୁଗମ ହେବ। ଏଥିପାଇଁ ୨୦୨୧ରେ ପ୍ରାରମ୍ଭିକ ଭାବେ ଏକ DPR ପ୍ରସ୍ତୁତ କରାଯାଇଥିଲା ଏବଂ ୬୫୯ କୋଟିର ପ୍ରାଥମିକ ଖର୍ଚ୍ଚ ଆକଳନ କରିକେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ପାଖରେ ପ୍ରସ୍ତାବ ରଖାଯାଇଥିଲା।

Dolphin census
ଚିଲିକାରେ ଚାଲିଛି ଡଲଫିନ ଗଣନା, ୧୮ଟି ଟିମ୍ ସାମିଲ

ଆଜି ଚିଲିକାରେ ହେଉଛି ଡଲଫିନ ଗଣନା । ସକାଳ ୬ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ, ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ ରହିଛନ୍ତି ।

Chilika Lake
ଚିଲିକାକୁ ମାଡ଼ି ବସୁଛି ନଳ ଘାସ, ଦଳ

ଚିଲିକାକୁ ମାଡ଼ି ବସୁଛି ନଳ ଘାସ, ଦଳ । ସଙ୍କୁଚିତ ହେଉଛି ଏସିଆ ମହାଦେଶର ସର୍ବବୃହତ ଲୁଣା ହ୍ରଦ । ଚିଙ୍ଗୁଡ଼ି ମାଫିଆମାନେ ଭିତର ଚିଲିକାରେ ବଡ଼ ବଡ଼ ଅଂଚଳ ଆବଦ୍ଧ କରି ଘେରି କରୁଥିବାରୁ ଦଳ ବଢ଼ୁଥିବା ଅଭିଯୋଗ ।

Chilika Lake
ସଙ୍କୁଚିତ ହେବାରେ ଲାଗିଛି ଚିଲିକା, ଏକର ଏକର ମାଡ଼ି ଚାଲିଛି ନଳ ଘାସ

ଏପରି କି ମତ୍ସ୍ୟଜୀବୀଙ୍କ ଜନବସତି ଠାରୁ ଚିଲିକା ଏବେ ୪ରୁ ୫ କିଲୋମିଟର ଘୁଞ୍ଚି ଯାଇଥିବା ଅଭିଯୋଗ ହୋଇଛି।

Patrolling intensified to check bird poaching in Chilika lake
ବିଦେଶୀ ଅତିଥିଙ୍କ ଉପରେ ଲୋଲୁପ ଦୃଷ୍ଟି.. ରାତି ସାରା ପାଟ୍ରୋଲିଂ

ରାତି ସାରା ଚାଲିଛି ପାଟ୍ରୋଲିଂ.. ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ଘୁରୁ ବୁଲୁଛନ୍ତି ବନ କର୍ମଚାରୀ.. ବିଦେଶୀ ଅତିଥିଙ୍କ ସୁରକ୍ଷା ପ୍ରଥମ କର୍ତ୍ତବ୍ୟ..

 Dolphin
ଚିଲିକାରେ ବିପଦରେ ବିରଳ ଇରାୱାଡି ପ୍ରଜାତିର ଡଲଫିନ୍, ବୁଡ଼ି ଯିବ କି ବଂଶ ?

ଡଙ୍ଗାର ଫ୍ୟାନ୍, ମାଛ ଜାଲ ଯୋଗୁଁ ଡଲଫିନଙ୍କ ଜୀବନ ଯାଉଛି । କାର୍ଯ୍ୟାନୁଷ୍ଠାନ ହେଉଥିବା କହିଲା ବନ ବିଭାଗ ।

Man son die after being hit by lightning in the middle of Chilika lake
ଖୁସି ଖବର ଜଣାଇବା ପାଇଁ ସ୍ତ୍ରୀ ଫୋନ୍‌ କରୁଥିଲେ, ହେଲେ ସେତେବେଳକୁ ଚିଲିକା ମଝିରେ ଭାସୁଥିଲା ସ୍ୱାମୀର ଶବ...

ଚିଲିକାକୁ ମାଛ ମାରିବାକୁ ଯାଇଥିଲେ ବାପା,ପୁଅ। ହଠାତ୍‌ ମାଡ଼ି ଆସିଲା ବର୍ଷା, ପବନ। ଆଉ ଚିଲିକା ମଝିରେ ବଜ୍ରପାତ ହେବାରୁ ଚାଲିଗଲା ବାପା,ପୁଅଙ୍କ ଜୀବନ।

