ମଶା ତେଲ ନକଲି ନେଇ ପରୋକ୍ଷରେ ମାନିଲେ ମେୟର । କୁଆଡ଼େ ଗଲା ମଶାମରା ଡ୍ରୋନ୍, ଖୋଜୁଛନ୍ତି ଲୋକେ ।
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ । ନବବର୍ଷ ପାଳନ ପାଇଁ ସଭିଙ୍କ ମନରେ ଉତ୍ସାହ ।
ଅଭିନବ ସୋନକାର କୋରାପୁଟ SP । ଜ୍ଞାନରଂଜନ ମହାପାତ୍ର ଢେଙ୍କାନାଳ SP ।
ପୁଣି ମିଳିଛି ଆଇଟି ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି । ସେ ଇଣ୍ଡିଆନ୍ ରେଲୱେ ଟ୍ରାଫିକ୍ ସର୍ଭିସ୍ (IRTS) କ୍ୟାଡର୍ ଅଫିସର ।
ବୋରଓ୍ୱେଲ୍ ଭିତରେ ଫସିଯାଉଥିବା ଶିଶୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବ ଏହି ରୋବଟ୍। ଯାହାକୁ ଉଦ୍ଭାବନ କରି ଏହି 3 ଯୁବ ଇଂଜିନିୟର ଏବେ ଚର୍ଚ୍ଚାରେ
ଅଫିସ୍ରୁ ଘର, ଘରୁ ଅଫିସ୍ । ଏତିକିରେ ସୀମିତ ରହିଯାଉଛି ଚାକିରିଆଙ୍କ ଜୀବନ । ତା’ଉପରେ ପୁଣି କାମ ପ୍ରେସର ପାଇଁ ସବୁବେଳେ ଚାପଗ୍ରସ୍ତ ଜୀବନ ବିତାଇବାକୁ ପଡ଼ୁଛି । ଏପରିସ୍ଥଳେ ଏହି କମ୍ପାନୀ କର୍ମଚାରୀଙ୍କ ପାଇଁ ଆଣିଛି ନୂଆ ପଲିସି ।
ପୂରଣ ହେଲା ମା’ର ଶେଷ ଇଚ୍ଛା ! ଆଇସିୟୁରେ ହେଲା ବାହାଘର । ଝିଅକୁ ବୋହୂ ବେଶରେ ଦେଖିବା ପରେ ଆରପାରିକୁ ଚାଲିଗଲେ ମହିଳା । ଭିଡିଓ ଦେଖି ଭାବୁକ ହେଲେ ଲୋକେ ।
ମାସେ, ଦେଢ଼ମାସ ମଧ୍ୟରେ ଉକ୍ତ ୩ଟି ଜାଗାକୁ ବିମାନ ଚଳାଚଳ ଆଶା ରହିଛି ।
ଆଜି ଭିଆଇପି ରାସ୍ତାରେ ଦର୍ଶନ ପାଇଁ ଯାଉଛନ୍ତି ସ୍କୁଲ ପିଲା । ବ୍ୟାରିକେଡ୍ରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଛନ୍ତି ବୟସ୍କ ଓ ଶିଶୁ ।
ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲରେ ବି ରହିବେ ସ୍ୱତନ୍ତ୍ର ପୋଲିସ ।
ପ୍ରେମିକ ପାଇଁ ବିପଦରେ ଚାକିରି । ସରକାରୀ ଚାକିରି କରିଥିବା ଜଣେ ଯୁବତୀ ପ୍ରେମିକ ପାଇଁ ପରୀକ୍ଷା ଦେବାକୁ ଯାଇ ଧରାପଡ଼ି ଯାଇଛନ୍ତି ।
ଆଗକୁ ନୂଆବର୍ଷ ଆସୁଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶା ରହିଛି ।
ସମ୍ବଲପୁରରେ କେବେ ସ୍ବାଭାବିକ ହେବ ନ୍ୟାୟିକ ପ୍ରକ୍ରିୟା ?
ସୁନ୍ଦରଗଡ଼ର ଲୁଲକିଡିହି ଗାଁକୁ ଅଣଦେଖା । ଜିଲ୍ଲାର ୧୭ ବ୍ଲକ୍ରେ ହୋଇଛି ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ୍ ।
ପୋଲିସ ଡିଜିଙ୍କୁ ଭେଟି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି ।
ଉଦଳା ଓ ପରଜଙ୍ଗ ବ୍ଲକରେ ପାଣି ପାଇଁ ବିକ୍ଷୋଭ ପ୍ରଦର୍ଶନ । ରାସ୍ତା ଅବରୋଧ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ।
ମହିଳାଙ୍କ ଠାରୁ ମାଙ୍କଡ଼ ନେଇଗଲା ଲକ୍ଷେ ଟଙ୍କା ଥିବା ବ୍ୟାଗ୍ । ଚିନ୍ତାରେ ପଡ଼ିଗଲେ ମହିଳା. ଆଉ ତା’ ପରେ
ରାଜ୍ୟପାଳଙ୍କ ଉଦ୍ୟମରେ ହୋଇଥିବା ଅପରେସନ ସଫଳ ହୋଇଛି ।
ରାତାରାତି କୋଟିପତି ପାଲଟିଗଲେ ଭାରତୀୟ ଡ୍ରାଇଭର ।
ସବାଇ ଘାସ ତିଆରି ସାମଗ୍ରୀ ..ପକେଇଲେ ଭାଙ୍ଗିବନି କି ଧୋଇଲେ ନଷ୍ଟ ହେବନି...ଘାସରେ ତିଆରି ସାମଗ୍ରୀକୁ ବିକି ଭଲ ରୋଜଗାର କରୁଛନ୍ତି ମହିଳା
ଜୁଗାଡ଼ରେ ସବୁ କିଛି ସମ୍ଭବ । ଓଲା ଇ-ସ୍କୁଟରକୁ କମେଣ୍ଟ୍ରି ପାଇଁ ବ୍ୟବହାର କରି ଯୁବକ ଚର୍ଚ୍ଚାରେ ।
ସରକାରୀ ଅବହେଳା ପାଇଁ ଲିଙ୍ଗଗତ ଭିନ୍ନତା ସୃଷ୍ଟି ହୋଇଛି । ଏବେ ଜିଲ୍ଲା ପ୍ରଶାସନ କନ୍ୟା ଖୋଜି ଆଣି ଦେଉ ବୋଲି ଦାବି ହୋଇଛି ।
ବର୍ଷ ୨୦୨୨ରେ ରାଜ୍ୟ, ଦେଶ ଓ ଦୁନିଆରେ ଏମିତି ଅନେକ ଘଟଣା ଘଟିଛି ଯାହା ଅଭୁଲା ହୋଇ ରହିବ। ଏହି ବର୍ଷରେ କିଛି ଭଲ ଘଟଣା ଘଟିଥିବା ବେଳେ ଆଉ କିଛି ଏମିତି ଘଟଣା ଘଟିଛି ଯାହା ଦେଶରେ ହଇଚଇ ସୃଷ୍ଟି କରିଛି। ଜାତୀୟ ସ୍ତରରେ ମଧ୍ୟ ଏମିତି ଅନେକ ଘଟଣା ଘଟିଛି ଯାହା ୨୦୨୨ରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା।
ସ୍ୱାମୀ ଚାଲିଯାଇଥିଲେ, ଏବେ ପୁଅ ଚାଲିଗଲା । ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡାଙ୍କ କାର୍ ଦୁର୍ଘଟଣାରେ ଜୀବନ ହରାଇଥିବା ଯୁବକଙ୍କ କୁନି ପୁଅ ବି ଏବେ ଅଫେରା ଦୁନିଆରେ . . .
ଗାଡ଼ି ଚଳାଇବା ସମୟରେ ହେଲମେଟ୍ ପିନ୍ଧି ନଥିବା ଚାଳକଙ୍କୁ ସଫେଇ ଦଣ୍ଡ ।