• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

2022 Flash Back: Top News
୨୦୨୨ର ଅଭୁଲା ଅଧ୍ୟାୟ: କେବେ ଖୁସି ଆଣିଛି ତ ଆଉ କେବେ ଦୁଃଖ...

ବର୍ଷ ୨୦୨୨ରେ ରାଜ୍ୟ, ଦେଶ ଓ ଦୁନିଆରେ ଏମିତି ଅନେକ ଘଟଣା ଘଟିଛି ଯାହା ଅଭୁଲା ହୋଇ ରହିବ। ଏହି ବର୍ଷରେ କିଛି ଭଲ ଘଟଣା ଘଟିଥିବା ବେଳେ ଆଉ କିଛି ଏମିତି ଘଟଣା ଘଟିଛି ଯାହା ଦେଶରେ ହଇଚଇ ସୃଷ୍ଟି କରିଛି। ଜାତୀୟ ସ୍ତରରେ ମଧ୍ୟ ଏମିତି ଅନେକ ଘଟଣା ଘଟିଛି ଯାହା ୨୦୨୨ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା।

tragic story
ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା ! କେମିତି ଜଣେ ମା’ ନିଜକୁ ସମ୍ଭାଳିବ

ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ଜୀବନ ହରାଇଥିବା ଯୁବକଙ୍କ କୁନି ପୁଅ ବି ଏବେ ଅଫେରା ଦୁନିଆରେ . . .

police
ହେଲମେଟ୍‌ ନପିନ୍ଧିଲେ ଅଳିଆ ସଫା କର

ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧି ନଥିବା ଚାଳକଙ୍କୁ ସଫେଇ ଦଣ୍ଡ ।

Assistance
ପିଲାଙ୍କ ପେଟକୁ ଦାନା ଦେବାକୁ ୫୦୦ ଟଙ୍କା ମାଗିଥିଲେ, ମିଳିଲା ୫୧ ଲକ୍ଷ, ଜାଣନ୍ତୁ ପୂରା କାହାଣୀ...

ନିଜ ତିନି ପିଲାଙ୍କ ପେଟକୁ ଦାନା ଯୋଗାଡ଼ ପାଇଁ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକଙ୍କୁ ୫୦୦ ଟଙ୍କା ମାଗିଥିଲେ ଶୁଭଦ୍ରା (୪୬) । ଆଉ ମାତ୍ର ଦୁଇ ଦିନ ଭିତରେ ତାଙ୍କୁ ମିଳିଥିଲା ୫୧ ଲକ୍ଷ ଟଙ୍କା ।

Balloon Seller
ସବୁ ଦୁଃଖ ଯେମିତି ୟାଙ୍କ ପାଇଁ ଥିଲା ! ବେଲୁନ୍‌ ବିକିଲେ ଘର ଚଳିବ, ବ୍ଲଡ୍ କ୍ୟାନ୍‌ସର ପାଇଁ ଔଷଧ ବି ଖାଇବେ

ଏଇ ବେଲୁନ ବିକିଲେ ପରିବାର ଚଲେଇବା ସହ ଖାଉଛନ୍ତି ଔଷଧ । ସେ ଯୁବକ ଜଣକ ହେଉଛନ୍ତି ବିଭାସ ଦାସ୍‌ ।

  • Thursday, 22 December 2022
PMAY
ଗାଁରେ କାହାକୁ ମିଳୁନି ଆବାସ ! କୁଆଡ଼େ ଯାଉଛି ସରକାରଙ୍କ ଟଙ୍କା, କିଏ ନେଉଛି ?

ବଡ଼ ଦୁଃଖର କଥା ଏଯାଏଁ ଏମାନଙ୍କୁ ମିଳିପାରିଲା ନାହିଁ ସରକାରୀ ଯୋଜନାରେ ଘର ।

Muktikant
ହୋର୍ଡିଂ ଉପରୁ ଉଦ୍ଧାର ହେଲେ ମୁକ୍ତିକାନ୍ତ, କହିଲେ ଜେଲରେ କରିବେ ଆମରଣ ଅନଶନ !

