ଗୋଟିଏ ରୁମରେ ଦୁଇଟି ଟୟଲେଟ୍ ସିଟ୍
ନିଜ ତିନି ପିଲାଙ୍କ ପେଟକୁ ଦାନା ଯୋଗାଡ଼ ପାଇଁ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ୫୦୦ ଟଙ୍କା ମାଗିଥିଲେ ଶୁଭଦ୍ରା (୪୬) । ଆଉ ମାତ୍ର ଦୁଇ ଦିନ ଭିତରେ ତାଙ୍କୁ ମିଳିଥିଲା ୫୧ ଲକ୍ଷ ଟଙ୍କା ।
ଏଇ ବେଲୁନ ବିକିଲେ ପରିବାର ଚଲେଇବା ସହ ଖାଉଛନ୍ତି ଔଷଧ । ସେ ଯୁବକ ଜଣକ ହେଉଛନ୍ତି ବିଭାସ ଦାସ୍ ।
ବଡ଼ ଦୁଃଖର କଥା ଏଯାଏଁ ଏମାନଙ୍କୁ ମିଳିପାରିଲା ନାହିଁ ସରକାରୀ ଯୋଜନାରେ ଘର ।
ସାମୂହିକ ଦାବିକୁ ନେଇ ନବୀନ ନିବାସ ପାଖରେ ହାଇଡ୍ରାମା ।
ହୋର୍ଡିଂ ଉପରକୁ ଚଢିଯାଇଥିଲେ ମୁକ୍ତିକାନ୍ତ ବିଶ୍ୱାଳ । ଶିଶୁ ଭବନ ଛକରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କରୁଥିଲେ ।
ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ପ୍ରକାର ଅଦ୍ଭୁତ ଭିଡିଓ ଭାଇରାଲ ହୁଏ । ଯେଉଁଥିରେ କେତେବେଳେ କିଏ ନାଚନ୍ତି, କେତେବେଳେ ଗୀତ ଗାଇଥାନ୍ତି ତ ଆଉ କିଏ ଭିନ୍ନ କଳାକୌଶଳ ପ୍ରଦର୍ଶନ କରନ୍ତି । ହେଲେ ଏବେ ଯେଉଁ ଭିଡିଓ ଭାଇରାଲ୍ ହେଉଛି ତାହା ସମ୍ପୂର୍ଣ୍ଣ ନୂଆ ।
ବାହାଘରରେ ଦମ୍ପତି ଦୁଇ ଦଳର ଷ୍ଟାର ଖେଳାଳିଙ୍କ ଜର୍ସି ପିନ୍ଧି ବାହା ହେଉଛନ୍ତି । ଫିଲ୍ଡରେ ଯେପରି ଫ୍ୟାନ୍ସ ଦୁଇ ଦଳକୁ ସପୋର୍ଟ କରନ୍ତି, ସେହିପରି ବିବାହ ଦିନ ଦମ୍ପତି ଆର୍ଜେଣ୍ଟିନା ଓ ଫ୍ରାନ୍ସର ଜର୍ସି ପିନ୍ଧି ଦଳକୁ ସପୋର୍ଟ ବି କରୁଛନ୍ତି ।
୨୦୨୨ରେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ଏହି ସବୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ।
ବାହାଘରରେ ହେଇଗଲା ଡ୍ରାମାଭୋଲଟେଜ୍ ଡ୍ରାମା ..ବର ଦେଖୁଥାଏ.. ଯୁବକଙ୍କୁ କୁଣ୍ଢେଇ କାନ୍ଦିଲେ କନିଆ..
