#ବର_ଅଶ୍ୱତ୍ଥ_ବିବାହ
ସଜା ହୋଇଛି ବାହା ବେଦୀ... ବାଜୁଛି ସାହାନାଇ । ବରଯାତ୍ରୀ ବସିଛନ୍ତି ଆଉ ଢୋଲ ମହୁରୀ ବି ଖଣ୍ଡମଣ୍ଡଳ ଦୁଲୁକାଉଛି । ବେଦୀରେ ପାନ ଗୁଆ ଥୋଇ ବ୍ରାହ୍ମଣ ମନ୍ତ୍ର ପଢ଼ିଲାଣି । ପୁଣି ଭୋଜି ଭାତ ପାଇଁ ଚାଲିଛି ମହାଆଡ଼ମ୍ବରରେ ଆୟୋଜନ । ବୋଧହୁଏ କାହା ବାହାଘର ପାଇଁ ଏ ଆୟୋଜନ । ହେଲେ ଏଠି ମଣିଷର ନୁହଁ, ଲୁପ୍ତପ୍ରାୟ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ହେଉଛି ବାହାଘର ।
Published By: Swadesi Megha Mallhar Prusty
Last updated: 23 January 2024, 10:40 AM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।