ହୋର୍ଡିଂ ଉପରକୁ ଚଢିଯାଇଥିଲେ ମୁକ୍ତିକାନ୍ତ ବିଶ୍ୱାଳ । ଶିଶୁ ଭବନ ଛକରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ପ୍ରତିବାଦ କରୁଥିଲେ ।

viral video
ଦାନରେ ଦରକାର ଗର୍ଲଫ୍ରେଣ୍ଡ୍‌ : ଜ୍ୟାକେଟ୍‌ ଉପରେ ପୋଷ୍ଟର ଲଗାଇ ବୁଲିଲେ ଯୁବକ

ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ପ୍ରକାର ଅଦ୍ଭୁତ ଭିଡିଓ ଭାଇରାଲ ହୁଏ । ଯେଉଁଥିରେ କେତେବେଳେ କିଏ ନାଚନ୍ତି, କେତେବେଳେ ଗୀତ ଗାଇଥାନ୍ତି ତ ଆଉ କିଏ ଭିନ୍ନ କଳାକୌଶଳ ପ୍ରଦର୍ଶନ କରନ୍ତି । ହେଲେ ଏବେ ଯେଉଁ ଭିଡିଓ ଭାଇରାଲ୍‌ ହେଉଛି ତାହା ସମ୍ପୂର୍ଣ୍ଣ ନୂଆ ।

Marriage
ଫୁଟବଲ ଫିଲ୍ଡରେ ନୁହେଁ, ବାହା ବେଦିରେ ଚମକିଲେ ମେସି-ଏମ୍ବାପେ

ବାହାଘରରେ ଦମ୍ପତି ଦୁଇ ଦଳର ଷ୍ଟାର ଖେଳାଳିଙ୍କ ଜର୍ସି ପିନ୍ଧି ବାହା ହେଉଛନ୍ତି । ଫିଲ୍ଡରେ ଯେପରି ଫ୍ୟାନ୍ସ ଦୁଇ ଦଳକୁ ସପୋର୍ଟ କରନ୍ତି, ସେହିପରି ବିବାହ ଦିନ ଦମ୍ପତି ଆର୍ଜେଣ୍ଟିନା ଓ ଫ୍ରାନ୍ସର ଜର୍ସି ପିନ୍ଧି ଦଳକୁ ସପୋର୍ଟ ବି କରୁଛନ୍ତି ।

flashback 2022
ସ୍ମୃତିର ଆଇନାରେ . . . ୨୦୨୨ରେ ଦୁନିଆକୁ ଛାଡ଼ି ଯାଇଛନ୍ତି ଏହି ବିଶିଷ୍ଟ ବ୍ୟକ୍ତିତ୍ୱ

୨୦୨୨ରେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ଏହି ସବୁ ଚର୍ଚ୍ଚିତ ବ୍ୟକ୍ତିତ୍ୱ ।

Bride hugs boyfriend
ବର ଦେଖୁଥାଏ . . . ଯୁବକଙ୍କୁ କୁଣ୍ଢେଇ କାନ୍ଦିଲେ କନିଆ..

ବାହାଘରରେ ହେଇଗଲା ଡ୍ରାମାଭୋଲଟେଜ୍‌ ଡ୍ରାମା ..ବର ଦେଖୁଥାଏ.. ଯୁବକଙ୍କୁ କୁଣ୍ଢେଇ କାନ୍ଦିଲେ କନିଆ..

Farming
ଅଭାବୀ ବିକ୍ରିର ଅଭାବନୀୟ ଚିତ୍ର ! ନିଜ କୋବି କିଆରିକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରିଦେଲା ଚାଷୀ

ପାଟଣାଗଡ଼ରେ କ୍ଷେତରେ ସଢୁଛି ଲାଲ୍ ଟହ ଟହ ଟମାଟୋ । ସବୁଠି କୃଷି ଅଧିକାରୀ ଦେଖାଇଲେ ଶୀତଳଭଣ୍ଡାର ସ୍ୱପ୍ନ ।

Lottery
ଏମିତି ଲଟେରୀ ସମସ୍ତଙ୍କ ଭାଗ୍ୟରେ ନଥାଏ ! ମନ କହିଲା ବୋଲି କିଣିଲି ଆଉ ଜିତିଗଲି...