Agniveer
ନୌବାହିନୀରେ ସାମିଲ ହେବେ ପ୍ରଥମ ବ୍ୟାଚ୍ ଅଗ୍ନିବୀର

ଚିଲିକାର ଗଭୀର ଜଳରେ ନୀଳ ଢେଉ ଚିରି ଆଗକୁ ଯାଉଛନ୍ତି ଭାରତର ନୂଆ ସୁରକ୍ଷା କବଚ । ଭାରତୀୟ ନୌସେନାରେ ସାମିଲ ହେବାକୁ ଯାଉଥିବା ପ୍ରଥମ  ବ୍ୟାଚ୍ ଅଗ୍ନିବୀର ।

special story
ଦସ୍ୟୁ ରତ୍ନାକରରୁ ବାଲ୍ମିକୀ: ଦୁର୍ଦ୍ଦାନ୍ତ ପକ୍ଷୀ ଶିକାରୀରୁ ସୁରକ୍ଷାକାରୀ ସାଜିଛନ୍ତି ଶିବ ଓ ରାମ

ନିଳାମ୍ବୁ ଚିଲିକାର ନିରୀହ ଅତିଥିଙ୍କ ସୁରକ୍ଷା ପାଇଁ ନେଇଛନ୍ତି ବଜ୍ର ଶପଥ । ବନ ବିଭାଗ ପାଇଁ ସାଜିଛନ୍ତି ଆଖି-କାନ... ।

Jalpari Jiya
ଜିଆ ଦିବ୍ୟାଙ୍ଗ ! ହେଲେ ଚିଲିକାରେ ପହଁରୁଛନ୍ତି ଅହରହ, ଦେଖନ୍ତୁ ଭିଡିଓ

ଜିଆ ଦିବ୍ୟାଙ୍ଗ ହୋଇଥିଲେ ହେଁ ତାର ଉତ୍ସାହ ଓ ପ୍ରତିଭା ପାଇଁ ଏକାଧିକ ସନ୍ତରଣ ପ୍ରତିଯୋଗିତାରେ ସାମିଲ ହେବାରେ ସେ ସଫଳ ହୋଇପାରିଛି ।

'Jal Pari' Jiya swims 21km across Chilika lake in Odisha
ଚିଲିକାର ନୀଳ ଜଳରାଶିରେ ଜଳପରୀ ‘ଜିଆ’, ୨୧ କି.ମି. ଯାଏ ସୁଇମିଙ୍ଗ୍‌ କରି ତାଜୁବ କଲେ...

ଅର୍ଟିଜିମ୍ ରୋଗରେ ପୀଡ଼ିତ ହୋଇ ମଧ୍ୟ ନିଜର ସନ୍ତରଣ କଳା ପାଇଁ ୧୪ ବର୍ଷର ଝିଅ ଜିଆ ରଏ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଳଟିଛନ୍ତି। ଜିଆ ଏବେ ଚିଲିକା ନୀଳ ଜଳରାଶିରେ ସାଜିଛନ୍ତି ଜଳପରୀ। 

Chilika Buffalo Can Treat Cancer
କର୍କଟ ରୋଗୀଙ୍କ ପାଇଁ ରାମବାଣ ସାଜିପାରେ ଚିଲିକା ମଇଁଷିଙ୍କ କ୍ଷୀର

ଚିଲିକା ଅଞ୍ଚଳର ମଇଁଷିଙ୍କ କ୍ଷୀରରେ ରହିଛି ପ୍ରଚୁର ପରିମାଣର ହିତକାରୀ ବ୍ୟାକ୍ଟେରିଆ। ଗବେଷଣାରୁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବା ବେଳେ ଏହା ମଣିଷ ପାଇଁ କେତେ ଉପଯୋଗୀ ହେବ ତାର ଅଧିକ ଗବେଷଣାର ଆବଶ୍ୟକତା ରହିଛି।

Boat with around 40 passengers on board gets stranded midway in Chilika. Details awaited.
BREAKING : ମଝି ଚିଲିକାରେ ଫସିଲା ଡଙ୍ଗା; ଅଟକି ରହିଛନ୍ତି ୪୦ ଯାତ୍ରୀ

ମଝି ଚିଲିକାରେ ଫସିଲା ଡଙ୍ଗା । ଅଟକି ଥିବା ଡଙ୍ଗାରେ ରହିଛନ୍ତି ୪୦ ଯାତ୍ରୀ । ଜହ୍ନିକୁଦାରୁ ସାତପଡ଼ା ଯିବା ବେଳେ ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବାରୁ ଏହିପରି ଅଘଟଣ ହୋଇଥିବା ସୂଚନା ମିଳିଛି ।

Cyclone Jawad Alert- Chilika Lake Floating Bridge Vessel Suspended
ଭସା ପୋଲ ବନ୍ଦ, ଡଙ୍ଗାରେ ଯାଉଛନ୍ତି ଯାତ୍ରୀ

ମାଡ଼ି ଆସୁଛି ବାତ୍ୟା : ଭସା ପୋଲ ସେବାକୁ ବନ୍ଦ କଲା ପ୍ରଶାସନ, ଡଙ୍ଗାରେ ପାର ହେଉଛନ୍ତି ଲୋକେ