• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Agniveer
ନିକିତା-ହେମନ୍ତଙ୍କ ସଂଘର୍ଷମୟ କାହାଣୀ.. ଆପଣ ବି ପାଇବେ ପ୍ରେରଣା

ଗାଁ ଦାଣ୍ଡ ହେଉ କି ପାହାଡ଼ ପର୍ବତ । ଯେତେବେଳେ ଯେଉଁଠି ଯେମିତି ସୁଯୋଗ ମିଳିଲା ସବୁ ସମୟରେ ଦୁଇଜଣ କରିଚାଲିଛନ୍ତି ବ୍ୟାୟାମ ।

1 Rupee Rice
ବାହା ବାହାରେ ବ୍ୟବସ୍ଥା ! ୬ ଟଙ୍କା ଘୋଡ଼ାକୁ ନଅ ଟଙ୍କାର ଦାନା.. ୧୫ କିମି ଦୁରରେ ମିଳୁଛି ଚାଉଳ

ସରକାର ସାହାପୁର ପଞ୍ଚାୟତକୁ ଯୋଗାଉଥିବା ରାସନ ସାମଗ୍ରୀ ସାହାପୁର ପଞ୍ଚାୟତ ବଦଳରେ ହରସିଂହପୁର ପଞ୍ଚାୟତରେ ଦେଉଛନ୍ତି ।

‘Burqa wali’ hugs and kisses groom watch viral video
ବୁର୍‌ଖା ପିନ୍ଧି ଆସିଲେ, ଷ୍ଟେଜ୍‌ ଉପରେ ବରକୁ Kiss କଲେ; ତା’ପରେ...

ଏବେ ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି ଷ୍ଟେଜ୍‌ ଉପରେ ବରକୁ ଆଲିଙ୍ଗନ କରିବା ସହ କିସ୍‌ କରୁଛନ୍ତି ବୁର୍‌ଖା ପିନ୍ଧିଥିବା ଜଣେ ଲୋକ। ଆଉ ଏହି ସମୟରେ କନ୍ୟା ହସୁଥିବା ନଜର ଆସିଛି।

Bishnu
କି ଦୁଃଖ ! ବାହାରକୁ ଯାଇଥିଲେ ରୋଜଗାର କରିବାକୁ, ଆଣିଲେ ରୋଗ

ଦୈବ ୟାଙ୍କ ଭାଗ୍ୟରେ ଏମିତି ଦୁଃଖ ଦେଲା ଯେ, ଏବେ କାନ୍ଦି କାନ୍ଦି ଜିଉଁଛନ୍ତି ପୂରା ପରିବାର ।

Olive Ridley
ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି; ଘନ ଘନ ପାଟ୍ରୋଲିଂ, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ବନ ବିଭାଗର ଗୋଟିଏ ଲକ୍ଷ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯେଭଳି ସର୍ବକାଳିନ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇପାରିବ ।

OTM
ଯଥାଶୀଘ୍ର ଅକ୍ତିଆରକୁ ନିଅ OTM, ନଚେତ୍ ଜରିମାନା ଦେବ

ବିଭିନ୍ନ ଆଳ ଦେଖାଇ ଓଟିଏମ୍‌କୁ ରାଜ୍ୟ ସରକାର ନିଜ ଦଖଲକୁ ନେଉନାହାନ୍ତି ବୋଲି ଅଫିସିଆଲ୍ ଲିକ୍ୟୁଡେଟର ଅଭିଯୋଗ କରିଥିଲେ ।

Pathetic
ହସ ଖୁସିରେ ଚଳୁଥିଲା ପରିବାର, ପକ୍ଷାଘାତ ସବୁ ଉଜାଡ଼ିଦେଲା ! ଏବେ ଭାରି ହୀନସ୍ତା...

ରୋଜଗାର ବନ୍ଦ ହୋଇଗଲା । ପୂରା ପରିବାର ବେସାହାରା ହୋଇପଡିଲା ।

  • Friday, 02 December 2022
Emotional Story
ସ୍କୁଲ ଯାଉଥିଲା, ପାଠ ସାଠ ଭଲ ଥିଲା; ହଠାତ୍ ବିଗିଡ଼ିଗଲା ମାନସିକ ସ୍ଥିତି ! ଗୋଡ଼ରେ ପଡ଼ିଲା ବେଡ଼ି..

ପାଦେ ପାଦେ ଏମାନଙ୍କ ପ୍ରତି ରହିଛି ବିପଦ । କାରଣ ଦୁନିଆରେ କଣ ହେଉଛି କଣ ହେଉନି ଏମାନେ କିଛି ଜାଣନ୍ତି ନାହିଁ ।

  • Friday, 02 December 2022
groom
ବାଃ ବାଃରେ ବାହାଘର...ବ୍ରାହ୍ଣଣ ମନ୍ତ୍ର ପଢୁଥିଲେ, ଲାପଟପ୍‌ରେ କାମ କରୁଥିଲେ ବର

ନିଆରା ବାହାଘର। ବେଦୀରେ ମନ୍ତ୍ର ପଢୁଥିଲେ ବ୍ରାହ୍ମଣ, ନିଜ ଅଫିସ କାମରେ ବ୍ୟସ୍ତ ଥିଲେ ବର। ଏମିତିକି ଆଶୀର୍ବାଦ ଦିଆଯାଉଥିବା ବେଳେ ଲାପଟପ୍‌ରେ ବ୍ୟସ୍ତ ଥିଲେ...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ

Marriage
ବାହାଘର ମଝିରେ କନ୍ୟାକୁ କିସ୍‌ କଲା ବର, ତା’ପରେ..

ସାତ ଜନ୍ମର ସାଥୀ ହେବା ପାଇଁ ବେଦୀ ଉପରେ ବାହାଘର ଚାଲିଥିଲା । ବାହାଘର ବେଳେ ହଠାତ୍‌ ବର ବେଦୀ ମଝିରେ କନ୍ୟାକୁ କିସ୍‌ କରିଥିଲା । ଏହାପରେ ଯାହା ଘଟିଲା, ବୋଧହୁଏ ପୁଅ କେବେ ଆଶା କରିନଥିଲା ।

dog
ଏମିତି କୁକୁରକୁ ଶହେ ସଲାମ୍ !

ବନ୍ଧୁ, ଯେଉଁଠି ମଣିଷ ତାର ସ୍ୱାର୍ଥ ପୂରଣ ପାଇଁ ଅନ୍ୟକୁ ପର କରିଦିଏ, ଆଜି ସେଠି ମଣିଷର ସାଥୀ ହୋଇଛି କୁକୁର। ପଶୁ ବୋଲି ସେ ସିନା କିଛି କହିପାରିବନି, ହେଲେ ମଣିଷର ଆଖି ତ ହୋଇପାରିବ, ଦେଖନ୍ତୁ ରିପୋର୍ଟ..

Father - Son Fight
କି ଅଜବ ! ବାପାକୁ ପାଇଖାନା କରିବାକୁ ଦେଉନି ପୁଅ.. ମାମଲା ଯାଇ ଥାନାରେ

ପୁଅ ବିରୋଧରେ ଉପେନ୍ଦ୍ର ପ୍ରଶାସନର ଦ୍ୱାରସ୍ଥ ବି ହୋଇଥିଲେ । ହେଲେ କିଛି ଲାଭ ପାଇନଥିଲେ ।

  • Tuesday, 29 November 2022
Love Story
ଏମିତି ପ୍ରେମ ଭାଗ୍ୟରେ ଥିଲେ ମିଳେ ! ସମୁଦ୍ରକୁ ଡେଇଁପଡ଼ିଲେ, ପାଣି ଭିତରୁ ରିଙ୍ଗ ଆଣିଲେ.. ଦେଖନ୍ତୁ ଭିଡିଓ

ଭିଡିଓରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି । ଆଉ ଏଭଳି ପ୍ରପୋଜ୍‌ ଆପଣ କେବେ ଦେଖିନଥିବେ ।

Mosquitoes Bite
କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ମଶା ଅଧିକ କାମୁଡ଼ିଥାନ୍ତି ! ହେଲେ କାହିଁକି ? ଆପଣ ହେଉଛନ୍ତି କି ମଶାର ଶିକାର...

ମଶାମାନେ ଲୋକ ଚିହ୍ନି ତାକୁ କାମୁଡ଼ିଥାନ୍ତି । ତେବେ ଆଜି ଆମେ ସେହି କଥା ଆପଣଙ୍କୁ କହିବୁ । କେଉଁମାନଙ୍କୁ ମଶାମାନେ ଅଧିକ କାମୁଡ଼ିଥାନ୍ତି ।

  • Monday, 28 November 2022
dance
‘ନାଚିବ ଯଦି ଏମିତି ନାଚିବ ନହେଲେ ଜମା ନାଚିବନି’

ଏକ ବିବାହ ଉତ୍ସବରେ ବ୍ୟକ୍ତି ଜଣକ ଯେଉଁପରି ଭାବେ ମାଧୁରୀଙ୍କ ଗୀତରେ ନାଚୁଛନ୍ତି, ତାହାକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ୍‌ କରିବାରେ ଲାଗିଛନ୍ତି ଯେ ‘ଇଏ ମାଧୁରୀଙ୍କ ଠାରୁ ଆଦୌ କମ୍‌ ନୁହଁନ୍ତି’। 

snake
ଚପଲ ଚୋରେଇ ସାପ ଫେରାର୍‌, ଭିଡିଓ ଭାଇରାଲ..

କଥାରେ ଅଛି ଯାହା ନହୋଇଥିବ ଅନ୍ୟ ଯୁଗରେ, ତାହା ହେବ କଳିଯୁଗରେ । ତାହାର ସଦ୍ୟତମ ଉଦାହରଣ ହେଉଛି ଏହି ଭିଡିଓ ।

snake
ଆଶ୍ଚର୍ଯ୍ୟ !! ଚପଲ ନେଇ ପଳାଉଛି ସାପ..

ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ରାଗିଗଲା ପରେ ଚପଲ ନେଇ ପଳାଉଛି ସାପ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ice-cream
ଆଇସକ୍ରିମ ବାଲା ଉପରେ ରାଗିଲା, ମୁହଁକୁ ଆଇସକ୍ରିମ ଫୋପାଡି ଦେଲା...

ଆଇସକ୍ରିମ୍‌ ବାଲା ଉପରେ ପ୍ରବଳ ମାତ୍ରାରେ ରାଗିଯାଇଛି କୁନି ଝିଅ। କୋନ୍‌ ଆଇସକ୍ରିମ କାଠିକୁ ଧରି ମୁହଁକୁ ଦେଲା ଫୋପାଡି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

dance
ବାପ୍‌ରେ ବାପ୍‌ କି ଠୁମକା? ୟାଙ୍କ ଡ୍ୟାନ୍ସ ଦେଖିଲେ ଫିଦା ହେବେ ଆପଣ

ଆରେ ବାପ୍‌ରେ ବାପ୍‌ !! ବାହାଘରରେ ଜବରଦସ୍ତ ଠୁମକା ଲଗାଇଲେ ଏହି ବ୍ୟକ୍ତି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

Worlds oldest vegetarian food found in Iraq cave
କେବେ ଓ କେଉଁଠି ମଣିଷ ପ୍ରଥମେ ଖାଇଥିଲା ରୁଟି-ଡାଲି

ଭାରତରେ ରୁଟି ଡାଲି ଆଜିକା ସମୟରେ ଏକ ସାଧାରଣ ଖାଦ୍ୟ ହୋଇଯାଇଛି। ଏହା କିନ୍ତୁ ଭାରତର ମୂଳ ଖାଦ୍ୟ ନୁହେଁ। ତେବେ ଏହା କେଉଁଠୁ ଆରମ୍ଭ ହୋଇଥିଲା ଓ କେବେ ପ୍ରଥମେ ଖିଆଯାଇଥିଲା, ଆସନ୍ତୁ ସେ ବିଷୟରେ ଜାଣିବା।

Viral Video
ଟିକ୍‌ଟକ୍‌ ଭିଡିଓ କରି ସ୍ୱାମୀ ହତ୍ୟାକାଣ୍ତର ପର୍ଦ୍ଦାଫାସ କଲେ ମହିଳା

ଟିକଟକ୍‌ରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ନାଚ ଜରିଆରେ କାହାଣୀ ବଖାଣୁଛି । ସେ ପୁଣି ଏମିତି ସେମିତି କାହାଣୀ ନୁହେଁ ବରଂ ନିଜ ସ୍ୱାମୀକୁ ହତ୍ୟା କରାଯାଇଥିବା କାହାଣୀ ।

Tragic Story
ହଠାତ୍‌ ୩ ଭଉଣୀଙ୍କ ଚାଲିଲାନି ଗୋଡ଼ ! ଏବେ ମାଆ-ବାପାଙ୍କ କାନ୍ଧ ହିଁ ସାହାରା

ସବୁକିଛି ଠିକ୍‌ ଥିବା ପରେ ବି ହଠାତ୍‌ ତିନି ଭଉଣୀଙ୍କ ଗୋଡ ଆଉ କାମ କଲାନି କି ସେମାନେ ଆଉ ଚାଲି ବୁଲି ପାରିଲେନି ।

Missing
କି ଦୁଃଖ ! ବୋଝ ପରେ ନଳିତା ବିଡ଼ା; ମେଡିକାଲରେ ସ୍ୱାମୀଙ୍କ ଚିକିତ୍ସା ଚାଲିଛି, ସେପଟେ ପୁଅ ହଜିଗଲାଣି

ସ୍ୱାମୀଙ୍କର ଏ ଅବସ୍ଥା ପାଇଁ ଦିନ ରାତି ଏକ କରି ସେବା କରୁଛନ୍ତି ସ୍ତ୍ରୀ । କିଡନୀ ଖରାପ ହୋଇଥିବାରୁ ବାଲେଶ୍ୱର ମେଡିକାଲରେ ଡାଇଲିସିସ୍‌ ବି ଚାଲିଛି ।

Love Story
ମଲା ପ୍ରେମିକାର ସିନ୍ଥିରେ ସିନ୍ଦୁର ଦେଲା ପ୍ରେମିକ

ଦୀର୍ଘ ଦିନର ଭଲ ପାଇବାର ଅନ୍ତ ଯେ ଏମିତି ଘଟିବ, ତାହା କେହି ବି ବିଶ୍ୱାସ କରିପାରିବେନି । ବାହା ହୋଇ ସୁଖର ସଂସାର କରିବା ପାଇଁ ସ୍ୱପ୍ନ ଦେଖିଥିବା ମଣିଷ ଯଦି ସେହି ମନର ମଣିଷକୁ ଅଧା ବାଟରେ ହରାଇ ଦିଏ। ତେବେ କେତେ ଯେ କଷ୍ଟ, ତାହା ଅଙ୍ଗେ ଲିଭାଇଥିବା ମଣିଷ ହିଁ ବୁଝିପାରିବ ।