• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Homeless

Black Ant
ଅସହ୍ୟ ହେଲା ପିମ୍ପୁଡ଼ିମାନଙ୍କ ଉତ୍ପାତ, ଘର ଛାଡ଼ିବାକୁ ବାଧ୍ୟ ହେଲେ ପରିବାର

ଯଦି ଆପଣଙ୍କୁ କୁହାଯାଏ, ପିମ୍ପୁଡ଼ିଙ୍କ ପାଇଁ ଘର ଛାଡ଼ିବାକୁ ପଡ଼ିଲା.. ତେବେ ଆପଣ ବିଶ୍ୱାସ କରିବେ କି । ନୁହେଁ ନା । ମଧ୍ୟପ୍ରଦେଶର ଏ ଘଟଣା ଆପଣଙ୍କୁ ବିଶ୍ୱାସ ହେବ ନାହିଁ । ପିମ୍ପୁଡ଼ିମାନଙ୍କର ଉତ୍ପାତ ପାଇଁ ଗୋଟେ ପରିବାରକୁ ଘର ଛାଡ଼ିବାକୁ ପଡ଼ିଛି ।

This family in Odisha’s Chandbali forced to share house with cow
ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଗୁହାଳରେ କଟୁଛି ଦିନ

ଯେଉଁଠି ଗୁହାଳ ,ସେଇଠି ଚାଲିଛି ରୋଷେଇ... ପିଲାଙ୍କ ପାଠ ପଢା ପାଇଁ ଭଲ ଜାଗା ଟିକେ ବି ନାହିଁ। ପଶୁ ଓ ମଣିଷଙ୍କ ମୁଣ୍ଡ ଗୁଞ୍ଜିବାକୁ ସେଇ ଗୋଟିଏ ଘର.... ଏଇ ପରିବାର ପାଇଁ, ସରକାରୀ ଯୋଜନା ହୋଇଯାଇଛି, ସାତ ସପନ।

Yojna
ଭାଗ୍ୟ କରିଛି ଏମିତି..୧୩ ବର୍ଷ ହେଲା ଶୁଣ୍ଢିପିଣ୍ତା ହେଉଛନ୍ତି ଭାଗିରଥୀ

ଗରିବ ଓ ଅସହାୟଙ୍କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିଛନ୍ତି । ହେଲେ ତଳସ୍ତରରେ ଯୋଗ୍ୟ ହିତାଧିକାରୀ ରହିଛନ୍ତି ଯେଉଁମାନଙ୍କର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଘର ଖଣ୍ଡିଏ ମିଳିନି ।

Homeless
ଦିନେ ରିକ୍ସା ଚଳାଉଥିଲେ, ଆଜି ବାସହରା

ଶୀତ ରାତିରେ ଭଙ୍ଗା ଦୋକାନ ବାରଣ୍ଡାରେ ପଡ଼ିରହିଛନ୍ତି । କେଇଖଣ୍ଡ ଛିଣ୍ଡା କପଡ଼ାରେ ଗୁଡେଇ ହୋଇ ଥରୁଛନ୍ତି । ହାଡ଼ ଭଙ୍ଗା ଜାଡ଼ ରାତିରେ ଏମିତି ଜୀବନ ସହ ଯୁଝୁଛନ୍ତି...ଶୀତ ଦିନେ କିପରି ଏ ଥଣ୍ଡାରୁ ରକ୍ଷା ପାଇବେ କିଛି ବୁଝିପାରୁନାହାନ୍ତି । ଦିନେ ରାଜଗାଙ୍ଗପୁର ସହରରେ ରିକ୍ସା ଚଳାଉଥିଲେ...ଆଜି ବାସହରା....

Life at the railway station even after 77 years of independence
Homeless Day: ସ୍ୱାଧୀନତାର ୭୭ ବର୍ଷ ପରେ ବି ରେଳଷ୍ଟେସନରେ ଜୀବନ

ଆଜି ବିଶ୍ୱ ପାଳୁଛି ‘ଆନ୍ତର୍ଜାତୀୟ ବାସହୀନ ଦିବସ’ l ଦେଶ ସ୍ୱାଧୀନ ହେବାର ୭୭ ବର୍ଷ ଚାଲିଗଲାଣି। ଅନେକ ସରକାର ଆସିଛନ୍ତି ଆଉ ଯାଇଛନ୍ତି। ବାସହୀନ ଲୋକଙ୍କ ପାଇଁ ଅନେକ ଯୋଜନା ମଧ୍ୟ ହୋଇଛି। କିନ୍ତୁ ଘଟଣା ‘ଯୋଉ ତିମିରେକୁ ସେହି ତିମିରେ’।

Homeless people
ନିରାଶ୍ରୟ ଭବନରୁ ହଠାତ୍ ୪୫ଜଣଙ୍କୁ ସ୍ଥାନାନ୍ତର କାହିଁକି ? ଭଡ଼ାଘରେ ଦୟନୀୟ ସ୍ଥିତିରେ ଅଛନ୍ତି ଅନ୍ତେବାସୀ

ନିରାଶ୍ରୟମାନଙ୍କ ଏବେ ଦୁଃସ୍ଥିତି। ବରେଇପାଲିର ଏକ ଭଡ଼ା ଘରେ ଗୁଞ୍ଜାଗୁଞ୍ଜି କରି ବେଡ୍ ପଡ଼ିଛି, ଆଉ ସେଇଥିରେ ଦୁଇ ସପ୍ତାହ ହେଲେଣି ୪୫ ଜଣ ଅନ୍ତେବାସୀ ଏମିତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ନୂଆ କୋଠାରୁ ଏମାନଙ୍କୁ କାହିଁକି ବାହାର କରାଗଲା, ସେମାନେ ଜାଣନ୍ତିନି।

Homeless
ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ଗଛ ଡାଳ ସାଜିଛି ସାହାରା

ଭୂମିହୀନ ହିତାଧିକାରୀଙ୍କୁ ଥଇଥାନ ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିଛି କାହିଁ କେତେ ଯୋଜନା l ଆଉ ଏହି ଯୋଜନା ଲାଗି ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ ହେଉଛି l ତେବେ ଏହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ କିଭଳି ପହଁଚୁଛି ତାହା ଏହି ଚିତ୍ରକୁ ଦେଖିଲେ ସ୍ପଷ୍ଟ ବାରିହେଉଛି