ପାଟଣାଗଡ଼ରେ କ୍ଷେତରେ ସଢୁଛି ଲାଲ୍ ଟହ ଟହ ଟମାଟୋ । ସବୁଠି କୃଷି ଅଧିକାରୀ ଦେଖାଇଲେ ଶୀତଳଭଣ୍ଡାର ସ୍ୱପ୍ନ ।
ୟୁଏସ୍ ମାସ୍କୁସେଟ୍ସର ଜଣେ ବ୍ୟକ୍ତି ଯିଏ କି ରେମଣ୍ଡ ରବର୍ଟ ସିନିୟର ଭାବେ ଖୁବ୍ ପରିଚିତ । ତାଙ୍କର ୧୯ କୋଟି ଟଙ୍କାର ଲଟେରୀ ଲାଗିଛି । ଯାହାକି ଏକ ବମ୍ଫର ଲଟେରୀ ।
ଅତି ଯତ୍ନରେ କୁକୁରର ଗୋଦବରାଇ କଲେ ମାଲିକାଣୀ। ବେକରେ ପକାଇଲେ ଫୁଲମାଳ, ପାଖରେ ଥୋଇଲେ ମିଠା..ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ପେଶା ସିନା ରାଜନୀତି ହେଲେ ଲୋକଙ୍କ ସେବା କରିବାର ନିଶା ତାଙ୍କୁ ଆଜି ଚର୍ଚ୍ଚିତ କରିଦେଇଛି ।
୨୦୨୨ କାହାପାଇଁ ପୁଷ ମାସ ହେଇଛି ତ ଆଉ କାହା ପାଇଁ ସର୍ବନାଶ। ଏହି ବର୍ଷ ବଲିଉଡ୍ ପାଇଁ ସେତେ ଶୁଭ ହୋଇ ନାହିଁ। ଏହା ବଲିଉଡ୍ ପାଇଁ ‘ବୟକଟ୍’ ଟ୍ରେଣ୍ଡ୍ ନେଇ ଆସିଛି। ଏହାରି ଭିତରେ କିନ୍ତୁ ଏମିତି କିଛି ନିର୍ମାତା ଆସିଛନ୍ତି ଯିଏ ବଲିଉଡ୍କୁ ନୂଆ ଜୀବନ ଦେଇଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇ ନେବା।
ନ୍ନକ୍ଷମ ହୋଇଥିବାରୁ ରୋଜଗାର ପାଇଁ ଅକ୍ଷମ । ଏପଟେ ସାଙ୍ଗରେ ସ୍ତ୍ରୀ ଓ ତିନି ତିନିଟି ପିଲାଙ୍କ ବୋଝ ।
ସରି ସରି ଆସୁଛି ୨୦୨୨। ଆଉ କେଇଟା ଦିନ ପରେ ଆମେ ୨୦୨୩ରେ ପାଦ ଦେବା। ୨୦୨୨ରେ ବଲିଉଡର କିଛି ଆଗ ଧାଡିର ଅଭିନେତ୍ରୀ ଏକ ନୂତନ ଯାତ୍ରା ଆରମ୍ଭ କରିଛନ୍ତି। ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନେ ଅଛନ୍ତି। ଦିନେ ଏମାନେ ବେବୀବମ୍ପ୍ ଦେଖେଇ ଅନେକ ଚର୍ଚ୍ଚା ସାଉଁଟି ଥିଲେ। ଆସନ୍ତୁ ଏମାନେ କିଏ ଜାଣିବା।
ମୃତକଙ୍କ ପରିବାର ପାଇଲେ ସରକାରୀ ସହାୟତା ।
ବିଷାକ୍ତ ପାଣି ପିଇ ବାସନ୍ତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ସଦସ୍ୟ ।
ଆପଣ କେବେ କଳ୍ପନା କରିଛନ୍ତି କି ଗୋଟିଏ ଘର, କିପରି ଦୁଇଟି ଭିନ୍ନ ରାଜ୍ୟର ସୀମାରେ ଠିଆ ହୋଇଛି? ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ।
ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ପୋଖରୀ ଏବେ ହେବାକୁ ଯାଉଛି ପଦ୍ମ ପୋଖରୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ପ୍ରାୟ ୨୦୦ ବର୍ଷ ପୂର୍ବର ଐତିହାସିକ ଡିଗି ପୋଖରୀ ଏବେ ନୂଆ ରୂପ ନେବାକୁ ଯାଉଛି।
ପରୀକ୍ଷାମୂଳକ ଭାବରେ ଖୁବ ଶୀଘ୍ର ଆରମ୍ଭ ହେବ ଯୋଜନା ।
କଥାରେ ଅଛି ବଡ଼ ଭଉଣୀ ମା’ ସମାନ । ସେ ସାନ ଭାଇଭଉଣୀଙ୍କୁ ସ୍ନେହ ବି କରେ ଆଉ ଆକଟ କରେ । ବେଳ ଆସିଲେ ମୃତ୍ୟୁ ସାମ୍ନାରେ ବି ଢ଼ାଲ ହୋଇ ଛିଡ଼ା ହୋଇଯାଏ ।
ଫୋନ୍ ସ୍ୱିଚ୍ ଅଫ୍ ଥିଲେ, ମୋ ଜୀବନ ଚାଲିଯାଇ ଥାଆନ୍ତା ।
ଯଦି ଆପଣ ଦେଶର ବିଭିନ୍ନ କୋଣ ଅନୁକୋଣକୁ ଯାଇ ଏହି ସବୁ ନିଆରା ପରମ୍ପରାର ମଜା ନେବାକୁ ଚାହିଁବେ ତେବେ ଆପଣଙ୍କ ପାଇଁ ଗୋଟିଏ ଜୀବନ ବି ନିଅଣ୍ଟ ପଡ଼ିବ ।