ୟୁଏସ୍‌ ମାସ୍‌କୁସେଟ୍‌ସର ଜଣେ ବ୍ୟକ୍ତି ଯିଏ କି ରେମଣ୍ଡ ରବର୍ଟ ସିନିୟର ଭାବେ ଖୁବ୍‌ ପରିଚିତ । ତାଙ୍କର ୧୯ କୋଟି ଟଙ୍କାର ଲଟେରୀ ଲାଗିଛି । ଯାହାକି ଏକ ବମ୍ଫର ଲଟେରୀ ।

Dog Godh Bharai
ଆଶ୍ଚର୍ଯ୍ୟ ଲାଗିଲେ ବି ସତ; କୁକୁରର ହେଉଛି ଗୋଦ୍‌ଭରାଇ, ଦେଖନ୍ତୁ ଭିଡିଓ..

ଅତି ଯତ୍ନରେ କୁକୁରର ଗୋଦବରାଇ କଲେ ମାଲିକାଣୀ। ବେକରେ ପକାଇଲେ ଫୁଲମାଳ, ପାଖରେ ଥୋଇଲେ ମିଠା..ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

Inspirational
ଲୋକଙ୍କ କଥାରେ ନିର୍ବାଚନ ଲଢ଼ିଲେ, ଆଉ ଏବେ ତାଙ୍କ ପାଇଁ ସେ ଭଗବାନ ! ଜାଣନ୍ତୁ ପୁରା କାହାଣୀ..

ପେଶା ସିନା ରାଜନୀତି ହେଲେ ଲୋକଙ୍କ ସେବା କରିବାର ନିଶା ତାଙ୍କୁ ଆଜି ଚର୍ଚ୍ଚିତ କରିଦେଇଛି ।

Indian producers who understood the audiences mood this year
Year Ending: ୨୦୨୨ର ୫ ସଫଳ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା; ବଲିଉଡ୍‌କୁ ଦେଇଛନ୍ତି ନୂଆ ଜୀବନ

୨୦୨୨ କାହାପାଇଁ ପୁଷ ମାସ ହେଇଛି ତ ଆଉ କାହା ପାଇଁ ସର୍ବନାଶ। ଏହି ବର୍ଷ ବଲିଉଡ୍ ପାଇଁ ସେତେ ଶୁଭ ହୋଇ ନାହିଁ। ଏହା ବଲିଉଡ୍ ପାଇଁ ‘ବୟକଟ୍’ ଟ୍ରେଣ୍ଡ୍ ନେଇ ଆସିଛି। ଏହାରି ଭିତରେ କିନ୍ତୁ ଏମିତି କିଛି ନିର୍ମାତା ଆସିଛନ୍ତି ଯିଏ ବଲିଉଡ୍‌କୁ ନୂଆ ଜୀବନ ଦେଇଛନ୍ତି। ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇ ନେବା।

Beggar
କିଏ ବୁଝିବ ଦୁଃଖ ? ଆଖିକୁ ଦେଖାଯାଉନି, ମୁଣ୍ଡ ଉପରେ ତିନି ପ୍ରାଣୀଙ୍କ ବୋଝ ! ଜାଣନ୍ତୁ ପୁରା କାହାଣୀ

ନ୍ନକ୍ଷମ ହୋଇଥିବାରୁ ରୋଜଗାର ପାଇଁ ଅକ୍ଷମ । ଏପଟେ ସାଙ୍ଗରେ ସ୍ତ୍ରୀ ଓ ତିନି ତିନିଟି ପିଲାଙ୍କ ବୋଝ ।

