୨୦୨୬ ସୁଦ୍ଧା ବେଆଇନ ନିଶା କାରବାର ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ଟାର୍ଗେଟ୍ ପୂରଣ କରିବାକୁ ୯ ଜିଲ୍ଲାରେ ଚାଲିଛି ଅଭିଯାନ । ଡିଜିପି କହିଛନ୍ତି ମାସକ ଭିତରେ ୨ ହଜାର ୩୭୫ ଏକର ଜମିରେ ଗଂଜେଇ ଚାଷ ଧ୍ୱଂସ ହୋଇଥିବାବେଳେ ୮୦ ବେପାରୀ ବନ୍ଧା ହେଲେଣି ।
ଗଂଜେଇ ଚୋରା ଚାଲାଣର ହବ୍ ପାଲଟିଛି କି ଓଡିଶା ? ଗତକାଲି ଗଂଜାମରୁ ଗିରଫ ନିଲୁ ପ୍ରଧାନ ହେଉ ଅବା ପାଣ୍ଡି ବ୍ରଦର୍ସ ।
ଧାଡ଼ି ଧାଡ଼ି ହେଇ ପୋତା ହେଉଛି ଗଞ୍ଜେଇ ଗଛ। ନା କାହାକୁ ଡର, ନା କାହାକୁ ଭୟ। ଶହ ଶହ ହେକ୍ଟର ଜମିରେ ହେଉଛି ଗଞ୍ଜଇ ଚାଷ। ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସେଫ୍ ହେଭେନ୍।
ଧାଡ଼ି ଧାଡ଼ି ହେଇ ପୋତା ହେଉଛି ଗଞ୍ଜେଇ ଗଛ। ନା କାହାକୁ ଡର, ନା କାହାକୁ ଭୟ। ଶହ ଶହ ହେକ୍ଟର ଜମିରେ ହେଉଛି ଗଞ୍ଜଇ ଚାଷ। ପାହାଡ଼ ପର୍ବତ ଘେରା ପ୍ରକୃତି କୋଳରେ ଥିବା ମାଲକାନଗିରି ଜିଲ୍ଲା ଏବେ ପାଲଟିଛି ଗଞ୍ଜେଇ ଚାଷ ପାଇଁ ସେଫ୍ ହେଭେନ୍।
ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ । ଦେହରେ ୨୨ କିଲୋ ଗଞ୍ଜେଇକୁ ସେଲୋ ଟ୍ୟାପରେ ପ୍ୟାକିଂ ।
ଯୁବକ ଜଣକ ଯେଉଁଭଳି ଚମତ୍କାର ଢ଼ଙ୍ଗରେ ପୋଲିସକୁ ଗଞ୍ଜେଇ ବିକ୍ରି ବିଷୟରେ କହୁଛନ୍ତି ତାହା ଶୁଣି ପୋଲିସ ଅଧିକାରୀ ବି ଚୁପ୍ । ସତେ ଯେମିତି ଉତ୍ତର ଶୂନ୍ୟ । ଆଉ ଯୁବକଙ୍କ କଥା ଶୁଣି ଅନ୍ୟ ଛାତ୍ରଛାତ୍ରୀମାନେ ତାଳି ମାରି ସ୍ୱାଗତ କରିଛନ୍ତି ।
ଉଡୁଛି ହାତ ତିଆରି ଗଂଜେଇ ସିଗାରେଟର ଧୂଆଁ । ଗଂଜେଇ ଧୂଆଁରେ କଲବଲ ସ୍ମାର୍ଟସିଟିର ଜନତା । ନୀଳ ଜହରର ଏହି କଳା କାହାଣୀ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।
ତତ୍କାଳୀନ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକଙ୍କ ନିର୍ଦ୍ଦେଶ କ୍ରମେ ଥାନାର ଦୁଇ ହୋମଗାର୍ଡ଼ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର କୁମାର ନାୟକ ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗ ନେଇ ଏକ ଭିଡିଓ ଭାଇରାଲ ହୋଇଥିଲା।
ମଣ୍ଡିରେ ଧାନ ବିକ୍ରୀ ହେଉନି। ଯେଉଁଥି ପାଇଁ ମୁଁ ଗଂଜେଇ ଚାଷ କରିବାକୁ ଚାହୁଁଛି। ଜିଲ୍ଲାପାଳଙ୍କଠାରୁ ଏମିତି ଅନୁମତି ଚାହିଁଲେ ବଲାଙ୍ଗିର ଭାଲୁଡୁଙ୍ଗୁରୀ ଗାଁର ଚାଷୀ ନୀଳାମ୍ୱର ବିଶ୍ୱାଳ...
ମାଲଖାନା, ହାଜତ ଆଉ ଜବତ ହୋଇଥିବା ଗାଡ଼ି ଚାରିଆଡ଼େ ଗଦା ହୋଇଛି ବସ୍ତା ବସ୍ତା ଗଞ୍ଜେଇ ।
ଯୋଜନା ପଣ୍ଡ କଲା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ।
ରାତି ଅଧରେ ଗାଁରେ ପଶି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ୨ ଜଣ ଅବକାରୀ ବିଭାଗର କନଷ୍ଟେବଲଙ୍କୁ ଗାଁ ଲୋକେ ଅଟକ ରଖିଥିବା ସୂଚନା ମିଳିଛି।
ସିନ୍ଦେକେଲା ଅଂଚଳରୁ ୩୧ କେଜି ଗଂଜେଇ ଜବତ। ୨ ଦୁର୍ବୃତ୍ତ ଗଂଜେଇ ନେଇ ବାଇକରେ ଯାଉଥିଲେ । ବାଇକ ଦୁର୍ଘଟଣା ପରେ ଫେରାର ମାରିଥିଲେ । ୩ ବ୍ୟାଗ୍ ଭର୍ତ୍ତି ହୋଇ ଥିଲା ଗଂଜେଇ
ଦିନେ ଗଂଜେଇ ଚାଷ କରୁଥିଲେ, ଏବେ ବିଭିନ୍ନ ପ୍ରକାର ଚାଷ କରି ଇନିଜ ପରିବାରର କରୁଛନ୍ତି ପ୍ରତିପୋଷଣ
ଭୁବନେଶ୍ୱର : ଖଣ୍ଡଗିରି ଛକରୁ ଏକ ଟନ୍ ଗଞ୍ଜେଇ ଜବତ ହୋଇଛି। ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇଁ ରାଜସ୍ୱ ନିର୍ଦ୍ଦେଶାଳୟ ପକ୍ଷରୁ ଚଢଉ କରାଯାଇଥିଲା। ଏନେଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଗଞ୍ଜେଇ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରମରୁ ବିହାରକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି।