New Post Created: ସରକାର ପୁଣି ଘୋଷଣା କରିଛନ୍ତି ନୂଆ ପଦବୀ । ଟ୍ରାଫିକ ଦାୟିତ୍ୱରେ ରହିବେ ଜଣେ ଆଡିସନାଲ୍ ଡିଜିପି । ତାଙ୍କ ଅଧିନରେ ରହିବେ ଜଣେ ଡିଆଇଜି ଓ ଦୁଇଜଣ ଏସପି । ସୃଷ୍ଟି ହେଲା ୨ ହଜାର ନୂତନ ପଦବୀ ।
ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରୀ ଉପଲକ୍ଷେ ଯାନବାହନ ଚଳାଚଳ ତଥା ପଥଚାରୀଙ୍କ ସୁବିଧା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି।
ଟ୍ରାଫିକ ଜାମ ହଟାଇବା ପାଇଁ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ପାର୍କିଂ ପାଇଁ ସ୍ଥାନ ନଥିଲେ କୌଣସି ବ୍ୟକ୍ତି କାର କିଣି ପାରିବେ ନାହିଁ ବୋଲି ନିୟମ କରାଯିବାର ସମ୍ଭାବନା ରହିଛି।
ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି । ଗଲା ପ୍ରାୟ ୪ ବର୍ଷ ଭିତରେ ରାଜ୍ୟରେ ଅନାଦେୟ ପଡ଼ିଥିବା ୧୨ ଶହ ୧୫ କୋଟି ଟଙ୍କା ଚାଲାଣ ବାବଦ ଅର୍ଥ ଆଦାୟ ପାଇଁ ୱାନ୍ ଟାଇମ୍ ସେଟଲମେଣ୍ଟ ବା OTSର ପରିକଳ୍ପନା କରୁଛନ୍ତି ସରକାର ।
କଟକ ବାଲିଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
ରାଜଧାନୀ ଭୁବନେଶ୍ୱରରେ ଜୋରଦାର ହୋଇଛି ଗାଡି ଚେକିଂ । ଗତକାଲି ରାତିରେ ୧୪ଟି ଗାଡିକୁ ସ୍ପାଇକ ବ୍ୟାରିୟର ଜରିଆରେ ଲିକ୍ କରାଯାଇଛି ।
ରାସ୍ତା ଉପରେ ଚାଲିଲା ହାଇଡ୍ରାମା । ପୋଲିସ ଓ ଯୁବକଙ୍କ ମଧ୍ୟରେ ହେଲା ଖଣ୍ତଯୁଦ୍ଧ । ପୋଲିସ ବାବୁଙ୍କ ଆଙ୍ଗୁଠି କାମୁଡ଼ି ଦେଲେ ଯୁବକ...
ଗାଡ଼ି ଚାଳକଙ୍କ ଠାରୁ କୌଣସି ଚାଲାଣ କିମ୍ବା ଜରିମାନା ଆଦାୟ କରିପାରିବେନି ଟ୍ରାଫିକ୍ ASI ।
ଏଣିକି ବାଇକ ଚଳାଇବା ବେଳେ ହେଲ୍ମେଟ୍ ନପିନ୍ଧିଲେ ଆଉ ନିସ୍ତାର ନାହିଁ । କାହିଁକି ନା ଆଉ ପୋଲିସ ନୁହେଁ, ଏଥର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଜଗିବେ ଜନତା।
ଟ୍ରାଫିକ ନିୟମ ଉଲ୍ଲଘନକାରୀଙ୍କୁ ସାବାଡ଼ କରିବା ପାଇଁ ଏବେ ଇ-ଚାଲାଣ କଟାଯାଉଛି। ହେଲେ ଅନେକ କାରଣରୁ ଚାଲାଣ SMS ମୋବାଇଲକୁ ଆସିପାରିନଥାଏ କିମ୍ବା SMS ଆସିଥିଲେ ବି ଆପଣ ଜାଣିପାରିନଥିବେ, ଏଭଳି କ୍ଷେତ୍ରରେ challan ସମ୍ପର୍କରେ କେମିତି ଜାଣିବେ?
ଯାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ପରିବହନ ବିଭାଗ ଏକ ଇ-ଚିହ୍ନଟ ପୋର୍ଟାଲ ପ୍ରସ୍ତୁତ କରୁଛି।
ଏବେ ଆଉ ଗାଡ଼ି ଚାଳକ ଆପଣଙ୍କ ରାଇଡକୁ ମନା କରିପାରିବେ ନାହିଁ । ଭିତିରିଆ ଅଞ୍ଚଳକୁ ବି ତାଙ୍କୁ ଯିବାକୁ ପଡ଼ିବ ।
ଆଜିଠୁ ୨୧ ତାରିଖ ଯାଏ ସକାଳ ୯ଟାରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ଯାଏ ରାଜ୍ୟ ରାଜପଥ ଏବଂ ଜାତୀୟ ରାଜପଥରେ ଚାଲିବ ଧରପଗଡ଼ ଅଭିଯାନ। ଅଭିଯାନରେ ପୋଲିସ୍ ମଧ୍ୟ ସାମିଲ ହେବ।
କେରଳରେ ନୂଆ ଟ୍ରାଫିକ ନିୟମ ଅନୁସାରେ, ଯଦି କୌଣସି ଡ୍ରାଇଭର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ନ୍ତି କିମ୍ବା ମଦ୍ୟପାନ କରି ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ପାଇଁ କଡାକଡି ହୋଇଛି ଟ୍ରାଫିକ ନିୟମ। ହେଲ୍ମେଟ ପିନ୍ଧିବାକୁ ବାଧ୍ୟ କରାଯାଉଛି। ଏସବୁ ସତ୍ତ୍ୱେ ଲୋକ ଖାମଖିଆଲ ଭାବେ ଗାଡ଼ି ଚଲାଉଛନ୍ତି। ହେଲମେଟ ନ ପିନ୍ଧି ଗାଡି ଚଲାଉଛନ୍ତି ଏବଂ ଦୁର୍ଘଟଣାରେ ପ୍ରାଣ ବି ହରାଉଛନ୍ତି। ଏମିତି ଅନେକ ଘଟଣା ସୋଶିଆଲ ମିଡିଆରେ ଦେଖିବାକୁ ମିଳୁଛି।
ସ୍ପେଶାଲ ଡ୍ରାଇଭ ବେଳେ ବାଇକ୍ରେ ୩ ଜଣ ଯିବା ଧରାପଡ଼ିଲେ ଦଣ୍ଡିତ ହେବେ। ଏହାସହ ୧୮ ବର୍ଷରୁ କମ୍ ପିଲା ଗାଡ଼ି ଚଳାଉଥିଲେ ମଧ୍ୟ ଦଣ୍ଡିତ ହେବେ।
ପୁଷ୍ପା ହଉ କି ପୁଷ୍ପରାଜ। ବିନା ହେଲ୍ମେଟ୍ରେ ସମସ୍ତଙ୍କ ଚାଲାଣ କଟିବ। ଏମିତି କିଛି ଅଭିନବ ଢଙ୍ଗରେ କୁହାଯାଇ ଲୋକଙ୍କୁ ଟ୍ରାଫିକ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
ପୋଲିସ୍ ସମସ୍ତ ଗାଡ଼ିକୁ ଅଟକାଇ ଚେକିଂ କରୁଥିଲା। ହେଲେ ଲୋକମାନେ ପୋଲିସ ଗାଡିକୁ ଚେକିଂ କଲେ। ଫଳ ହେଲା ଓଲଟା। ଶେଷରେ ଲୋକଙ୍କ ଆକ୍ରୋଶର ଶିକାର ହେଲେ ପୋଲିସ।
ଭୁବନେଶ୍ୱର ଟ୍ରାଫିକ୍ ସ୍ଥିତିର ଯାଞ୍ଚ କରିଛନ୍ତି ନୂଆ ଟ୍ରାଫିକ୍ ଡିସିପି ଏସ୍ ସୁଶ୍ରୀ । ଆଜି ରାଜଧାନୀର ବିଭିନ୍ନ ବ୍ୟସ୍ତବହୁଳ ଟ୍ରାଫିକ୍ ଛକକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି । ବିଶେଷ ଭାବେ ମାଷ୍ଟର କ୍ୟାଣ୍ଟିନ୍, ହସ୍ପିଟାଲ୍ ଛକ, ଏଜି, ରବିନ୍ଦ୍ର ମଣ୍ଡପ ଛକ ସମେତ ନାଲ୍କୋ ଓ ଅନ୍ୟାନ୍ୟ ଛକକୁ ଯାଇ ଭିଡ଼କୁ ପରଖିଛନ୍ତି ।
ମହଙ୍ଗା ପଡ଼ିଲା ଇୟର ଫୋନ୍ରେ କଥା ହୋଇ ବାଇକ୍ ଚଲାଇବା। ଇୟର ଫୋନ୍ରେ କଥା ହୋଇ ବାଇକ୍ ଚଲାଉ ଥିବା ଅଭିଯୋଗରେ ୩୦ ହଜାର ଟଙ୍କା ଫାଇନ୍ କଟାଯିବା ସହ ଗାଡ଼ିକୁ ଜବତ କରାଯାଇଛି।
କିଛି ଲୋକ ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଥିବା ବେଳେ ଆଉ କିଛି ଲୋକ ନିୟମ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ଏଭଳି ନିୟମ ଉଲ୍ଲଂଘନକାରୀଙ୍କୁ ଉଚିତ୍ ଦଣ୍ଡ ଦେବା ପାଇଁ ଏକ ନିଆରା କ୍ୟାମ୍ପେନ୍ ଆରମ୍ଭ ହୋଇଛି।