  • Sunday, 18 December 2022
  • Beggar
Bollywood new moms in 2022
୨୦୨୨ରେ ମା’ ହୋଇଥିବା ଚର୍ଚ୍ଚିତ ଅଭିନେତ୍ରୀ; ବେବୀବମ୍ପ୍ ପାଇଁ ଚର୍ଚ୍ଚାରେ ଥିଲେ

ସରି ସରି ଆସୁଛି ୨୦୨୨। ଆଉ କେଇଟା ଦିନ ପରେ ଆମେ ୨୦୨୩ରେ ପାଦ ଦେବା। ୨୦୨୨ରେ ବଲିଉଡର କିଛି ଆଗ ଧାଡିର ଅଭିନେତ୍ରୀ ଏକ ନୂତନ ଯାତ୍ରା ଆରମ୍ଭ କରିଛନ୍ତି। ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଏହି ଅଭିନେତ୍ରୀମାନଙ୍କ ମଧ୍ୟରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀମାନେ ଅଛନ୍ତି। ଦିନେ ଏମାନେ ବେବୀବମ୍ପ୍ ଦେଖେଇ ଅନେକ ଚର୍ଚ୍ଚା ସାଉଁଟି ଥିଲେ। ଆସନ୍ତୁ ଏମାନେ କିଏ ଜାଣିବା।

18 years after husband's death, widow finally gets justice; compensation amount
ମୃତ୍ୟର ୧୮ ବର୍ଷ ପରେ ବିଧବା ପତ୍ନୀଙ୍କୁ ମିଳିଲା ନ୍ୟାୟ

ମୃତକଙ୍କ ପରିବାର ପାଇଲେ ସରକାରୀ ସହାୟତା ।

  • Saturday, 17 December 2022
Puri Diarrhoea
ବିଷାକ୍ତ ପାଣି ପିଇ ଜଣକ ପରେ ଜଣକର ହେଉଛି ମୃତ୍ୟୁ !

ବିଷାକ୍ତ ପାଣି ପିଇ ବାସନ୍ତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ତାଙ୍କ ପରିବାର ସଦସ୍ୟ ।

House
ଆଶ୍ଚର୍ଯ୍ୟ ! ଏତେ ବଡ଼ ଘର, ଲମ୍ବିଛି ତେଲେଙ୍ଗାନାରୁ ମହାରାଷ୍ଟ୍ର

ଆପଣ କେବେ କଳ୍ପନା କରିଛନ୍ତି କି ଗୋଟିଏ ଘର, କିପରି ଦୁଇଟି ଭିନ୍ନ ରାଜ୍ୟର ସୀମାରେ ଠିଆ ହୋଇଛି? ତେବେ ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା ।

200-year-old pond renovated in Odisha's Bhadrak
ଦିନେ କେହି ଆଡ଼ ଆଖିରେ ଚାହୁଁ ନଥିଲେ, ଆଜି ନୂଆ ରୂପ ନେବାକୁ ଯାଉଛି ୨୦୦ ବର୍ଷ ପୂର୍ବର ଡିଗି ପୋଖରୀ

ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡ଼ିଥିବା ପୋଖରୀ ଏବେ ହେବାକୁ ଯାଉଛି ପଦ୍ମ ପୋଖରୀ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଥିବା ପ୍ରାୟ ୨୦୦ ବର୍ଷ ପୂର୍ବର ଐତିହାସିକ ଡିଗି ପୋଖରୀ ଏବେ ନୂଆ ରୂପ ନେବାକୁ ଯାଉଛି।

Mosquito Drone
ରାଜଧାନୀରେ ମଶା ମାରିବ ଡ୍ରୋନ୍ ! BMC ପ୍ରସ୍ତୁତ୍ କରୁଛି ମାଷ୍ଟର୍ ପ୍ଲାନ୍ 

ପରୀକ୍ଷାମୂଳକ ଭାବରେ ଖୁବ ଶୀଘ୍ର ଆରମ୍ଭ ହେବ ଯୋଜନା ।